Below header
Browsing Tag

liquor seized

ବାଇକରୁ ପାଖାପାଖି ୧୬.୬୫୯ ଲିଟର ବିଦେଶୀ ମଦ ଜବତ, ଜଣଙ୍କୁ ଗିରଫ କଲା ମୋହନା ପୋଲିସ୍

ମୋହନା: ଗଜପତି ଜିଲ୍ଲା ମୋହନା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ କମଳାପୁର ନାକା ଗେଟ ନିକଟରୁ ଏକ ବାଇକ୍ କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ  ସମୟରେ ବାଇକରୁ ପାଖାପାଖି ୧୬.୬୫୯ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଏହି ଘଟଣାରେ ଗଞ୍ଜାମ ଜ଼ିଲ୍ଲା ପାଟପୁର ଥାନା ଗଗରାମେରୀ…

ପୋଲିସର ବଡ ସଫଳତା, ଚଢାଉ ବେଳେ ବିପୁଳ ପରିମାଣର ମଦ ଜବତ

ରାୟଗଡା(କେନ୍ଯୁଜ୍): ରାୟଗଡା ପୋଲିସର ବଡ ସଫଳତା। ଏସଡିପିଓ ତପନ ନାରାୟଣ ରଥଙ୍କ ଅଧକ୍ଷତାରେ ଏକ ସ୍ବତନ୍ତ୍ର ଟିମ୍ ସହାୟତାରେ ସହରର ଅନେକ ସ୍ଥାନରେ ଚଢାଉ କରାଯାଇଛି। ଅଶୋକ ସିନେମା ହଲ ଛକ, ଗଜପତି ଛକ ଏବଂ ହାତୀପଥର ରୋଡରେ ଥିବା ୪ଟି ସ୍ଥାନରେ ବିନା ଲାଇସେନ୍ସରେ ମଦ ବିକ୍ରି କରୁଥିବା ଘର ଓ…

ଖୋର୍ଦ୍ଧା: ଚୋରା ଦେଶୀ ମଦ ଜବତ, ୨ ଗିରଫ

ଖୋର୍ଦ୍ଧା(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଚଂଳରେ ଦୀର୍ଘ ଦିନ ହେବ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ବାଲୁଗାଁ ଅବକାରୀ ବିଭାଗ ଓ ପୋଲିସ ଏକ ୫ଜଣିଆ ଟିମ୍ ଗଠନ କରି ଚିଲିକା ବ୍ଲକର ବିଭିନ୍ନ ଅଚଂଳରେ ଚଢାଉ କରିଛି। ସୂଚନା ଅନୁଯାୟୀ ଗତକାଲି ଚଢାଉ କରିବା…

ପାଟ୍ରୋଲିଙ୍ଗ ସମୟରେ ୭୦ ଲିଟର ଦେଶୀମଦ ସହ ୨ ବାଇକ ଜବତ, ୪ ଜଣ ଗିରଫ

ମୋହନା: ମୋହନା ପୋଲିସ୍ ପାଟ୍ରୋଲିଙ୍ଗ କରିବା ସମୟରେ ଆଜି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗରେ ଚଢାଉ କରିଥିଲା l ପୋଲିସ୍‌ର ଏହି ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ୭୦ ଲିଟର ଦେଶୀ ମଦ ଜବତ ହେବା ସହିତ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହା ସହିତ ମଦ କାରବାର…

ଯାଜପୁର : ପରିବା ମାର୍କେଟ ନିକଟରେ ପରିବା ଗାଡି ଭିତରୁ ଜବତ ହେଲା ୪୫ ଲିଟର ବିଦେଶୀ ମଦ

ଯାଜପୁର ଟାଉନ: କଲିକତାରୁ ପରିବା ଗାଡିରେ ବିଦେଶୀ ମଦ ଆସୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛି । ଯାଜପୁର ବାଳାଶ୍ରମ ପଡିଆ ପରିବା ମାର୍କେଟ ନିକଟରେ ଅବକାରୀ ବିଭାଗ ଏହି ଗାଡିକୁ ଜବତ କରି ସେଥିରୁ ୪୫ ଲିଟର ବିଦେଶୀ ମଦ ଜବତ କରିଛି । ଜବତ ମଦ ଗୁଡିକ ନାମି ଦାମୀ ବ୍ରାଣ୍ଡର ଥିବା…

ହିଞ୍ଜିଳିକାଟୁ ବୁରୁପଡା କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ଦେଶୀ ମଦ ଚାଲାଣ, ଜଣଙ୍କୁ ଗିରଫ କଲା ପୋଲିସ୍

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବୁରୁପଡା ସଙ୍ଗରୋଧ କେନ୍ଦ୍ରକୁ ମଦ ଚାଲାଣର ପର୍ଦାଫାର୍ଶ କରିଛି ପୋଲିସର । ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହିତ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି । ଗିରଫ ଜଣଙ୍କ ସ୍ଥାନୀୟ ଗାଁର ସୁବାସ ଦଳାଇ । ସୂଚନା ଅନୁଯାୟୀ,ଗତକାଲି…

ବାଣପୁରର ବିଭିନ୍ନ ଅଞ୍ଚଳରେ ପୋଲିସ୍‌ ଓ ଅବକାରୀ ବିଭାଗର ମିଳିତ ଚଢାଉ : ବିପୁଳ ପରିମାଣର ଦେଶୀ ମଦ ପୋଚ ଜବତ

ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଆଦିବାସୀ ଅଧ୍ୟୁଷିତ ଅଂଚଳ ସ୍ଥିତ ବିରିଜାଈ ନିକଟସ୍ଥ କଟୁଆଳ ଗ୍ରାମ ବରବରା ପଞ୍ଚାୟତ ଓ ନିଳାଦ୍ରି ପଞ୍ଚାୟତରେ ସକାଳ ୮ ଘଟିକା ସମୟରେ ପୋଲିସ୍‌ ଓ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ପୋଚ ଜବତ ହୋଇଛି । ବାଲୁଗାଁ ଏସ୍‌ଡିପିଓ ସୁରେଶ କୁମାର…

୧ହଜାର ଲିଟର ଦେଶୀ ମଦ କାର ଜବତ କଲା ସମ୍ବଲପୁର ଅବକାରୀ ବିଭାଗ

ସମ୍ବଲପୁର ଅବକାରୀ ବିଭାଗ ଏନଫୋର୍ଶମେଣ୍ଟ ସ୍କ୍ଵାର୍ଡ ଓ ପାନପୋଷ ଅବକାରୀ ବିଭାଗର ମୋବାଇଲ ସ୍କ୍ଵାର୍ଡଙ୍କ ମିଳିତ ଚଢାଉ। ସୂଚନା ଅନୁଯାୟୀ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଖଟାଲ ନିକଟରେ ୧ହଜାର ଲିଟର ଦେଶୀ ମଦ ଭର୍ତ୍ତି କାରକୁ ଜବତ କରିଛି । ଏହା ବେଆଇନ ଭାବେ ଚାଲାଣ ହେଉଥିବା ବେଳେ…

ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ପୋଲିସ ଓ ସ୍ପେଶାଲ୍‌ ସ୍କ୍ଵାର୍ଡ ପକ୍ଷରୁ ମିଳିତ ଚଢାଉ, ବିପୁଳ ପରିମାଣର ଦେଶୀ ଓ…

ଭୁବନେଶ୍ୱର : ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ। ୬୧୭ବୋତଲ ବିଦେଶୀ ଓ ୪୦ବୋଟଲ ଦେଶୀ ମଦ ଜବତ ହୋଇଛି। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଚୋରା ମଦ କାରବାର ଚାଲିଥିବା ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଓ ସ୍ପେଶାଲ୍‌ ସ୍କ୍ଵାର୍ଡ ମିଳିତ ଭାବେ ଚଢାଉ କରିଥିଲା। ଜବତ ମଦର ପରିମାଣ…

ଜଳେଶ୍ବର : ଜବତ ହେଲା  ୧୧୫ ଲିଟର ମଦ ଏବଂ ୫ ଗିରଫ

ଜବତ ହେଲା ୧୧୫ ଲିଟର ମଦ। ଏହି ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଆଜି ରାଇବାଣିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଏହି ଅଞ୍ଚଳରେ ଚୋରା କାରବାର ଚାଲୁଥିବା ଗାଁଲୋକେ ଦୀର୍ଘ ଦିନ ଧରି ଅଭିଯୋଗ…

କାମାକ୍ଷାନଗର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢଉ, ୨୭୦ଲିଟର ଦେଶୀ ମଦ ଜବତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢଉ । ୨୭୦ଲିଟର ଦେଶୀ ମଦ ସହ ବୋଲେରୋ ଓ ବାଇକ ଜବତ କରିଛି ଅବକାରୀ ବିଭାଗ । ଏହାସହ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ନିଆଳିରେ ୧୭୦ ଚୋରା ମଦ ବୋତଲ ସହିତ ମଦ ବେପାରୀ ଗିରଫ

ନିଆଳି (କେ ନ୍ଯୁଜ୍) : ୧୭୦ ଚୋରା ମଦ ବୋତଲ ସହିତ ମଦ ବେପାରୀ ଗିରଫ। ଆଜି ପୁଣି ଚୋରା ମଦ ଜବତ କଲା ଓଲଟପୁର ପୋଲିସ। ଲିଙ୍ଗା ବ୍ରିଜ ନିକଟରୁ ଗୋଟିଏ।ବାଇକ, ୧୭୦ ବୋତଲ ଚୋରା ମଦ ଓ ଚୋରା ମଦ ବେପାରି ସଂଗ୍ରାମ ସ୍ବାଇଁଙ୍କୁ ଗିରଫ କରିଛି ଓଲଟପୁର ପୋଲିସ। ଗତକାଲି ମଧ୍ୟ ଓଲଟପୁର ପୋଲିସ ଗରଗରା…