Below header
Browsing Tag

Jammu and Kashmir

ପୁଞ୍ଛରେ ସେନା ଟ୍ରକ ଉପରେ ଆକ୍ରମଣ ଘଟଣା: ଟ୍ରକରେ ରହିଥିଲା ଇଫତାର ପାର୍ଟି ପାଇଁ ଜିନିଷ, ଇଦ୍‌ ପାଳନ କରିବାକୁ ମନା…

ଜମ୍ମୁ କଶ୍ମୀରର ପୁଞ୍ଛରେ ଗରୁବାର ଦିନ ସେନା ଟ୍ରକ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ ହୋଇଥିଲେ । ଆକ୍ରମଣରେ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ଟ୍ରକରେ ଇଫତାର ପାର୍ଟି ପାଇଁ ଜିନିଷ ଯାଉଥିଲା । ସେନା ଟ୍ରକରେ ପୁଞ୍ଛର ଏକ ଗାଁରେ ହେବାକୁ ଥିବା ଇଫତାର ପାର୍ଟି ପାଇଁ…

ଜାମ୍ମୁ ଓ କାଶ୍ମୀରରେ ସେନାର ଗାଡ଼ି ଉପରକୁ ଆକ୍ରମଣ ଘଟଣା: ୫ ଯବାନଙ୍କ ସମେତ ଓଡ଼ିଆ ପୁଅ ସହିଦ

(କେନ୍ୟୁଜ): ଜମ୍ମୁରେ ସହିଦ ୫ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ । ସହିଦ୍‌ ଯବାନ ଦେବାଶିଷ ବିଶ୍ୱାଳଙ୍କ ଘର ପୁରୀ ଜିଲ୍ଲାରେ । ସତ୍ୟବାଦୀ ବ୍ଳକ୍‌ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିରେ ଦେବାଶିଷଙ୍କ ଘର। ସୂଚନା ଅନୁସାରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଅଳଗୁମ ଗ୍ରାମର ଖଣ୍ଡାୟତସାହି…

ଜମ୍ମୁ କଶ୍ମୀରରେ ଜଳିଗଲା ସେନା ଟ୍ରକ, ୪ ଯବାନ ସହିଦ

ଜମ୍ମୁ କଶ୍ମୀରରେ ଜଳିଗଲା ସେନା ଟ୍ରକ । ଫଳରେ ୪ ଜଣ ଯବାନ ସହିଦ ହୋଇଛନ୍ତି । ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାଟି ପୁଞ୍ଛର ଜାତୀୟ ରାଜପଥ ଉପରେ ସେନା ଗାଡିରେ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ଏବଂ ସେନା…

ଅପ୍ରେଲରେ ମାଗଣାରେ ବୁଲନ୍ତୁ କାଶ୍ମୀର

ଆରମ୍ଭ ହୋଇଛି ଗରମ ଦିନ। ଏହି ଗରମ ଦିନରେ ସମସ୍ତଙ୍କର ଇଚ୍ଛା ଥାଏ ଥଣ୍ଡା ସ୍ଥାନକୁ ବୁଲିଯିବା। ଆସନ୍ତା ଅପ୍ରେଲ ମାସରେ ଯଦି ଆପଣ ବୁଲିବାକୁ ଚାହୁଁଛନ୍ତି ତେବେ ରେଳ ବିଭାଗ ଆଣିଛି ଏଭଳି ଯାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ମାଗଣାରେ ଶ୍ରୀନଗର ବୁଲାଇବାର…

ଭାରତରେ ଲିଥିୟମ ଖଣି, ଜମ୍ମୁ ଓ କାଶ୍ମୀରରେ ୫.୯ ମିଲିୟନ ଟନର ଲିଥିୟମ ରହିଛି: ଜିଏସଆଇ ରିପୋର୍ଟ

କେନ୍ୟୁଜ୍‌(ବ୍ୟୁରୋ): ଆସିଲା ଜିଓଲୋଜିକାଲ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁଯାୟୀ ଭାରତରେ ଲିଥିୟମ ଖଣି ଠାବ ହୋଇଛି । ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଜମ୍ମୁ ଓ କାଶ୍ମୀରରେ ୫.୯ ମିଲିୟନ ଟନର ଲିଥିୟମ ଖଣି ରହିଥିବା କେନ୍ଦ୍ର ସରକାର କହିଛନ୍ତି । ଜିଓଲୋଜିକାଲ…

ଜମ୍ମୁ-କାଶ୍ମୀରରେ ପ୍ରଥମ ଥର ମିଳିଲା ପରଫ୍ୟୁମ୍‌ ବୋମା, ଘାଟିରେ ଆତଙ୍କ

ଜମ୍ମୁ-କାଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଜଣେ ଆତଙ୍କବାଦୀକୁ ଗିରଫ କରିଛି, ଯିଏ ନରଓ୍ଵାଲ ଅଞ୍ଚଳରେ ହୋଇଥିବା ଡବଲ୍‌ ବ୍ଲାଷ୍ଟ୍‍ରେ ସାମିଲ ଥିଲା। ଏହି ଆତଙ୍କବାଦୀ ପରଫ୍ୟୁମ୍‌ IEDର ବ୍ୟବହାର କରିଥିଲା। ପୋଲିସ ତା’ ପାଖରୁ ପରଫ୍ୟୁମ୍‌ IED ମଧ୍ୟ ଜବତ କରିଛି, ଯାହା…

ରେଳବିଭାଗର ନୂଆ ଅଫର, ଅପ୍ରେଲରେ ମାଗଣାରେ ବୁଲିପାରିବେ ଭୂସ୍ୱର୍ଗ କାଶ୍ମୀର, କରିବାକୁ ପଡ଼ିବ ବାସ୍‌ ଏହି କାମ

ଆଗକୁ ଆସୁଛି ଗରମ ଦିନ। ଏହି ଗରମ ଦିନରେ ସମସ୍ତଙ୍କର ଇଚ୍ଛା ଥାଏ ଥଣ୍ଡା ସ୍ଥାନକୁ ବୁଲିଯିବା। ଆସନ୍ତା ଅପ୍ରେଲ ମାସରେ ଯଦି ଆପଣ ବୁଲିବାକୁ ଚାହୁଁଛନ୍ତି ତେବେ ରେଳ ବିଭାଗ ଆଣିଛି ଏଭଳି ଯାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ମାଗଣାରେ ଶ୍ରୀନଗର ବୁଲାଇବାର…

ଜମ୍ମୁ କାଶ୍ମୀରରେ ପୁଣି ଟାର୍ଗେଟ୍‌ କିଲିଂ : ୟୁିପର ଦୁଇ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ଆତଙ୍କ । ପୁଣି ଆତଙ୍କବାଦୀଙ୍କ ଟାର୍ଗେଟ୍‌ କିଲିଂ। ସୋପିଆନ୍‌ ଜିଲ୍ଲାରେ କାଶ୍ମୀର ପଣ୍ଡିତଙ୍କ ହତ୍ୟା କରିବାର ଦୁଇ ଦିନ ପରେ ୨ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି । ମୃତ ଶ୍ରମିକ ଉତ୍ତରପ୍ରଦେଶ କନୌଜ ଜିଲ୍ଲାର ରାମ ସାଗର ଓ ମନିସ କୁମାର। ଏମାନେ…

ଜମ୍ମୁ କଶ୍ମୀର: ଉଦ୍ଦାମପୁରରେ ବସ୍ ଉପରେ ବିସ୍ଫୋରଣ, ୮ ଘଣ୍ଟାରେ ଦ୍ୱିତୀୟ ଘଟଣା, ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ଆଶଙ୍କା

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ଉଦ୍ଦାମପୁରରେ ଗୁରୁବାର ଏକ ବସ୍ ଉପରେ ବିସ୍ଫୋରଣ କରାଯାଇଛି । ଆଜି ଭୋର ୫ଟା ୧୫ମିନିଟରେ ସମୟରେ ଲଗାତାର ଦୁଇ ଦୁଇଟି ବିସ୍ଫୋରଣ ଘଟିଛି । ୮ ଘଣ୍ଟା ଭିତରେ ଷ୍ଟାଣ୍ଡରେ ଥିବା ଦୁଇଟି ବସରେ ବିସ୍ଫୋରଣ ଘଟିବାରୁ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଏହାର…

ଜମ୍ମୁ କାଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୧ ମୃତ, ୨୫ ଗୁରୁତର

ଜମ୍ମୁ କାଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୧ଜଣ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାରେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ଜମ୍ମୁ କାଶ୍ମୀରର ପୁଞ୍ଚରୁ ସିଜିଆନ ଧାନମଣ୍ଡିକୁ ଯାଉଥିବା ଏକ ମିନି ବସ୍‌ ଖାଇକୁ ଖସି ପଡିଥିଲା। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଏବଂ ପୋଲିସ ଗୁରୁତର ଆହତଙ୍କୁ…

ମା’ ପାର୍ବତୀଙ୍କ ଭୂମିକାରେ ନାଚୁ ନାଚୁ ଷ୍ଟେଜ୍‌ରେ ହିଁ ଉଡ଼ିଗଲା କଳାକାରଙ୍କ ପ୍ରାଣବାୟୁ, ଭାଇରାଲ ହେଉଛି ଭିଡିଓ

ନାଚୁ ନାଚୁ ଜୀବନ ଯାଉଥିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିବା ବେଳେ ଏବେ ପୁଣିଥରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଜମ୍ମୁ-କାଶ୍ମୀରରେ ମା’ ପାର୍ବତୀଙ୍କ ଭୂମିକାରେ ଅଭିନୟ କରୁଥିବା ଜଣେ ବ୍ୟକ୍ତି ମୃତ୍ୟୁ ଘଟିଥିବା ଘଟଣା ଏବେ ସାମ୍ନାକୁ ଆସିଛି। ନାଚୁ…

ବୈଷ୍ଣୋ ଦେବୀରେ ଆଉ ଦେଖିବାକୁ ମିଳିବ ନାହିଁ ଚରମ ଅବହେଳା! ଭିଡ଼ ନିୟନ୍ତ୍ରଣ ପାଇଁ ଖାସ୍‌ ଟେକ୍ନୋଲଜି ଆଣିଲା ପ୍ରଶାସନ

ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମାତା ବୈଷ୍ଣୋ ଦେବୀ ମନ୍ଦିରର ତୀର୍ଥଯାତ୍ରୀଙ୍କ ପାଇଁ ଖାସ୍‌ ସୁବିଧା ଆଣିଛନ୍ତି। ଏଠାରେ ପ୍ରଶାସନ Radio Frequency Identification (RFID) ସିଷ୍ଟମ୍‌ ଆରମ୍ଭ କରିଛି। ଆର୍‌ଏଫ୍‌ଆଇଡି ସିଷ୍ଟମ୍‌ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ମଞ୍ଜୁରୀ…