Browsing Tag

landslide

ବ୍ରାଜିଲରେ ଭୂସ୍ଖଳନ ଓ ବନ୍ୟା ତାଣ୍ଡବ! ୯୪ ଜଣଙ୍କ ମୃତ୍ୟୁ; ପାହାଡ଼ ଧସି ୫୪ ଘର ଧ୍ୱଂସ…

ବ୍ରାଜିଲରେ ମଙ୍ଗଳବାର ପ୍ରବଳ ବର୍ଷା କାରଣରୁ ଏଠାରେ ଭୂସ୍ଖଳନ ହୋଇଛି। ଏଥିରେ ଏ ପର୍ଯ୍ୟନ୍ତ ୯୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ରହିଛି। ରାଷ୍ଟ୍ରପତି ଜାୟର ବୋଲସୋନାରୋ ଏ ନେଇ ଦୁଃଖ ପ୍ରକାଶ କରିବା ସହିତ ମନ୍ତ୍ରୀମାନଙ୍କୁ ମୃତକଙ୍କ ପରିବାର…

ପ୍ରବଳ ବର୍ଷା ଯୋଗୁ ଦାର୍ଜିଲିଂର ଅଧିକାଂଶ ସ୍ଥାନରେ ଭୂସ୍ଖଳନ, ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ

ଉତ୍ତରାଖଣ୍ଡ ହେଉ କି ହିମାଚଳ, ସବୁ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ପାହାଡ଼ିଆ ଲୋକଙ୍କ ଜୀବନ ବିପନ୍ନ ହୋଇପଡ଼ିଛି। ଉତ୍ତର ବଙ୍ଗର କଲିମ୍‌ପୋଙ୍ଗ୍‌, ଦାର୍ଜିଲିଂ ଓ ସିକ୍କିମ୍‌ର କେତେକ ସ୍ଥାନରେ ଭୂସ୍ଖଳନ ଯୋଗୁ ଯାତ୍ରୀମାନେ ଯେଉଁଠି ଥିଲେ ସେଠାରେ ହିଁ ଫସି ରହିଛନ୍ତି।…

ହିମାଚଳ ପ୍ରଦେଶ: ସିମ୍‌ଲାରେ ପୁଣି ଭୂସ୍ଖଳନ, ପାହାଡ଼ ଧସି ରାସ୍ତା ବନ୍ଦ; ଦେଖନ୍ତୁ ଭିଡିଓ

ହିମାଚଳ ପ୍ରଦେଶର ସିମ୍‌ଲାରେ ପୁଣିଥରେ ଲ୍ୟାଣ୍ଡସ୍ଲାଇଡ୍‌ ହୋଇଛି। ସୋମବାର ସକାଳେ ହୋଇଥିବା ଲ୍ୟାଣ୍ଡସ୍ଲାଇଡ୍‌ ଯୋଗୁ ଜାତୀୟ ରାଜପଥ ୫ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସକାଳୁ ସକାଳୁ ଏଠାରେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାହାଡ଼ର ଗୋଟେ ପାର୍ଶ୍ୱ ଭୁଶୁଡ଼ି ପଡ଼ିଥିଲା। ଏହି ଭୂସ୍ଖଳନ ଯୋଗୁ…

ହିମାଚଳ ପ୍ରଦେଶ କିନୌରରେ ପାହାଡ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି

ହିମାଚଳ ପ୍ରଦେଶ (କେନ୍ଯୁଜ୍): ହିମାଚଳ ପ୍ରଦେଶ କିନୌରରେ ପାହାଡ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି । ଆଜି ଆଉ ୪ ମୃତଦେହ ଉଦ୍ଧାର ହୋଇଛି। ଏବେ ବି ଅନେକ ନିଖୋଜ ଅଛନ୍ତି । ବଡ଼ ବଡ଼ ପଥର ଖଣ୍ଡରେ ପୋତି ହୋଇ ଯାଇଛି ଗାଡ଼ି ମୋଟର ଓ ରାଜପଥ । ଆଇଟିବିପି, ଏନଡିଆରଏଫ ଓ ସିଆଇଏସଏଫ୍‌…

ହିମାଚଳରେ ଭୂସ୍ଖଳନ: ଚାପି ହୋଇ ରହିଛି ଯାତ୍ରୀବାହୀ ବସ୍‌ ଓ କାର, ଫସିଛନ୍ତି ୪୦ରୁ ଅଧିକ ଲୋକ

ହିମାଚଳ ପ୍ରଦେଶର କନୌରରେ ବୁଧବାର ଦ୍ୱିପ୍ରହର ସମୟରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଭୂସ୍ଖଳନ ହେବା ଯୋଗୁ ଯାତ୍ରୀବାହୀ ବସ୍‌ ମାଟି ଅତଡ଼ା ଭିତରେ ଚାପି ହୋଇ ରହିଛି। ବସ୍‌ ସହ ଅନ୍ୟ ଦୁଇ କାର୍‌ ମଧ୍ୟ ଦବି ଯାଇଛି। ଏହି ଦୁର୍ଘଟଣା କନୌର ଜିଲାର ଚୌରାସ୍ଥିତ ଜାତୀୟ ରାଜପଥରେ ଘଟିଛି।…

ହିମାଚଳ ପ୍ରଦେଶରେ ଭୟଙ୍କର ଭୂସ୍ଖଳନ: ପାହାଡ଼ରୁ ଖସିଲା ବିରାଟ ବିରାଟ ପଥର, ୯ ମୃତ; ଦେଖନ୍ତୁ ଲାଇଭ୍‌ ଭିଡିଓ

ହିମାଚଳ ପ୍ରଦେଶର କିନ୍ନୌର ଠାରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏହା ପ୍ରଭାବରେ ସାଂଗଲା ଘାଟିରେ ପୋଲ ଭାଙ୍ଗି ୯ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେବା ଅବସରରେ କିନ୍ନୌର ଜିଲ୍ଲାର ଏସ୍‌ପି ସାଜୁ ରାମ ରାଣା କହିଛନ୍ତି ଯେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି…

ଜାପାନ ସିଜୁଓକା ଅଂଚଳର ଅଟାମୀରେ ଭୂସ୍ଖଳନ, ବର୍ତ୍ତମାନ ସୁଦ୍ଧା ୨୦ ନିଖୋଜ

କେନ୍ୟୁଜ୍(ବ୍ୟୁରୋ):  ଭୟଙ୍କର ଶବ୍ଦ ସହ ତୀବ୍ର ଗତି। ପାହଡ଼ ଶୀର୍ଷରୁ ମାଡି ଆସିଲା କାଦୁଆ ପାଣି। ଘର, ଗାଡ଼ି ... ବାଟରେ ଯାହା ପଡିଲା ତାକୁ ଧୋଇ ନେଲା। ଅଖି ପିଛୁଳାକେ ସବୁ କିଛି ନଷ୍ଟ କରିଦେଲା। ଜାପାନ ସିଜୁଓକା ଅଂଚଳର ଅଟାମୀରେ ଭୂସ୍ଖଳନ। ଏ ଅଂଚଳରେ ଗତ କିଛି ଦିନ ହେଲା ଲଗାଣ ବର୍ଷା…

କୋରାପୁଟ: ବାସନ ମଜା ଏବଂ ଘର ଲିପା ପାଇଁ ମାଟି ଆଣୁଥିବା ବେଳେ ଅଘଟଣ, ଚୂନମାଟି ଅତଡ଼ା ଧସି ୩ ମୃତ

କେନ୍ୟୁଜ୍(ବ୍ୟୁରୋ):  ପଟାଙ୍ଗି ବ୍ଲକ ରାଲେଗଡା ଗ୍ରାମ ପଞ୍ଚାୟତ ର ମିରିଆଲୁପାଡୁ ଗ୍ରମାର ୧୧ ଜଣ ଆଦିବାସୀଙ୍କ ଚଇତି ପରବ ପାଖେଇ ଆସୁଥିବା କାରଣରୁ ବାସନ ମଜା ଏବଂ ଘର ଲିପା ମାଟି ଆଣିବା ନିମନ୍ତେ ଶୁକ୍ରବାର ସକାଳ ପ୍ରାୟ ୧୧ ଟା ସମୟରେ ରେଙ୍ଗା ଗ୍ରାମପଞ୍ଚାୟତର ପଡ଼ାଗୁଡା ଗ୍ରାମକୁ…

ପିଂପୁର ମହାନଦୀ ଉତ୍ତର ପାର୍ଶ୍ୱ ବନ୍ଧ ନିକଟରେ ଖସିଲା ୧୨ ଶହ ଫୁଟରୁ ଉର୍ଦ୍ଧ୍ୱ ମାଟି ଅତଡ଼ା, ଭୟରେ ଆତଙ୍କିତ ସ୍ଥାନୀୟ…

ମାହାଙ୍ଗା(କେନ୍ଯୁଜ୍): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ପିଂପୁର ମହାନଦୀ ଉତ୍ତର ପାର୍ଶ୍ୱ ବନ୍ଧ ନିକଟରେ ୧୨ ଶହ ଫୁଟରୁ ଉର୍ଦ୍ଧ୍ୱ ମାଟି ଅତଡ଼ା ଖସିଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ମହାନଦୀ ଜଗତପୁର ଉତ୍ତର ବିଭାଗର ଏସ୍‌ଡିଓ ଓ କନିଷ୍ଠ…

କେରଳ ଇଡୁକି ଜିଲ୍ଲା ରାଜମାଲା ଭୂସ୍ଖଳନ ଘଟଣା, ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି

କେରଳ : କେରଳ ଇଡୁକି ଜିଲ୍ଲା ରାଜମାଲା ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୧୨ଜଣଙ୍କୁ ଉଦ୍ଧାର କରାଯାଇଛି। ଇଡୁକି ଜିଲ୍ଲାରେ ରାତି ତମାମ ବର୍ଷା ଲାଗି ରହିବା ପରେ ଅତଡ଼ା ଧସି ୧୭ ଜଣଙ୍କ ଜୀବନ ଯାଇଛି । ଏବେବି କିଛି ଲୋକ ମାଟି ଗଦା ତଳେ ଚାପି ହୋଇରହିଥିବା…

ପ୍ରକୃତିର ତାଣ୍ଡବ, ଜନଗହଳିପୂର୍ଣ୍ଣ ରାସ୍ତାରେ ହଠାତ୍‌ ହେଲା ଭୂସ୍ଖଳନ !

ଥରେ ଭାବନ୍ତୁ ତ ଆପଣ ରାସ୍ତାରେ ଗାଡିରେ ଯାଉଛନ୍ତି ଆଉ ହଠାତ୍ ରାସ୍ତା କଡ଼ରେ ଥିବା ପାହାଡ଼ ଧସିବାକୁ ଆରମ୍ଭ କଲା । ସେତେବେଳେ ଆପଣ କଣ କରିବେ ? ନିଶ୍ଚୟ ଭାବରେ ଭୟଭୀତ ହୋଇଯିବେ। ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବେ । ଆଉ ଯଦି ବାଟ ନଥିବ ? ଠିକ ଏମିତି ଏକ ଘଟଣା ଘଟିଛି ମାୟାନଗରୀ ମୁମ୍ବାଇରେ।…

ରାସ୍ତାରେ ବାଇକ ନେଉଯାଉଥିଲେ ବ୍ୟକ୍ତି ହଠାତ୍‌ ହେଲା ଭୂସ୍ଖଳନ, ଦେଖନ୍ତୁ ତାପରେ କଣ ହେଲା

ପ୍ରକୃତିର ତାଣ୍ଡବ କେତେ ଯେ ଭୟଙ୍କର ତାହା ଆପଣ ଏ ଭିଡିଓକୁ ଦେଖିଲେ ଜାଣିପାରିବେ। ଏହି କିଛି ସମୟର ଭିଡିଓକୁ ଦେଖିଲେ ଆପଣଙ୍କ ଛାତି ଥରିଯିବ ନିଶ୍ଚୟ। ଦେଖନ୍ତୁ ସବୁ କିଛି ଠିକ ଠାକ୍‌ ଦେଖାଯାଉଥିବା ଏହି ଯାଗାଟି ହଠାତ୍‌ କଣ ହୋଇଯାଉଛି। ଭୂସ୍ଖଳନର ଏହି ଭୟଙ୍କର ଭିଡିଓକୁ ଦେଖିଲ ଆପଣ…