Browsing Tag

IPL

ଆଇପିଏଲ୍‌ ୨୦୨୪ : ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ ପାଟ କମିନ୍ସ

ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ରହିଛି । ଏହାପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ଟିମରେ ବଡ ପରିବର୍ତ୍ତନ କରିଛି । ସନରାଇଜର୍ସ ହାଇଦ୍ରାବାଦ ଟିମର ନୂଆ ଅଧିନାୟକ ହୋଇଛନ୍ତି ପାଟ କମିନ୍ସ । ୨୦୨୩ରେ ଦାୟିତ୍ୱ ସମ୍ଭାଳିଥିବା ଏଡନ ମାର୍କରମଙ୍କୁ ଦାୟିତ୍ୱରୁ ମୁକ୍ତି ମିଳିଛି ।…

ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସକୁ ଝଟକା, ଓପନର ଡିଭନ୍ କନୱେ ଆହତ

ଆଇପିଏଲ୍‌ ୨୦୨୪ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ହେଲେ ନୂଆ ସିଜନ ଆରମ୍ଭ ପୂର୍ବରୁ ଗତଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ଟିମକୁ ବଡ ଝଟକା ଲାଗିଛି । ଟିମର ଓପନର ଡିଭନ୍ କନୱେ ଆହତ ହେବା ପରେ ସର୍ଜରୀ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଆଉ ଯଦି ସର୍ଜରୀ କରାନ୍ତି, ତେବେ…

IPL ୨୦୨୪ ପ୍ରଥମ ପ୍ରୋମୋ ରିଲିଜ : ନଜର ଆସିଲେ ହାର୍ଦ୍ଦିକ, ପନ୍ତ, ରାହୁଲ ଏବଂ ଶ୍ରେୟସ, ଦେଖିବାକୁ ମିଳିଲେନି ଧୋନି…

ଆଇପିଏଲ ନୂଆ ସିଜିନକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଇପିଏଲ୍‌ ମ୍ୟାଚ ଆରମ୍ଭ ହେବା ତାରିଖ ଘୋଷଣା ହୋଇସାରିଥିବା ବେଳେ ମ୍ୟାଚର ପ୍ରସାରଣ କରୁଥିବା ଚ୍ୟାନେଲ ତରଫରୁ ଲିଗର ପ୍ରଥମ ପ୍ରୋମୋ ଜାରି ହୋଇଛି । ଆଇପିଏଲ୍‌ ୨୦୨୪ ପ୍ରୋମୋ ସାମ୍ନାକୁ ଆସିଛି । ଏଥିରେ ହାର୍ଦ୍ଦିକଙ୍କ ସମେତ ଅନ୍ୟ…

IPL ୨୦୨୪ର ଖେଳସୂଚୀ ଘୋଷଣା, ଏହି ଦିନ CSK ଏବଂ RCB ମଧ୍ୟରେ ହେବ ଓପନିଂ ମ୍ୟାଚ୍‌

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୪ର ଖେଳସୂଚୀ ଆଜି ଘୋଷଣା ହୋଇଛି । ଦୀର୍ଘ ଦିନରୁ ଏହାକୁ ଅପେକ୍ଷା କରାଯାଇଥିଲା । ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ ( ସିଏସ୍‌କେ) ଏବଂ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…

ବାରବାଟି ଷ୍ଟାଡିୟମ୍ ରେ ହେବ IPL ମ୍ୟାଚ୍ !

କଟକ (କେନ୍ୟୁଜ୍‌) : କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ ଆଇପିଏଲ୍ ମ୍ୟାଚ୍ । ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀ ଷ୍ଟାଡିୟମରେ ଖେଳିପାରେ ମ୍ୟାଚ୍ । ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ଦୁଇଟି ମ୍ୟାଚ୍ ପୁଣେ ଏବଂ କଟକରେ ଖାଳାଯାଇପାରେ । ଆସନ୍ତା…

ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା, IPL ୨୦୨୪ରୁ ବାହାରିଲେ ଷ୍ଟାର୍‌ ବୋଲର୍‌ ମହମ୍ମଦ ଶାମି

ଆଇପିଏଲ୍‌ ୨୦୨୪ ଆରମ୍ଭ ହେବା ପୂର୍ବରୁ ଆସିଛି ବଡ଼ ଅପଡେଟ୍‌ । ଭାରତର ଷ୍ଟାର୍‌ ଦ୍ରୁତ ବୋଲର ମହମ୍ମଦ ଶାମି ଆଇପିଏଲ୍‌ରୁ ବାହାରିଛନ୍ତି । ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଛି । ଶାମିଙ୍କୁ ଏଥିପାଇଁ ବ୍ରିଟେନରେ ସର୍ଜରୀ କରାଇବାକୁ ପଡ଼ିବ । ୩୩ ବର୍ଷୀୟ ଶାମି ଇଂଲଣ୍ଡ ବିପକ୍ଷରେ ଚାଲିଥିବା…

ଆଇପିଏଲରେ ଖେଳିବେ ରିଷଭ ପନ୍ତ, କିନ୍ତୁ କରିବେନି ଓ୍ଵିକେଟ କିପିଂ

ଷ୍ଟାର କି୍ରକେଟର ରିଷଭ ପନ୍ତ ଖୁବଶୀଘ୍ର କ୍ରିକେଟ ମଇଦାନକୁ ଫେରୁଛନ୍ତି । ଆଗାମୀ ଆଇପିଏଲରେ ପୁଣିଥରେ ପଡିଆକୁ ଫେରିବେ । ରିଷଭ ବେଙ୍ଗାଲୁରୁ ପାଖରେ ଥିବା ଅଲୁରରେ ଏକ ଓ୍ଵାର୍ମଅପ୍‌ ମ୍ୟାଚ୍‌ ଖେଳିବା ପାଇଁ ଆସିଥିଲେ ପନ୍ତ । ଆଉ ଯାହାକୁ ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି । ରିପୋର୍ଟ…

ମାର୍ଚ୍ଚ ୨୨ରୁ ଆଇପିଏଲର ୧୭ତମ ସଂସ୍କରଣ, ଜାରି ହେବ ପ୍ରଥମ ୧୫ ଦିନର ମ୍ୟାଚ୍‌ ସୂଚୀ !

ମାର୍ଚ୍ଚ ୨୨ରୁ ଫଟାଫଟ୍ କ୍ରିକେଟ୍ ମହାସମର। ଇଣ୍ଡିଆନ ପ୍ରିମିୟର ଲିଗର ୧୭ ତମ ସଂସ୍କରଣ ୨୨ ତାରିଖରୁ ଆରମ୍ଭ ହେବ । ଏନେଇ ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୁମଲ ସୂଚନା ଦେଇଛନ୍ତି । ସାଧାରଣ ନିର୍ବାଚନ ସତ୍ତ୍ବେ ପୂରା ଟୁର୍ଣ୍ଣାମେଣ୍ଟ କେବଳ ଭାରତରେ ଖେଳାଯିବ । ପ୍ରଥମେ କେବଳ ୧୫ ଦିନ ପାଇଁ ମ୍ୟାଚ…

IPL 2024 ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସକୁ ଝଟକା, ଶିବମ ଦୁବେ ଆହତ

ଆଇପିଏଲ ୨୦୨୪ ପାଇଁ ସମସ୍ତ ଟିମ୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିସିସିଆଇ ଆଇପିଏଲ ୨୦୨୪ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ । କିନ୍ତୁ ମାର୍ଚ୍ଚ ଶେଷ ଆଡକୁ ଆଇପିଏଲ୍‌ ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ଲିଗ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ ଟିମକୁ ଝଟକା ଲାଗିଛି । ଟିମର…

ଆଇପିଏଲ ଅଲ୍‌ ଟାଇମ ବେଷ୍ଟ ଟିମର ଅଧିନାୟକ ହେଲେ ଧୋନି, ଟିମରେ ମିଳିଲାନି ରୋହିତଙ୍କୁ ସ୍ଥାନ

ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଛି । ୨୦୦୮ରୁ ଆରମ୍ଭ ହୋଇଥିବା ଏହି ଲିଗ୍‌ ପାଇଁ ଫ୍ୟାନ୍ସ ବହୁତ ପାଗଳ । ଆସନ୍ତାକାଲିକୁ ଆଇପିଏଲ ପ୍ରଥମ ନିଲାମକୁ ୧୬ ବର୍ଷ ପୂରଣ ହେବାକୁ ଯାଇଛି । ଏହାକୁ ସ୍ୱତନ୍ତ୍ର କରିବା ପାଇଁ ଅଲ୍‌ ଟାଇମ୍‌ ବେଷ୍ଟ ଟିମ୍‌ ଚୟନ କରାଯାଇଛି । ଆଉ…

ଆଇପିଏଲ ଟାଇଟଲ ସ୍ପନସରସିପ, ୫ ବର୍ଷ ପାଇଁ ରାଇଟସକୁ ୨୫୦୦ କୋଟି ଟଙ୍କାରେ କିଣିଲା ଟାଟା ଗ୍ରୁପ

ଟାଟା ଗ୍ରୁପ ପାଖରେ ପୁଣି ଥରେ ରହିଲା ଆଇପିଏଲ ଟାଇଟଲ ସ୍ପନସରସିପ । ୫ବର୍ଷ ପାଇଁ ରାଇଟସକୁ ୨୫୦୦ କୋଟି ଟଙ୍କାରେ କିଣିଛି ଟାଟା । ୨୦୨୪ରୁ ୨୦୨୮ ପର୍ଯ୍ୟନ୍ତ ଟାଇଟଲ ସ୍ପନସରସିପ ହାସଲ କରିଛି ଟାଟା ଗ୍ରୁପ । ପ୍ରତି ସିଜିନ ପାଇଁ ବିସିସିଆଇ ୫ଶହ କୋଟି ଟଙ୍କା ପାଇବ । ଇତିହାସରେ କୌଣସି ଲିଗ…

IPL ନିଲାମୀ ପରେ ବଦଳି ଯାଇଛି ମୋ ଜୀବନ, କୌଣସି ଟିମ୍‌ ମୋତେ ଏତେ ଟଙ୍କାରେ ନେବେ ବୋଲି ଆଶା କରି ନଥିଲି…

ନୂଆଦିଲ୍ଲୀ : ବାପାଙ୍କର ବ୍ୟବସାୟ ବନ୍ଦ ହୋଇଗଲା । ରୋଜଗାର କରି ଆମକୁ ପୋଷୁଥିବା ବେଳେ ହଠାତ୍‌ ବାପା କିଛି ନକରି ଘରେ ବସି ରହିଲେ । ଘର ଚଳିବା ପାଇଁ ପାଖରେ ପଇସା ନଥିବା ବେଳେ ଭାଇ ଏକ ଘରୋଇ ସଂସ୍ଥାରେ କାମ କରି ଯାହା ଟଙ୍କା ଆଣୁଥିଲେ ସେଥିରେ ଘର ଚଳୁଥିଲା ହେଲେ ଘରର ଆର୍ଥୀକ ସ୍ଥିତି କିଛି…