Browsing Tag

kiss

ଏକାଠି ହେବେ ସାରାବିଶ୍ୱର ନୃତତ୍ତ୍ୱବିତ୍, କିସ୍‌ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ

ଭୁବନେଶ୍ବର : କିସ୍‌ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ । ଯାହା ଏକ ବଡ଼ ସଫଳତା । କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ହେବ ବିଶ୍ୱର ସର୍ବ ବୃହତ ୱାର୍ଲ୍ଡ କଂଗ୍ରେସ ଅଫ୍‌ ଆନ୍ଥ୍ରୋପୋଲୋଜି-୨୦୨୩ । ପ୍ରତି ୫ ବର୍ଷରେ ଥରେ ଏହି…

ରାଜ୍ୟ ଗୋଷ୍ଠୀ ଜୁଡୋ ଚମ୍ପିଆନସିପ୍ ୨୦୧୯, ଭାରତୀୟ ପ୍ରିକ୍ୟାଡେଟ ବାଳକ ଦଳରେ କିସର ନିତ୍ୟା ମାଝୀ

ପୁଣି ଚମକିଲେ କିସ୍ ଛାତ୍ର। ରାଜ୍ୟ ଗୋଷ୍ଠୀ ଜୁଡୋ ଚମ୍ପିଆନସିପ୍ ୨୦୧୯ ପ୍ରତିଯୋଗୀତା ପାଇଁ ଭାରତୀୟ ପ୍ରି-କ୍ୟାଡେଟ ବାଳକ ଦଳରେ କିସର ନିତ୍ୟା ମାଝୀ ମନୋନୀତ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ୨୨ରୁ ୩୦ ତାରିଖ ଯାଏ ପ୍ରତିଯୋଗୀତାରେ ଭାଗ ନେବାକୁ ଲଣ୍ଡନ ଯିବେ। ଏନେଇ ସେ ଅତ୍ୟନ୍ତ ଆନନ୍ଦ…

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ କିସ୍ ଶ୍ରୀବାଣୀକ୍ଷେତ୍ର, ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ଆୟୋଜନ

ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା ପାଇଁ ବେଶ ଚଳଚଞ୍ଚଳ ହୋଇଉଠିଛି କିସ୍‌ ଶ୍ରୀବାଣୀକ୍ଷେତ୍ର । ମଙ୍ଗଳବାର ଶ୍ରୀଜୀଉମାନଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ନବଯୌବନ ରୂପ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ । ଗୁରୁବାର ରଥଯାତ୍ରା ପାଇଁ…

କିଟ୍ ବିଶ୍ୱବିଦ୍ୟାଳୟକୁ ଜାତୀୟ ସ୍ତରର ସମ୍ମାନ, ଇଣ୍ଡିଆ ପ୍ରାଇଭେଟ ହାୟର ଏଜୁକେସନ ଗ୍ରାଣ୍ଡ ଜୁରି ପୁରସ୍କାର

କିଟ୍ ବିଶ୍ୱବିଦ୍ୟାଳୟକୁ ଜାତୀୟ ସ୍ତରର ସମ୍ମାନ । ବେଙ୍ଗାଳୁରୁ ସ୍ଥିିତ ତାଜ ହୋଟେଲରେ ଆୟୋଜିତ କାର‌୍ୟ୍ୟକ୍ରମରେ ‘ଏଜୁକେସନ ଓ୍ଵାର୍ଲ୍ଡ ପକ୍ଷରୁ ଇଣ୍ଡିଆ ପ୍ରାଇଭେଟ ହାୟର ଏଜୁକେସନ ଗ୍ରାଣ୍ଡ ଜୁରି ୨୦୧୯-୨୦ ପୁରସ୍କାର ମିଳିଛି । କିଟ୍ ବିଶ୍ୱବିଦ୍ୟାଳୟକୁ ଜାତୀୟ ସ୍ତରରେ ଦଶମ ଓ ଓଡ଼ିଶାର ପ୍ରଥମ…

କନ୍ୟା ସନ୍ତାନଙ୍କୁ ନିର୍ଯାତନା ବିରୋଧରେ ସଚେତନତା ଅଭିଯାନ ‘କନ୍ୟାକିରଣ’ର ୩ୟ ସଂସ୍କରଣ କିସ୍‌ରେ ଉଦଘାଟିତ

ଭୁବନେଶ୍ବର : କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ସୋସିଆଲ ସାଇନସେସ୍‌ (କିସ୍‌ ) ପକ୍ଷରୁ ମହିଳା ଓ କନ୍ୟା ସନ୍ତାନଙ୍କୁ ନିର୍ଯାତନା ବିରୋଧରେ ସଚେତନତା ଅଭିଯାନ କନ୍ୟା କିରଣର ୩ୟ ସଂସ୍କରଣ ରବିବାର ଉଦଘାଟିତ ହୋଇଯାଇଛି । ଜୁନ୍‌ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି…

କିସ୍‌ ଛାତ୍ରୀ ସଂଯୁକ୍ତା ସିଂହଙ୍କ କମାଲ, ଆମେରିକାରେ ଉଚ୍ଚଶିକ୍ଷା ପାଇଁ ହେଲେ ମନୋନୀତ

କିସ୍‌ର ମେଧାବୀ ଛାତ୍ରୀ ସଂଯୁକ୍ତା ସିଂହ । ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ  ୮୦ ପତିଶତ ନମ୍ବର ରଖି ପାସ୍‌ କରିଛନ୍ତି । ନିକଟରେ ହାଇଦ୍ରାବାଦସ୍ଥିତ ଆମେରିକାନ କନସୁଲ ଦ୍ୱାରା ମନୋନୀତ ହୋଇ ଆମେରିକାର ଟେକସାସ ସହରସ୍ଥିତ ଫ୍ଲୁଜରଭିଲେର ୱେଇସ ହାଇସ୍କୁଲରେ ଉଚ୍ଚଶିକ୍ଷା ଗ୍ରହଣ କରିବାର…

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ, କିସରେ ୯୦ ପ୍ରତିଶତ ପାସ୍ ହାର

ଚଳିତ ବର୍ଷ କିସ ବିଶ୍ୱ ବିଦ୍ୟାଳୟରେ ପାସ୍ ହାର ୯୦ ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ପାସ୍ କରିଛନ୍ତି । ୭୪ ପ୍ରତିଶତ ନମ୍ବର ରଖି ବିଜ୍ଞାନରେ ଟପ ହୋଇଛନ୍ତି ଲିଜା ସିଂ । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ପାସ ହାର ଅଧିକ ରହିଛି । ପୂର୍ବବର୍ଷ ୬୬ ପ୍ରତିଶତ ପାସ ହାର…

ମାଟ୍ରିକ୍ ପରୀକ୍ଷାରେ କିସ୍ ଛାତ୍ରଛାତ୍ରୀଙ୍କ ସଫଳତା, ୯୫% ପାସହାର

ଦଶମ ପରୀକ୍ଷାରେ କିସ୍ ଛାତ୍ରଛାତ୍ରୀଙ୍କ ସଫଳତା । କିସ୍ର ୯୫% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କିସର ସକିଲା ମାଝୀ ୯୩% ମାର୍କ ରଖିଛନ୍ତି । ସମୁଦାୟ ୧୬୭୬ ପିଲା ପରୀକ୍ଷା ଦେଇଥିଲେ । ଛାତ୍ରଙ୍କ ଅପେକ୍ଷା…

କିଟ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ପକ୍ଷରୁ ୧ ଲକ୍ଷ ବିସ୍କୁଟ ପ୍ୟାକେଟ ଓ ୧ ଲକ୍ଷ ପାଣି ବୋତଲ ବଣ୍ଟନ

ଫନି ମହାବାତ୍ୟା ପାଇଁ କିଟ୍ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କାରାଯାଇଛି । କିଟ୍ ପକ୍ଷରୁ ୧ ଲକ୍ଷ ବିସ୍କୁଟ ପ୍ୟାକେଟ ଓ ୧ ଲକ୍ଷ ପାଣି ବୋତଲ ବାତ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ୧୧ଟି ଟ୍ରକରେ ଲଦାଯାଇ ପୁରୀ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ…

କିସ୍ ଓ କିଟ୍ ପାଳନ ହେଲା ପବିତ୍ର ବୁଦ୍ଧ ଜୟନ୍ତୀ

ଭୁବନେଶ୍ବର(କେନ୍ୟୁଜ୍) : ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ କିସ୍ ଓ କିଟ୍ ପକ୍ଷରୁ ଭଗବାନ ବୁଦ୍ଧ ଓ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପୂର୍ବାହ୍ନରେ କିସ ପରିସରରେ ଥିବା ବୁଦ୍ଧ ଓ ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମାଲ୍ୟାର୍ପଣ କରି…

ଫନିରେ ଧ୍ୱସ୍ତ ବିଧ୍ୱସ୍ତ ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କିସ୍‌ ବିଶ୍ୱବିଦ୍ୟାଳୟ, ପ୍ରାୟ ୫୦ କୋଟିର କ୍ଷତି

ରାଜ୍ୟରେ ଜନଜାତି ପିଲାଙ୍କ ଶିକ୍ଷାର ପ୍ରାଣକେନ୍ଦ୍ର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନସେସ୍‌ ‘କିସ୍‌’। ବାତ୍ୟା ଫନିରେ ଖୁବ୍‌ ପ୍ରଭାବିତ ହୋଇଛି ବିଶ୍ୱର ଏହି ସର୍ବବୃହତ୍‌ ଜନଜାତି ଆବାସିକ ଶିକ୍ଷାକେନ୍ଦ୍ର। ବହୁ ମୂଲ୍ୟବାନ୍‌ ପୁସ୍ତକ ଥିବା ଅତି ସୁନ୍ଦର ପାଠାଗାର,…

ଫନିକୁ ଦୃଷ୍ଟିରେ ରଖି କିଟ, କିସ ଓ କିମ୍ସରେ ବ୍ୟାପକ ପ୍ରସ୍ତୁତି

ବାତ୍ୟା ଫନିକୁ ଦୃଷ୍ଟିରେ ରଖି କିଟ, କିସ ଓ କିମସରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଫନିର ମୁକାବିଲା ପାଇଁ ଅତ୍ୟାବଶ୍ୟକ ସେବାକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ବିଭିନ୍ନ ପଯ୍ୟର୍ାୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କିଟ୍ ଓ କିସରେ ରହୁଥିବା ଛାତ୍ରଛାତ୍ରୀ ଓ କିମସରେ ରୋଗୀଙ୍କ…