Browsing Tag

Iran

ହିଜବୁଲ୍ଲାକୁ ନେତାନ୍ୟାହୁଙ୍କ ଚେତାବନୀ: ଇସ୍ରାଏଲର କ୍ଷତି କରିବାକୁ ଚାହୁଁଥିବା କାହାକୁ ବି ଛଡାଯିବନି

ହିଜବୁଲ୍ଲାକୁ ନେତାନ୍ୟାହୁଙ୍କ ଚେତାବନୀ । ତାଙ୍କୁ ହତ୍ୟା ପାଇଁ ଉଦ୍ୟମ ବଡ଼ ଭୁଲ । ଏଥିପାଇଁ ମୂଲ୍ୟ ଦେବାକୁ ହେବ । ଇସ୍ରାଏଲ ନାଗରିକଙ୍କୁ କ୍ଷତି ପହଞ୍ଚାଇବାକୁ ଯିଏ ଉଦ୍ୟମ କରିବ, ତାକୁ ମୂଲ୍ୟ ଦେବାକୁ ହେବ । ତାଙ୍କୁ ହତ୍ୟା ଉଦ୍ୟମ ଶତ୍ରୁଙ୍କ ସହ ଯୁଦ୍ଧରୁ ଇସ୍ରାଏଲକୁ ଅଟକାଇ ପାରିବ ନାହିଁ…

ମଧ୍ୟପ୍ରାଚ୍ୟରେ ଭୟଙ୍କର ସ୍ଥିତି : ଇସ୍ରାଏଲ ଉପରେ ଶହଶହ ମିସାଇଲ ମାଡ଼ କରିଛି ଇରାନ

ନୂଆଦିଲ୍ଲୀ : ବିଶ୍ବ ଦେଖିପାରେ ବଡ଼ ଯୁଦ୍ଧ। ମଧ୍ୟପ୍ରାଚ୍ୟରେ ଭୟଙ୍କର ସ୍ଥିତି । ଇସ୍ରାଏଲ ଉପରେ ଶହଶହ ମିସାଇଲ ମାଡ଼ କରିଛି ଇରାନ । ଇସ୍ରାଏଲର ବିଭିନ୍ନ ଅଞ୍ଚଳକୁ ରାତିରେ ଟାର୍ଗେଟ କରିଛି । ଜନବସତି, ଇରାନ ଗୁଇନ୍ଦା ସଂସ୍ଥା ମୋସାଦ ହେଡକ୍ବାର୍ଟର, ଶିଳ୍ପାଞ୍ଚଳକୁ ଟାର୍ଗେଟ କରିଛି ଇରାନ ।…

ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧର କଳାବାଦଲ, ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନର ନିର୍ଦ୍ଦେଶ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧର କଳାବାଦଲ । ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ ପାଇଁ ଇରାନର ନିର୍ଦ୍ଦେଶ । ହମାସର ଶୀର୍ଷ ନେତା ଇସମାଇଲ ହନିୟେଙ୍କ ହତ୍ୟା ପରେ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଲେ ଇରାନ ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲ୍ଲୀ ଖମେନେଇ । ଇରାନର ସୁପ୍ରିମ…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ : ଇରାନର ମିସାଇଲ୍ ହମଲା ପରେ ହାଇଆଲର୍ଟରେ ଇସ୍ରାଏଲ

ନୂଆଦିଲ୍ଲୀ : ଇସ୍ରାଏଲ ଉପରେ ଇରାନର ମାସାଇଲ୍ ମାଡ଼ । ଇରାନ ସୀମାରୁ ଡ୍ରେନ୍ ହମଲା ହୋଇଥିବା କହିଛି ଇସ୍ରାଏଲ ସେନା । ଇରାନର ମିସାଇଲ୍ ଆକ୍ରମଣ ପରେ ହାଇଆଲର୍ଟରେ ଇସ୍ରାଏଲ ଡିଫେନ୍ସ ଫୋର୍ସ । ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ ପକ୍ଷରୁ କହାଯାଇଛି, ଶନିବାର ଇସ୍ରାଏଲରେ ଶତାଧିକ ଡ୍ରୋନ୍…

ଇରାନ ବିସ୍ଫୋରଣ ପଛରେ କାହାର ହାତ ? ମୃତକଙ୍କ ସଂଖ୍ୟା ଛୁଇଁଲା ୧୦୩, ଶତାଧିକ ଆହତ

ନୂଆଦିଲ୍ଲୀ : ଗତକାଲି ଭୟାବହ ବିସ୍ଫୋରଣରେ ଥରିଥିଲା ଇରାନ। ଦୁଇ ଦୁଇଟି ବିସ୍ଫୋରଣରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଇରାକୀ ଡ୍ରୋନ ଆକ୍ରମଣରେ ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟାର ବର୍ଷ ପୂର୍ତ୍ତି ପାଳନ ବେଳେ ତାଙ୍କ ସମାଧି ନିକଟରେ ଏହି ବିସ୍ଫୋରଣ ହୋଇଥିଲା।…

ଭାରତ ମହାସାଗରରେ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ : ଇରାନ୍ ହମଲା କରିଥିବା ପେଣ୍ଟାଗନର ଦାବି

ନୂଆଦିଲ୍ଲୀ : ଭାରତୀୟ ତଟରେ ଇସ୍ରାଏଲୀ ଜାହାଜ ଉପରେ ଡ୍ରୋନ୍ ହମଲାର ବଡ଼ ଖୁଲାସା। ଆକ୍ରମଣ ପଛରେ ଇରାନର ହାତ ଥିବା କହିଲା ଆମେରିକା । ସାଉଦି ଆରବରୁ ଭାରତ ଅଭିମୁଖେ ଆସୁଥିବା ଜାହାଜ ଏମଭି କେମ୍ ପ୍ଲୁଟୋ ଉପରେ ଇରାନ୍ ଆକ୍ରମଣ କରିଥିବା ଦାବି କରିଛି ଆମେରିକାର ପ୍ରତିରକ୍ଷା ବିଭାଗ । ୟେମେନି…

ଇରାନ୍‌ର ନିଶାମୁକ୍ତି କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ, ୨୭ ଜୀବନ୍ତ ଦଗ୍ଧ

ଉତ୍ତର ଇରାନର ଗିଲାନ ରାଜ୍ୟରେ ଥିବା ଏକ ନିଶାମୁକ୍ତି କେନ୍ଦ୍ରରେ ଶୁକ୍ରବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଥିବା ଖବର ରହିଛି। ରିପୋର୍ଟ ମୁତାବକ, ଲାଙ୍ଗ୍ରାଉଡ ସହରରେ ଥିବା ଏହି ନିଶାମୁକ୍ତି କେନ୍ଦ୍ରରେ ବ୍ୟାପକ ଅଗ୍ନିକାଣ୍ଡ…

ଇସ୍ରାଏଲକୁ ତେହେରାନର କଡ଼ା ଚେତାବନୀ: ଆହୁରି ଭୟଙ୍କର ହେବ ଯୁଦ୍ଧ

କେନ୍ୟୁଜ୍(ବ୍ୟୁରୋ): ମଧ୍ୟ ପ୍ରାଚ୍ୟରେ ଆହୁରି ଭୟଙ୍କର ହେବ ଯୁଦ୍ଧ । ଇସ୍ରାଏଲ-ହମାସ ଯୁଦ୍ଧରେ ସାମିଲ ହେବା ନେଇ ଧମକ ଦେଇଛି ଇରାନ । ଏନେଇ ଇସ୍ରାଏଲକୁ ତେହେରାନ କଡ଼ା ବାର୍ତ୍ତା ଦେଇ  କହିଛି ଯଦି ଗାଜାରେ ହମାସ ବିରୋଧରେ ଇସ୍ରାଏଲ ନିଜର ମିଲିଟାରୀ ଅଭିଯାନ ଜାରି ରଖେ ତେବେ ଇରାନ ହସ୍ତକ୍ଷେପ…

ଦୁନିଆର ସବୁଠୁ ଅପରିଷ୍କାର ବ୍ୟକ୍ତି ଅମୌ ହାଜୀଙ୍କ ମୃତ୍ୟୁ; ୫୦ ବର୍ଷ ଧରି ଗାଧୋଇ ନ ଥିଲେ! କିଛି ଦିନ ତଳେ ଗ୍ରାମବାସୀ…

୫୦ ବର୍ଷ ଧରି ଗାଧୋଇ ନ ଥିବା ଇରାନ୍‌ର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଇରାନ୍‌ର ସରକାରୀ ମିଡିଆ ମୁତାବକ, ଅନେକ ଦଶକରୁ ଗାଧୋଇ ନ ଥିବା ଦୁନିଆର ସବୁଠୁ ଅପରିଷ୍କାର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ଦୁନିଆର ସବୁଠୁ ଗନ୍ଧିଆ ତଥା ଅପରିଷ୍କାର ବ୍ୟକ୍ତି ନାମରେ ପରିଚିତ ଥିବା ଏହି ବ୍ୟକ୍ତି…

ହିଜାବ ବିରୋଧରେ ଦେହରୁ ସମସ୍ତ ପୋଷାକ କାଢ଼ିଦେଲେ ଅଭିନେତ୍ରୀ; ସୋସିଆଲ ମିଡିଆରେ ପୋଷ୍ଟ୍‍ କଲେ ଏପରି ଭିଡିଓ

ଇରାନରେ ହିଜାବ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଚରମ ସୀମାରେ ପହଞ୍ଚିଛି। ଇରାନୀ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସେଲିବ୍ରିଟିମାନଙ୍କ ସମର୍ଥନ ମିଳୁଛି। ଇତି ମଧ୍ୟରେ ଜଣେ ଇରାନୀ ଅଭିନେତ୍ରୀ ଏଲ୍‌ନାଜ ନୋରୋଜି ବି ଏହି ସମର୍ଥନରେ ମହିଳାଙ୍କ ସାଥ୍‌ ଦେଇଛନ୍ତି। ତାଙ୍କ ପ୍ରତିବାଦ ଏବେ…

Zoo କିପରଙ୍କୁ ଆକ୍ରମଣ କରି ମାରି ଦେଲା ସିଂହୀ; ପୁଣି ସାଥୀ ସହିତ ପିଞ୍ଜରାରୁ ମାରିଲା ଚମ୍ପଟ୍‌!

ସୋସିଆଲ ମିଡିଆରେ ଜୀବଜନ୍ତୁମାନଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ। ହେଲେ ଏବେ ଇରାନର ଏକ ପ୍ରାଣୀ ଉଦ୍ୟାନରୁ ଯେଉଁ ଅଜବ ମାମଲା ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏଠାରେ ଏକ ସିଂହୀ ଜୁ-କିପରଙ୍କୁ ଆକ୍ରମଣ କରି ତାଙ୍କୁ ଜୀବନରୁ ମାରି ଦେଇଛି ଏବଂ ଧରା…

ମହିଳା ଫୁଟବଲ ଟିମ୍‌ର ଏହି ଖେଳାଳିଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌ କହିଲା ପୁରୁଷ, ତୁରନ୍ତ ଲିଙ୍ଗ ଯାଞ୍ଚ କରିବାକୁ ଦାବି

ଇରାନର ରାଷ୍ଟ୍ରୀୟ ମହିଳା ଫୁଟବଲ ଟିମ୍‌ରେ ଜଣେ ପୁରୁଷ ଖେଳାଳି ଖେଳୁଛନ୍ତି। ଏହି ଖେଳାଳି ଜଣକ ମ୍ୟାଚ୍‌ ସମୟରେ ଗୋଲକିପରର ଭୂମିକା ନିଭାଇଥିଲେ। ଇରାନ ଉପରେ ଏଭଳି ଅଭିଯୋଗ ଆଣିଛି ଏହାର ନିଟକତମ ପ୍ରତିଦ୍ୱନ୍ଦ୍ୱୀ ଜୋର୍ଡାନ। ଜୋର୍ଡାନ ଫୁଟବଲ ଆସୋସିଏଶନ ଅଧ୍ୟକ୍ଷ ପ୍ରିନ୍ସ ଅଲୀ ବିନ୍‌…