ଜେଟ୍ ଏୟାରୱେଜ୍ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଅନ୍ତରୀଣ ଜାମିନ୍, ଏହି କାରଣରୁ ବମ୍ବେ ହାଇକୋର୍ଟ ନେଲେ ନିଷ୍ପତ୍ତି
ଜେଟ୍ ଏୟାରୱେଜ୍ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ମନି ଲଣ୍ଡରିଂ ମାମଲାରେ ବମ୍ବେ ହାଇକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ସୋମବାର ଗୋୟଲଙ୍କୁ ମେଡିକାଲ ଆଧାରରେ ୨ ମାସର ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇଛନ୍ତି । ଗୋୟଲ ଏହି…