Below header
Browsing Tag

karnatak

କର୍ଣ୍ଣାଟକରେ ଓଲଟିଲା ବସ୍‌: ୮ ମୃତ, ୨୦ ଆହତ

କର୍ଣ୍ଣାଟକର ତୁମକୁର ଜିଲ୍ଲାର ପାଓ୍ଵଗଡା ନିକଟରେ ବସ୍‌ ଓଲଟିବା କାରଣରୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୨୦ ଜଣରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଏହି ବସ୍‌ରେ ଅଧିକ ସଂଖ୍ୟକ ଛାତ୍ରଥିବା ଖବର…

ଏ କି ପ୍ରକାର ରାଜନୀତି, ଷ୍ଟେଜ୍‌ ଉପରେ ସାଂସଦ ଓ ରାଜ୍ୟ ମନ୍ତ୍ରୀ ହାତାହାତି 

କେନ୍ୟୁଜ୍(ବ୍ୟୁରୋ):  କର୍ଣ୍ଣାଟକ ରାଜନୀତିରେ ଅଜବ ଦୃଶ୍ୟ । ଷ୍ଟେଜ୍‌ ଉପରେ ସାଂସଦ ଓ ରାଜ୍ୟ ମନ୍ତ୍ରୀ ହାତାହାତି । ରାମନଗରରେ ଚାଲିଥିବା ଏକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ ନେଇ କଂଗ୍ରେସ ସାଂସଦ ଡିକେ ସୁରେଶ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ସିଏନ ଅଶ୍ୱତ୍‌ଥନାରାୟଣଙ୍କ…

ଏହି ରହସ୍ୟମୟ ମନ୍ଦିରର ଖମ୍ବରୁ ବାହାରେ ସଙ୍ଗୀତର ଧ୍ୱନି, କାରଣ ଏବେବି ଅସ୍ପଷ୍ଟ

ଆଜି ଆମେ ଭାରତର ଆଉ ଏକ ରହସ୍ୟ ସ୍ଥାନ ସମ୍ପର୍କରେ ଆପଣଙ୍କୁ କହିବୁ। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। ଏହି ରହସ୍ୟ ରହିଛି ଶିବ ମନ୍ଦିରକୁ ନେଇ, ମନ୍ଦିରର ନାମ ବିରୁପାକ୍ଷ ମନ୍ଦିର। ଭାରତର ପ୍ରସିଦ୍ଧ ଐତିହାସିକ ମନ୍ଦିର ମଧ୍ୟରୁ ଏହା ଅନ୍ୟତମ। ଏହି ରହସ୍ୟମୟ ମନ୍ଦିର କର୍ଣ୍ଣାଟକର…

ଏଠାରେ ରାବଣ ଦ୍ୱାରା ସ୍ଥାପିତ ହୋଇଛି ଭଗବାନ ଶିବଙ୍କ ଆତ୍ମଲିଙ୍ଗ

ସାରା ଦୁନିଆରେ ଭଗବାନଙ୍କ ଏଭଳି ମନ୍ଦିର ରହିଛି ଯାହା ପଛରେ ଲୁଚି ରହିଛି ଅନେକ ପୌରାଣିକ ଗାଥା। ଆମ ଦେଶରେ ଥିବା ସେଭଳି ଏକ ମନ୍ଦିର ସମ୍ପର୍କରେ କହିବୁ ଯାହାର ଇତିହାସ ରାମାୟଣ କାଳରୁ ରହିଥିବାର ଜଣା ପଡିଛି। ଆମେ ଆପଣଙ୍କୁ ଯେଉଁ ମନ୍ଦିର ଦର୍ଶନ କରାଉଛୁ ତାହା ୩ପାଖରେ ଆରବ ସାଗର ଘେରି…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁୟୁରପ୍ପାଙ୍କ ଇସ୍ତଫା ଘୋଷଣା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା। ମୁଖ୍ୟମନ୍ତ୍ରୀ ଭାବେ ୪ର୍ଥ ପାଳିରେ ତାଙ୍କର ଆଜି ୨ୟ ବର୍ଷ ପୂର୍ତ୍ତି ହୋଇଥିଲା। କିନ୍ତୁ ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମଧ୍ୟାହ୍ନ ଭୋଜନ ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେବେ…

ରାସ୍ତାରେ ଭୟାନକ କୁମ୍ଭୀର ଦେଖି ଲୋକେ ହେଲେ ଭୟଭୀତ, ଦେଖନ୍ତୁ ଭାଇରାଲ ଭିଡିଓ

କର୍ଣ୍ଣାଟକରେ ରାସ୍ତାରେ କଡରେ ବୁଲୁଛି ମଣିଷ ଖିଆ କୁମ୍ଭୀର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହାକୁ ଦେଖି ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ରାସ୍ତା କଡରେ ବୁଲୁଥିବା ଏହି କୁମ୍ଭରୀର ଭାଇରାଲ ଭିଡିଓକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହାକୁ ଦେଖିଲା ପରେ…

କର୍ଣ୍ଣାଟକରେ ବଡ଼ ଧରଣର ବିସ୍ଫୋରଣ, ୮ ଲୋକ ମୃତ, ଏତେ ତେଣେ ପଡିଛି ପୋଡା ମାଂସ, ଦୁଃଖ ପ୍ରକାଶ କଲେ ମୋଦି

କର୍ଣ୍ଣାଟକ: କର୍ଣ୍ଣାଟକର ଶିମୋଗା ଜିଲ୍ଲାରେ ଗୁରୁବାର ରାତିରେ ଏକ ବିସ୍ଫୋରଣ ହୋଇଛି । ଟ୍ରକରେ ବୋଝେଇ ହୋଇ ଯାଉଥିବା ବିସ୍ଫୋରକରେ ବିସ୍ଫୋରଣ ହୋଇଛି । ଟ୍ରକ ବିସ୍ଫୋରଣ ହୋଇ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ଆଖପାଖ ଅଞ୍ଚଳରେ ଏକ ଶକ୍ତ ଝଟକା ଅନୁଭୂତ ହୋଇଛି । ଏହି ଘଟଣାରେ…

ସରକାରଙ୍କ ନୂଆ ଯୋଜନା: ଗରିବ ବ୍ରାହ୍ମଣ ଝିଅକୁ ବିବାହ କଲେ ମିଳିବ ୩ ଲକ୍ଷ ଟଙ୍କା

କର୍ଣ୍ଣାଟକ ସରକାର ଆଣିଲେ ନୂଆ ଯୋଜନା। ବ୍ରାହ୍ମଣ ଝିଅକୁ ବ୍ରାହ୍ମଣ ପୁଅ ବିବାହ କଲେ ମିଳିବ ୩ ଲକ୍ଷ ଟଙ୍କା। କର୍ଣ୍ଣାଟକ ସରକାରଙ୍କ ଅଧିନରେ କାମ କରୁଥିବା ବ୍ରାହ୍ମଣ ବିକାଶ ବୋର୍ଡ ଏବେ ଅରୁନ୍ଧତୀ ଓ ମୈତ୍ରେୟୀ ନାମରେ ୨ଟି ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛି । ଏହି ଯୋଜନା ଏବେ ପାଇଲଟ…

ଏବେ ମାତ୍ର ୨୦ ଟଙ୍କାରେ ବିଶୋଧନ କରିପାରିବେ ପିଇବା ପାଣି, କର୍ଣ୍ଣାଟକର ଯୁବ ଇଞ୍ଜିନିୟର ଉଦ୍ଭାବନ କଲେ ପକେଟ ସାଇଜ…

ପାଣି, ସମଗ୍ର ସୃଷ୍ଟିର ପ୍ରାଣବିନ୍ଦୁ। କଥାରେ ଅଛି ଜଳ ବହୁଳ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। କେବଳ ମଣିଷ ନୁହେଁ, ଜୀବଜଗତ ହେଉ ଅବା ଉଦ୍ଭିଦ ଜଗତ ସବୁ ପାଣି ଆବଶ୍ଯକ ପାଣି। ମଣିଷ ଶରୀରରେ ୭୦ ଭାଗ ଜଳ ରହିଥାଏ। ଆଉ ଏହି ପାଣି ଶରୀରରେ ଅଭାବ ହେଲେ ଅନେକ ପ୍ରକାର ରୋଗ ଦେଖାଯାଏ। କିନ୍ତୁ…

ବଢ଼ିଲା କଙ୍ଗନା ରାଣାଓ୍ଵତ୍‌ଙ୍କ ଚିନ୍ତା, ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ମାମଲା ରୁଜୁ କଲା କର୍ଣ୍ଣାଟକ ପୋଲିସ

ବଢ଼ିଲା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ସମସ୍ୟା। କଙ୍ଗନାଙ୍କ ବିରୋଧରେ କର୍ଣ୍ଣାଟକ ପୋଲିସ ଏକ ମାମଲା ରୁଜୁ କରିଛି। କଙ୍ଗନା ଟ୍ଵିଟ୍‌ କରି କୃଷକ ବିରୋଧୀ ପ୍ରଦର୍ଶନକୁ ଟାର୍ଗେଟ୍‌ କରିଥିଲେ। କେନ୍ଦ୍ର ତିଆରି କରିଥିବା କୃଷି ନିୟମକୁ ବିରୋଧ କରି କୃଷକମାନେ ବିରୋଧ ପ୍ରଦର୍ଶନ…

କରୋନା ସଂଘର୍ଷ ମଧ୍ୟରେ ଜୀବନକୁ ଉପଭୋଗ କରିବା ପାଇଁ ଆଗେଇ ଆସିଲେ କରୋନା ରୋଗୀଙ୍କ ସହିତ ଡାକ୍ତର, ଦେଖନ୍ତୁ ଭିଡିଓ

ଦିନେ ନା ଦିନେ ଆମେ ସମସ୍ତେ ମରିଯିବା । ବର୍ତ୍ତମାନର ପରିସ୍ଥିତିକୁ ନେଇ କହିଲେ ଆମେ ମରିବା ପୂର୍ବରୁ ବେଡ଼ରେ ପଡି ପଡି କାହିଁକି ମରିବା । ଚାଲନ୍ତୁ ଜୀବନକୁ ଟିକେ ଭଲଭାବେ ଉପଭୋଗ କରିବା ତାପରେ ମରିବା । କାରଣ ପରିସ୍ଥିତି ଯାହା ବି ହେଉନା କାହିଁକି ଆମକୁ ସବୁବେଳେ ପଜିଟିଭ ରହିବା ନିହାତି…

କରୋନା ଶବକୁ ପୋତିବାକୁ ମେଡିକାଲ ଷ୍ଟାଫ ଆପଣାଇଲେ ଭୟଙ୍କର ଉପାୟ, ଭିଡିଓ ହେଉଛି ଭାଇରଲ

ରୋନା ସମୟରେ ଦିନକୁ ଦିନ ନୂଆ ଘଟଣା ସାମ୍ନାକୁ ଆସୁଛି। କରୋନାରେ ମୃତ୍ୟୁବରଣ କରୁଥିବା ମୃତଦେହକୁ କୌଣସି ପ୍ରକାର ସମ୍ମାନ ମିଳୁନାହିଁ। ପ୍ରତିଦିନ ବିଭିନ୍ନ ପ୍ରକାର ଘଟଣା ଦେଖିବାକୁ ମିଳୁଛି। ଏମିତି ଏକ ଘଟଣା, କର୍ଣ୍ଣାଟକ ଦେବନଗେରେରେ ଦେଖିବାକୁ ମିଳିଛି। ଯେଉଁଠି ଶବକୁ ପୋତିବା ପାଇଁ…