ରୁଷ୍: ଦାଗେସ୍ତାନ ବିମାନବନ୍ଦରରେ ପାଲେଷ୍ଟାଇନ୍ ସମର୍ଥକଙ୍କ ହଙ୍ଗାମା, ଭଙ୍ଗାରୁଜା
ଇସ୍ରାଏଲ ଏବଂ ହମାସ ଭିତରେ ଜାରି ରହିଥିବା ଯୁଦ୍ଧ କେବଳ ଗାଜା ନୁହେଁ ବରଂ ଏବେ ବିଶ୍ୱର ଅନେକ ଦେଶରେ ମଧ୍ୟ ପ୍ରଭାବ ପକାଇଛି । ଆପଣ ୟୁରୋପରେ ହମାସ ସମର୍ଥକଙ୍କ ତାଣ୍ଡବ ଦେଖିଥିବେ । ଖାଲି ଏତିକି ନୁହେଁ ଭାରତର କେରଳରେ ହମାସ ଆତଙ୍କୀକୁ ଭାଷଣ ଦେବାର ମଧ୍ୟ ଶୁଣିଲେ । କିନ୍ତୁ ଏସବୁ ଭିତରେ…