Browsing Tag

kareena kapoor

ସେଫ ଅଲ୍ଲୀ ଖାନଙ୍କର ରାଜ ଖୋଲିଲେ କରିନା, କହିଲେ ସେ ସବୁବେଳେ ମୋ ଉପରେ..

ବଲିଉଡ ଅଭିନେତ୍ରୀ କରିନା କପୁର ଆଜିକାଲି 'ଗୁଡ଼ନ୍ୟୁଜ'ର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏହି ଫିଲ୍ମରେ କରିନା କପୁରଙ୍କ ସହିତ ଅକ୍ଷୟ କୁମାର, ଦିଲଜିତ ଏବଂ କିଆରା ଆଡ଼ଭାନୀ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ । ଯଦିଓ କରିନା ଆଜିକାଲି ଏହି ଫିଲ୍ମର ପ୍ରମୋସନରେ ଲାଗିପଡିଛନ୍ତି କିନ୍ତୁ…

ସୈଫ୍‌ଙ୍କୁ କାହିଁକି ଦୁଇ ଥର ବିବାହ ପାଇଁ ମନା କରିଥିଲେ କରୀନା, ସାତ ବର୍ଷ ପରେ କଲେ ଖୁଲାସା

ସୈଫ୍‌ ଅଲ୍ଳୀ ଖାନ୍‌ ଏବଂ କରୀନା କପୁରଙ୍କ ବିବାହକୁ ୭ବର୍ଷ ପୂରଣ ହୋଇସାରିଛି। ଉଭୟଙ୍କର ଗୋଟିଏ ପୁଅ ସନ୍ତାନ ମଧ୍ୟ ରହିଛି। ବଲିଉଡ୍‌ର ଲୋକପ୍ରିୟ ଯୋଡିମାନଙ୍କ ମଧ୍ୟରେ କରୀନା ଏବଂ ସୈଫଙ୍କ ନାଁ ମଧ୍ୟ ସସାମିଲ ରହିଛି। ଏକ ସାକ୍ଷାତକାର ମାଧ୍ୟମରେ କରୀନା କହିଛନ୍ତି ସୈଫ୍‌ ତାଙ୍କୁ ଦୁଇ ଥର…

ଲାଲ୍‌ ସିଂ ଚଢ଼ା ଫିଲ୍ମ ସେଟ୍‌ରୁ ଅମୀର ଖାନ୍‌ ଓ କରୀନାଙ୍କ ଲୁକ୍‌ ଲିକ୍‌, ଦେଖନ୍ତୁ କେମିତି ଦିଶୁଛନ୍ତି ଏହି ଷ୍ଟାର

ବଲିଉଡ୍‌ ଅଭିନେତା ଅମୀର ଖାନ୍‌ ନିଜ ଆଗାମୀ ଫିଲ୍ମ ଲାଲ୍‌ ସିଂ ଚଢ଼ାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଫିଲ୍ମ ସେଟ୍‌ରୁ ଅମୀର ଖାନ୍‌ ଓ କରୀନା କପୁରଙ୍କ କିଛି ଫଟୋ ଲିକ୍‌ ହୋଇଛି। ମାତ୍ର କିଛି ସମୟ ଭିତରେ ଉଭୟ ଆକ୍ଟରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାସହ ପଢ଼ନ୍ତୁ:…

କରିନା କପୁରଙ୍କୁ ପଚରାଗଲା ‘କପୁର ୟା ଖାନ’ ଉତ୍ତରରେ ଅଭିନେତ୍ରୀ ରଖିଲେ ଏପରି ମତ, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀ କରିନା କପୁର ନିଜ ୟୁନିକନେସ ପାଇଁ ସବୁବେଳେ ଦର୍ଶକଙ୍କ ମନ ଜିତି ଆସିଛନ୍ତି । ତାଙ୍କର ଯେକୌଣସି ଫଟୋ ହେଉ କିମ୍ବା ଭିଡିଓ ସବୁବେଳେ ସୋସିଆଲ ମିଡିଆରେ ଛାଇ ରହିଥାଏ । ତେବେ ନିକଟରେ ତାଙ୍କର ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି ଯାହାକି ସୋସିଆଲ ମିଡିଆରେ ଖୁବ…

ସିଡ୍‌ନୀରେ କରୀନାଙ୍କୁ ମିଳିଲା ଏଭଳି ଉପହାର, ଯାହାକୁ ଦେଖି ଝୁମି ଉଠିଲେ ବେବୋ

କରୀନା ସବୁବେଳେ ନିଜର ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କରୀନା ଏବେ ଏକ ଖାସ୍‌ ଇଭେଣ୍ଟରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି ସିଡନୀରେ। ଏହି ସିଡନୀ ଇଭେଣ୍ଟରେ ଯୋଗ ଦେବା ପୂର୍ବରୁ କରୀନାଙ୍କ ଗ୍ଲାମରର୍ସ ଲୁକ୍‌ ଦେଖିବାକୁ ମିଳିଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।…

ଟି-୨୦ ବିଶ୍ୱକପର ଟ୍ରଫି ଉଦଘାଟନ କରିବେ କରିନା କପୁର, କହିଲେ ଏହା ମୋ ପାଇଁ ସମ୍ମାନର କଥା

ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଯାଉଛି ମହିଳା ପୁରୁଷ ଟି-୨୦ ବିଶ୍ବ କପ୍ ଟୁର୍ଣ୍ଣାମେଣ୍ଟ। ଭାରତୀୟ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ମେଲବର୍ଣ୍ଣରେ ପୁରୁଷ ଓ ମହିଳା ଟି-୨୦ ବିଶ୍ଵକପ ଟ୍ରଫିର ଉନ୍ମୋଚନ କରିବେ। କରିନାଙ୍କ କହିବା ଅନୁଯାୟୀ ସେ ଏହି ଖେଳରେ ସାମିଲ ହୋଇ ନିଜକୁ…

ପରିବାର ସହ ଦୀପାବଳି ପାଳିଲେ ସାରା ଅଲ୍ଲୀଖାନ୍‌, ଦେଖନ୍ତୁ ଭାଇରାଲ ଫଟୋ

ଦୀପାବଳି ପାଇଁ ସାରାଦେଶ ଉତ୍ସବ ମୁଖରିତ ହୋଇପଡ଼ିଛି। ଗାଁଠୁ ସହର ଯାଏଁ ସବୁଆଡ଼ ଆଲୋକରେ ସଜ୍ଜିତ ହୋଇଛି। କେବଳ ସାଧାରଣ ଲୋକେ ନୁହେଁ ଫିଲ୍ମ ଆକ୍ଟରମାନେ ମଧ୍ୟ ନିଜ ଅନ୍ଦାଜରେ ଆଲୋକର ପର୍ବ ପାଳୁଥିବା ଦେଖିବାକୁ ମିଳିଛି। ସେଲିବ୍ରିଟିମାନେ ଦୀପାବଳି ଅବସରରେ ପାର୍ଟି, ମଜାମସ୍ତି କରୁଥିବା ନଜର…

କରୀନାଙ୍କୁ କୋଳରେ ଧରି ‘ବାଲା’ ଡ୍ୟାନ୍ସ କଲେ ଅକ୍ଷୟ କୁମାର, ଭାଇରାଲ ହେଉଛି ଭିଡିଓ

ଅକ୍ଷୟ କୁମାରଙ୍କ ଫିଲ୍ମ ହାଉସଫୁଲ ୪ ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଏହାପୂର୍ବରୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଭିଡିଓ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିବା ସହ ଭାଇରାଲ ମଧ୍ୟ ହେଉଛି। ଦେଖନ୍ତୁ ଭିଡିଓ:…

କବିର ସିଂ ଉପରେ ଆସିଲା ଶାହିଦ କପୁରଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କରିନାଙ୍କ ରିଆକ୍ସନ, କହିଲେ ଏପରି କଥା..

ଶାହିଦ କପୁରଙ୍କ ଫିଲ୍ମ ବକ୍ସ ଅଫିସରେ ସଫଳତାର ଶୀର୍ଷକୁ ସ୍ପର୍ଶ କରିସାରିଛି । ଏହି ଫିଲ୍ମକୁ ନେଇ କିଛି ଲୋକ ଶାହିଦଙ୍କୁ ସମାଲୋଚନା କରିଥିବା ବେଳେ ଆଉ କିଛି ଲୋକ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରିଥିଲେ । ଫିଲ୍ମ ରିଲିଜ ହେବାର ୪ ମାସ ପରେ ଶାହିଦଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କରିନା କପୁର…

ଆଜି ବେବୋଙ୍କ ଜନ୍ମଦିନ, ଜାଣନ୍ତୁ କେତେ ବର୍ଷରେ ପାଦ ଦେଲେ କରୀନା

ବଲିଉଡର କପୁର ପରିବାରର 'ବେବୋ' ଏବଂ ରୀଲ ଦୁନିଆରେ 'ପୁ' କୁହାଯାଉଥିବା କରୀନା କପୁରଙ୍କର ଆଜି ଜନ୍ମଦିନ। ବୋବୋ ଏବେ ୩୯ ବର୍ଷର ହୋଇଗଲେଣି। ଅନେକ ବ୍ଲକବ୍ଲଷ୍ଟର ଫିଲ୍ମରେ ନିଜର ସୁନ୍ଦର ଅଭିନୟ କରିଥିବା କରୀନା କପୁର ବଲିଉଡର ଟପ୍‌ ୫ ହାଇଏଷ୍ଟ ପେଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତାଙ୍କ…

ନିଜ ଘରର ରାସ୍ତା ଭୁଲିଲେ ସୈଫ୍‌ ଅଲ୍ଲୀ ଖାନ୍‌, କରୀନା ଏବଂ ତୈମୁର ସହ ଖୋଜିଲେ ଏପରି

ଚଳିତ ବର୍ଷ କରୀନା କପୁର ତାଙ୍କ ଜନ୍ମଦିନ ପଟୌଦୀ ସ୍ଥିତ ଇବ୍ରାହିମ୍‌ ରାଜପ୍ରସାଦରେ ପାଳନ କରିବେ। ଏହି ଦିନକୁ ଖାସ୍‌ କରିବା ପାଇଁ ଆଲିସାନର ମଧ୍ୟ ଅୟୋଜନ କରାଯାଇଛି। ଗତ ବୁଧବାର ଦିନ ସୈଫ୍‌ ଅଲ୍ଲୀ ଖାନ୍‌ ତାଙ୍କ ପତ୍ନୀ କରୀନା ଏବଂ ପୁଅ ସହ ପଟୌଦି ବାହାରିଥିଲେ କିନ୍ତୁ ସେଠାରେ ସେ ରାସ୍ତା…

ପୁଣି ‘‘ତରିଫା’’ଗୀତରେ ଧୁମ୍‌ ମଚାଇଲେ କରୀନା ଓ ସୋନମ୍‌, ଭାଇରାଲ ହେଲା ଭିଡ଼ିଓ

ଟେଲିଭିଜନ୍‌ରେ ଡେବ୍ୟୁ କରିବା ପରଠାରୁ ଚର୍ଚ୍ଚାରେ ବେବୋ। ଛୋଟପରଦାରେ ପାଦ ଥାପିବା ପରେ ପ୍ରତି ସପ୍ତାହରେ କରୀନା କପୁରଙ୍କ କିଛି ନା କିଛି ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି। ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ବହୁମାତ୍ରାରେ ଭାଇରାଲ ହେବାରେ…