Below header
Browsing Tag

jagatsinghpur

ଜଗତସିଂହପୁର କଣ୍ଟିଲୋଠାରେ କ୍ରିକେଟ ପ୍ରିମିୟମ ଲିଗ୍ ଆୟୋଜିତ, ବିଧାୟକ କଲେ ଉଦ୍‌ଘାଟନ

ଜଗତସିଂହପୁର ଜିଲ୍ଲା କଣ୍ଟିଲୋ ପଞ୍ଚାୟତର କଣ୍ଟିଲୋ ଠାରେ କ୍ରିକେଟ ପ୍ରିମିୟମ ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଛି। ଏହି ମ୍ୟାଚକୁ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଫିତା କାଟି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଣ୍ଟିଲୋ ପଞ୍ଚାୟତ ସରପଞ୍ଚ ରଞ୍ଜିତ ଭୋଇ, ମଣ୍ଡାସହି…

ଜଗତସିଂହପୁର ଜିଲ୍ଲା ମଙ୍ଗରାଜପୁରରେ ରହିଛି ପ୍ରସିଦ୍ଧ ଗାଦି ଉଚ୍ଚା ଚଉରା, ଲୋକଙ୍କ ବିଶ୍ୱାସ ଏଠି ବଢୁଛି ମାଟି !

ଜଗତସିଂହପୁର ବାଲିକୁଦା ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଗାଦି ଉଚ୍ଚା ଚଉରା । ପଞ୍ଚଦଶ ଶତାଦ୍ଧୀରେ ଯେତେବେଳେ ଶ୍ରୀଚୈତନ୍ୟ ଶ୍ରୀକ୍ଷେତ୍ର ଆସିଥିଲେ ସେହିସମୟରେ ଏହି ଗାଦି ପ୍ରତିଷ୍ଠା ହୋଇଥିଲା। ସବୁଠାରୁ ଅଲୌକିକ କଥା ହେଉଛି ଏହି ଉଚ୍ଚା ଚଉରାରେ ଯିଏ ଯାହା ମାନସିକ…

ଆଦର୍ଶ ଗ୍ରାମ କଲରାବାଙ୍କ ଉଚ୍ଚବିଦ୍ୟାଳୟର ଛାତ୍ରୀ ମେଟ୍ରିକ ଟପ୍ପର ସୌନ୍ୟା ସୁଚରିତIଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର : କଟକ ଜ଼ିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କ ଉଚ୍ଚବିଦ୍ୟାଳୟର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା । ୨୦୧୯ ମେଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ସୌନ୍ୟା ସୁଚରିତI ବିଶ୍ୱାଳଙ୍କୁ ନିଶ୍ଚିତକୋଇଲି ବ୍ଲକର ମହେଶ୍ୱର ପ୍ରତିଭା ପରିଷଦ ପକ୍ଷରୁ ମେଡାଲ ,ମାନପତ୍ର ଏବଂ ପୁଷ୍ପଗୁଛ ଦେଇ ସ୍କୁଲ…

ଜଗତସିଂହପୁର: ସ୍ବାଧୀନତା ଦିବସରେ ଅଘଟଣ, ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ

ଜଗତସିଂହପୁର(କେନ୍ୟୁଜ୍): ସ୍ବାଧୀନତା ଦିବସରେ ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଜଗତସିଂହପୁର  ଜିଲ୍ଲା ତିର୍ତ୍ତୋଲ ତୁଳଙ୍ଗ ଗାଁରେ। ମିଳିଥବା  ସୂଚନା ଅନୁସାରେ କୁଳଙ୍ଗ ଗ୍ରାମର ନବମ ଶ୍ରେଣୀରେ ପଢୁଥିବା  ଆୟୂଷ ବିଶ୍ବାଳ ଓ ପ୍ରତ୍ୟୁଷ ବିଶ୍ବାଳ ସାଙ୍ଗ ହୋଇ…

ଜଗତସିଂହପୁର: କ୍ବାରେଣ୍ଟାଇନ ସେଣ୍ଟରରେ ମହିଳାଙ୍କ ଅତ୍ମହତ୍ୟା ଘଟଣା, ପ୍ରଶାସନ ଓ ଡାକ୍ତରଙ୍କ ବିରୋଧରେ ଏତଲା ଦେଲେ…

ଜଗତସିଂହପୁର(କେନ୍ୟୁଜ୍): ଏରସମା ଥାନା କଟି ଦଙ୍ଗାର ସ୍ବାମୀ ମୃତ୍ୟୁ ପରେ ସ୍ତ୍ରୀ ଆଇସୋଲେସନ ୱାର୍ଡରେ ଆତ୍ମହତ୍ୟା ଘଟଣା, ଏସପି ଅଫିସରେ ଏତଲା ଦେଲେ ପରିବାର ଲୋକେ। ଡାକ୍ତରଙ୍କ ଅବହେଳା ଓ ପ୍ରଶାସନ ବିରୋଧରେ ଏତଲା ଦିଆଯାଇଥିବା ଜଣାପଡିଛି। ଗତ ୨ ତାରିଖରେ ସ୍ବାମୀ  ନିର୍ଲିପ୍ତ ସ୍ବାଇଙ୍କ…

ପଶୁ ପକ୍ଷୀ ମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଜଗତସିଂହପୁରର ନିଲୁ ମିତ୍ର, ପ୍ରତିଦିନ ନିଜେ ରୋଷେଇ କରି ବାଣ୍ଟୁଛନ୍ତି…

ଜଗତସିଂହପୁର: କରୋନା ଖାଲି ମଣିଷ ସମାଜ ନୁହେଁ ସାରା ଜୀବ ଜଗତ ଉପରେ ନିଜର ପ୍ରଭାବ ପକାଇଛି । ଏହି ପ୍ରଭାବ ମଣିଷ ଉପରେ ଯେତିକି ପଡିଛି ତାଠାରୁ ଅଧିକ ପଶୁ ପକ୍ଷୀ ମାନଙ୍କ ଉପରେ ପଡିଛି । ଏହି ମହାମାରୀ ସମୟରେ ଅନେକ ସହ୍ରୁଦୟ ବ୍ଯକ୍ତି ସାହାଯ୍ଯର ହାତ ବଢାଇଛନ୍ତି । ଅସହାୟଙ୍କୁ ଖାଇବାକୁ ଦେବା…

ରାସ୍ତା କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ଦୁର୍ଘଟଣା ନା ହତ୍ଯା ସନ୍ଦେହ

ଜଗତସିଂହପୁର(କେନ୍ଯୁଜ୍): କନ୍ଦରପୁର ମାଛଗାଁ ରାସ୍ତା ସେକପାଟଣା ନୂଆପୋଲ ନିକଟସ୍ଥ ରାସ୍ତା କଡରୁ ଯୁବକଙ୍କ ମ୍ତ ଦେହ ଉଦ୍ଧାର। ସୂଚନା ମୁତବାକ ଯୁବକ ଜଣକ ହେଉଛନ୍ତି ସଲାମ ଅଲ୍ଲୀ ସାହା। ସଲାମଙ୍କ ପୈତୃକ ଘର ଏରସମା ଗଡବିଂଶପୁର କୋଷ୍ଠିକୋଳଦା ଗ୍ରାମ ବୋଲି ଜଣା ପଡିଛି। କିଛି ବର୍ଷ ହେବ ସଲାମ…

କାଲି ସାବିତ୍ରୀ ଅମାବାସ୍ୟା, ଯାଜପୁରର ବିରଜା ମନ୍ଦିର ଓ ଜଗତସିଂହପୁରର ସବୁ ଧାର୍ମିକ ଅନୁଷ୍ଠାନରେ ୧୪୪ ଧାରା ଜାରି,…

ଯାଜପୁର ଟାଉନ(କେନ୍ୟୁଜ୍): ଆସନ୍ତାକାଲି ପବିତ୍ର ସାବିତ୍ରୀ ଅମାବାସ୍ୟା । ଏହି ଅବସରରେ ବିରଜା ମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କଲେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ। କୋରୋନା କଟକଣା ପାଇଁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଇଲେ…

ଅସ୍ତରଙ୍ଗ କାକଟପୁର ବ୍ଲକର ୪ଟି ନଦୀ ଘାଟକୁ ବନ୍ଦ କଲା ପ୍ରଶାସନ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ୪ କରୋନା ପଜିଟିଭ କେଶ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲା ସୀମା ବାସିନ୍ଦାଙ୍କ ଚିନ୍ତା କିଛି ମାତ୍ରାରେ ବଢିଯାଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ କାକଟପୁର ଦେବୀ ନଦୀରେ ୪ଟି ନଦୀ ଘାଟକୁ ପ୍ରଶାସନ ତରଫରୁ ବନ୍ଦ କରି ଦିଆଯାଇଛି । ସୂଚନା ଦେବା ଯୋଗ୍ୟକି ପୁରୀ ଓ…

ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠରେ ୧୪୪ ଧାରା, ପଣା ସଂକ୍ରାନ୍ତି ଝାମୁ ଯାତ୍ରା ପାଇଁ କଟକଣା ଜାରି

ଜଗତସିଂହପୁର (କେନ୍ୟୁଜ) : ଶକ୍ତିପୀଠରେ ୧୪୪ ଧାରା, ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ। ସେହି ଶକ୍ତିପୀଠ ଦୁଇଟି ହେଉଛି ଝଙ୍କଡ଼ ମା’ ଶାରଳା ପୀଠ ଓ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର । ପଣା ସଂକ୍ରାନ୍ତି ଝାମୁ ଯାତ୍ରା ପାଇଁ ଲୋକେ…

ଜଗତସିଂହପୁର: ଜହ୍ଲାଦ ପାଲଟିଗଲା ସ୍ବାମୀ, ନୃଶଂସ ଭାବେ ସ୍ତ୍ରୀକୁ କଲା ହତ୍ୟା

ପାରିବାରିକ କଳହର କରୁଣ ପରିଣତି । ଅତି ନୃଶଂସ ଭାବେ ସ୍ତ୍ରୀକୁ ମାରିଲା ସ୍ୱାମୀ । ଜଗତସିଂହପୁର ଥାନା ସାନତିହଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ସ୍ତ୍ରୀକୁ ମାରିବା ପରେ ମନ ବୁଝିଲାନି, ମୃତଦେହରେ ପେଟ୍ରୋଲ ଢ଼ାଳି ଘର ଭିତରେ ନିଆଁ ଲଗାଇ ପୋଡ଼ି ଦେଲା । ଘରୁ ଅର୍ଦ୍ଧଦଗ୍ଧ…

ଜଗତସିଂହପୁର: ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା, ପୋଲିସ-ଦୋକାନୀ ମୁହାଁମୁହିଁ

ଜଗତସିଂହପୁର(କେନ୍ୟୁଜ୍): ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା । ଜଗତସିଂହପୁର ରଘୁନାଥପୁରଠାରେ ଉତ୍ତେଜନା ହୋଇଛି । ଘଟଣାରେ ପୋଲିସ-ଦୋକାନୀ ମୁହାଁମୁହିଁ ହୋଇ ୨ ଜଣ ଆହତ ହୋଇଛନ୍ତି । ଜବରଦଖଲ ଉଚ୍ଛେଦକୁ ବିରୋଧ କରି JCB ଆଗରେ ଶୋଇଗଲେ ଦୋକାନୀ । ଘଟଣାସ୍ଥଳରେ ୨ ପ୍ଳାଟୁନ୍‌ ପୋଲିସ ଫୋର୍ସ…