Browsing Tag

lootera

ବନ୍ଧା ହେଲା ତଣ୍ଟି କଟା ଲୁଟେରା

ଭୁବନେଶ୍ୱର : ଧରା ପଡିଲେ ତଣ୍ଟି କଟା ଲୁଟେରା । ବନ୍ଧା ହେଲା କୁଖ୍ୟାତ ଲୁଟେରା ଗୋଧି । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି । ଗତ ୧ ତାରିଖ ଦିନ ଡମଣା ଗାଁରେ ତଣ୍ଟି କାଟି ଲୁଟ୍ କରିଥିଲେ । ଲୁଟେରାମାନେ ଶିବାନନ୍ଦ ବାରିକଙ୍କ ବେକ୍ କାଟି ଲୁଟି ନେଇଥିଲେ । ରାତି ପ୍ରାୟ…

ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ପଞ୍ଚୁବରାହୀ ମନ୍ଦିରରୁ ଚୋରି

ଠାକୁରଙ୍କୁ ବି ଛାଡ଼ିଲେନି । ମଣିଷଙ୍କୁ ତ ଲୁଟୁଥିଲେ ଏବେ ଭଗବାନଙ୍କୁ ବି ଲୁଟିବାକୁ ପଛାଇଲେନି । ରାତିରେ କଳାକନା ବୁଲାଇ ମା’ଙ୍କର ସମସ୍ତ ସୁନା ଅଳଙ୍କାର ଚୋରେଇ ନେଲେ ଦୁବୃର୍ତ୍ତ । ଅଳଙ୍କାର ସହ ହୁଣ୍ଡିର ଟଙ୍କାକୁ ବି ଚୋରେଇ ନେଇଛନ୍ତି । ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ…

ମିଠା ମିଠା କଥା କହି ଖାଦ୍ୟରେ ଦେଲେ ନିଶା, ପରେ ସବୁ କିଛି ଲୁଟିନେଲେ

ବେଳେବେଳେ ଏମିତି କିଛି ହୁଏ ଯାହା ବିଷୟରେ କେହି କେବେ କଳ୍ପନା କରି ନଥାନ୍ତି । ଆଉ ଏଭଳି ଖବର ଜାଣିବା ପରେ ଲୋକଙ୍କ ରକ୍ତ ଗରମ ହୋଇଯାଏ । ଜଣେ ବ୍ୟକ୍ତିଙ୍କ ସହ କିଛି ଏପରି ହୋଇଛି ଯାହା ଆପଣ କେବେ କଳ୍ପନା ମଧ୍ୟ କରି ନଥିବେ । ଆପଣ ବି ବ୍ୟକ୍ତିଙ୍କ ସହ ହୋଇଥିବା ଘଟଣା ବିଷୟରେ ଜାଣିଲେ ତାଜୁବ…

ଲୁଟ କରି ଫେରାର ବେଳେ ୨ ଜଣଙ୍କୁ ମାଡ଼ି ବସିଲେ ଲୋକେ, ପୋଲିସରେ ଜିମା ଦେଲେ

ଅଟୋରେ ଆସିଲେ । ଲୁଟ କରି ଫେରାର ବେଳେ ୨ ଜଣଙ୍କୁ ମାଡ଼ି ବସିଲେ ଲୋକ । ଭୁବନେଶ୍ବର ରୁପାଲି ଛକରେ ଜଣେ ବୃଦ୍ଧଙ୍କ ପାଖରୁ ମୋବାଇଲ ଫୋନ ଲୁଟ କରି ଦୁର୍ବୃତ୍ତମାନେ ଅଟୋରେ ଫେରାର ବେଳେ ୩ ଜଣ ବାଇକ ଚାଳକଙ୍କୁ ଧକ୍କା ଦେଇଥିଲା । ଏହାପରେ ସତ୍ୟନଗର ନିକଟରେ ୨ ଜଣ ଲୁଟେରାଙ୍କୁ କାବୁ କରି ଲୋକେ…

ଝାରଖଣ୍ଡ : ଚଳନ୍ତା ଟ୍ରେନରେ ପଶି ଫାୟାରିଂ କଲେ ର୍ଦୁବୃତ୍ତ, ଲୁଟିନେଲେ ମୋବାଇଲ, ପର୍ସ ଏବଂ ଗହଣା

ଚଳନ୍ତା ଟ୍ରେନରେ ଡକାୟତି । ଯାତ୍ରୀଙ୍କୁ ମାରପିଟ କରି ମୋବାଇଲ ଓ ପର୍ସ ଏବଂ ଗହଣା ଲୁଟିନେଲେ ର୍ଦୁବୃତ୍ତ । ଯାତ୍ରୀଙ୍କୁ ଭୟଭୀତ କରିବା ପାଇଁ ର୍ଦୁବୃତ୍ତ ୮ରୁ ୧୦ ରାଉଣ୍ଡ ଫାୟାରିଂ ମଧ୍ୟ କରିଥିଲେ । ଆଉ ଏଭଳି କରିବା ପରେ ଟ୍ରେନ ଚେନ୍‌ ପୁଲିଂ କରି ଫେରାର ହୋଇଗଲେ । ଖବର ମୁତାବକ,…

ଡକାୟତି ଉଦ୍ୟମ ବିଫଳ: ଲକର ଭାଙ୍ଗିଲା ବେଳକୁ ବାଜିଲା ସାଇରନ୍‌, ଛାଡ଼ିଛୁଡ଼ି ଦୌଡ଼ିଲେ ଲୁଟେରା

ଗଞ୍ଜାମ (କେନ୍ୟୁଜ): ବ୍ୟାଙ୍କ ଗେଟ୍‌ ଭାଙ୍ଗିଲେ, ଭିତରେ ପଶିଲେ। ହେଲେ ଲକର ଭାଙ୍ଗିଲା ବେଳକୁ ବାଜି ଉଠିଲା ସାଇରନ୍‌। ସବୁ ଛାଡ଼ିଛୁଡ଼ି ଦୌଡ଼ି ପଳାଇଲେ ଲୁଟେରା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ଼ ଗାଁ ଛକ ନିକଟ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି ଉଦ୍ୟମ ବିଫଳ ହୋଇଛି ।…

ସୁନା ଦୋକାନରୁ ଲୁଟ ଘଟଣାର ପର୍ଦ୍ଦାଫାସ୍‌, ୭ ଡକାୟତଙ୍କୁ ଗିରଫ କଲା ଆସିକା ପୋଲିସ

ଭଞ୍ଜନଗର(କେନ୍ୟୁଜ୍):  ସୁନା ଦୋକାନରୁ ଲୁଟ ଘଟଣାରେ ଆସିକା ପୋଲିସକୁ ସଫଳତା। ୭ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ ଅଳଙ୍କାର ଜବତ ହୋଇଛି। ଏହା ସହ ଗୋଟିଏ ପିସ୍ତଲ, ୬ ରାଉଣ୍ଡ ଜୀବନ୍ତ ଗୁଳି, ୩ଟି ମାରଣାସ୍ତ୍ର, ୩ ଟି ବାଇକ, ୧୪ଟି ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।…

ଆନ୍ତଃଜିଲ୍ଲା ଗହଣା ଲୁଟେରା ଗ୍ୟାଙ୍ଗର ୮ଜଣ ଗିରଫ, ୩୦ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଜବତ

ଆନ୍ତଃଜିଲ୍ଲା ଗହଣା ଲୁଟେରା ଗ୍ୟାଙ୍ଗ ଗିରଫ। ଲୁଟେରା ଗ୍ୟାଙ୍ଗର ୮ଜଣଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ । ଗିରଫଙ୍କ ମଧ୍ୟରେ ୨ଜଣ ବ୍ୟବସାୟୀ ଅଛନ୍ତି। ଏମାନେ ଲୁଟେରାଙ୍କ ଠାରୁ ଲୁଟ ଅଳଙ୍କାର କିଣୁଥିବା ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି କହିଛନ୍ତି। ଏମାନଙ୍କ ଠାରୁ ୩୦ଲକ୍ଷ ଟଙ୍କା ମୂଲ୍ୟର ସୁନା…

ବିଚ୍‌ ରାସ୍ତାରେ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ, ଟଙ୍କା ବ୍ୟାଗ୍‌ ଭାବି ଲୁଟିନେଲେ ଶିଶୁର ପାଠପଢା ବ୍ୟାଗ୍‌

ଉଦଳା(କେନ୍ୟୁଜ୍): ବିଚ୍‌ ରାସ୍ତାରେ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ । ଟଙ୍କା ବ୍ୟାଗ୍‌ ଭାବି ଦୁର୍ବୃତ୍ତ ଲୁଟିନେଲେ ଶିଶୁକନ୍ୟାର ପାଠପଢା ବ୍ୟାଗ୍‌ । ଉଦଳା କପ୍ତିପଦା ଥାନା ତେନ୍ତୁଳିସାହି ଗ୍ରାମ ନିକଟ ରାସ୍ତାରେ ମହିଳାଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ୩ ଦୁର୍ବୃତ୍ତ ।…

ଦିନ ଦ୍ବିପ୍ରହରେ ରାଜଧାନୀରେ ଗୁଳିକାଣ୍ଡ, ବାଇକରେ ୨ଜଣ ଲୁଟେରା ଆସି ସୁନା ଦୋକାନରୁ ଲୁଟିଲେ ଆଉ ଚାଲିଲେ

ଭୁବନେଶ୍ବର(କେନ୍ୟୁଜ୍):  ଆସିଲେ, ଫୁଟେଇଲେ ,ଲୁଟିଲେ । ଦିନ୍ଦ୍ରୀପ୍ରହରେ ରାଜଧାନୀ ଉପକଣ୍ଠରେ ଲୁଟ । ବାଇକରେ ୨ଜଣ ଲୁଟେରା ଆସି ସାଗରିକା ସୁନା ଦୋକାନରୁ ଲୁଟିଲେ । ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୂଟ । ଘଟଣାର ସମସ୍ତ ଚିତ୍ର ସିସିଟିଭିରେ କଏଦ । ସିସିଟିଭି ଫୁଟେଜ ଆଧାରରେ…

ୟୁଟ୍ୟୁବ ଶିଖାଇଥିଲା ଲୁଟର ତରିକା, ଧରାପଡିଲେ ରାଜଧାନୀରେ ମେଡିସିନ୍ ଦୋକାନରୁ ଲୁଟ କରୁଥିବା ଲୁଟେରା ଗ୍ୟାଙ୍ଗ୍

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ଧରାପଡ଼ିଲେ ରାଜ୍ୟ ବାହରର ୪ ଜଣିଆ ଲୁଟେରା ଗ୍ୟାଙ୍ଗ । ସ୍ପେଶାଲ ସ୍କ୍ଵାଡ ସେମାନଙ୍କୁ ଗିରଫ କରିଛି । ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ନିକଟରୁ ୪ଟି ମୋବାଇଲ ଫୋନ, ୩୯ହଜାର ଟଙ୍କା, ଆଧାର କାର୍ଡ, ଲୁଟ୍‌ରେ ବ୍ୟବହୃତ ଗାଡି ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ…

ଲୁଟେରାଙ୍କୁ କାବୁ କଲେ ଲୋକ, ନିର୍ଦ୍ଧୁମ ଛେଚି ପୋଲିସ ଜିମା ଦେଲେ

ଭୁବନେଶ୍ବର(କେନ୍ଯୁଜ୍): ଲୁଟେରାଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକ। ଲୁଟେରାଙ୍କୁ ନିର୍ଦ୍ଧୁମ ଛେଚି ପୋଲିସ ପାଖରେ ଜିମା ଦେଲେ ଲୋକ। ସକାଳେ ସହିଦ ନଗର ଅଞ୍ଚଳରେ ଚେନ ଲୁଟିଥିଲେ ଦୁଇ ଲୁଟେରା। ଲୁଟ୍‌ କରି ଘଟଣା ସ୍ଥଳରୁ ଜଣେ ଫେରାର ହୋଇଯାଇଥିଲା। ମାତ୍ର ଅନ୍ୟ ଜଣେ ଲୁଟେରା ସ୍ଥାନୀୟ…