Browsing Tag

kangaroo court

ରାଜଧାନୀରେ କଙ୍ଗାରୁ କୋର୍ଟ: ଦୁଇ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ସହ ଉଠବସ୍‌, ୫ହଜାର ଟଙ୍କା ଜରିମାନା ଆଦାୟ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ କଙ୍ଗାରୁ କୋର୍ଟ । ଦୁଇ ଜଣ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ସହ ଉଠବସ୍‌ କରୁଥିବା ଅଭିଯୋଗ ହୋଇଛି। ବିନା ଦୋଷରେ ଦଣ୍ଡ ଦେବା ସହ ୫ହଜାର ଟଙ୍କା ଜରିମାନା କରିଥିଲେ । ଏହି ଅଭିଯୋଗରେ ସାଲିଆ ସାହିରୁ ୩ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା…

ମହିଳାଙ୍କ ଉପରେ କଙ୍ଗାରୁ କୋର୍ଟର ଜୁଲମ: ଚୁଟି କାଟିଲେ, ମୁହଁରେ କାଳି ବୋଳିଲେ

ପଟ୍ଟାମୁଣ୍ଡାଇ(କେନ୍ଯୁଜ୍): ଲୋନ୍‌ ଟଙ୍କା ପାଇଁ କଙ୍ଗାରୁ କୋର୍ଟ। ଟଙ୍କା ଫେରସ୍ତ କରିନପାରିବାରୁ ମହିଳାଙ୍କ ଚୁଟି କାଟିଲେ, ମୁହଁରେ କାଳି ବୋଳିଲେ। ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ହେଲତଳ ହାଡିସାହି ଅଞ୍ଚଳର ଦୃଶ୍ୟ। ସୂଚନା ଅନୁଯାୟୀ ମହିଲା ଜଣକ କିଛି ଲୋକଙ୍କ…

ଗାଁରେ କଙ୍ଗାରୁ କୋର୍ଟ, ପିଲା ଚୋରକୁ ପିଟିପିଟି ମାରିଦେଲେ ଗ୍ରାମବାସୀ

ମାଲକାନାଗିରି (କେନ୍ୟୁଜ୍‌) : ଗାଁରେ କଙ୍ଗାରୁ କୋର୍ଟ । ପିଲା ଚୋରି ଅଭିଯୋଗରେ ଜଣଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ। ମାଲକାନଗିରି ସୀମାନ୍ତ ଛତିଶଗଡ କାଙ୍କେର ଜିଲ୍ଲାର କଙ୍ଗାରୁ କୋର୍ଟରେ ପିଟିପିଟି ହତ୍ୟା କରିଛନ୍ତି । ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୋଗ…

ବଲାଙ୍ଗିରରେ ଜଙ୍ଗଲ ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଘଟଣା, ୬ ଅଭିଯୁକ୍ତ ଗିରଫ

ବଲାଙ୍ଗିର: ବଲାଙ୍ଗିରରେ ଜଙ୍ଗଲ ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଘଟଣା, ୬ ଅଭିଯୁକ୍ତ ଗିରଫ। ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ୍ । ଅଭିଯୁକ୍ତ ମାନଙ୍କ ମଧ୍ୟରେ ତିନିଜଣ ନାବାଳକ ଥିବା ସୂଚନା । ଏ ନେଇ ସୂଚନା ଦେଲେ ବଲାଙ୍ଗିର ଟାଉନ ଥାନା ଅଧିକାରୀ ସଂଗ୍ରାମ…

ବଲାଙ୍ଗିରରେ ପୁଣି କଙ୍ଗାରୁ କୋର୍ଟ! ଜଙ୍ଗଲ ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼, ଭାଇରାଲ୍ ହେଉଛି ଭିଡିଓ

ବଲାଙ୍ଗିର : ବଲାଙ୍ଗିର ସହର ଭିତରେ କଙ୍ଗାରୁ କୋର୍ଟ। ଗତ ବୁଧବାର ଇଟାଭାଟିରେ ନାବାଳକଙ୍କୁ ସୈତାନ ଦାଦନ ସର୍ଦ୍ଦାରର ଅତ୍ୟାଚାରର ଭିଡିଓ ଭାଇରାଲ ହୋଇ ସାମ୍ନାକୁ ଆସିଥିବାବେଳେ, ଗୁରୁବାର ଆଉ ଏକ କଙ୍ଗାରୁ କୋର୍ଟର ଭିଡିଓ ଭାଇରାଲ ହେଉଛି । ସୂଚନା ଅନୁଯାୟୀ, କଲେଜ ପିଲା ଓ କିଛି ଅଣଛାତ୍ର…

କଙ୍ଗାରୁ କୋର୍ଟରେ ଜଣେ ଯୁବକ ଓ ଯୁବତୀଙ୍କୁ ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇବା ପଡିଲା ମହଙ୍ଗା, ୫ ଗିରଫ

ଗଞ୍ଜାମ: କଙ୍ଗାରୁ କୋର୍ଟରେ ଜଣେ ଯୁବତୀ ଓ ଯୁବକଙ୍କୁ ଚପଲ ମାଳା ପିନ୍ଧାଇ ଗାଁ ବୁଲାଇବା ଘଟଣାରେ ୫ ଗିରଫ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଶରାବାଡି ପଞ୍ଚାୟତ କାଳିଆପଲ୍ଲୀ ଗାଁର ଘଟଣା । ଗତ ମହିଳା ଦିବସରେ ଗାଁର ଜଣେ ବିବାହିତ ଯୁବକଙ୍କ ସେହି ଗାଁର ଅନ୍ୟଜଣେ ମହିଳାଙ୍କ ସହ ସମ୍ପର୍କ ଥିବା…

ଗାଁରେ ବସିଲା କଙ୍ଗାରୁ କୋର୍ଟ, ଅନୈତିକ ସମ୍ପର୍କ ଅଭିଯୋଗ ପରେ ବିଧବା ମହିଳାଙ୍କ ମଥାରେ ସିନ୍ଦୂର ଦେଲେ ଯୁବକ

ବାଲେଶ୍ୱର (କେ ନ୍ୟୁଜ୍‌) : କଙ୍ଗାରୁ କୋର୍ଟର ଜିଦ୍‌ରେ ଜଣେ ବିଧବାଙ୍କ ମଥାରେ ସିନ୍ଦୂର ଦେଇଛନ୍ତି ଜଣେ ଯୁବକ । ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡର ଘଟଣା । ଏଠାକାର ନଟାପଡା ଆଦିବାସୀ ଗାଁରେ ଜଣେ ଅସହାୟ ବିଧବା ମହିଳାଙ୍କୁ ଜଣେ ବିବାହିତ ବ୍ଯକ୍ତିଙ୍କ ସହ…

ବର୍ଷେ ହେଲା ଗାଁରେ ଏକ ଘରିକିଆ ହୋଇ ରହୁଛି ସାହୁ ପରିବାର

ଆଠଗଡ (କେନ୍ୟୁଜ) : ଏ ଯୁଗରେ ବି ହେଉଛି ନିଆଁ ପାଣି ବାସନ୍ଦ । ଆଜିବି ବସୁଛି କଙ୍ଗାରୁ କୋର୍ଟ। ଏମିତି ଏକ ଘଟଣା ଯୋଗୁଁ ପ୍ରାୟ ଏକ ବର୍ଷରୁ ଅଧିକ ଦିନ ଧରି ଗୋଟିଏ ପରିବାର ଗାଁ ଓ ସମାଜ ଠାରୁ ଅଲଗା ହୋଇ ରହିଛି । ଆପଣ ଭାବୁଥିବେ ଏହା ନିହାତି ଭାବେ କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବ…

ବିଚ୍‌ ରାସ୍ତାରେ ଯୁବକକୁ ଲଙ୍ଗଳା କରି ଉଠବସ କରାଇଲେ, ପୋଲିସ୍‌ ସାଜିଲା ଦେଖଣାହାରୀ; ଭିଡିଓ ଭାଇରଲ୍‌

ବାରିପଦା(କେନ୍ୟୁଜ୍‌): ପୁଣି ଏକ କଙ୍ଗାରୁ କୋର୍ଟ । ସର୍ବସାଧାରଣ ଜାଗାରେ ଯୁବକଙ୍କୁ ଉଲଗ୍ନ କରି ମାଡ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ରାଜ୍ୟ ରାଜପଥ ପାର୍ଶ୍ୱରେ ଘଟଣାଟି ଘଟିଥିବାର ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ପୋଲିସ ମଧ୍ୟ ଛିଡା…

ଅମାନୁଷିକତା : ବାଲେଶ୍ୱର ବାଲିଆପାଳ ଚୌମୁଖ ଗାଁରେ କଙ୍ଗାରୁ କୋର୍ଟ, ଯୁବକଙ୍କ ଗୁପ୍ତାଙ୍ଗରେ ଝୁଲାଇ ଦେଲେ ପଥର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଚୌମୁଖ ଗାଁରେ କଙ୍ଗାରୁ କୋର୍ଟ । ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ । ଗୁପ୍ତାଙ୍ଗରେ ଝୁଲାଇ ଦେଲେ ପଥର । ଘରେ କେହି ପୁରୁଷ ଲୋକ ନଥିବା ବେଳେ ଯୁବକ ଜଣଙ୍କ ଗାଁର ଜଣଙ୍କ ଘର ଭିତରକୁ ଚାଲିଯାଇଥିଲେ । ଗାଁଲୋକେ ଏହା ଜାଣିପାରିବା ପରେ…

ଅନୁଗୁଳ ବସଲା ସାହିରେ କଙ୍ଗାରୁ କୋର୍ଟ, ପାଇପ୍‌ ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଧା ଲଣ୍ଡାକରି…

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ଅମନ୍ତପୁର ଗାଁରେ ଅଭାବନୀୟ ଘଟଣା। ପାଇପ୍‌ ଚୋରି କରିବା ଅଭିଯୋଗରେ ଗାଁର ଜଣେ ଯୁବକଙ୍କୁ ବସଲା ସାହିର କିଛି ଯୁବଗୋଷ୍ଠୀ ନିସ୍ତୁକ ମାଡ଼ ମାରିବା ସହ ଅଧା ଲଣ୍ଡାକରି ଗାଁରେ ବୁଲାଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଯୁବକ ଜଣକ ଟ୍ରକରେ ହେଲପର…