Browsing Tag

keonjhar news

କେନ୍ଦୁଝର ଜିଲ୍ଲାରେ ଆଦର୍ଶ ପୋଖରୀ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ୍, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଢୁଛି…

କେନ୍ଦୁଝର: ଆଦର୍ଶ ପୋଖରୀ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ ଅଭିଯୋଗ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମନୋହରପୁର ପଞ୍ଚାୟତରୁ ଆସିଛି ଅଭିଯୋଗ । ଚକ୍ରଧରପୁର ଠାରେ ପୋଖରୀ ଉନ୍ନତିକରଣ ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା…

ପ୍ରଳୟଙ୍କାରୀ ବନ୍ଯାଜଳ ଭିତରେ ପଶି ସେଲ୍ଫି ନେବାରେ ବ୍ଯସ୍ତ କିଛି ଲୋକେ, ଯାହାର ଭିଡିଓ ହେଉଛି ଭାଇରାଲ

କେନ୍ଦୁଝର: ବନ୍ଯାର ପ୍ରଳୟଙ୍କାରୀ ରୂପ । ସୁନାମୀ ବେଗରେ ମାଡି ଆସୁଛି ବନ୍ଯା ଜଳ । ତଥାପି ସେଲ୍ଫି ନିଶାରେ ଜୀବନକୁ ପାଣି ଛଡାଇ ଫଟୋ ଉଠାଇବାରେ ବ୍ଯସ୍ତ କିଛି ଲୋକେ । ଟିକେ ଗୋଡ ଏପଟ ସେପଟ ହେଲେ ସିଧା ବିଲିନ ହୋଇଯିବେ ଗଭୀର ଜଳରାଶି ଭିତରେ । ତଥାପି ମଜାରେ ସେଲ୍ଫି ନେବାରେ ବ୍ଯସ୍ତ କିଛି…

କେନ୍ଦୁଝର ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ଜଙ୍ଗଲରେ ୨ ହାତୀ ମୃତ୍ୟୁ ଘଟଣା, ରେଞ୍ଜର କାଶୀନାଥ ହେମ୍ରମ ସସପେଣ୍ଡ

କେନ୍ଦୁଝର : କେନ୍ଦୁଝର ଚମ୍ପୁଆ ରେଞ୍ଜ ଗୁରୁବେଡ଼ା ଜଙ୍ଗଲରେ ୨ ହାତୀ ମୃତ୍ୟୁ ଘଟଣା । ଚମ୍ପୁଆ ରେଞ୍ଜର କାଶୀନାଥ ହେମ୍ରମ ସସପେଣ୍ଡ । କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବନ କରିଛନ୍ତି ପିସିସିଏଫ । ତେବେ ତାଙ୍କ ସ୍ଥାନରେ ଡେପୁଟି ରେଞ୍ଜର ଘାସିରାମ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।…

ମଦ ପିଇବାକୁ ଟଙ୍କା ନଦେବାରୁ ମା’କୁ ଟାଙ୍ଗିଆରେ ହାଣିଲା କୁଳାଙ୍ଗାର ପୁଅ, ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ…

କେନ୍ଦୁଝର : କୁଳାଙ୍ଗାର ପୁଅର ଟାଙ୍ଗିଆ ଚୋଟରେ ଗୁରୁତର ମାଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଇସୁଆଁ ମୁଣ୍ଡା ସାହିରେ। ଏହି ସାହିରେ ରହୁଥିବା ପୁଅ ବୁଧୁ ବେଣ୍ଟକାର ମଦ ପିଇବା ପାଇଁ ମା ରଜନୀଙ୍କୁ ଟଙ୍କା ମାଗିଥିଲା । କିନ୍ତୁ ମଦ ପିଇବାକୁ ଟଙ୍କା…

କେନ୍ଦୁଝର: କୋଭିଡ ନିୟମ ଉଲଙ୍ଘନ କରି ବେପାର କରୁଥିବା ଦୋକାନକୁ ସିଲ କଲା ଜିଲ୍ଲା ପ୍ରଶାସନ

ଅନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ଉପଖଣ୍ଡରେ କେନ୍ଦୁଝର ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ରଜ ଉପଲକ୍ଷେ ଲୁଗା ଦୋକାନ ଗୁଡିକ ସକାଳ ୭ ରୁ ସନ୍ଧ୍ୟା୭ ଯାଏଁ ଖୋଲା ଯାଉଛି। ତେବେ କୋଭିଡ ନିୟମ ଭିତରେ ରହି ଦୋକାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଅନେକ ଦୋକାନରେ ତାର ବିପରୀତ କାର୍ଯ୍ୟ କରୁଥିବାର…

କେନ୍ଦୁଝର: ଦିଅରକୁ ମହଙ୍ଗା ପଡ଼ିଲା ଭାଉଜ ସହ ପ୍ରେମ, ବଡ ଭାଇର ତୀର ମାଡରେ ଗଲା ଜୀବନ

କେନ୍ଦୁଝର: ବଡ ଭାଇର ତୀର ମାଡରେ ସାନ ଭାଇର ମୃତ୍ୟୁ । ଘଟଣା ଘଟିଛି କେନ୍ଦୁଝର ତେଲକୋଇ ଥାନା ଲକ୍ଷ୍ମୀନାରାୟଣପୁର ଢିପା ସାହିରେ। ଭାଉଜକୁ ପ୍ରେମ କରିବା ସାନ ଭାଇକୁ ମହଙ୍ଗା ପଡ଼ିଛି। ଅଭିଯୋଗ ଅନୁସାରେ ସାନଭାଇ ଜିତୁ ମୁଣ୍ଡାର ଦାଦା ପୁଅ ବଡ ଭାଇ ଶଙ୍କର ମୁଣ୍ଡାର ପତ୍ନୀଙ୍କ ସହ ପ୍ରେମ…

ମାଆ ଭୁଲିଗଲା ମମତା: ଜଙ୍ଗଲରେ ଶିଶୁ ପୁତ୍ରକୁ ଏକା ଛାଡ଼ି ଚାଲିଗଲା

କେନ୍ଦୁଝର : ମାଆ ଭୁଲିଗଲା ମମତା। ତା ପାଇଁ  ଅଲୋଡ଼ା ହୋଇଗଲା ଶିଶୁ ପୁତ୍ର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସଦର ଥାନା ପୋଟଳ ଗାଁ ନିକଟ ଜଙ୍ଗଲରେ। ଯେଉଁ ଜଙ୍ଗଲରେ ଏକ ଶିଶୁ ପୁତ୍ରକୁ ଛାଡ଼ି ଚାଲିଯାଇଛି ଜନ୍ମକଲା ମାଆ। ଶିଶୁଟି କାନ୍ଦୁଥିବା ଶଦ୍ଦ ଶୁଣି ଗାଁ ଲୋକ ଶିଶୁଟିକୁ…

କେନ୍ଦୁଝର: ବୁଦାମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

କେନ୍ଦୁଝର : ବୁଦାମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର । କେନ୍ଦୁଝର ଶିଲୁଆ ଗାଁ ନିକଟସ୍ଥ ଆମ୍ବ ତୋଟାର ଏକ ବୁଦା ମୂଳରୁ ଶିଶୁଟକୁ ଉଦ୍ଧାର କରାଯାଇଛି । ଆଜି ସକାଳୁ ସକାଳୁ ନବଜାତଟିର କାନ୍ଦ ଶୁଣି ଗାଁଲୋକେ ଉଦ୍ଧାର କରିଥିଲେ । ଏହାପରେ ସ୍ଥାନୀୟ କିଛି ଯୁବକ ଶିଶୁପୁତ୍ରକୁ ଜିଲ୍ଲା ମୁଖ୍ୟ…

ଠିକା କାମକୁ ନେଇ ଆନନ୍ଦପୁର ପୌରକାର୍ଯ୍ୟାଳୟରେ ତୁମୁଳ କାଣ୍ଡ ଘଟଣା: ପୌର କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ଆନନ୍ଦପୁର: ଠିକା କାମକୁ ନେଇ ଆନନ୍ଦପୁର ପୌରପରିଷଦ ଠାରେ ଦୁଇ ବରିଷ୍ଠ ମହିଳା ଯନ୍ତ୍ରୀ ଓ ଜଣେ ପୁରୁଷ କନିଷ୍ଠ ଯନ୍ତ୍ରୀଙ୍କ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଗତକାଲିର ହାତାହାତୀ ଘଟଣା ପରେ ଏହି ଘଟଣା ଆଜି ନୂଆ ମୋଡ଼ ନେଇଛି। ଠିକା କାମ ସମ୍ପର୍କରେ ବୁଝିବାକୁ ଯାଇଥିବା ମହିଳା…

କେନ୍ଦୁଝର ଟ୍ରକ ମାଲିକ ସଂଘର କାର୍ଯ୍ୟଧାରାକୁ ନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ଫାଟ

କେନ୍ଦୁଝର : କେନ୍ଦୁଝର ଟ୍ରକ ମାଲିକ ସଂଘର କାର୍ଯ୍ୟଧାରାକୁ ନେଇ ବିବାଦ। ନିର୍ଦ୍ଦିଷ୍ଟ କେତେକ କର୍ମକର୍ତ୍ତା ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ଓ ସଂପାଦକ କ୍ଷମତା ବିକେନ୍ଦ୍ରୀକରଣ ନକରି ସମସ୍ତ କ୍ଷମତାକୁ ନିଜ…

ମହଙ୍ଗା ପଡିଲା ଗୋଇଠା ମାଡ: କେନ୍ଦୁଝର ପାଟଣା ଥାନା IIC ସନ୍ଧ୍ଯାରାଣୀ ଜେନାଙ୍କୁ ନିଲମ୍ବନ କଲେ ପୋଲିସ ଡିଜି

କେନ୍ଦୁଝର: କେନ୍ଦୁଝର ପାଟଣା ଥାନା ଆଇଆଇସିଙ୍କୁ ମହଙ୍ଗା ପଡିଲା ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା। ଯେଉଁଥିପାଇଁ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି। ଏହି ଘଟଣାରେ ଇମେଲ ଜରିଆରେ ମାନବାଧିକାର କମିଶନ ଅଭିଯୋଗ ପାଇବାପରେ ତଦନ୍ତ କରି ୪ସପ୍ତାହ ମଧ୍ୟରେ…

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୫୦ରୁ ଅଧିକ ପଶ୍ଚିମବଙ୍ଗ ଶ୍ରମିକଙ୍କ ହୋ-ହଲ୍ଲା, ଘରକୁ ଯିବା ପାଇଁ ମାଗିଲେ…

କେନ୍ଦୁଝର: ଘରକୁ ଯିବା ପାଇଁ ଅନୁମତି ନମିଳିବାରୁ ପଶ୍ଚିମବଙ୍ଗ ଶ୍ରମିକଙ୍କ ହୋ-ହଲ୍ଲା । କେନ୍ଦୁଝରରେ ଫସିଥିବା କିଛି ପଶ୍ଚିମବଙ୍ଗ ଶ୍ରମିକଙ୍କୁ ଘରକୁ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳୁନାହିଁ । ଏନେଇ ଆଜି ୫୦ରୁ ଅଧିକ ଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋ-ହଲ୍ଲା…