ବଧୁ ହତ୍ୟା ଅଭିଯୋଗ ମାମଲା : ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଜିଲ୍ଲା ଅତିରିକ୍ତ ଦୌରା ଜଜ୍
ଯାଜପୁର ଟାଉନ (କେନ୍ୟୁଜ): ବଧୁ ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜିଲା ଦୌରାଜଜ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଓଳେଇ ଚନ୍ଦନ ପୁର ଗାଁର ପୁଅ ଦେବଦତ ସାମଲ ୨୦୧୩ ମସିହାରେ ଟିଣ ପଂଚାୟତ ର ନିରଞ୍ଜନ ବେହୁରିଆଙ୍କ ଝିଅ…