Below header
Browsing Tag

jagatsinghpur

ଜଗତସିଂହପୁର: ହୋଲିରେ ମଦ ପିଇ ଉତ୍ପାତ ହୋଇ ଜିଲ୍ଲାରେ ଘଟିଛି ରେକର୍ଡ ସଂଖ୍ୟକ ଦୁର୍ଘଟଣା, ଦିନକରେ ୨୫ କେସ୍

ଜଗତସିଂହପୁର(କେନ୍ୟୁଜ୍):ଜଗତସିଂହପୁର ଜିଲ୍ଲାରେ ହୋଲି ପର୍ବ ପାଳନର ପରବର୍ତ୍ତୀ ସମୟରେ ନିଶାସକ୍ତ ହୋଇ ବେପରୁଆ ଗାଡି ଚାଳନା ଯୋଗୁଁ  ରେକର୍ଡ ସଂଖ୍ୟକ ଦୁର୍ଘଟଣା ଘଟିଛି । ହୋଲି ପରବର୍ତ୍ତୀ ଅପରାହ୍ନ ସମୟରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଦୁର୍ଘଟଣାମାନ ଘଟି ସଦର ମୁଖ୍ୟ ଚିକିତ୍ସାଳୟରେ…

ଅଶାନ୍ତ ହେଲା ଜଗତସିଂହପୁରର ଢିଙ୍କିଆ: ପାନବରଜ ଭଙ୍ଗା ବେଳେ ଗ୍ରାମବାସୀ-ପୋଲିସ ମୁହାଁମୁହିଁ

ଜଗତସିଂହପୁର(କେନ୍ୟୁଜ୍):ପାରାଦୀପରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ଢିଙ୍କିଆରେ ଉତ୍ତେଜନା। ପାନବରଜ ଭଙ୍ଗା ବେଳେ ଗ୍ରାମବାସୀ-ପୋଲିସ ମୁହାଁମୁହିଁ। ଗ୍ରାମବାସୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସର ଲାଠିମାଡ଼। ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ପ୍ରଶାସନ ପାନବରଜ ଭାଙ୍ଗୁଥିବା ଅଭିଯୋଗ…

ଜ୍ୟାକ୍ ଲାଗିଲା ଘର ଉଠିଲା, ଭୂମିଠାରୁ ୫ ଫୁଟ ଉପରକୁ ଉଠିବ ଘର 

ଜଗତସିଂହପୁର(କେନ୍ୟୁଜ୍): ଅଧୁନିକ ଜ୍ଞାନ କୌଶଳରେ ଉପରକୁ ଉଠୁଛି ଘର। ଉତ୍ସହାର ସହ ଘର ଉଠୁଥିବା କାମକୁ ଦେଖୁଛନ୍ତି ଗାଁଲୋକେ । କଟକ, ଭୁବନେଶ୍ବର ଓ ଭଦ୍ରକ ପରେ ଏବେ ଜଗତସିଂହପୁର ଜ଼ିଲ୍ଲାରେ ପ୍ରଥମ ଥର ପାଇଁ କୋଠା ଘରକୁ ଭୂମିରୁ ୫ ଫୁଟ ଉପରକୁ ଉଠାଯାଉଛି। ରାସ୍ତାର ନୀଚରେ ରହିଥିବା ଘରକୁ…

କୋଭିଡ ଭୟ, ଜଗତସିଂହପୁରରେ ମନ୍ଦିର ବନ୍ଦ ରହିବ

ଜଗତସିଂହପୁର (କେନ୍ୟୁଜ୍‌) : ଜଗତସିଂହପୁର ଜିଲ୍ଲାରେ ଆଗୁଆ କୋଭିଡ କଟକଣା । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରମୁଖ ମନ୍ଦିରଗୁଡ଼ିକରେ ପାଞ୍ଚ ଦିନ ପାଇଁ ସାଙଧାରଣ ଦର୍ଶନକୁ ବନ୍ଦ ରଖା ଯିବ । ଏ ନେଇ ଆଜି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଡିସେମ୍ବର ୨୫,…

ଜଗତସିଂହପୁର: କାଲି ପୋଲିସକୁ ମାଡ଼ ମାରି ଫେରାର ହୋଇଥିବା ଚୋର ଆଜି ପୋଲିସ ହାତରେ ଗିରଫ

ଜଗତସିଂହପୁର (କେନ୍ୟୁଜ୍): ତିର୍ତ୍ତୋଲ ଥାନା ବାଲିସାହିରେ ପୋଲିସକୁ ମାଡ଼ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ । ଆସାମୀ ନନ୍ଦ କିଶୋର ବରାଳକୁ ଆଜି ସକାଳୁ ଗିରଫ କରିଛି ତିର୍ତ୍ତୋଲ ଥାନା ପୋଲିସ । ତା ପାଖରୁ ଏକ ଖଣ୍ଡା ଜବତ କରାଯାଇଛି । ନନ୍ଦ କିଶୋର ବରାଳ ନାଁରେ ବହୁ ମାମଲା ରହିଛି । ପୋଲିସ…

ଚୋରି କରି ଧରାପଡ଼ିଲେ ଗଛରେ ବନ୍ଧା ହୋଇ ମାଡ଼ ଖାଇଲେ

ଜଗତସିଂହପୁର (କେନ୍ୟୁଜ୍‌) : ଏ ସପ୍ତାହାନ୍ତ ସଟ୍‌ଡାଉନ୍‌ ଭିତରେ ସେମାନେ ଚୋରି କରୁଥିଲେ । ହେଲେ ଧରାପଡ଼ିଗଲେ । ତା ପରେ ଯାହା ହେବା କଥା ହେଲା । ଚୋର ତିନିଜଣଙ୍କୁ ଗାଁ ଲୋକେ ଧରି ବେଶ୍‌ ଉତ୍ତମ ମଧ୍ୟମ ଦେଲେ । ତାପରେ ପୋଲିସ୍‌ ଡାକି ହସ୍ତାନ୍ତର କଲେ । ଏ ଘଟଣା ହେଉଛି ଜଗତସିଂହପୁର…

ଡ୍ୟୁଟି ସରିଗଲା ଘରକୁ ଚାଲ ଟୋପିକୁ ପଚାରେ କିଏ ?,ଜଗତସିଂହପୁରରେ ପୋଲିସର ଟୋପି ଜଗିଛି ଥାନା ଛକ

ଜଗତସିଂହପୁର(କେନ୍ୟୁଜ୍):ଜଗତସିଂହପୁର ଜିଲ୍ଲାରେ ପୋଲିସର ଟୋପି ଜଗିଛି ଥାନା ଛକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦରଥାନା ସମୁଖରେ। କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ସମୟରେ ଅମାନିଆ ମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲା  ପୋଲିସ କାର୍ଯ୍ୟାଳୟ ପକ୍ଷରୁ ସହରର ବିଭିନ୍ନ ଛକ…

ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଖୁଡ଼ୀକୁ ଟାଙ୍ଗିଆରେ ହାଣିଲା ପରେ ନିଜେ ଆତ୍ମହତ୍ୟା କଲା ପୁତୁରା

ଜଗତସିଂପୁର: ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଖୁଡ଼ୀକୁ ଟାଙ୍ଗିଆରେ ହାଣି ବୀଭତ୍ସ ଭାବେ ହତ୍ଯା କଲା ପୁତୁରା। ଖାଲି ସେତିକି ନୁହେଁ, ଖୁଡ଼ୀକୁ ହାଣିବା ପରେ ନିଜେ ପୁତୁରା କରିଛି ଆତ୍ମହତ୍ୟା। ଜଗତସିଂପୁର ଥାନା ଏକସୁଧା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାର କାରଣ ଅସ୍ପଷ୍ଟ…

ମା’ କନକଦୁର୍ଗାଙ୍କ ଆଶୀର୍ବାଦ ପାଇବାକୁ ଦାଣ୍ଡ ପହଁରିବା ସହ ଏଠାରେ କୁକୁଡ଼ା ଉଡ଼ାନ୍ତି ଭକ୍ତ

ମା'ଙ୍କ ଦୁଆରେ କିଏ ଦାଣ୍ଡ ଓଳାଉଛି ତ ଆଉ କିଏ କୁକୁଡ଼ା ଉଡାଉଛି। ସେହିପରି କିଛି ଭକ୍ତ ଭକ୍ତି ଭାବନାରେ ମଜ୍ଜି ଯାଇ ସଂକୀର୍ତ୍ତନ କରିବାରେ ମସଗୁଲ ଅଛନ୍ତି। ଏଭଳି ଏକ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ପିତେଇପୁରର ମା' କନକଦୁର୍ଗାଙ୍କ ପୀଠରେ। ଏଠାରେ ବାରୁଣୀ ଯାତ୍ରା…

ଦେଶ ପାଇଁ ନାୟକ ତିଆରି କରୁଛନ୍ତି ନାୟକ ସାର, ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା କଲେ…

ଜଗତସିଂହପୁର(କେନ୍ୟୁଜ୍):  ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା । ଜଗତସିଂହପୁର ଅରଖୁଦ ଅଞ୍ଚଳର ସିଲୁ ନାୟକଙ୍କୁ ପ୍ରଶଂସା କରିଛନ୍ତି ନରେନ୍ଦ୍ର ମୋଦି । ଦେଶ ପାଇଁ ନାୟକ ତିଆରି କରୁଛନ୍ତି ନାୟକ ସାର । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ । ସିଲୁ ନାୟକ…

ଜଗତସିଂହପୁର ଯୋଗଧାରୀ ଛକରେ ବସ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଜଗତସିଂହପୁର: ଦୁର୍ଘଟଣା ପରେ ଉତ୍ତେଜନା। ବସ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ଜଗତସିଂହପୁର ସଦର ମହକୁମା ଯୋଗଧାରୀ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ କାକଟପୁର ନଗର ଅଞ୍ଚଳ ଦେବ ବରାଳ। ଦେବ ସକାଳେ ଚାଲ ଚାଲି ରାସ୍ତା ପାର ହେଉଥିବାବେଳେ…

ଜଗତସିଂହପୁର କଣ୍ଟିଲୋଠାରେ କ୍ରିକେଟ ପ୍ରିମିୟମ ଲିଗ୍ ଆୟୋଜିତ, ବିଧାୟକ କଲେ ଉଦ୍‌ଘାଟନ

ଜଗତସିଂହପୁର ଜିଲ୍ଲା କଣ୍ଟିଲୋ ପଞ୍ଚାୟତର କଣ୍ଟିଲୋ ଠାରେ କ୍ରିକେଟ ପ୍ରିମିୟମ ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଛି। ଏହି ମ୍ୟାଚକୁ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଣ୍ଟିଲୋ ପଞ୍ଚାୟତ ସରପଞ୍ଚ ରଞ୍ଜିତ ଭୋଇ, ମଣ୍ଡାସହି…