Browsing Tag

liquor seized

ପାହାଡ଼ ଉପରେ ଦେଶୀ ମଦ କାରଖାନା! ଅବକାରୀ ବିଭାଗ ଦ୍ବାରା ୧ ହଜାର ଲିଟର ଦେଶୀ ରନ୍ଧା ମଦ ଜବତ, ୨ଗିରଫ

ଯାଜପୁର(କେନ୍ୟୁଜ୍): ପାହାଡ଼ ଉପରେ ଦେଶୀ ମଦ କାରଖାନା। ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ବିପୁଳ ପରିମାଣର ଦେଶୀ ମଦ ଜବତ। ଘଟଣାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଯାଜପୁର ଅବକାରୀ ବିଭାଗର ନିର୍ଦ୍ଦେଶକ୍ରମେ ଆଜି ଧର୍ମଶାଳା ଥାନା ଅନ୍ତର୍ଗତ ସାରୋଇ ପାହାଡ଼ ଉପରେ ଏକ ଦେଶୀ ରନ୍ଧା ମଦ ତିଆରି…

ଦେଶୀ ମଦ ସହ ପିକଅପ୍ ଭ୍ୟାନ୍ ଜବତ, ୨ ଅଟକ

ବାଙ୍କୀ(କେନ୍ୟୁଜ୍) : ଦେଶୀ ମଦ ସହ ପିକ ଅପ୍ ଭ୍ୟାନ ଜବତ। ଗତକାଲି ରାତିରେ ପଶ୍ଚିମ ବାଙ୍କୀ ବୈଦେଶ୍ୱର ଠାରୁ ବାଙ୍କୀ ଯାଉଥିବା ଏକ ପିକଅପ୍ ଭ୍ୟାନରୁ ପାଞ୍ଚ ବସ୍ତା ଦେଶୀ ମଦ ପ୍ୟାକେଟ ଜବତ କରାଯାଇଛି। ପିକଅପ୍ ଭ୍ୟାନଟି ଏହି ଦେଶୀ ମଦ ନେଇ ଯାଉଥିବା ବେଳେ କଟକ ଅବକାରୀ ବିଭାଗର ସ୍ପେସିଆଲ…

ଦେଶୀମଦ ବୋଝେଇ ବୋଲେରୋକୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ୍, ଜଣେ ଗିରଫ

ଢେଙ୍କାନାଳ(କେନ୍ୟୁଜ୍): ଦେଶୀମଦ ବୋଝେଇ ବୋଲେରୋ ଜବତ, ଜଣେ ଗିରଫ । ଢେଙ୍କାନାଳ ଟାଉନ ଥାନା ପୋଲିସ ଚୋରା ଦେଶୀ ମଦ ବୋଝେଇ ଗାଡ଼ିଟିକୁ ଗୋଡ଼ାଇ ଗୋଡ଼ାଇ ରାଧାଦେଇପୁର ଗାଁ ନିକଟରେ ଧରିଥିଲା । ବୋଲେରୋ ଡ୍ରାଇଭର ଶିବନାରାୟଣ ସାହୁ ଗିରଫ କରିଛି ପୋଲିସ । ମଦ ବୋଝେଇ ଗାଡ଼ିଟି ଆଠଗଡ଼ରୁ ଯାଜପୁର…

ସୋରଣରୁ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ

ଟାଙ୍ଗୀ(କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ସୋରଣ ମା ଭଗବତୀଙ୍କ ପୀଠରେ ରଜ ଯାତ୍ରା ମହାଆଡ଼ମ୍ଭରେ ପାଳିତ ହୋଇଯାଇଛି । ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମା 'ଙ୍କ ପୀଠକୁ ଆସିଥିଲେ । ଯାହାଫଳରେ ସୋରଣ ଗାଁରେ ବନ୍ଧୁ ବାନ୍ଧବଙ୍କ ପ୍ରବଳ ଭିଡ। ଏହାରି ଭିତରେ…

ବେଡ୍‌ରୁମ ତଳେ ସିକ୍ରେଟ ଚାମ୍ବର, ଏଠି ଭର୍ତ୍ତି ହୋଇଥିଲା ଚୋରା ମଦ

ନବରଙ୍ଗପୁର (କେନ୍ୟୁଜ୍‌) : କୁହାଯାଏ କି ପୋଲିସ୍‌ ଡାଳେ ଡାଳେ ଗଲେ ଚୋର ପତ୍ରରେ ପତ୍ରରେ ଯାଏ । ଅବଶ୍ୟ ଏଇ ଘଟଣାରେ ଚୋର ବେଶ୍‌ ଚାଲାକି କାମ କରିଥିଲା ହେଲେ ପୋଲିସ୍‌ କିନ୍ତୁ ତାକୁ ଧରି ପକାଇଲା । ନବରଙ୍ଗପୁର କୋଷାଗୁମୁଡ଼ା ଠାରେ ଅବକାରୀ ବିଭାଗ ଓ ପୋଲିସ୍‌ ମିଳିତ ଚଢ଼ାଉ କରି ବିପୁଳ…

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ; ଖଣ୍ଡଗିରିରୁ ଜବତ ହେଲା ୨୦୦୦ ଲିଟର ଦେଶୀ ମଦ, ୩ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଆଜି ଭୁବନେଶ୍ୱର ଅବକାରୀ ବିଭାଗ ର ଫ୍ଲାଇଙ୍ଗ ଟିମ୍ ର ଦାୟିତ୍ୱରେ ଥିବା ସୌମ୍ୟଜିତ ଦାସ ଓ ଅନ୍ୟ ଅଧିକାରୀଙ୍କ ସହଯୋଗ ରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ବେଳେ ଛଅଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି…

ମଦ ଜବତ କରିବାକୁ ଯାଇଥିବାବେଳେ ପୋଲିସର ମାଡ, ୮ଜଣ ଥାନାରେ ଅଟକ

କୋରାପୁଟ(କେନ୍ଯୁଜ୍): ମଦ ଜବତ କରିବାକୁ ଯାଇଥିବାବେଳେ ପୋଲିସର ମାଡ ଅଭିଯୋଗ । ମଦ ବ୍ୟବସାୟୀ ଓ ପୋଲିସଙ୍କ ମଧ୍ୟରେ ଠେଲାପେଲା। କୋରାପୁଟ ସଦର ଥାନା ଡେଙ୍ଗାଜାନିଗୁଡା ଗାଁରେ ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ପାଉଚ ଜବତ କରିଛି । ମାମଲାରେ ୮ଜଣଙ୍କୁ ଥାନାରେ ଅଟକ…

ପୁରୁଣା ବାଲେଶ୍ୱର ଅଞ୍ଚଳରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଦେଶୀ ମଦ ସହ ସରଞ୍ଜାମ ଜବତ

ବାଲେଶ୍ଵର: ବାଲେଶ୍ଵର ସହରର ପୁରୁଣା ବାଲେଶ୍ୱର ଅଞ୍ଚଳରେ ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢ଼ାଉ । ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଦେଶୀ ମଦ, ମଦ ପ୍ରସ୍ତୁତ ସରଞ୍ଜାମ ଜବତ ସହ ବ୍ୟାପକ ଭାବେ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ପୋଚକୁ ନଷ୍ଟ କରାଯାଇଛି । ଚଳିତ ବର୍ଷ ଏକ ମାସ ମଧ୍ୟ ରେ ଏହା…

ଲକଡାଉନରେ ଚୋରା ମଦ କାରବାର: ଭଦ୍ରକ ବାଂଶଡା ପୋଲିସର ଚଢାଉ, ୩୦ଲିଟର ମଦ ଜବତ

ଚାନ୍ଦବାଲି: ଲକଡାଉନ କଟକଣା ଭିତରେ ଚୋରା ମଦ କାରବାର । ଭଦ୍ରକ ଜିଲ୍ଲା ଘଟେଂଶ୍ୱର କେସରପୁର ଗାଁରେ ଚୋରା ମଦ କାରବାର ହେଉଥିବାର ଖବର ସାମ୍ନାକୁ ଆସିଛି। ଏନେଇ ସୂଚନା ପାଇ ଭଦ୍ରକ ଜିଲ୍ଲା ବାଂଶଡା ପୋଲିସ ଚଢାଉ କରିଥିଲା । ଘଟଣାସ୍ଥଳରୁ ୩୦ଲିଟର ମଦ ଜବତ କରିଥିବା ଜଣାପଡିଛି । ତେବେ ଚୋରା…

ସବୁ ଯଦି ନକଲି ତ ମଦ କାହିଁକି ବାଦ୍‌ ପଡ଼ିବ?

ବାରିପଦା (କନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲାରେ ନକଲି ବିଦେଶୀ ମଦ କାରଖାନା ଠାବ। ବିପୁଳ ପରିମାଣର ନକଲି ମଦ ତିଆରି ସରଞ୍ଜାମ ସହ ମଦ ବୋତଲ, ଠିପି ଜବତ ହୋଇଛି । ଏହି ମାମଲାରେ ଜଣେ ବ୍ୟକ୍ତି ଗରଫ ହୋଇଛି। ଗିରଫ ବ୍ଯକ୍ତି ଜଣକ ବାରିପଦା ପୌରାଞ୍ଚଳ ବାଗଡିହାର ମନତୋଷ ମହାନ୍ତ। ମୟୁରଭ…

ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୫ଲକ୍ଷ ଟଙ୍କାରୁ ଅଧିକ ଦେଶୀ ଓ ବିଦେଶୀ ମଦ ଜବତ, ୬ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ। ବିଭିନ୍ନ ସ୍ଥାନରେ ଚଢାଉ କରି ୧୧ଶହ ଲିଟର ଦେଶୀ ମଦ, ୨୮ ଲିଟର ବିଦେଶୀ ମଦ, ୩୨ ଲିଟର ଜିଞ୍ଜର ଜବତ କରିଛି। ଗୋଟିଏ ପିକ୍‌ଅପ ଭ୍ୟାନ, ଗୋଟିଏ ମୋଟର ସାଇକେଲ ସହ ଏଥିରେ ସଂପୃକ୍ତ ୬ଜଣଙ୍କୁ ଗିରଫ କରିଛି।…

ଡେଲାଙ୍ଗ ପୋଲିସ ପକ୍ଷରୁ ଜୋରଦାର ଚଢାଉ: ବିପୁଳ ପରିମାଣର ଦେଶୀ ଏବଂ ବିଦେଶୀ ମଦ ଜବତ, ୫ଗରିଫ

ପିପିଲି: ପୁରୀ ଜିଲ୍ଲା ଡ଼େଲାଙ୍ଗ ଥାନା ଅଂଚଳରେ ଦିନକୁ ଦିନ ବ୍ୟାପକ ଚୋରା ମଦ ବେପାର ଚାଲିଥିବାବେଳେ ଡ଼େଲାଙ୍ଗ ପୋଲିସ ପକ୍ଷରୁ ଥାନା ଅଧିକାରୀ ରଶ୍ୱି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବିିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫ ଜଣଙ୍କୁ ଗରିଫ କରିବା ସହିତ ସେମାନଙ୍କ ଠାରୁ ବିପୁଳ ପରିମାଣର ଦେଶୀ…