ଜାଣନ୍ତୁ ଶୀତ ଦିନରେ କେମିତି ନେବେ ନିଜ ସ୍ମାର୍ଟ ଫୋନର ଯତ୍ନ, ନହେଲେ ଖରାପ ହୋଇପାରେ ଫୋନ୍
ଶୀତ ଦିନରେ ନିଜକୁ ସୁସ୍ଥ ଏବଂ ସୁରକ୍ଷିତ ରଖିବା ପାଇଁ ଲୋକମାନେ ବହୁତ କିଛି କରନ୍ତି । ଯାହା ଦ୍ଵାରା ସେମାନେ କୌଣସି ଅସୁବିଧାର ସାମ୍ନା କରନ୍ତି ନାହିଁ। କିନ୍ତୁ ଖାଲି ନିଜ ଶରୀରର ଯତ୍ନ ନେଲେ ହେବନି ନିଜ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଜିନିଷ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହୁଏ, ଯେମିତି ଗାଡ଼ି…