ଆସନ୍ତା ମାସ ସୁଦ୍ଧା ବାହାହେବେ ରୋନାଲ୍ଡୋ, ବିବାହ ପୂର୍ବରୁ ୪ଟି ସନ୍ତାନର ବାପା
କ୍ରିଷ୍ଟିୟାନୋ ରୋନାଲଡୋଙ୍କୁ କିଏ ବା ନ ଜାଣେ । ଫୁଟବଲ ଜଗତର ଜଣେ ପ୍ରସିଦ୍ଧ ଷ୍ଟାର ଖେଳାଳି ଭାବେ ପରିଚିତ ପର୍ତ୍ତୃଗାଲର କ୍ରିଷ୍ଟିୟାନୋ ରୋନାଲଡୋ। ତାଙ୍କର ପ୍ରଶଂସକ ସଂଖ୍ୟା ମଧ୍ୟ ଅଧିକ।ଖେଳ ଅପେକ୍ଷା ରୋନାଲଡୋ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଖୁବ୍ ଚର୍ଚ୍ଚିତ। ଏମିତିବି କହିହେବ ଯେ…