Browsing Tag

karnatak

କର୍ଣ୍ଣାଟକ ନିର୍ବାଚନ: ବିଜେପିକୁ କୌଣସି ସୁଯୋଗ ନଦେବା ପାଇଁ ନେତାଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କଲା କଂଗ୍ରେସ

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଉପରେ ସାରା ଦେଶବାସୀଙ୍କ ନଜର ରହିଛି । କର୍ଣ୍ଣାଟକ ସରକାର କିଏ ଗଠନ କରିବ ତାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । କର୍ଣ୍ଣାଟକ ନିର୍ବାଚନ ଭୋଟ ଗଣତି ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ କେତେକ ସ୍ଥାନରେ ଆଗୁଆ ରହିଛି । ଆଉ କିଛି ଘଣ୍ଟା ପରେ ସାମ୍ନାକୁ…

କର୍ଣ୍ଣାଟକ ନିର୍ବାଚନ, ପ୍ରଚାର ମୈଦାନରେ ଷ୍ଟାର ଓ୍ଵାର

ପାଖେଇଲା କର୍ଣ୍ଣାଟକ ନିର୍ବାଚନ । ପ୍ରଚାର ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ। ପ୍ରଚାର ମୈଦାନରେ ଷ୍ଟାର ଓ୍ଵାର। ଭୋଟ ହାତେଇବାକୁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ। ଶୀର୍ଷରେ ପହଞ୍ଚିଛି ଆରୋପ ପ୍ରତ୍ୟାରୋପ। ଆଜି ମାରାଥନ ରାଲି ଓ ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ। କଂଗ୍ରେସକୁ ବିଭିନ୍ନ…

କର୍ଣ୍ଣାଟକ ପ୍ରଚାର ମୈଦାନରେ ରାହୁଲଙ୍କ ମାରାଥନ ପରେ ପ୍ରିୟଙ୍କାଙ୍କ ପ୍ରଚାର

କର୍ଣ୍ଣାଟକ ପ୍ରଚାର ମୈଦାନ ଛାଡ଼ୁ ନାହାନ୍ତି କଂଗ୍ରେସର ତୁଙ୍ଗ ନେତା। ରାହୁଲଙ୍କ ମାରାଥନ ପରେ ପ୍ରିୟଙ୍କା ଓହ୍ଲାଇଛନ୍ତି ପ୍ରଚାରକୁ। ବିଜେପିକୁ ପାଲଟା ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଜନତାଙ୍କ ସହ ବିଶ୍ୱାସଘାତକତା କରିଛି ବିଜେପି । ବେରୋଜଗାରୀ, ବିକାଶ ଭଳି ମୁଖ୍ୟ…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା, ଆସନ୍ତା ମେ ୧୦ ତାରିଖରେ ହେବ ଭୋଟ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଆସନ୍ତା ମେ ୧୦ ତାରିଖରେ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି । ତାରିଖ ଘୋଷଣା କଲେ ସିଇସି ରାଜୀବ କୁମାର । ପ୍ରଥମ ପର୍ଯ୍ୟାୟରେ ୧୦ ତାରିଖରେ ହେବ ନିର୍ବାଚନ । ୨୨୪ ଆସନ ପାଇଁ ୫ କୋଟି ୨୧ ଲକ୍ଷ ଭୋଟର ଭୋଟ…

ନିର୍ବାଚନ ପୂର୍ବରୁ କଂଗ୍ରେସ ରାଲିରେ ଉଡିଲା ୫୦୦ ଟଙ୍କିଆ ନୋଟ, ଭିଡିଓ ଭାଇରଲ

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଏହା ପୂର୍ବରୁ ପ୍ରଚାର ରାଲିରେ ନୋଟ ଉଡ଼ାଇଛନ୍ତି କଂଗ୍ରେସର କର୍ଣ୍ଣାଟକ ମୁଖ୍ୟ ଡିକେ ଶିବକୁମାର। ମାଣ୍ଡ୍ୟା ଜିଲ୍ଲାର ବେବିନାହଲ୍ଲୀରେ ୫୦୦ ଟଙ୍କିଆ ନୋଟ ଲୋକଙ୍କ ଉପରେ ଉଡାଇଛନ୍ତି । ସେ ଲୋକଙ୍କୁ କିଛି…

ମେକଅପ୍‌ କରି ପୋଡିଗଲା ମୁହଁ, ବାହା ହେବାକୁ ମନା କରିଦେଲା ବର

ବିବାହକୁ ନେଇ ସବୁ ଯୁବତୀଙ୍କର ଅନେକ ଆଶା ରହିଥାଏ । ଏଭଳି ସ୍ମରଣୀୟ ଦିନରେ କ’ଣ ପିନ୍ଧିବେ କେମିତି ଦେଖାଯିବେ, ଏହାକୁ ନେଇ ଅନେକ ପ୍ରକାର ପ୍ଲାନିଂ କରିଥାନ୍ତି । ଆଉ ବିବାହ ହେବାର ମାସକ ଆଗରୁ ସଜବାଜ ହେବା ପାଇଁ ଚାହିଁ ରହିଥାନ୍ତି । ପାଲର୍ର ଯାଇ ନିଜକୁ ସଜାଇଥାନ୍ତି । ବିବାହର କିଛିଦିନ…

ଯୁବକଙ୍କୁ ଧକ୍କା ଦେବା ପରେ କାର୍‌ ବନେଟ ଉପରେ ୧ କିମି ଘୋଷାଡି ନେଲେ ମହିଳା, ୫ ଗିରଫ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ କାରରେ ୧ କିମି ଘୋଷାଡି ନେଇଛନ୍ତି ଜଣେ ମହିଳା । ଦୁର୍ଘଟଣା ଘଟାଇବା ପରେ ଯୁବତୀ ଜଣକ କାରକୁ ଅଟାଇନଥିଲେ। ତେଣୁ ଯୁବକ ଜଣକ କାର୍‌ ଉପରକୁ ଡେଇଁ ବନେଟରେ ଲାଖି ୧ କିମି ଯାଇଥିଲେ । ଆଉ…

ବୟସ୍କ ବ୍ୟକ୍ତିଙ୍କୁୁ ଧକ୍କା ଦେବା ପରେ ସ୍କୁଟିରେ ୧ କିମି ଘୋଷାଡି ନେଲା ଯୁବକ, ଏବେ ଥାନାରେ ଅଟକ

ବେଙ୍ଗାଲୁରୁ : ଦିଲ୍ଲୀର ହିଟ୍‌ ଆଣ୍ଡ ରନ୍‌ ଘଟଣା ପରେ ବେଙ୍ଗାଲୁରୁରେ ମଧ୍ୟ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ବାଇକ୍‌ ଧକ୍କା ଦେବା ପରେ ଘୋଷାଡି ନେଇଥିବା ଖବର ମିଳିଛି । ଜଣେ ଯୁବକ ନିଜ ସ୍କୁଟରରେ ଜଣେ ୫୫ ବର୍ଷୀୟ ବୟସ୍କଙ୍କୁ ଘୋଷାଡି ନେବା ଘଟଣା…

କର୍ଣ୍ଣାଟକରେ ବେଲଗାମରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ଧକ୍କା ହେଲା ଜିପ୍‌, ୬ ମୃତ ଓ ୧୬ ଆହତ

ମହାରାଷ୍ଟ୍ର-କର୍ଣ୍ଣାଟକ ସୀମାରେ ଭୟଙ୍କର ଦୁର୍ଘଟଣା । ମହାରାଷ୍ଟ୍ର କର୍ଣ୍ଣାଟକ ବର୍ଡର ସ୍ଥିତ ବେଲଗାମରେ ଆଜି ସକାଳେ ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ଜିପ୍‌ ଗଛରେ ଧକ୍କା ହେବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ୬ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ…

ସେଲଫି ନେବା ହେଲା କାଳ, ଜଳପ୍ରପାତରେ ଖସିପଡି ୪ ଯୁବତୀ ମୃତ

ଆଜିକାଲିକା ପିଲାଙ୍କର ସେଲଫି ନେବା ନିଶା ଜୀବନ ନେଇଯାଉଛି । ଫଟୋ ଉଠାଇବା ସମୟରେ ଏମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇଦେଉଛନ୍ତି। ଏମିତି ଏକ ଘଟଣା କର୍ଣ୍ଣାଟକରେ ଘଟିଛି। ଯେଉଁଠି ଏକ ଜଳପ୍ରପାତ ନିକଟରେ ସେଲଫି ନେବା ବେଳେ ୪ ଜଣ ଯୁବତୀ ପ୍ରାଣ ହରାଇଛନ୍ତି । ପିକନିକ ଯାଇଥିବା ବେଳେ ଏହି…

କାମ ସାରି ଘରକୁ ଫେରୁଥିଲେ ମହିଳା ଶ୍ରମିକ, ନିଜ ପିଲାଙ୍କ ମୁହଁ ଦେଖିବା ଆଗରୁ ବାଟ ଜଗିଦେଲା ଯମ: ୭ ମୃତ

କର୍ଣ୍ଣାଟକ ବିଦରରେ ଭୀଷଣ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଟ୍ରକ୍‌ ଏବଂ ଅଟୋ ରିକ୍ସା ମୁହାଁମୁହିଁ ଧକ୍କା ହେବା ପରେ ଏଭଳି ଦୁର୍ଘଟଣା ଘଟିଛି। ତେବେ ଖବର ମୁତାବକ, ମହିଳାମାନେ…

କର୍ଣ୍ଣାଟକରେ ଓଲଟିଲା ବସ୍‌: ୮ ମୃତ, ୨୦ ଆହତ

କର୍ଣ୍ଣାଟକର ତୁମକୁର ଜିଲ୍ଲାର ପାଓ୍ଵଗଡା ନିକଟରେ ବସ୍‌ ଓଲଟିବା କାରଣରୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୨୦ ଜଣରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଏହି ବସ୍‌ରେ ଅଧିକ ସଂଖ୍ୟକ ଛାତ୍ରଥିବା ଖବର…