Browsing Tag

jaleswar news

ଜନ୍ମରୁ ଭିନ୍ନକ୍ଷମ କିନ୍ତୁ ସେ ସୁମଧୁର ସ୍ବରର ଅଧିକାରିଣୀ, ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ଖୋଜୁଛନ୍ତି ରାହା

ଜଳେଶ୍ବର: ସତରେ କଥା ରେ ଅଛି ସୁନା ଥିଲେ କାନ ନାହିଁ, ଆଉ କାନ ଥିଲେ ସୁନା ନାହିଁ। ଆମେ ଏଠି କୌଣସି ସତ ସୁନା କଥା କହୁନୁ , ଆମେ ଏଠି କହୁଛୁ ସୁନା ଭଳି ଚମକୁଥିବା ଜଣେ ପ୍ରତିଭାବାନ କଣ୍ଠଶିଳ୍ପୀଙ୍କ କଥା। ଯିଏ ଜନ୍ମ ରୁ ଅନ୍ଧ ଏବଂ ଭିନ୍ନକ୍ଷମ। ଯିଏ ନିଜର ସୁମଧୁର କଣ୍ଠସ୍ବର ପାଇଁ…

ଜଳେଶ୍ବର: ରାତିରେ ଚୋରି କରୁଥିବାବେଳେ ଚୋରକୁ କାବୁ କରି ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡେମ୍ବୁରିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ ରାତିରେ ୩ ଜଣ ଚୋର ଏହି ଗ୍ରାମର ଅନେକ ଲୋକଙ୍କ ଘରେ ପଶି ଟଙ୍କା, ମୋବାଇଲ ଏବଂ ବିଭିନ୍ନ ଆସବାବପତ୍ର ଚୋରି କରିଥିଲେ। ଠିକ୍ ସେହି ସମୟରେ ଜଣେ ଚୋରକୁ କାବୁ କରି…

କୋରାନା କଟକଣାକୁ ଫୁ: ବାଲେଶ୍ବ‌ର ମାନ୍ଧାତା ହାଟରେ ଚାଲିଲା ବେଆଇନ କୁକୁଡା ଲଢେଇ, ଜମିଲା ଲୋକଙ୍କ ପ୍ରବଳ ଭିଡ

ଜଳେଶ୍ବର: ଶହଶହ ଲୋକଙ୍କୁ ନେଇ ଜମିଛି ଭିଡ଼। ନା ଅଛି ସାମାଜିକ ଦୂରତା , ନା କେହି ଜଣେ ହେଲେ ପିନ୍ଧିଛନ୍ତି ମାସ୍କ। ଭୟଙ୍କର କରୋନା ମହାମାରୀର ଭୟ ଟିକିଏ ମଧ୍ୟ ନାହିଁ କାହାରିକୁ।  ଖୁଲମ ଖୁଲା ଭାବେ ଚାଲିଛି ବେଆଇନ କୁକୁଡା ଲଢେଇ। ଏମିତି ଲାଗୁଥିଲା ସତେ ଯେମିତି କୋରାନା ମହାମାରୀ ପୃଥିବୀରୁ…

ଡିଲରଙ୍କ ଦାଦାଗିରି: ଚାଉଳ ବଦଳରେ ଦେଉଛନ୍ତି ଟଙ୍କା, ନନେଲେ ରାସନ କାର୍ଡ କଟାଇ ଦେବାକୁ ମିଳୁଛି ଧମକ

ଜଳେଶ୍ବର: ଉଭୟ ରାଜ୍ଯ ଏବଂ କେନ୍ଦ୍ର ସରକାରଙ୍କ ଖାଦ୍ଯ ସୁରକ୍ଷା ଯୋଜନା ଏବେ ବାଟବଣା ହେବାକୁ ବସିଛି । ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ପରିବାରର ପ୍ରତି ସଦସ୍ଯ ପିଛା ପାଞ୍ଚ କେଜି ଲେଖାଏଁ ଚାଉଳ ସରକାର ଯୋଗାଇ ଦେଇଥାନ୍ତି। ମାତ୍ର ଅଧିକାଂଶ ସ୍ଥାନରେ ଡିଲର ମାନଙ୍କ ଦାଦାଗିରି ର…

କୋଭିଡ କଟକଣାକୁ ଫୁ: ମହାମାରୀ ସମୟରେ ଶହଶହ ଲୋକଙ୍କୁ ନେଇ ଡିଜେ ଡ୍ଯାନ୍ସର ତାଳେ ତାଳେ ଜମିଲା ବିଶ୍ବକର୍ମା ଭସାଣି…

ଜଳେଶ୍ବର: ମହାମାରୀ କୋରାନା ସମୟରେ ଚାଲିଲା ବିଶ୍ବକର୍ମା ଭସାଣି ଉତ୍ସବ। ଶହଶହ ଲୋକଙ୍କୁ ନେଇ ଭିଡ଼ ଜମାଇ ହେଲା ଡିଜେ ଡ୍ଯାନ୍ସ । ନା ଥିଲା ସାମାଜିକ ଦୂରତା , ନା କେହି ଜଣେ ହେଲେ ପିନ୍ଧି ଥିଲେ ମାସ୍କ। ଡିଜେ ଗୀତର ତାଳେ ତାଳେ ଝୁମି ଯାଉଥିଲେ ଅନେକ ସଂଖ୍ୟାରେ ଲୋକ। କରୋନା ମହାମାରୀର ଭୟ…

କୋଭିଡ ନିୟମ ଉଲ୍ଲଙ୍ଘନ କରି ନାଚ ଗୀତରେ ଝୁମିଲେ ହଜାର ହଜାର ଦର୍ଶକ, ସବୁଦେଖି ଚୁପ୍ ପ୍ରଶାସନ

ବାଲେଶ୍ୱର: ମହାମାରୀ କରୋନା ସମୟରେ ସାମାଜିକ ଦୂରତାକୁ ଭାଙ୍ଗି ଚାଲିଲା ଡ୍ୟାନ୍ସ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ନିମାତପୁର ହାଟରେ ଦେଖିବାକୁ ମିଳିଥିଲା ଏହି ଘଟଣା । କୋଭିଡ ନିୟମ ଉଲଘଂନ କରି ନାଚ ଗୀତର ପ୍ରୋଗ୍ରାମ ଆୟୋଜନ ହୋଇଥିଲା । ସାମାଜିକ ଦୂରତା ଉଲ୍ଲଙ୍ଘନ କରିବା ସହିତ…

ଜଳେଶ୍ୱର ଆଇଆଇସି ସସ୍‌ପେଣ୍ଡ, ଡ୍ରଗ୍ସ ମାଫିଆ ସହ କଥା ହେଉଥିବାର ଅଡିଓ ଭାଇରାଲ ହେବାପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କଲେ…

ଜଳେଶ୍ୱର: ଜଳେଶ୍ୱର ଆଇଆଇସି ସସ୍‌ପେଣ୍ଡ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ନିଲମ୍ବିତ । ଏନେଇ ଟ୍ଵିଟ୍‌ ଯୋଗେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଜଣେ ଡ୍ରଗ୍ସ ମାଫିଆ ସହ ଧନେଶ୍ୱରଙ୍କ କର୍ଥାବାର୍ତ୍ତାର ଅଡିଓ ଭାଇରାଲ ହୋଇଥିଲା । ଅଭିଯୋଗ ପରେ ଆଇଆଇସିଙ୍କୁ ପୋଲିସ…

ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲିରେ ପହଁଚିଲେ ପ୍ରେମିକା: ଲଭ୍, ସେକ୍ସ ଓ ଧୋକାର ଆଉ ଏକ ନଗ୍ନ ଚିତ୍ର

ଜଳେଶ୍ବର: ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲିରେ ପହଁଚିଲା ପ୍ରେମିକା । ନିଜ ପ୍ରେମିକକୁ ଖୋଜିଖୋଜି ଦିଲ୍ଲୀ ରୁ ଓଡିଶା ପହଞ୍ଚିଲେ ପ୍ରେମିକା ଜଣକ, ଭଲପାଇ ବା ପରେ ଶାରିରୀକ ସମ୍ପର୍କ ରଖି ବିବାହ ର ପ୍ରତିଶୃତି ଦେଇ ଠକି ଦେଲା ପ୍ରେମିକ। ଦିଲ୍ଲୀରୁ ଓଡିଶା ଆସି ନ୍ୟାୟ ପାଇଁ ପ୍ରେମିକର ଘର ଆଗରେ…

ପ୍ରଥମ ସ୍ତ୍ରୀକୁ ଧୋକା ଦେଇ ନାବାଳିକା ସହ ଦ୍ବିତୀୟ ବିବାହ କରି ସ୍ବାମୀ ଚମ୍ପଟ, ଏବେ ଧାରଣାରେ ସଙ୍ଗୀତା

ଜଳେଶ୍ବର:ନିଜ ସ୍ବାମୀଙ୍କୁ ପାଇବା ପାଇଁ ସାରା ରାତି ଉଜାଗର ହୋଇ ନଖାଇ ନପିଇ ସ୍ବାମୀଙ୍କ ଘର ସାମ୍ନାରେ ଧାରଣା ରେ ବସିଛନ୍ତି ପ୍ରଥମ ସ୍ତ୍ରୀ। ଅନ୍ଯ ପଟେ ପ୍ରଥମ ସ୍ତ୍ରୀ ଆସିବା ପୂର୍ବରୁ ଦ୍ବିତୀୟ ସ୍ତ୍ରୀକୁ ନେଇ ଚମ୍ପଟ ମାରିଛି ସ୍ବାମୀ। ଏବେ ନ୍ଯାୟ ପାଇଁ ପ୍ରଥମ ସ୍ତ୍ରୀ ସିଂଲା ଥାନା ରେ…

କରୋନା ପାଇଁ ବୁଡିଗଲା ରୋଜଗାର, ହାତ ବାନ୍ଧି ବସିଛନ୍ତି ୫୦୦ରୁ ଉର୍ଦ୍ଧ୍ୱ ସବାଇ ଘାସ କାରିଗର

ଜଳେଶ୍ୱର(କେ ନ୍ୟୁଜ) : ବର୍ତ୍ତମାନ ସାରା ବିଶ୍ୱ କରୋନା ଯୋଗୁଁ ସଙ୍କଟ ଦେଇ ଗତି କରୁଛି । କରୋନା ସଂକ୍ରମଣ ଯେପରି ଅଧିକ ନ ବଢ଼ିବ ତାହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଏବେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ । ତେବେ ଏହି ଲକ୍ଡାଉନ୍ ସମୟରେ ପ୍ରଭାବିତ ହୋଇଛି ଅଧିକାଂଶ ଲୋକଙ୍କ ଜୀବନ ଜୀବିକା…

ମୋ ବାପା ଘରକୁ ଗଲେ ମୋ ଜୀବନ ପ୍ରତି ବିପଦ ରହିଛି, ଭିଡିଓ ଜାରି କରି ଜଣାଇଲା ଝିଅ

ଜଳେଶ୍ୱର (କେ ନ୍ୟୁଜ ): ଭୋଗରାଇ ବ୍ଲକ ଦେଉଳା ଗ୍ରାମପଞ୍ଚାୟତର ସାତଗହଳିଆ ଗ୍ରାମର ଗୌତମ କୁମାର ଜେନା ବାଜିତପୁର ପଞ୍ଚାୟତର ଶ୍ରୀହରି ଜେନାଙ୍କ ଝିଅ ସହ ଦୀର୍ଘଦିନ ଧରି ପ୍ରେମ ସଂପର୍କ ଗଢି ଉଠିଥିଲା। ମାତ୍ର ପୁଅ ନୀଚ ଜାତିର ହୋଇଥିବା ଯୋଗୁଁ ଝିଅ ଘର ଲୋକେ ବାହା କରିବାକୁ ରାଜି ହୋଇନଥିଲେ।…