Below header
Browsing Tag

jagannath nagarjuna besha

ଏ ବର୍ଷ ପଡ଼ୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ, ସ୍ପଷ୍ଟ କଲା ଶ୍ରୀମନ୍ଦିର କାର୍ଯ୍ୟାଳୟ 

ପୁରୀ: ଚଳିତବର୍ଷ ପଡୁନାହିଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଏହା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁକ୍ତି ମଣ୍ଡପର ସଦସ୍ୟ ଏବଂ ଶ୍ରୀମନ୍ଦିର ନୀତି ପ୍ରଶାସକ। ମୁକ୍ତି ମଣ୍ଡପ ସଦସ୍ୟ ଏବଂ ପାଞ୍ଜିକାରଙ୍କ ଗଣନା ଅନୁଯାୟୀ ଚଳିତ ବର୍ଷ ନଭେମ୍ବର ମାସରେ ନାଗାର୍ଜୁନ ବେଶ ପଡୁନାହିଁ। ମାତ୍ର କେତେକ…

ଶ୍ରୀମନ୍ଦିରକୁ ଫେରିଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଗାଏବ ହୋଇଥିବା ଚନ୍ଦ୍ର ଓ ସୂର୍ଯ୍ୟ

ପୁରୀ: ଶ୍ରୀମନ୍ଦିରକୁ ଫେରିଲା ଚନ୍ଦ୍ର ଓ ସୂର୍ଯ୍ୟ । ସେବାୟତ ଫେରାଇଲେ ଚନ୍ଦ୍ର ଓ ସୂର୍ଯ୍ୟ । ନିଜ ଘର ନିଳମାଧବଙ୍କୁ ଲାଗି କରିବା ପାଇଁ ଏହାକୁ ନେଇଯାଇଥିବା ସେବାୟତ କହିଛନ୍ତି । ଗତ ୨୭ ତାରିଖରେ ହୋଇଥିବା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଅଂଶ ବିଶେଷ ହେଉଛି ଚନ୍ଦ୍ର ଓ ସୂର୍ଯ୍ୟ…

ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ବାଘଛାଲ ଓ ଦୁଇଟି ଓଳମାଳ ଗାଏବକୁ ନେଇ ଚର୍ଚ୍ଚା, ଭାଇରାଲ୍‌ ହେଉଛି କଦମ୍ବ…

ପୁରୀ: ପୁରୀରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ବ୍ୟବହୃତ ହୋଇଥିବା ସୂର୍ଯ୍ୟ, ଚନ୍ଦ୍ର ଗାଏବ ପରେ ପୁଣି ଏବେ ବାଘଛାଲ ଓ ଦୁଇଟି ଓଳମାଳ ଗାଏବ ନେଇ ଚର୍ଚ୍ଚା । ଏହାସହ ମହାପ୍ରଭୁଙ୍କ କଦମ୍ବ ମାଳି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଜଣେ ସେବକ ନିଜ ଫେସବୁକ୍‌ ଆକାଉଣ୍ଟରେ ଏହି…

ପୁରୀରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ବ୍ୟବହୃତ ହୋଇଥିବା ସୂର୍ଯ୍ୟ, ଚନ୍ଦ୍ର ଗାଏବ ଅଭିଯୋଗ

ପୁରୀ: ପୁରୀରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ବ୍ୟବହୃତ ହୋଇଥିବା ସୂର୍ଯ୍ୟ, ଚନ୍ଦ୍ର ଗାଏବ ଅଭିଯୋଗ । ଶ୍ରୀମନ୍ଦିରର ଜଣେ କର୍ମଚାରୀ ଏହାକୁ ନେଇ ଯାଇଥିବା ନେଇ, ବେଶ ଯୋଗାଇଥିବା ଚକ୍ରକୋଟ ବଳରାମ ଖୁଣ୍ଟିଆ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ଦେବ ଦୁର୍ଲଭ ନାଗାର୍ଜୁନ ବେଶ, ସମସ୍ତ ନୀତିକାନ୍ତି ସହ ମନ୍ଦିରରେ ପୂଜା…

କୋରାପୁଟ: କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ଦେବ ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କରୋନା କଟକଣା ଯୋଗୁ ଭକ୍ତଙ୍କୁ ମନ୍ଦିର ଆସିବା ମନା। ସମସ୍ତ ନୀତିକାନ୍ତି ସହ ମନ୍ଦିରରେ ପୂଜା ପାଉଛନ୍ତି ତିନି ଠାକୁର। ଦୀର୍ଘ ବର୍ଷ ପରେ ପ୍ରଥମ ଥର…

ପୁରୀ ବେଳାଭୂମିରେ ଶୋଭାପାଉଛି ବାଲିରେ ତିଆରି ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଗାର୍ଜୁନ ବେଶ

ପୁରୀ: ପୁରୀ ବେଳାଭୂମିରେ ଶୋଭାପାଉଛି ବାଲିରେ ତିଆରି ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଗାର୍ଜୁନ ବେଶ। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି କଳାକୃତିକୁ ନିର୍ମାଣ କରିଛନ୍ତି। ଏହାକୁ ଦେଖିବାକୁ ବେଳାଭୂମିରେ ଭକ୍ତଙ୍କ ଭିଡ ଜମୁଛି। ମନ୍ଦିର ଭିତରେ ଦର୍ଶନ ନପାଇ ବାହାରେ କାଳିଆ ଠାକୁରଙ୍କୁ…

ଆରମ୍ଭ ହୋଇଛି ଦୁର୍ଲଭ ନାଗାର୍ଜୁନ ବେଶ, ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେଉଛନ୍ତି ମହାପ୍ରଭୁ

ପୁରୀ: ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଦୁର୍ଲଭ ବେଶ ପାଇଁ ରାତି ୨ଟାରୁ ବେଶ ନିର୍ମାଣ ହୋଇଥିବା ହରଚଣ୍ଡୀ ସାହି ଚକ୍ର କୋଟରେ ହୋଇଥିଲା ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ସଂସ୍କାର ବିଧି । ରାତି ୨ଟା ୪୫ରେ ଶ୍ରୀମନ୍ଦିର ଦ୍ୱାର ଖୋଲିବା ପରେ ଏକ ଶୋଭାଯାତ୍ରାରେ ବେଶ…

ଆସନ୍ତା ୨୭ରେ ଦୁର୍ଲଭ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ପତିତପାବନ, ପୂଜାପଣ୍ଡା ନିଯୋଗ କରିବେ ମହାପ୍ରଭୁଙ୍କୁ ଏହି ବେଶ

ପୁରୀ: ନାଗାର୍ଜୁନ ବେଶରେ ଦର୍ଶନ ଦେବେ ପତିତପାବନ । ପୁରୀ ଶ୍ରୀମନ୍ଦିରରେ ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପାଇଁ ଦ୍ୱାରଫିଟା ନୀତି ପରେ ବେଶ ଶ୍ରୀମନ୍ଦିରକୁ ବିଜେ କରିବ । ଅବକାଶ ନୀତି ପରେ ବେଶ ଆରମ୍ଭ ହେବ । ପ୍ରଥମ ଭୋଗ ମଣ୍ଡପ ପରେ ବେଶ ଲାଗି ହେବ ।…

ନାଗାର୍ଜୁନ ବେଶ ପାଇଁ ସ୍ଥିର ହେଲା ନୀତି ନିର୍ଘଣ୍ଟ, କିନ୍ତୁ ଭକ୍ତ ଦେଖି ପାରିବେନି ମହାପ୍ରଭୁଙ୍କ ଦୁର୍ଲ୍ଲଭ ବେଶ

ପୁରୀ(କେନ୍ୟୁଜ୍):  ନଭେମ୍ବର ୨୭ ତାରିଖରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ । ଏଥିପାଇଁ ଛତିଶା ନିଯୋଗ ବୈଠକରେ ଆଜି ନୀତି ନିର୍ଘଣ୍ଟ ହୋଇଛି । ରାତ୍ର ୧୨ଟାରେ ପୂର୍ବରାତ୍ର ପହୁଡ଼ ହେବ । ରାତ୍ର ୨ଟାରେ ଦ୍ୱାର ଫିଟା ନୀତି ପରେ ୨ଟା ୨୦ରେ ଭିତର ଶୋଧ, ୨ଟା ୩୦ରେ ମଙ୍ଗଳ ଆଳତି ୩ଟାରେ ମଇଲମ, ସାଢ଼େ…

୨୫ବର୍ଷ ପରେ ଆସନ୍ତାକାଲି ଶ୍ରୀମନ୍ଦିରରେ ହେବ ଦୁର୍ଲଭ ନାଗାର୍ଜୁନ ବେଶ, ଏନେଇ ଆରମ୍ଭ ହୋଇଛି ଅନୁକୂଳ

ପୁରୀ: ଦୀର୍ଘ ୨୫ବର୍ଷ ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ପବିତ୍ର ଦଶହରାରେ ବେଶ ପାଇଁ ଆରମ୍ଭ ହୋଇଛି ଅନୁକୂଳ । ହରଚଣ୍ଡୀ ସାହି ଚକ୍ରକୋଟ ଜାଗାରେ ଅନୁକୂଳ କରିଛନ୍ତି କାରିଗର। ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢି ଭଳି ଅନ୍ୟ…