ଉଟିରେ ନୂଆ ଘର ତିଆରି ବେଳେ ଭୂସ୍ଖଳନ, ୬ ମହିଳାଙ୍କ ସମେତ ୭ ଶ୍ରମିକ ମୃତ
ତାମିଲନାଡ଼ୁର ଉଟିରେ ଏକ ନୂଆ ଘର ତିଆରି ବେଳେ ଭୂସ୍ଖଳନ ହୋଇ ୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିରେ ଗୁରୁତର ଆହତ ୨ ଶ୍ରମିକଙ୍କୁ ଉଟି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଟି ନିକଟସ୍ଥ ଲଭ୍ଡେଲରେ ବୁଧବାର ଏହି ଘଟଣା ଘଟିଛି ।
ପୋଲିସ ମୁତାବକ, ମାଟି ଅତଡ଼ା ଭିତରେ ଏବେ ବି ଜଣେ…