Browsing Tag

loot

ଗଜପତି : ଋଣ ନଦେବାରୁ ଫାଇନାନ୍ସ କଂପାନୀ କର୍ମଚାରୀଙ୍କ ଠାରୁ ଡକାୟତି, ୫ଗିରଫ

ଗଜପତି : ଋଣ ନଦେବାରୁ ଫାଇନାନ୍ସ କଂପାନୀ କର୍ମଚାରୀଙ୍କ ଠାରୁ ଡକାୟତି। ଗଜପତି ଜିଲ୍ଲା ନୂଆଗଡ଼ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗତ ୧୭ ତାରିଖରେ ନୂଆଗଡ଼ ଅସୁରଘାଟି ଠାରେ ଭାରତ ଫାଇନାନ୍ସ କଂପାନୀ କର୍ମଚାରୀ ସୁରିୟାକାନ୍ତ ସେନାପତିଙ୍କ ଠାରୁ ୫ଜଣ ଡକାୟତ ଏକ ଲକ୍ଷ ୯୩ହଜାର ଟଙ୍କା ଲୁଟ କରିଥିଲେ।…

ସ୍କୁଲ ଭିତରୁ ଲୁଟ୍, ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଛଡାଇ ନେଲେ ଦୁର୍ବୃତ୍ତ

ଜଗତସିଂହପୁର (କେନ୍ୟୁଜ୍) : ସ୍କୁଲ ଭିତରୁ ଲୁଟ୍। ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଛଡାଇ ନେଲେ ଦୁର୍ବୃତ୍ତ। ଜଗତସିଂହପୁର ତିର୍ତ୍ତୋଲ ଥାନା ବଫାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଲୁଟ୍ ହୋଇଛି। ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ସ୍କୁଲରେ ଥିବାବବେଳେ ଦୁଇ ଜଣ ପିଲାଙ୍କ ଆଡମିଶନ ନେଇ…

ଉଦଳାରେ ଘରେ ପଶି ୮ଲକ୍ଷରୁ ଊର୍ଦ୍ଧ୍ୱଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ଉଦଳା(କେନ୍ୟୁଜ୍): ୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଉଦଳା ଥାନା ଖମଣସାହି ଗାଁର ପ୍ରଫୁଲ୍ଲ ଚନ୍ଦ୍ର ବାଗଙ୍କ ଘରୁ ଲୁଟ୍‌ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଛେଲି ଗୁହାଳ ଭିତର ଦେଇ ଘର ଭିତରେ ପଶିଥିଲେ। ପରିବାରର ସମସ୍ତ ସଦସ୍ୟ ଶୋଇଥିବାବେଳେ…

କେନ୍ଦ୍ରାପଡ଼ା: ଘରେ ପଶି ହାଣିଲେ ଓ ଲୁଟିଲେ, ଡକାୟତଙ୍କ ଆକ୍ରମଣରେ ୪ଗୁରୁତର

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଘରେ ପଶି ହାଣିଲେ, ଲୁଟିଲେ। ଡକାୟତଙ୍କ ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଭରତପୁର ଗାଁରେ ଏହି ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଭରତପୁର ଗାଁର ହାଡିବନ୍ଧୁ ସାହୁଙ୍କ ଘରେ ୫ରୁ ଉର୍ଦ୍ଧ୍ୱ ଡକାୟତ ଘରର ଗ୍ରୀଲ କାଟି…

ନବରଙ୍ଗପୁର : ବନ୍ଧୁକ ମୁନରେ ଏକ ଲକ୍ଷ ଟଙ୍କା ଲୁଟ ଘଟଣାରେ ୪ ଅଭିଯୁକ୍ତ ଗିରଫ

ନବରଙ୍ଗପୁର (କେନ୍ୟୁଜ୍) : ବନ୍ଧୁକ ମୁନରେ ଏକ ଲକ୍ଷ ଟଙ୍କା ଲୁଟ ଘଟଣାରେ ୪ ଅଭିଯୁକ୍ତ ଗିରଫ। ସେମାନଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଘଟଣାର ମାଷ୍ଟରମାଇଣ୍ଡ କୁକୁଡ଼ାବାଇ ଗାଁର ଉମାଶଙ୍କର ଯୋଶୀ। ସେମାନଙ୍କ ନିକଟରୁ ୧ ଲକ୍ଷ ଟଙ୍କା ଗୋଟିଏ ମାଉଜର ଓ ମୋବାଇଲ୍ ଫୋନ୍ ଜବତ ହୋଇଛି।…

ରାୟଗଡ଼ା: ପିଡବ୍ଲ୍ୟୁଡି ଯନ୍ତ୍ରୀଙ୍କ ଘରୁ ଆଲମାରୀ ତାଡ଼ି ସୁନା ଓ ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ୍‌ । ରାୟଗଡ଼ା ସହରର ଇନ୍ଦିରାନଗର ଷଷ୍ଠ ଲେନରୁ ଲୁଟ କରିଛନ୍ତି ଦୁର୍ବୃତ୍ତ। ପିଡବ୍ଲ୍ୟୁଡି ବିଭାଗର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୩ ଭରି ସୁନା ଓ ୨୧୯ଭରି ରୁପା ଅଳଙ୍କାର ଲୁଟ ହୋଇଛି। ଗତ ଶନିବାର ରାତିରେ…

ରାୟଗଡ଼ା: ପିଡବ୍ଲ୍ୟୁଡି ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ୍‌

ରାୟଗଡ଼ା(କେନ୍ୟୁଜ୍): ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ୍‌ । ରାୟଗଡ଼ା ସହରର ଇନ୍ଦିରାନଗର ଷଷ୍ଠ ଲେନରୁ ଲୁଟ କରିଛନ୍ତି ଦୁର୍ବୃତ୍ତ। ପିଡବ୍ଲ୍ୟୁଡି ବିଭାଗର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୩ ଭରି ସୁନା ଓ ୨୧୯ଭରି ରୁପା ଅଳଙ୍କାର ଲୁଟ ହୋଇଛି। ଗତ…

ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍‌, ପ୍ରତିବାଦରେ ରସୁଲଗଡ଼ ଛକରେ ଟାୟାର ଜାଳି ରାସ୍ତାରୋକ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍‌ । ଗୋଟିଏ ଦିନରେ ତିନି ତିନିଟି ଲୁଟ୍‌। ଲୁଟେରାଙ୍କ ଗିରଫ ସହ ସୁରକ୍ଷା ଦାବିରେ ରାସ୍ତାରୋକ। ରସୁଲଗଡ଼ ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଉତ୍ୟକ୍ତ। ବାଧାପ୍ରାପ୍ତ ହୋଇଛି ଯାନବାହନ ଚଳାଚଳ। ରାସ୍ତାର ଉଭୟ ପାର୍ଶ୍ୱରେ…

ଚାନ୍ଦବାଲି: ଟଙ୍କା ଲୁଟିବାକୁ ଯାଇ ନିଜ ଜାଲରେ ଫସିଲେ ଫାଇନାନସ କଂପାନୀ ମହିଳା କର୍ମଚାରୀ, ମାନିଲେ ପ୍ରେମ ପାଇଁ…

ଚାନ୍ଦବାଲି(କେନ୍ୟୁଜ୍): ଟଙ୍କା ଲୁଟିବାକୁ ଯାଇ ନିଜେ ପକାଇଥିବା ଜାଲରେ ଫସିଲେ ଦୁର୍ବୃତ୍ତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ମାଧପୁର ରାସ୍ତାରେ ଗତ ୮ତାରିଖରେ ଲଙ୍କା ଗୁଣ୍ଡ ପକାଇ ଟଙ୍କା ଲୁଟ ନେଇ ଅନ୍ନପୂର୍ଣ୍ଣା ଫାଇନାନସ କଂପାନୀର ମହିଳା କର୍ମଚାରୀ ଅଭିଯୋଗ କରିଥିଲେ । ତାଙ୍କ ଠାରୁ ୧…

ଚୋରଙ୍କ ସାହସ ତ ଦେଖନ୍ତୁ, ଲୁଟରେ ବିଫଳ ହେବାରୁ ରିକ୍ସାରେ ଟେକି ନେଉଥିଲେ ଏଟିଏମ୍

ଭାରତ ଯେତେ ସ୍ମାର୍ଟ ହେଉଛି, ତା’ ଠାରୁ ଅଧିକ ସ୍ମାର୍ଟ ହେଉଛନ୍ତି ଚୋର। ଚୋର ଏଟିଏମ୍ରୁ ଟଙ୍କା ଲୁଟିବାକୁ ଆସି ବିଫଳ ହେବାରୁ ଯେଉଁ ଉପାୟ ଆପଣେଇଛନ୍ତି ତାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ଏପରି ଏକ ମାମଲା ପୋଲିସ କୁ ମଧ୍ୟ ହତଚକିତ କରିଦେଇଛି । ଘଟଣା ମୁତାବକ, ଫୁସଗଡ ସ୍ଥିତ…

ଗଞ୍ଜାମ : ବନ୍ଧୁକ ଦେଖାଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କଠାରୁ ଭତ୍ତା ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଗଞ୍ଜାମ( କେନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ନିକଟରେ ବନ୍ଧୁକ ଦେଖାଇ ଟଙ୍କା ଓ ମୋଟର ସାଇକେଲ ଲୁଟ୍ । ଆଜି ସକାଳେ ଅରଖପୁର ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ କାଶୀନାଥ ତିଆଡ଼ି ନିଜ ମୋଟର ସାଇକେଲରେ ଭତ୍ତା ଟଙ୍କା ବାଣ୍ଟିବା ପାଇଁ ଯାଉଥିବା ବେଳେ…

ଘର ମାଲିକଙ୍କୁ ବାନ୍ଧି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଗହଣା ଧରି ଚମ୍ପଟ ମାରିଲେ ୧୨ ଜଣ ଡକାୟତ

ଝାରସୁଗୁଡ଼ା : ଘର ମାଲିକଙ୍କୁ ବାନ୍ଧି ଲୁଟ୍‌। ଲକ୍ଷାଧିକ ଟଙ୍କାର ସୁନା ଗହଣା ଧରି ଚମ୍ପଟ ମାରିଲେ ୧୨ ଜଣ ଡକାୟତ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ବାଗଡିହି ଗାଁରେ ଘଟିଛି ଏଭଳି ଘଟଣା । ସ୍ଥାନୀୟ ଠିକାଦାର ଶ୍ୟାମଲାଲ୍‌ ଅଗ୍ରଓ୍ଵାଲଙ୍କ ଘର ଗ୍ରୀଲ୍‌ ଭାଙ୍ଗି ଗତକାଲି ରାତିରେ ୧୨…