Browsing Tag

kakatpur

ଯାହା ହେବା କଥା ହେଉ ମୁଁ କିନ୍ତୁ ହାରିବିନି

କାକଟପୁର (କେନ୍ୟୁଜ) : କାକଟପୁର ବ୍ଲକର ବାଜପୁର ଗାଁ । ଆଉ ଇଏ ହେଉଛନ୍ତି ବୁଢିଆ ନାନୀ | ପୂରା ନାମ ବିମଳା ବାରିକ । ବୁଢିଆ ନାନୀ ବାଜପୁର ଆଉ କାକଟପୁର ଅଞ୍ଚଳର ଏକମାତ୍ର ମହିଳା ନାପିତ ଭାବରେ ବେଶ ଜଣାଶୁଣା | ସକାଳ ହେବାକ୍ଷଣି ନାନୀର ହାତରୁ ଖିଅର ହେବାପାଇଁ ଘର ବାରଣ୍ଡା ରେ ଲୋକଙ୍କ…

ପାର୍ବଣ ଋତୁରେ ସ୍ଵତନ୍ତ୍ର ରୀତିନୀତିରେ ପୂଜା ପାଉଛନ୍ତି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା

ଧରାଧାମକୁ ଅବତରଣ କରିଛି ପାର୍ବଣର ଋତୁ ,ପାର୍ବଣ ଋତୁରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଆରମ୍ଭ ହୋଇଛି ଶାରଦୀୟ ପୂଜା ।ସେହିପରି ପୁରୀ ଜିଲ୍ଲା କାକଟପୁର ରେ ମା ମଙ୍ଗଳା ପୀଠରେ ଚାଲିଛି ଷୋଡଶ ଉପଚାର ପୂଜା। ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ମା ମଙ୍ଗଳାଙ୍କୁ ପୂଜା କରୁଛନ୍ତି ସେବାୟତ।…

ପୋଲିସକୁ ଆକ୍ରମଣ କରି ବନ୍ଧୁକ ଛଡାଇ ନେଇଯିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

କାକଟପୁର(କେନ୍ଯୁଜ୍): କାକଟପୁର ଥାନା ଅଧିନସ୍ଥ ଭଣ୍ଡିସାହି ଠାରେ ୨୦୨୦ ମସିହା ଜୁଲାଇ ୨୪ ତାରିଖରେ ଏକ ଜୁଆ ଆଡ୍ଡା ଉପରେ କାକଟପୁର ପୋଲିସ ଚଢାଉ କରିଥିଲା। ଏହି ଚଢାଉ ପରେ ଚାରି ଜଣ ଜୁଆଡିଙ୍କୁ ଗିରଫ କରି ଥାନାକୁ ଫେରୁଥିବା ସମୟରେ ଜୁଆଡ଼ିଙ୍କ କିଛି ସହଯୋଗୀ ଅଧାବାଟରେ ଶିଖରଘାଟ ବ୍ରିଜ ଉପରେ…

ଜୀବନର ନୂଆ ଇନିଂସ ଆରମ୍ଭ କଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଜୀବନ ସାଥୀ ଭାବେ ଧରିଲେ ନନ୍ଦିନୀଙ୍କ ହାତ

କେନ୍ୟୁଜ୍(ବ୍ୟୁରୋ): ଜୀବନର ନୂଆ ଇନିଂସ ଆରମ୍ଭ କଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା। ଆଜି କାକଟପୁରର ଦେଉଳି ମଠରେ ଜୀବନ ସାଥୀ ଭାବେ ଅସ୍ତରଙ୍ଗ ବାଲିଡିଆ ଗ୍ରାମର ରୋହିତ ବେହେରାଙ୍କ ଏକମାତ୍ର ସୁକନ୍ୟା ନନ୍ଦିନୀଙ୍କ ସହ ଶୁଭପରିଣୟ ହୋଇଛି। ଏହି ଅବସରରେ ବିଜେଡିର ଅନେକ ନେତା ଓ କର୍ମୀ…

ମତ୍ସ୍ୟଜୀବୀଙ୍କ ଆରାଧ୍ୟ ଦେବୀ ଗଙ୍ଗାଦେବୀ ଠାକୁରାଣୀ, ମା’ଙ୍କୁ ସୁମରଣା କରି ସମୁଦ୍ରକୁ ଗଲେ ମାଛରେ ଭରିଦିଅନ୍ତି…

ସଂସ୍କୃତି ଓ ଐତିହରେ ଭରା ଆମ ରାଜ୍ଯ ଓଡ଼ିଶା। ଆସ୍ଥା ଓ ଲୋକ ବିଶ୍ୱାସ ଏଠି ପଥରକୁ ସଜାଇ ଦିଏ ଦେବତା। ଆଉ ବିଶ୍ଵାସରେ ସେହି ଦେବତା ସାଜିଥିବା ପଥର ବି କୁହେ କଥା। ସେହିଭଳି ଏକ ଆସ୍ଥା ଓ ବିଶ୍ଵାସର ପୀଠ ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଦେବୀ ନଦୀ ଧାରରେ ଅବସ୍ଥିତ ମା' ଗଙ୍ଗାଦେବୀଙ୍କ…

ପୋଲିସ ଉପରେ ସଂଘବଦ୍ଧ ଆକ୍ରମଣ କଲେ ଜୁଆଡି, ସରପଞ୍ଚଙ୍କ ସମେତ ୨ ସହଯୋଗୀ ଅଟକ

କାକଟପୁର (କେ ନ୍ୟୁଜ): ଜୁଆ ଆଡାରେ ପୋଲିସ ଉପରେ ସଂଘବଦ୍ଧ ଆକ୍ରମଣ । ସଂଘବଦ୍ଧ ଆକ୍ରମଣ କରିବା ସହ ପୋଲିସ ମାନଙ୍କ ଠାରୁ ବନ୍ଧୁକ ଛଡାଇନଲେ ଦୁବୃତ୍ତ । ଏହି ଘଟଣାରେ ୩ ପୋଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି । ୪ ଜୁଆଡି ସହ ୩ ଆକ୍ରମଣ କାରିଙ୍କୁ କାବୁ କରିଛନ୍ତି କାକଟପୁର ପୋଲିସ । ଗତକାଲି…

କାକଟପୁର ଅଞ୍ଚଳରେ ଚୋରା ମଦର ବନ୍ୟା, ଅବକାରୀ ବିଭାଗ ନିଷ୍କ୍ରିୟ

ଲକଡାଉନ ଯୋଗୁଁ ମଦ ଦୋକାନ ବନ୍ଦ ରହିଥିବା ବେଳେ କେଉଁଠି ନା କେଉଁଠି ଚୋରା ମଦ କାରବାର ଚାଲିଛି। ପ୍ରତିଦିନ ମଦ୍ୟପାନ କରୁଥିବା ଲୋକେ କୌଣସି ନା କୌଣସି ପ୍ରକାରେ ଏହାକୁ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତାଲା ବନ୍ଦ ସମୟରେ ସବୁ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବନ୍ଦ ଥିବା ବେଳେ…

କାକଟପୁରରେ ଧାରଣାରୁ ଓହରିଲେ ସେବାୟତ, ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

କାକଟପୁର(କେନ୍ଯୁଜ୍) : ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହୋଇଛି ସେବାୟତଙ୍କ ଧାରଣା। ଗତ ଦୁଇଦିନ ଧରି କାକଟପୁର ମଙ୍ଗଳା ମନ୍ଦିରର ସେବାୟତମାନେ ଧାରଣା ଦେଇଥିଲେ । ଦୁଇଦିନ ମଧ୍ୟରେ ସମସ୍ତ ଘଟଣାର ତଦନ୍ତ କରାଯାଇ ସମାଧାନ କରାଯିବା ସହ ଟ୍ରଷ୍ଟ ବୋର୍ଡର ବୈଠକ ବସିବ ବୋଲି ତହସିଲଦାର…