Browsing Tag

jacqueline fernandez

ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧ ଇତିହାସ ଜାଣିଥିଲେ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ତଥାପି ନେଉଥିଲେ ଉପହାର ଓ ଟଙ୍କା

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖରଙ୍କ ଅପରାଧ ଇତିହାସ ଜାଣିଥିଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ସବୁ ଜାଣି ଶୁଣି ଉପହାର ଓ ଟଙ୍କା ନେଉଥିଲେ । ୨୦୨୧ ଜାନୁଆରୀରୁ ଦିଲ୍ଲୀ ପୋଲିସ ଦ୍ୱାରା ଚନ୍ଦ୍ରଶେଖର ଗିରଫ ହେବା ପର୍ଯ୍ୟନ୍ତ ଟଙ୍କା ନେଉଥିଲେ ଜାକ୍‌ଲିନ୍‌…

ଗିରଫ ହୋଇପାରନ୍ତି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌, ଅଭିଯୁକ୍ତ ବୋଲି ପ୍ରମାଣ କଲା ଇଡି

ନୂଆଦିଲ୍ଲୀ: ଗିରଫ ହୋଇପାରନ୍ତି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌। ୨ ଶହ ୧୫ କୋଟିର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଧୂର୍ତ୍ତ ସୁକେଶ ଚନ୍ଦ୍ରଶେଖରର ୨ଶହ କୋଟିରୁ ଅଧିକ ଠକେଇ ମାମଲାରେ ଇଡି ଦିଲ୍ଲୀର ଏକ କୋର୍ଟରେ…

ଭାଷଣ ଦିଅନି ପାରୁଛ ଯଦି ମୋ ଦେଶବାସୀଙ୍କୁ ସାହାଯ୍ୟ କର : ଜ୍ୟାକଲିନ

ଗମ୍ଭୀର ଅର୍ଥନୈତିକ ସଙ୍କଟର ସାମ୍ନା କରୁଛି ଶ୍ରୀଲଙ୍କା । ଏପରି ସ୍ଥିତିରେ ନିଜ ଦେଶ ପାଇଁ ଆଗେଇ ଆସିଛନ୍ତି ଶ୍ରୀଲଙ୍କା ସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ। ସେ ନିଜ ଦେଶ ପାଇଁ ଇନଷ୍ଟାରେ ପୋଷ୍ଟ ସେୟାର କରି ସପୋର୍ଟ କରୁଥିବା ନଜର ଆସିଛନ୍ତି। ନିଜ ଦେଶର…

ଭାଇରାଲ ହେଲା ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଅନ୍ତରଙ୍ଗ ଫଟୋ, ରାଗିଯାଇ ଷ୍ଟେଟମେଣ୍ଟ ରଖିଲେ ଆକ୍ଟ୍ରେସ

କେନ୍ୟୁଜ : ଏବେ ଏବେ ସୁକେଶଙ୍କ ସହ ଆକ୍ଟ୍ରେସ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଫଟୋ ଭାଇରାଲ ହେଉଛି । ଯାହାକୁ ନେଇ ଜ୍ୟାକଲିନ ବହୁତ ହି ଅସନ୍ତୁଷ୍ଟ ଅଛନ୍ତି । ତେଣୁ ସେ ନିଜ ମିଡିଆ ଫ୍ରେଣ୍ଡ୍ସଙ୍କୁ ଅନୁରୋଧ କରିଛନ୍ତି କି ଦୟାକରି ମୋ ପ୍ରାଇଭେସିର ଧ୍ୟାନ ରଖନ୍ତୁ । ବଲିବୁଡର ଅଭିନେତ୍ରୀ…

ବିଦେଶ ଯିବାରେ ବାଧକ ସାଜିଲା ଇଡି: ମୁମ୍ବାଇ ଏୟାରପୋର୍ଟରେ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଅଟକ

କେନ୍ୟୁଜ୍(ବ୍ୟୁରୋ):  ବିଦେଶ ଯିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଅଟକ । କିଛି ସମୟ ଅଟକ ପରେ ତାଙ୍କୁ ଛାଡ଼ି ଦିଆଯାଇଛି । ଜାକ୍‌ଲିନ୍‌ଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି ଇଡି । ୨୦୦ କୋଟି ଆଦାୟ ମାମଲାରେ ତାଙ୍କ ବିରୋଧରେ ତଦନ୍ତ…

୨୦୦ କୋଟି ମନି ଲଣ୍ଡ୍ରିଂ ମାମଲା, ନୋରାଙ୍କ ପରେ ଆଜି ଜ୍ଯାକଲିନଙ୍କୁ ପଚରାଉଚରା କରିବ ଇଡି

ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ପରେ ଏବେ ଜ୍ଯାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିବ ଇଡି। ଏହି ଦୁଇ ଅଭିନେତ୍ରୀଙ୍କୁ ମନି ଲଣ୍ଡ୍ରିଂ କେସରେ ଇଡି ସମନ ଜାରି କରିଥିଲା। ପୂର୍ବରୁ ଦୁହିଁଙ୍କୁ ପଚରାଉଚରା କରିସାରିଛି ଇଡି। ଗତକାଲି ନୋରା ଇଡିର ସାମ୍ନା କରିଥିବା ବେଳେ ଆଜି…

ରାସ୍ତାରେ ବୁଲୁଥିବା ପିଲା କଲେ ଜ୍ଯାକଲିନଙ୍କ ପ୍ରଶଂସା, ଅଭିନେତ୍ରୀ ଗାଡି ରୋକି କଲେ ଏମିତି: ଭିଡିଓ ଦେଖନ୍ତୁ

ବଲିଉଡ ଅଭିନେତ୍ରୀ ଜ୍ଯାକଲିନ ଫର୍ଣ୍ଣାଣ୍ଡିଜ ସବୁଠାରୁ ବ୍ୟସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଫିଲ୍ମ ସହ ଅନେକ ମ୍ୟୁଜିକ ଭିଡିଓ କରି ଫ୍ଯାନଙ୍କ ମନରେ ରାଜ୍ କରୁଛନ୍ତି। ସେ ସବୁବେଳେ ତାଙ୍କର ଷ୍ଟାଇଲିଷ୍ଟ ଫଟୋ ସହ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । କିନ୍ତୁ ଏଥର ଜ୍ୟାକ୍‌ଙ୍କ…

ଅର୍ଥ ହେରଫେର ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜଙ୍କୁ ୫ ଘଣ୍ଟା ଜେରା କଲା ED

ଅଡୁଆରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ। ଦିଲ୍ଲୀରେ ଅର୍ଥ ହେରଫେର ମାମଲାରେ ଜ୍ୟାକଲିନଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ପଚରାଉଚରା କରିଛି। ଏହି ମାମଲାରେ ଇଡି ୫ ଘଣ୍ଟା ଜେରା କରି ଜ୍ୟାକଲିନ୍‌ଙ୍କ ବୟାନ ରେକର୍ଡ କରିଛି। ଅର୍ଥ ହେରଫେର ମାମଲା ଦାଖଲ ହୋଇଥିବା…

ଖୁବ୍‌ଶୀଘ୍ର କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ନଜର ଆସିବେ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ସିଂହଳୀ ସୁନ୍ଦରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ । ବହୁଭାଷୀ ଫିଲ୍ମ ‘ବିକ୍ରାନ୍ତ ରଣା’ରେ ଦର୍ଶକ ତାଙ୍କୁ ଦେଖିବାକୁ ପାଇବେ । ଫିଲ୍ମରେ ତାଙ୍କର ଏକ ଛୋଟ ଭୂମିକା ରହିଛି, ଯାହାର ସୁଟିଂ ସେ ନିକଟରେ ଶେଷ…

ବାଜି ମାରିଲେ ଜ୍ଯାକଲିନ, ‘ଟାଇମ୍ସ ୪୦ ଅଣ୍ଡର ୪୦’ ଲିଷ୍ଟରେ ସ୍ଥାନ ପାଇଥିବା ଏକମାତ୍ର ଅଭିନେତ୍ରୀ

ନିକଟରେ ଜ୍ଯାକଲିନ ଫର୍ଣ୍ଣାଣ୍ଡିଜ ଏକ ପ୍ରୟାସ ‘ଶେରୋକ୍ସ’ ଲଞ୍ଚ କରିଥିଲେ। ସାଧାରଣ ଲୋକଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ କରି ନିଜ ଭିତରେ ଥିବା କଳାକୁ ପ୍ରେରିତ କରିବା ଏହାର ଲକ୍ଷ୍ଯ ରହିଥିଲା। ‘ଟାଇମ୍ସ ୪୦ ଅଣ୍ଡର ୪୦’ ଏପରି ବ୍ଯକ୍ତିତ୍ବକୁ ଚିହ୍ନି, ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ…

‘ରାମସେତୁ’ରେ ନଜର ଆସିବେ ଜ୍ଯାକଲିନ, ଅକ୍ଷୟ କୁମାରଙ୍କ ସହିତ ଏହା ୭ ନଂ ଫିଲ୍ମ

ବଲିଉଡ ଅଭିନେତା ଅକ୍ଷୟ କୁମାର ଲକଡାଉନ ଶେଷ ହେବା ପରେ ଅପକମିଂ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି। ଅକ୍ଷୟ କୁମାର ପ୍ରଥମେ ଫିଲ୍ମ ‘ବେଲ ବଟମ’ର ସୁଟିଂ ଶେଷ କରିଛନ୍ତି। ଏବେ ଫିଲ୍ମ ‘ ବଚ୍ଚନ ପାଣ୍ଡେ‘ର ସୁଟିଂରେ ବ୍ଯସ୍ତ ରହିଛନ୍ତି। ଯାହାର ନିର୍ମାଣ ସାଜିଦ ନାଡିୟାଡୱାଲା କରୁଛନ୍ତି। ଏହା…

ଫିଲ୍ମ ‘Woman Stories’ରେ ହଲିଉଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି ଜ୍ୟାକଲିନ୍‌ ଫର୍ନାଡିସ୍‌, ଭାରତରେ…

ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ପରେ ହଲିଉଡ୍‌ ଡେବ୍ୟୁ ଲିଷ୍ଟରେ ଆଉ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ନାଁ ଯୋଡ଼ି ହୋଇଯାଇଛି। ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିସ୍‌ ଫିଲ୍ମ ‘ଓମେନ୍‌ ଷ୍ଟୋରୀଜ୍‌’ରେ ହଲିଉଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଅଲଗା ଅଲଗା ଶୈଳୀର ୬ଟି…