Browsing Tag

kitchen tips

କଞ୍ଚାଲଙ୍କା କାଟିବା ପରେ ହାତ ଜଳାପୋଡା ହେଉଛି କି ? ଆପଣାନ୍ତୁ ୫ଟି ଘରୋଇ ଟିପ୍ସ

ଖାଇବାର ସ୍ୱାଦ ବଢାଏ କଞ୍ଚାଲଙ୍କା। ତେଣୁ ଖାଇବା ବେଳେ ପ୍ରାୟତଃ ଅଧିକାଂଶ କଞ୍ଚାଲଙ୍କା ଖାଇବାକୁ ପସନ୍ଦ କରିଥାନ୍ତି। ଖାଇବାର ସ୍ୱାଦ ବଢାଉଥିବା କଞ୍ଚାଲଙ୍କାକୁ କାଟିବା ବେଳେ ସବୁବେଳେ ହାତ ପୋଡିଥାଏ। ବେଳେ ବେଳେ ଏହି ସମସ୍ୟା ଠିକ୍‌ ହୋଇଯାଏ, ଆଉ ବେଳେ ବେଳେ ଏହି ସମସ୍ୟା ଠିକ୍‌ ହୁଏ…

ଏଭଳି ଭାବେ ଅଧିକ ଦିନ ପର୍ଯ୍ୟନ୍ତ ପିଆଜକୁ ରଖିନ୍ତୁ, ବିଲକୁଲ୍‌ ଖରାପ ହେବନି

ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ପରିବା ଭଲ ଲାଗିନଥାଏ। ଯଦି ବି ସେମାନେ ପରିବା ଖାଆନ୍ତି ତେବେ କିଛି ବଛା ବଛା ପରିବା । ଯେମିତିକି ଆଳୁ, ପିଆଜ ଆଦି। ତେବେ ଆଳୁ ଓ ପିଆଜ ଏମିତି ଏକ ପରିବା ଯାହାକୁ ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ଏକ ପ୍ରମୁଖ ପରିବା ମଧ୍ୟ କହିଲେ ଚଳେ।…

ମାସ ମାସ ପର୍ଯ୍ୟନ୍ତ ପନୀରକୁ ଫ୍ରିଜରେ କରିପାରିବେ ଷ୍ଟୋର, ବଦଳିବନି ସ୍ୱାଦ କି ରଙ୍ଗ

ଦୀପାବଳିରେ ଅଧିକାଂଶ ଲୋକ ପନୀରରେ ବ୍ୟଞ୍ଜନ କରିବାକ ପସନ୍ଦ କରନ୍ତି। ଆଉ ବେଳେ ବେଳେ ପନୀରକୁ ରୋଷେଇରେ ବ୍ୟବହାର କରିବା ପରେ ମଧ୍ୟ କିଛି ବଳକା ରହିଯାଏ। ଏହାକୁ ଆମେ ଫ୍ରିଜରେ ରଖିବା ସତ୍ତ୍ୱେ ମଧ୍ୟ ଏହୋର ରଙ୍ଗ ଏବଂ ସ୍ୱାଦରେ ପରିବର୍ତ୍ତନ ଆସିଥାଏ। ତେଣୁ ଆଉ ଖାଇବାକୁ ଭଲ ଲାଗେ ନାହିଁ।…

ରୋଷେଇ ଘର ଟିପ୍ସ: ବର୍ଷାଋତୁରେ ଜକେଇ ଯାଉଛି କି ଲୁଣ, ଚିନି; ଆଜି ହିଁ ଟ୍ରାଏ କରନ୍ତୁ ଏହି ଟିପ୍ସ

ବର୍ଷାଋତୁ ଆରମ୍ଭ ହେଉ ହେଉ ରୋଷେଇ ଘରେ ରହିଥିବା ଲୁଣ, ଚିନି ଆଦି ଜକେଇ ଯାଇଥାଏ। ପ୍ୟାକେଟରେ ଥିବା ବିସ୍କୁଟ ସେମେଟା ହୋଇଯାଉଥିବା ବେଳେ ମସଲାଗୁଣ୍ଡ ଆର୍ଦ୍ରତା ସଂସ୍ପର୍ଶରେ ଆସି ବିଣ୍ଡା ବିଣ୍ଡା ହୋଇଯାଏ, ଯେଉଁ କାରଣରୁ ଗୃହିଣୀମାନେ ନାନାଦି ସମସ୍ୟାରେ ପଡ଼ିଥାଆନ୍ତି। ଏଥିପାଇଁ ଏହା ଜାଣିବା…

ପ୍ଲାଷ୍ଟିକ ପାତ୍ରରୁ ଦାଗ ଛଡାଇବା ଏବେ ଖୁବ ସହଜ, ଜାଣନ୍ତୁ ସହଜ ଟିପ୍ସ

ପିଲାଙ୍କ ଟିଫିନ ବକ୍ସ ହେଉ କିମ୍ବା ଘରେ ଖାଦ୍ୟ ବାଢ଼ିବା ପାଇଁ ପାତ୍ର, ପ୍ଲାଷ୍ଟିକର ବ୍ୟବହାର ଅଳ୍ପ ବହୁତ ଭାବେ ହେଉଥିବାର ଦେଖିବାକୁ ମିଳୁଛି। ହେଲେ ଏହି ପାତ୍ରରେ ଯଦି କୌଣସି ଦାଗ ଛାଡେଇବା ପାଇଁ ଆପଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହା ପାଇଁ କିଛି ଟିପ୍ସ କହିବୁ…

ତରକାରୀରେ ତେଲ ଅଧିକ ହୋଇଯାଇଥିଲେ ମାନନ୍ତୁ ଏହି ସହଜ ଘରୋଇ ଟିପ୍ସ

ରୋଷେଇ କରୁଥିବା ସମୟରେ ଅନେକ ଥର ଖାଦ୍ୟରେ ତେଲ ଅଧିକ ପଡିଯାଏ ।ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ । ଏହାଦ୍ୱାରା ତରକାରୀର ସ୍ୱାଦ ମଧ୍ୟ ଖରାପ ହୋଇଯାଏ । ତେଣୁ ଆଜି ଆମେ କିଛି ଏମିତି ଟିପ୍ସ ଆଣିଛୁ ଯାହାଦ୍ୱାରା ଆପଣ ତରକାରୀରୁ ତେଲ ଅଂଶ କମ କରିପାରିବେ । ଚାଲନ୍ତୁ ଜାଣିବା ସେହି ଟିପ୍ସ…

କାଟିବା ପରେ ତୁରନ୍ତ କଳା ପଡ଼ିଯାଉଛି କି ପରିବା? ତ ଏହି ସହଜ ଟିପ୍ସ ଆପଣାଇଲେ ଅନେକ ଘଣ୍ଟା ଧରି ରହିପାରିବ ସତେଜ

କଦଳୀ, ଆଳୁ, ବାଇଗଣ ଭଳି କିଛି ଫଳ ଏବଂ ପରିବାକୁ ଯଦି ଆପଣ କାଟି କିଛି ସମୟ ପାଇଁ ଛାଡ଼ି ଦେବେ, ତା’ହେଲେ ଏହା କଳା ପଡ଼ିଯିବ। ଏପରି କି, ଏଗୁଡ଼ିକର ସ୍ୱାଦ ବି ବହୁତ ଖରାପ ଲାଗିବ। ତେବେ ଅନେକ ଲୋକଙ୍କୁ ଜଣା ନ ଥାଏ କି, ଏହି ସବୁ ଜିନିଷକୁ କଳା ହେବାରୁ କିପରି ବଞ୍ଚାଇ ପାରିବେ। ଆଜି ଆମେ…

ମଇଦା, ସୁଜି ଏବଂ ବେସନରେ ଲାଗିଯାଉଛି କି ପୋକ, ତା’ହେଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ମଇଦା, ସୁଜି ଏବଂ ବେସନରେ ପ୍ରସ୍ତୁତ ଡିସ୍ ସମସ୍ତଙ୍କୁ ଭଲ ଲାଗିଥାଏ। କିନ୍ତୁ ଅଧିକ ଦିନ ପଯ୍ୟର୍ନ୍ତ ଏହି ଜିନିଷକୁ ରଖି ହୋଇନଥାଏ। କାହିଁକି ନା ଏଥିରେ ପୋକ ଲାଗିଯାଏ। ଏହା ସମସ୍ତଙ୍କ ପାଇଁ ଗୋଟେ ବଡ଼ ସମସ୍ୟା ହୋଇଯାଏ। ଆପଣ ଦେଖିଥିବେ ଯେ ପ୍ୟାକେଟ ଖୋଲିବା କିଛି ଦିନ କିମ୍ବା ମାସ ପରେ ଏଥିରେ…

ରୋଷେଇ କରିବା ବେଳେ ଏହି ୬ଟି କଥାକୁ ଧ୍ୟାନରେ ରଖନ୍ତୁ, ଖାଦ୍ୟରେ ବଜାୟ ରହିବ ପୋଷକ ତତ୍ତ୍ୱ

ରୋଷେଇ କରିବା ବେଳେ ଆମେ ପ୍ରାୟତଃ କେତେକ ଛୋଟ ଛୋଟ ଭୁଲ କରିଥାଉ, ଯାହା ଦ୍ୱାରା ଖାଦ୍ୟର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। କେତେବେଳେ ଆମେ ପରିବାକୁ କାଟି ସାରିବା ପରେ ଧୋଇଦେଉ ତ ଆଉ କେତେବେଳେ ଫଳ କାଟିବା ପରେ ଧୋଇଥାଉ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ଦ୍ୱାରା ପରିବାରୁ ଆବଶ୍ୟକୀୟ ପୋଷକ…

ରୋଷେଇ ଘରୁ ଆସୁଛି କି କଡ଼ା ଦୁର୍ଗନ୍ଧ? ପାଣିରେ ଅଳ୍ପ ଭିନେଗାର ମିଶାଇ ପ୍ରତିଦିନ ଲଗାନ୍ତୁ ପୋଛା, ଏହାସହ ଜାଣି ରଖନ୍ତୁ…

ଗୃହିଣୀମାନଙ୍କୁ ରୋଷେଇ ଘର ସଫାସୁତରା ଉପରେ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ଯଦି ରୋଷେଇ ଘର ପରିଷ୍କାର ପରିଚ୍ଛନ୍ନ ନ ରୁହେ, ତେବେ ଏହାର ଖରାପ ପ୍ରଭାବ ଘରର ସଦସ୍ୟମାନଙ୍କ ଉପରେ ପଡ଼ିଥାଏ। ଖାଦ୍ୟ ରାନ୍ଧି ସାରିବା ପରେ ଏମିତି କିଛି ଗନ୍ଧ ଆସିଥାଏ, ଯାହାକି ଘର ସାରା ଖେଳେଇ ହୋଇଯାଏ। ସେହିପରି…

ରାତିରେ ଶୋଇବା ପୂର୍ବରୁ ନିଜ ରୋଷେଇ ଘରେ ରଖନ୍ତୁ ଏହି ସବୁ ଜିନିଷ, କିଛି ଦିନ ଭିତରେ ଚମକି ଉଠିବ ଆପଣଙ୍କ ଭାଗ୍ୟ

ଅନେକ ସମୟରେ ଅଜାଣତରେ ଆମେ ଏମିତି କିଛି କାମ କରିବସୁ ଯାହା ଆମ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । କିନ୍ତୁ ଆମେ ଏମିତି କିଛି ଛୋଟ ମୋଟ ଭୁଲ ବି କରିଥାଉ ଯାହାର ପ୍ରଭାବରେ ଆମ ବ୍ୟକ୍ତିଗତ ଜୀବନରେ କୁପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହା ସାହାଯ୍ୟରେ ଆପଣ…

ରୋଷେଇ ଘରେ ଗ୍ୟାସ୍‌ ସଂରକ୍ଷଣ ପାଇଁ ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ପୁଣି ଦେଖନ୍ତୁ ଫରକ୍‌

ରୋଷେଇ ଘରେ ଯଦି ଆପଣ ଅଯଥା ଗ୍ୟାସ୍‌ ଅପଚୟ କରୁଛନ୍ତି, ତା’ହେଲେ ଏଥିପ୍ରତି ଧ୍ୟାନ ଦିଅନ୍ତୁ। କାରଣ, ଏବେ ରନ୍ଧନ ଗ୍ୟାସ୍‌ ମୂଲ୍ୟ ଯେଭଳି ବଢ଼ିଚାଲିଛି, ଭବିଷ୍ୟତରେ ଏହି ଅଭ୍ୟାସ ହୁଏତ ଆପଣଙ୍କ ଉପରେ ଭାରି ପଡ଼ିପାରେ। ତେଣୁ ଯେତେ ସମ୍ଭବ ଅଯଥା ଗ୍ୟାସ୍‌ ଖର୍ଚ୍ଚ ହେବାକୁ ଦିଅନ୍ତୁ ନାହିଁ। ଆଜି…