Browsing Tag

koraput

ଠିକାଦାର ଖୋଳିଥିବା ଗତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ, କୋରାପୁଟ ମାଝିଗୁଡ଼ାରେ ଅଘଟଣ

କୋରାପୁଟ(କେନ୍ୟୁଜ୍): ପାଣିରେ ବୁଡ଼ି ୪ ମୃତ। କୋରାପୁଟ ସଦର ଥାନା ମାଝିଗୁଡ଼ା ନିକଟରେ ଅଭାବନୀୟ ଘଟଣା। ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ କୋରାପୁଟ ସଦର ଥାନା ପୋଲିସ ପହଞ୍ଚିଛି । ପାଣିରେ ବୁଡ଼ି ୩ ନାବାଳିକା ଓ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି…

ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ମମ ଭାବେ ମାରି ଦେଲା ପଡ଼ୋଶୀ

ଜୟପୁର (କେନ୍ୟୁଜ୍‌) : ଅଙ୍ଗନବାଡି କର୍ମୀଙ୍କୁ ନିର୍ମମ ହତ୍ୟା । ରକ୍ତ ଜୁଡୁବୁଡୁ ମୃତ ଶରୀର ପଡି ରହିଛି । ଘଟଣା ଘଟିଛି କୋରାପୁଟ କୋଟପାଡ ଅଞ୍ଚଳରେ । ଯାହା ଜଣାପଡ଼ିଛି ଗତକାଲି ରାତି ପ୍ରାୟ ୧୦ଟା ବେଳେ ପଡ଼ୋଶୀ ସନ୍ତୋଷ ସରାବୁ ନାମକ ଯୁବକ ଘାଟାଇଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ।…

କୋରାପୁଟ: ଖଡିମାଟି ଖନନକୁ ନେଇ ପୁଣି ଉତ୍ତେଜନା, ପୋଲିସକୁ ଆକ୍ରମଣ ଅଭିଯୋଗରେ ୫ ଗିରଫ

କୋରାପୁଟ (କେନ୍ୟୁଜ): ଖଡିମାଟି ଖନନକୁ ନେଇ ପୁଣି କୋରାପୁଟର ହାଟଶୁକୁ ଓ ପରଜା ଖୁଡୁବୁରେ ଉତ୍ତେଜନା । ଖଣି ଖନନ କରିବାକୁ ଯାଇଥିବା ଜେସିବି ସହ ୨ଟି ଗାଡିକୁ ଅଟକାଇଛନ୍ତି ଗ୍ରାମବାସୀ। ପୋଲିସକୁ ଆକ୍ରମଣ ଅଭିଯୋଗରେ ଗିରଫ ୫ ଜଣକୁ ଖଲାସ କରାନଗଲେ ଅଟକ ଗାଡିକୁ ଛଡା ଯିବନାହିଁ ବୋଲି କହିଛନ୍ତି…

ବିନା ଲାଇସେନ୍ସରେ ଚାଲୁଥିଲା ଗ୍ୟାଲେକ୍ସି ସିନେମା ହଲ୍‌, ୯୪ ହଜାର ଟଙ୍କା ଜରିମାନା ସହ ଜିଲ୍ଲା ପ୍ରଶାସନ କଲା ସିଲ

କୋରାପୁଟ (କେନ୍ୟୁଜ): ବିନା ଲାଇସେନସରେ ସିନେମା ଚଲାଉଥୁବାରୁ ସେମିଳିଗୁଡା ସ୍ଥତ ଗ୍ୟାଲେକ୍ସି ସିନେମା ହଲକୁ ୯୪ ହଜାର ଟଙ୍କା ଜରିମାନା ସହ ସିନେମା ହଲକୁ ସିଲ କଲା ଜିଲ୍ଲା ପ୍ରଶାସନ । ଆଜି ପୂର୍ବାହ୍ନରେ କରଯାଇଛି ସିଲ । ସିନେମା ହଲର ସମସ୍ତ ପ୍ରବେଶ ପଥକୁ ସିଲ କରିଛି ଜିଲ୍ଲା ପ୍ରଶାସନ ।…

ଖଣି ଖନନକୁ ବିରୋଧ କରିବାରୁ ଇନସ୍ପେକ୍ଟରଙ୍କୁ ମରଣାନ୍ତକ ଆକ୍ରମଣ, ୨ ଜଣଙ୍କୁ ଅଟକ ରଖି ପଚରାଉଚରା

କୋରାପୁଟ(କେନ୍ୟୁଜ୍): ପୋଲିସଙ୍କୁ ମରଣାନ୍ତକ ଆକ୍ରମଣ । କୋରାପୁଟ ନନ୍ଦପୁର ଥାନା ଇନସପେକ୍ଟର ପ୍ରଫୁଲ ଲାକ୍ରାଙ୍କୁ ଗାତକୁ ଠେଲି ହାଣିବାକୁ ଉଦ୍ୟମ । ନନ୍ଦପୁର ଥାନା ହାଟଶୁକୁରେ ପୋଲିସ ଉପରେ ଆକ୍ରମଣ କରିଛନ୍ତି କିଛି ଗ୍ରାମବାସୀ । ଖଣି ଖନନକୁ ବିରୋଧ କରିବାରୁ ଧକ୍କା ମାରି ହାଣିବାକୁ…

କୋରାପୁଟ ଚମ୍ପୁଆ ଗାଁ ନିକଟରେ ଟ୍ରକ୍‌ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ, ଜଣେ ଗୁରୁତର

କୋରାପୁଟ(କେନ୍ୟୁଜ୍):  କୋରାପୁଟ ଚମ୍ପୁଆ ଗାଁ ନିକଟରେ ସଡ଼କ ଦୁର୍ଘଟଣା । ଟ୍ରକ୍‌ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ, ଜଣେ ଗୁରୁତର । ମୃତକ ଦୁଇ ଜଣ ହେଲେ ଯୋଗେଶ ଖିଲ ଏବଂ ଜୟ ସୀସା । ଗୁରୁତର ଅବସ୍ଥାରେ ବାବୁଲା ପୂଜାରୀଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।…

କୋରାପୁଟ: କଏଦୀଙ୍କୁ ନିମ୍ନ ମାନର ଖାଦ୍ୟ ଦେଇ ଜେଲର ଗଗନ ବିହାରୀ ନିଲମ୍ବିତ

କୋରାପୁଟ (କେନ୍ୟୁଜ): କୋରାପୁଟ ସର୍କଲ ଜେଲ୍‌ର ଜେଲର ଗଗନ ବିହାରୀ ସାହୁ ନିଲମ୍ବିତ । ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ସୁପାରିସ । ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଲେ ଜେଲ୍‌ ଡିଜି । କୋରାପୁଟ ସବ୍‌…

ଦଲାଲ ଓ ଠକଙ୍କ ଅର୍ଥ ଉପାର୍ଜନର ଉତ୍ତମ ମଧ୍ୟମ ସାଜିଛି ନକଲି ସାମ୍ବାଦିକତା: ଯୁବକ ଯୁବତୀଙ୍କୁ ଚାକରି ପ୍ରଲୋଭନ ଦେଇ…

କୋରାପୁଟ(କେନ୍ୟୁଜ୍): ପୁଣି ସାମ୍ବାଦିକତା ବୃତ୍ତିରେ ଲାଗିଲା କଳଙ୍କ । ଜାତୀୟ କଂପାନୀ ଦାମନଯୋଡି ନାଲକୋ ଓ ସୁନାବେଡା ହାଲରେ ବିଭିନ୍ନ ପଦବୀରେ କାମ କରାଇ ଦେବା ପାଇଁ ଯୁବକ ଯୁବତୀଙ୍କୁ ଲୁଟୁ ଥିଲେ ମୋଟା ଅଙ୍କର ଅର୍ଥ । ଆକର୍ଷଣୀୟ ମାସିକ ଦରମା ମିଳିବାର ଲୋଭନୀୟ ଅଫର ଜରିଆରେ ମୋଟା ଅଙ୍କର…

ମିଷ୍ଟର କଲଚର୍ ୱାର୍ଲ୍ଡ ଇଣ୍ଡିଆ ୨୦୨୨ ପ୍ରତିଯୋଗିତାରେ ବିଜୟ ମୁକୁଟ ପିନ୍ଧିଲେ କୋରାପୁଟ ପୁଅ

(କେନ୍ୟୁଜ): ଦକ୍ଷତା ଓ ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି । ନିକଟରେ ଓଡିଶାର କୋରାପୁଟର ପୁଅ ଜିନାଥ କୁମାରଙ୍କୁ ମିଷ୍ଟର କଲଚର୍ ୱାର୍ଲ୍ଡ ଇଣ୍ଡିଆ ୨୦୨୨ ର ବିଜୟ ମୁକୁଟ ପିନ୍ଧାଇ ସାମ୍ନାନିତ କରାଯାଇଛି । ଜିନାଥଙ୍କ ବୟସ ୨୩ ବର୍ଷ, ସେ MBBS ର ଶେଷ ବର୍ଷର…

କୋଟିଆରେ ହେବ ନାହିଁ ପଞ୍ଚାୟତ ନିର୍ବାଚନ: ପଞ୍ଚାୟତ ପ୍ରତିନିଧି ନିଦ୍ଵନ୍ଦରେ ନିର୍ବାଚିତ ହେବେ

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର କୋଟିଆରେ ବିନା ନିର୍ବାଚନରେ ପଂଚାୟତ ପ୍ରତିନିଧି ପ୍ରତିନିଧିତ୍ୱ କରିବେ । ଜିଲ୍ଲାର ସର୍ବଦଳୀୟ କମିଟି ଏହି ଘୋଷଣା କରିଛି । କୋଟିଆ ମାଟିର ସୁରକ୍ଷା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ୱ୍ଵାର୍ଡ ମେମ୍ବର ଠାରୁ ସରପଞ୍ଚ, ସମିତିସଭ୍ୟ,…

ନାମ ସଂକୀର୍ତ୍ତନରେ ଚଳଚଞ୍ଚଳ କୋରାପୁଟ ଜିଲ୍ଲା ଝଡିଗୁଡା ଗ୍ରାମ, ମାଟି ମା’ର ସନ୍ତୁଷ୍ଟି ପାଇଁ କୁମ୍ଭାର ପରିବାର…

କୋରାପୁଟ (କେନ୍ୟୁଜ): ଯୁଗ ବଦଳିଛି ହେଲେ ବଦିଳି ନାହିଁ ପରମ୍ପରା। କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ମଧ୍ୟ ବଞ୍ଚିଛି ରହିଛି ବିଶ୍ଵାସ ଓ ଆସ୍ଥା। କୁମ୍ଭାର ସମ୍ପ୍ରଦାୟଙ୍କ ପକ୍ଷରୁ ମାଟି ପ୍ରତିଷ୍ଠା ପାଇଁ ପାଳନ କରୁଛନ୍ତି କୁରାଳ ପୂଜା । ତିନିଦିନ ଧରି ଏହି ପୂଜା ପାଳନ କରାଯାଉ…

କୋରାପୁଟରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

କୋରାପୁଟ (କେନ୍ୟୁଜ): ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲା କାକଲପଡା ଜଙ୍ଗଲ ନିକଟରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ସହ କାର୍‌ ଜବତ କଲା ଲମତାପୁଟ ଓ ମାଛକୁଣ୍ଡ ପୋଲିସ । କାଙ୍ଗରପଡା ଅଞ୍ଚଳରୁ ଦିଲ୍ଲୀ ଓ ହରିୟାଣାକୁ ଗଞ୍ଜେଇ ଚାଲାଣ ହେଉଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ…