Browsing Tag

italy

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମାତୃ ବିୟୋଗ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମାଇନୋଙ୍କ ନିଧନ ହୋଇଯାଇଛି। ଗତ ଶନିବାର ଅଗଷ୍ଟ ୨୭ରେ ତାଙ୍କର ଇଟାଲୀରେ ପରଲୋକ ଘଟିଥିଲା ଏବଂ ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବର୍ତ୍ତମାନ ସୋନିଆ ଗାନ୍ଧୀ ବିଦେଶ ଗସ୍ତରେ ଅଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ…

ଇଟାଲୀରେ ଭୁଶୁଡ଼ିଲା ଗ୍ଲାସିୟର୍‌; ୫ ମୃତ, ୮ ଗୁରୁତର…ଏବେ ବି ଫସି ରହିଛନ୍ତି ୧୮ ଜଣ ଲୋକ

ଇଟାଲୀରେ ଅଲ୍‌ପାଇନ ଗ୍ଲାସିୟର୍‌ର ଏକ ବଡ଼ ଅଂଶ ରବିବାର ଦ୍ୱିପ୍ରହରରେ ଭୁଶୁଡ଼ି ପଡ଼ିଥିଲା, ଯାହା ସଂସ୍ପର୍ଶରେ ଆସି ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୮ ଜଣ ଆହତ ହୋଇଛନ୍ତି। ଇଟାଲୀର ଏକ ସରକାରୀ ମିଡିଆ ମୁତାବକ, ଗ୍ଲାସିୟର୍‌ ଭୁଶୁଡ଼ି ପଡ଼ିବାରୁ ହଠାତ୍‌ ଲୋକମାନେ ବରଫ ଚଟାଣର ଧ୍ୱଂସାବଶେଷରେ ଫସି…

ଗଛରେ କୋଠା ନା କୋଠାରେ ଗଛ ! ତାତିରୁ ରକ୍ଷା ପାଇବା ପାଇଁ ଏଭଳି ନିଆରା ବ୍ୟବସ୍ଥା

ବର୍ତ୍ତମାନ ସମୟରେ ଜଳବାୟୁରେ ପରିବର୍ତ୍ତନ ହେବା ସମଗ୍ର ବିଶ୍ୱ ପାଇଁ ବିପଦର ଘଣ୍ଚି ଭଳି । ଆଉ ଏହାର ସମାଧାନ ଦିଗରେ ସବୁଜ କ୍ଷେତ୍ର ସୃଷ୍ଟି କରିବାର କଥା ସବୁ ବେଳେ କୁହାଯାଉଛି । ଗଛ ଲଗାଇଲେ ହିଁ ଜଳବାୟୁ ଠିକ ରହିବ ଆଉ ଆଗାମୀ ବିପଦକୁ ଏଡାଇହେବ । ତେଣୁ ସବୁଠି ଗଛ ଲଗାଇବାର ଟ୍ରେଣ୍ଡ ଆରମ୍ଭ…

ଏଠି ବିବାହ କରିବେ ତ ଖର୍ଚ୍ଚ ଟଙ୍କା ହେବ ଫେରସ୍ତ! ମିଳିବ ଏତେ ଲକ୍ଷ ଟଙ୍କା

ଇଟାଲୀରେ ଦମ୍ପତିମାନଙ୍କୁ ସେମାନଙ୍କ ଡ୍ରିମ୍‌ ୱେଡିଂର ଆୟୋଜନ ପାଇଁ ୧.୭ ଲକ୍ଷ ଟଙ୍କା ରିଫଣ୍ଡ୍‌ ଆକାରରେ ଦିଆଯାଉଛି। ସେଣ୍ଟ୍ରାଲ ଇଟାଲୀର ଲାଜିଓ ଅଞ୍ଚଳ ବିବାହ ସମ୍ବନ୍ଧୀୟ ଖର୍ଚ୍ଚରେ ପାଖାପାଖି ୧,୬୭,୦୦୦ ଟଙ୍କା ପର୍ଯ୍ୟନ୍ତ ରିଫଣ୍ଡ୍‌ ପ୍ରଦାନ କରୁଛି। ଏହି ରିଫଣ୍ଡ୍‌ରେ ଇଭେଣ୍ଟ କମ୍ପାନୀ,…

ସୂର୍ଯ୍ୟଙ୍କ କିରଣ ପାଇବା ପାଇଁ ଲୋକେ ତିଆରି କଲେ ଆର୍ଟିଫିସିଆଲ ସୂର୍ଯ୍ୟ

ଦୁନିଆରେ ଅନେକ କିଛି ଏମିତି ହୋଇଥାଏ ଯାହା ପ୍ରକୃତିଦତ୍ତ। ଏଥିରେ କିଛି ବି ଟେକ୍ନୋଲୋଜିର ବ୍ୟବବହାର କରାଯାଇନାହିଁ। ବେଳେ ବେଳେ ଏମିତି କିଛି ଖବର ତଥା ପ୍ରକୃତିର ବାସ୍ତବତା ସାମ୍ନାକୁ ଚାଲିଆସେ, ଯାହାକୁ ଶୁଣିଲେ ଅବା ଦେଖିଲେ ଅବିଶ୍ୱାସ ଲାଗେ। ଥରେ ଭାବନ୍ତୁ, ଯଦି ସୂର୍ଯ୍ୟ କେବେ ଉଦୟ ହେବେ…

ରାସ୍ତାରେ ଛିଡ଼ା ହୋଇ ଦେହରୁ କପଡ଼ା ଖୋଲିଲେ ୫୦ ଏୟାର ହୋଷ୍ଟେସ୍‌, ଏହା ଥିଲା ଅସଲ କାରଣ

ଇଟାଲିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସାମ୍ନାକୁ ଆସିଛି। ଏହି ଘଟଣା ସେତେବେଳେ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା, ଯେତେବେଳେ ସେଠାକାର ଏକ ନୂଆ ରାଷ୍ଟ୍ରୀୟ ଏୟାରଲାଇନ୍ସ କମ୍ପାନୀର କିଛି ଏୟାର ହୋଷ୍ଟେସ୍‌ ଅଜବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଲାଗିଥିଲେ। ଏୟାର ହୋଷ୍ଟେସ୍‌ମାନେ…

ଅବତରଣ କରିବା ପୂର୍ବରୁ କୋଠାରେ ଧକ୍କା ହେଲା ବିମାନ, ଜଣେ ପିଲା ସମେତ ୮ ମୃତ

ଇଟାଲୀର ମିଲନ ସହରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରନୱେରେ ଲ୍ଯାଣ୍ଡିଂ ପୂର୍ବରୁ ଲିନେଟ୍‌ ବିମାନବନ୍ଦରରୁ ଇଟାଲୀର ସର୍ଡ଼ିନିଆକୁ ଉଡ଼ାଣ ଭରିଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣଙ୍କର ପ୍ରାଣହାନି ଘଟିଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ମିଲନରେ ଥିବା ଦୁଇମହଲା…

Pininfarinaର ନୂଆ ଇଲେକଟ୍ରିକ କାର, ବିନା steering wheel ଓ ଦମଦାର ଫିଚର୍ସରେ ହେବ ଲଞ୍ଚ

ଇଟାଲୀର ଗାଡ଼ି ନିର୍ମାତା କମ୍ପାନୀ Pininfarina ନିଜର ଦମଦାର ହ୍ୱିକଲ ଡିଜାଇନର ଇଲେକଟ୍ରିକ କାର ଲଞ୍ଚ କରିବାକୁ ଯାଉଛି । ଇଟାଲୀର ଗାଡ଼ି ନିର୍ମାତା କମ୍ପାନୀ  Pininfarina ନିଜର ଦମଦାର ହ୍ୱିକଲ ଡିଜାଇନ ପାଇଁ ସାରା ବିଶ୍ୱରେ ଲୋକପ୍ରିୟ । ଏବେ କମ୍ପାନୀ ତରଫରୁ ନୂଆ ଇଲେକଟ୍ରିକ କାର ଲଞ୍ଚ…

ଦମଦାର ଫିଚର୍ସ ସହ କମ ଦାମ୍‌ରେ ଲଞ୍ଚ ହେଲା Ferrari Roma ସ୍ପୋର୍ଟ କାର, ଘଣ୍ଟାକୁ ଯିବ ୧୦୦ କିଲୋମିଟର

ଇଟାଲୀର ପ୍ରମୁଖ ବାହନ ନିର୍ମାତା କମ୍ପାନୀ Ferrari ଭାରତୀୟ ବଜାରରେ ନିଜର ନୂଆ ସ୍ପୋର୍ଟ କାର ଲଞ୍ଚ କରିଛି । କମ୍ପାନୀ ତରଫରୁ କୁପ ସ୍ପୋର୍ଟ କାର Roma ନୂଆ ଅବତାରରେ ବଜାରକୁ ପ୍ରବେଶ କରିଛି । ଆକର୍ଷକ ଲୁକରେ ପାୱାରଫୁଲ ଇଞ୍ଜିନ ସହ ଆସୁଥିବା ଏହି କାରର ଦାମ ରହିଛି ଖୁବ ଶସ୍ତା । ଏହି କାର…

Beneli କମ୍ପାନୀ ଲଞ୍ଚ କଲା ନୂଆ ଇଲେକଟ୍ରିକ ସ୍କୁଟର, ରହିିଛି ସବୁଠୁ ଶାନଦାର ଫିଚର୍ସ

ଇଟାଲୀର ପ୍ରମୁଖ ଦୁଇ ଚକିଆ ଯାନର କମ୍ପାନୀ Beneli ଦୁନିଆରେ ନିଜର ପାୱାରଫୁଲ ତଥା ଲାଟେଷ୍ଟ ଫିଚର୍ସ ରଖୁଥିବା ବାଇକକୁ ନେଇ ବେଶ ଚର୍ଚ୍ଚିତ ରହିଥାଏ । ୨୦୦୫ରେ Beneli କମ୍ପାନୀକୁ ଚୀନର କମ୍ପାନୀ Qianjiang ଗ୍ରୁପ ନିଜ ଅଧିନକୁ ଆଣିଥିଲା । ଏବେ ଏହି କମ୍ପାନୀ ପକ୍ଷରୁ ନୂଆ ଇଲେକଟ୍ରିକ…

ପୋଷା କୁକୁରକୁ ବାହାରେ ବୁଲାଇ ଆଣିବାକୁ କହିବାରୁ ବାପା, ମା’ଙ୍କୁ ତଣ୍ଟି ଚିପି ମାରିଦେଲା ପୁଅ, ଫିଙ୍ଗିଦେଲା ନଦୀରେ

ବାପାଙ୍କ ସହିତ ଝଗଡ଼ା ପରେ ଇଟାଲିର ଜଣେ ଯୁବକ ଏତେ ରାଗି ଯାଇଥିଲେ ଯେ ଶେଷରେ ବାପା, ମା’ଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ୩୦ ବର୍ଷୀୟ ଏହି ଯୁବକ ହେଉଛନ୍ତି ଜଣେ ବଡି ବିଲ୍ଡର। ତାଙ୍କ ନାଁ ବେନୋ। ସେ ସାଉଥ୍‌ ଟାୟରୋଲରେ ନିଜ ବାପା, ମା’ଙ୍କ ସହ ରହୁଥିଲେ। ବେନୋଙ୍କ ମା’ ଲାରାଙ୍କ ମୃତଦେହ…

ଇଟାଲି: ମାଉଣ୍ଟ ଏଟନା ଆଗ୍ନେୟଗିରିରୁ ୨ ସପ୍ତାହ ହେବ ଉଦ୍‌ଗୀରଣ ହେଉଛି ଲାଭା, ଅଦ୍ଭୁତ ଦୃଶ୍ୟ ଦେଖିବାକୁ ଆସୁଛନ୍ତି…

ଇଟାଲିର ମାଉଣ୍ଟ ଏଟନା ଆଗ୍ନେୟଗିରି ବିସ୍ଫୋରଣ ପାଇଁ ଖ୍ୟାତ। ଗତ ସପ୍ତାହରେ ପୁଣିଥରେ ଏଠାରେ ବିସ୍ଫୋରଣ ଘଟିଛି। ଅତି ସକ୍ରିୟ ଆଗ୍ନେୟଗିରିରେ ହୋଇଥିବା ଏହି ବିସ୍ଫୋରଣର କିଛି ଅସାଧାରଣ ଫଟୋକୁ ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି ଉପଗ୍ରହ ମହାକାଶରୁ ପଠାଇଛି। ଏଥିରୁ ଜଣାପଡ଼ିଛି, ମାଉଣ୍ଟ ଏଟନା…