Browsing Tag

jammu kashmir

ଆତଙ୍କବାଦୀ ଷଡଯନ୍ତ୍ରକୁ ବିଫଳ କଲା ଭାରତୀୟ ସେନା, ଜଣେ ଆତଙ୍କବାଦୀ ସହିତ ୫ କିଲୋ ବୋମାକୁ ଠାବ୍‌ କରିଛି

ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ପୋଲିସକୁ ବଡ ସଫଳତା । ଏଠାରୁ ୫ କିଲୋ ଆଇଇଡି ସହିତ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି । ବହୁତ ବଡ ଆତଙ୍କବାଦୀ ଷଡଯନ୍ତ୍ରକୁ ବିଫଳ କରିଛି ଭାରତୀୟ ସେନା। ନଚେତ ଆଉ ଏକ ବଡ ବିସ୍ଫୋରଣ ହୋଇଥାନ୍ତା, ଆଉ ଯବାନଙ୍କ ଜୀବନ ବଳିଦାନ ଦେବାକୁ ପଡିଥାନ୍ତା । ଜମ୍ମୁ…

ଜମ୍ମୁ କଶ୍ମୀର ବାରମୂଳାରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ

ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଗୋଟାଏ ଏ.କେ. ୪୭ ରାଇଫଲ୍ ଓ ଗୋଟିଏ ପିସ୍ତଲ୍ ସମେତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ସେନା ପକ୍ଷରୁ…

ଜମ୍ମୁ କାଶ୍ମୀର: ବୈଶାଖୀ ଉତ୍ସବ ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଲା ଫୁଟ୍‌ଓଭର ବ୍ରିଜ୍‌, ୨୦ରୁ ଅଧିକ ଭକ୍ତ ଆହତ

ଜମ୍ମୁ କାଶ୍ମୀରରେ ଘଟିଛି ବଡ଼ ଦୁର୍ଘଟଣା। ବୈଶାଖୀ ଉତ୍ସବ ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଛି ଫୁଟ୍‌ଓଭର ବ୍ରିଜ୍‌। ଉଧମପୁରର ଚେନାନୀ ବ୍ଲକ ଅନ୍ତର୍ଗତ ବ୍ୟାନ୍‌ ଗାଁର ବେନି ସଙ୍ଗମରେ ବୈଶାଖୀ ଉତ୍ସବ ବେଳେ ଫୁଟ୍‌ଓଭର ବ୍ରିଜ୍‌ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ଅନେକ ଭକ୍ତ ଆହତ ହୋଇଥିବା ସୂଚନା…

ମଧ୍ୟରାତ୍ରିରେ LOCରେ ଆତଙ୍କବାଦୀ! କ୍ୟାମେରାରେ କଏଦ ୩ ଅନୁପ୍ରବେଶକାରୀ, ଜଣଙ୍କୁ ମାରିଦେଲେ ଯବାନ

ଜମ୍ମୁ କାଶ୍ମୀରର ପୁଞ୍ଚରେ ଭାରତୀୟ ସେନା ଶନିବାର ମଧ୍ୟରାତ୍ରିରେ ଆତଙ୍କବାଦୀ ଅନୁପ୍ରବେଶର ବଡ଼ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିଛି। ଜମ୍ମୁ ଡିଭିଜନର ପୁଞ୍ଚ ସେକ୍ଟରରେ ନିୟନ୍ତ୍ରଣ ରେଖା (LOC)ରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଯବାନମାନଙ୍କୁ ସୂଚନା ମିଳିଥିଲା। ତତ୍‌କ୍ଷଣାତ ଯବାନମାନେ ତାରବାଡ଼…

ଭୂମିକମ୍ପ ଝଟକା ମଧ୍ୟରେ ଅପରେସନ କରି ଶିଶୁକୁ ଜନ୍ମ କରାଇଲେ ଡାକ୍ତର, ଦେଖନ୍ତୁ ଭିଡିଓ

ଭୂମିକମ୍ପ ଝଟକାରେ ଶିଶୁର ଜନ୍ମ କରାଇଛନ୍ତି ଡାକ୍ତର । ମଙ୍ଗଳବାର ଦିନ ସମଗ୍ର ଉତ୍ତର ଭାରତରେ ତୀବ୍ର ଭୂକମ୍ପ ଅନୁଭୂତ ହେଉଥିବା ବେଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାସ୍ଥିତ ଏକ ଡାକ୍ତରଖାନାରେ ଡାକ୍ତରମାନେ ଶିଶୁ ପ୍ରସବ କରାଇଛନ୍ତି। ପିଲାର ଜନ୍ମ ସିଜେରିଆନ ଅପରେସନ ମାଧ୍ୟମରେ…

ଘାଟି ତଳକୁ ଖସିଲା ମିନି ବସ୍‌, ୮ ଛାତ୍ର ଗୁରୁତର

ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ବଡ ଅଘଟଣ ଘଟିଛି । ରାଜ୍ୟର ଉଦ୍ଧମପୁରରେ ଏକ ମିନି ବସ୍ ଘାଟି ତଳକୁ ଖସି ପଡିଛି । ଏଥିରେ ସ୍କୁଲ ଛାତ୍ର ଥିଲେ । ତେବେ ଅଘଟଣରେ ୮ ଜଣ ଛାତ୍ର ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସଟି ବରମୀନ…

ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା, ୫ ଯାତ୍ରୀ ନିଖୋଜ

ଜମ୍ମୁ ଓ କଶ୍ମୀରସ୍ଥିତ ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଆଜି ବାଦଲ ଫଟା ବର୍ଷା ହୋଇଥିବା ନେଇ ସୂଚନା ମିଳିଛି । ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାଯାଇଛି । ଏହା ବାଦ କିଛି ଲୋକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । କିଛି ତୀର୍ଥଯାତ୍ରୀ ଶିବିର ମଧ୍ୟ ଭାସିଯାଇଥିବା ନେଇ ରିପୋର୍ଟ…

ଜାମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା, ଜଣେ ଆତଙ୍କୀ ମୃତ, ତିନି ଗିରଫ

ଆଜି ଜାମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ଆଜି ସୁରକ୍ଷାକର୍ମୀଙ୍କ ହାତରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩ ଜଣଙ୍କୁ କାବୁ କରି ଗିରଫ କରିଛନ୍ତି । ସୂଚନା ଅନୁଯାୟୀ ଦକ୍ଷିଣ କାଶ୍ମୀରିର କୁଲଗାମ ଜିଲ୍ଲାରେ ଏହି ଘଟଣା ଘଟିଛି । ଶନିବାର ସୁରକ୍ଷା କର୍ମୀ ଏବଂ…

ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା, ଏନକାଉଣ୍ଟରରେ ଟଳିଲେ ୫ ପାକିସ୍ତାନୀ ଆତଙ୍କବାଦୀ

କେନ୍ୟୁଜ୍(ବ୍ୟୁରୋ):  ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା। ଏନକାଉଣ୍ଟରରେ ୫ ପାକିସ୍ତାନୀ ଆତଙ୍କବାଦୀ ନିହତ। ଜମ୍ମୁ-କାଶ୍ମୀରରେ ୧୨ ଘଣ୍ଟାରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏନକାଉଣ୍ଟରରେ ୫ଜଣ ଆତଙ୍କବାଦୀ ମୃତ୍ୟୁ ହୋଇଛି। ବଡଗାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର। ଶ୍ରୀନଗରର ପାନ୍ଥା ଛକର ଗୋମାଣ୍ଡର ମୋହଲ୍ଲାରେ ଘଟିଛି ଏହି ଏନକାଉଣ୍ଟର। ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କୀ ନିହତ । ସୂଚନା ମୁତାବକ, ଗତ ୨୪ ଘଣ୍ଟା ଭିତରେ ୯ ଆତଙ୍କୀବାଦଙ୍କର ନିହତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଦକ୍ଷିଣ…

IRCTC ଟୁର ପ୍ୟାକେଜ : ଖାଇବା ପିଇବା ଫ୍ରି ସହିତ ନୂଆ ବର୍ଷରେ IRCTC ଦେଉଛି ବୈଷ୍ଣୋଦେବୀ ବୁଲିବାର ଜବରଦସ୍ତ ଅଫର

ଆସୁଛି ନୂଆ ବର୍ଷ ୨୦୨୨ , ତେଣୁ ବର୍ତ୍ତମାନ ସବୁ ଜିନିଷରେ ମିଳିବ ଦମଦାର ଅଫର । ନୂଆ ବର୍ଷରେ ଆପଣ ସମସ୍ତେ ଭ୍ରମଣ କରିବା ପାଇଁ ଅଧିକ ପସନ୍ଦ କରନ୍ତି । ଯାହା ପାଇଁ କିଛି ଲୋକେ ଟ୍ରାଭେଲ ପ୍ୟାରେଜ କୁ ଅନାଇ ବସି ଥାଆନ୍ତି । ତେଣୁ IRCTC ମଧ୍ୟ ଆଣିଛି ବୈଷ୍ଣୋଦେବୀ ଯିବାକୁ ଚାହୁଁଥିବା…

ମୁଁ ଜମ୍ମୁ କାଶ୍ମୀର ଲୋକଙ୍କ ସହ ସିଧାସଳଖ କଥା ହେବାକୁ ଚାହୁଁଛି: ବୁଲେଟପ୍ରୁଫ୍‌ ସିଲ ଖୋଲିଦେଲେ ଶାହା

କେନ୍ୟୁଜ୍(ବ୍ୟୁରୋ): ଶ୍ରୀନଗରରେ ପୋଡ଼ିୟମରୁ ବୁଲେଟପ୍ରୁଫ୍‌ ସିଲ ଖୋଲିଦେଲେ ଅମିତ ଶାହ । ଲୋକଙ୍କ ସହ ସିଧାସଳଖ କଥା ହେଲେ । ଶେର-ଇ-କାଶ୍ମୀର ଇଣ୍ଟରନେସନାଲ କନଭରର୍ସନ ସେଣ୍ଟରରେ ଆଜି ଲୋକଙ୍କୁ ସମ୍ବୋଧିତ କରିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ । ସମ୍ବୋଧନ ପୂର୍ବରୁ ବୁଲେଟ୍‌ପ୍ରୁଫ୍‌ କାଚ…