Below header
Browsing Tag

lootera

ୟୁଟ୍ୟୁବ ଶିଖାଇଥିଲା ଲୁଟର ତରିକା, ଧରାପଡିଲେ ରାଜଧାନୀରେ ମେଡିସିନ୍ ଦୋକାନରୁ ଲୁଟ କରୁଥିବା ଲୁଟେରା ଗ୍ୟାଙ୍ଗ୍

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ଧରାପଡ଼ିଲେ ରାଜ୍ୟ ବାହରର ୪ ଜଣିଆ ଲୁଟେରା ଗ୍ୟାଙ୍ଗ । ସ୍ପେଶାଲ ସ୍କ୍ଵାଡ ସେମାନଙ୍କୁ ଗିରଫ କରିଛି । ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ନିକଟରୁ ୪ଟି ମୋବାଇଲ ଫୋନ, ୩୯ହଜାର ଟଙ୍କା, ଆଧାର କାର୍ଡ, ଲୁଟ୍‌ରେ ବ୍ୟବହୃତ ଗାଡି ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ…

ଲୁଟେରାଙ୍କୁ କାବୁ କଲେ ଲୋକ, ନିର୍ଦ୍ଧୁମ ଛେଚି ପୋଲିସ ଜିମା ଦେଲେ

ଭୁବନେଶ୍ବର(କେନ୍ଯୁଜ୍): ଲୁଟେରାଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକ। ଲୁଟେରାଙ୍କୁ ନିର୍ଦ୍ଧୁମ ଛେଚି ପୋଲିସ ପାଖରେ ଜିମା ଦେଲେ ଲୋକ। ସକାଳେ ସହିଦ ନଗର ଅଞ୍ଚଳରେ ଚେନ ଲୁଟିଥିଲେ ଦୁଇ ଲୁଟେରା। ଲୁଟ୍‌ କରି ଘଟଣା ସ୍ଥଳରୁ ଜଣେ ଫେରାର ହୋଇଯାଇଥିଲା। ମାତ୍ର ଅନ୍ୟ ଜଣେ ଲୁଟେରା ସ୍ଥାନୀୟ…

ବାଇକ୍‌ରେ ଆସିଲେ, ପେଟ୍ରୋଲ ପମ୍ପ୍‌ କର୍ମଚାରୀଙ୍କଠାରୁ ଟଙ୍କା ବ୍ୟାଗ୍‌ ନେଇ ଚମ୍ପଟ୍‌ ମାରିଲେ

ଆଠଗଡ(କେନ୍ଯୁଜ୍): ବାଇକ୍‌ରେ ଆସିଲେ, ଟଙ୍କା ବ୍ୟାଗ୍‌ ନେଇ ଚମ୍ପଟ୍‌ ମାରିଲେ। ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁ ଛକ ନିକଟ ଏଚ୍‌ପି ପେଟ୍ରୋଲ ପମ୍ପ୍‌ରୁ ଡକାୟତି । ପୁରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ୩ ଜଣ ଯୁବକ ଏକ ବାଇକ୍‌ରେ ଆସି ପେଟ୍ରୋଲ ଦେଉଥିବା କର୍ମଚାରୀଙ୍କୁ…

ସାବଧାନ! ସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଲୁଟେରା, ଲୁଟର ତରିକା ଶୁଣିଲେ ତାଜୁବ ହୋଇଯିବେ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଦିନ ଦ୍ୱିପହରରେ ରାହାଜାନୀ। ନୂଆ ତରିକାରେ ଲୁଟ। କାର ଚାଳକକୁ ମୋବିଲ ଲିକ୍‌ ହେଉଛି କହି ଗାଡ଼ିରୁ ଝାମ୍ପିନେଲେ ଭାନିଟି ବ୍ୟାଗ। ଲକ୍ଷ୍ମୀସାଗର ଥାନା କଳ୍ପନା ଛକରୁ ଏମିତି ଢଙ୍ଗରେ ୩ହଜାର ଟଙ୍କା ସହ ସୁନା ଗହଣା, ଦାମୀ ମୋବାଇଲ ଓ କାଗଜପତ୍ର ଲୁଟିଛନ୍ତି…

ମହିଳାଙ୍କ ବେକରୁ ଚେନ୍‌ ଛିଡାଇ ନେଉଥିବାବେଳେ କାବୁ କଲେ ଗାଁଲୋକ, ଦୁଇ ଲୁଟେରାଙ୍କୁ ନିର୍ଦ୍ଧୁମ ଛେଚିଲେ

ଅନୁଗୁଳ(କେନ୍ଯୁଜ୍): ଛେଚା ଖାଇଲେ ଚେନ୍‌ ଲୁଟେରା। ଅନୁଗୁଳ ଜିଲ୍ଲା ଜରପଡା ଗାଁରୁ ମହିଳାଙ୍କ ବେକରୁ ଚେନ୍‌ ଛିଡାଇ ପଳାଉଥିବାବେଳେ କାବୁ କଲେ ଗାଁଲୋକ। ଦୁଇ ଲୁଟେରାଙ୍କୁ ନିର୍ଦ୍ଧୁମ ଛେଚିବା ସହ ପୋଲିସର ଜିମା ଦେଇଛନ୍ତି । ଦୁଇ ଯୁବକ ଦେବଗଡ ଜିଲ୍ଲାର ମକରଧ୍ୱଜ ପ୍ରଧାନ ଓ ଶମ୍ଭୁ ସେନାପତି ।…

କରୋନା ସର୍ଭେ ବାହାନାରେ ଘରେ ପଶିଲେ, ବନ୍ଧୁକ ଦେଖାଇ ଟଙ୍କା ଗହଣା ଲୁଟି ନେଲେ

ପଟ୍ଟାମୁଣ୍ଡାଇ (କେନ୍ୟୁଜ୍‌) : ରାଜ୍ଯରେ କରୋନା ପ୍ରଭାବ ତୀବ୍ର ହୋଇଥିବା ବେଳେ ଏଭଳି ସମୟରେ କରୋନାକୁ ବାହାନା କରି ହୋଇଛି ଏକ ବଡଧରଣର ଲୁଟ । ଏଭଳି ଏକ ଅବିଶ୍ୱସନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନସିପୁର ଗାଁରେ । ଏହି ଗାଁର କୁଳମଣି ରାଉତଙ୍କ ଘରେ…

ଲୁଟ୍ କରି ଖସି ପଳାଉଥିବା ଦୁଇ ଦୁର୍ବୃତ୍ତଙ୍କୁ ଧରି ବହେ ଛେଚିଲେ ଲୋକେ, ଶେଷରେ ଦେଲେ ପୋଲିସ୍ ଜିମାରେ

ଢେଙ୍କାନାଳ: ଫିଲ୍ମ ଷ୍ଟାଇଲରେ ଲୁଟୁଥିଲେ, ଲୋକଙ୍କ ହାତରେ ଧରାପଡିଲେ ବହେ ଛେଚା ଖାଇଲେ। ଶେଷରେ ଥାନାରେ ଜିମା ଦେଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜରଡ଼ା ଗାଁରେ। ଅଭିଯୋଗ ଅନୁଯାୟୀ, ଗଡପଳାଶୁଣି ଗାଁର ବିଶ୍ୱଜିତ ସାମଲ ନିଜ ସହଯୋଗୀଙ୍କ ସହ ବାଇକ୍‌ରେ…

ଏଇ ରାଜଧାନୀରେ, ମିଠା କଥା କହି ବନ୍ଧୁତା କଲେ ତା ପରେ ଚା’ ଦେଇ ସବୁ ଚୋରାଇ ନେଲେ

ଭୁବନେଶ୍ବର (କେନ୍ୟୁଜ) : ସାବଧାନ୍ ମାତିଛନ୍ତି ନିଶାଦିଆ ଲୁଟେରା। ଏଣିକି ଆଉ ସିଧାସଳଖ ନୁହେଁ ଅଭିନବ ଉପାୟରେ ଲୁଟୁଛନ୍ତି ସାଧାରଣ ଲୋକଙ୍କୁ। ରାଜଧାନୀରେ ପୁଣି ଜଣଙ୍କ ଠାରୁ ହୋଇଛି ଲୁଟ୍। ଚା’ରେ ନିଶା ଦେଇ ସୁନା ଚେନ, ମୁଦି ଓ ଟଙ୍କା ଲୁଟ୍ କରିଛନ୍ତି ଲୁଟେରା। ତେବେ ଲୁଟ୍‌ର ଶିକାର…

ରାଜଧାନୀରେ ସ୍ମାର୍ଟ ଲୁଟେରା: OLXରେ ବିଜ୍ଞାପନ ଦେଖି ଟେଷ୍ଟ ଡ୍ରାଇଭ ବାହାନାରେ ଲୁଟି ନେଉଥିଲା ବାଇକ୍

ଭୁବନେଶ୍ବର: ଗାଡ଼ି ଲୁଟିବାକୁ ଲୁଟେରାର ନୂଆ ଚାଲ୍‌ । OLXରେ ବିଜ୍ଞାପନ ଦେଖି ବିକ୍ରେତାଙ୍କ ପାଖରେ ପହଁଚି ଯାଉଥିଲା ସ୍ମାର୍ଟ ଚୋର । ଟେଷ୍ଟ ଡ୍ରାଇଭ ବାହାନାରେ ଲୁଟି ନେଉଥିଲା ବାଇକ୍‌ । ରାଜଧାନୀରେ ମାତିଛନ୍ତି ଏଭଳି ସ୍ମାର୍ଟ ଲୁଟେରା । ଜଣେ ବ୍ୟକ୍ତି ନିଜ ଗାଡ଼ି ବିକ୍ରି କରିବାକୁ OLXରେ…

ଭୁବନେଶ୍ବରରେ ହ୍ୟାଣ୍ଡସମ୍ ଚୋର, ଦୋକାନ ସଟର ତାଡ଼ି ଲୁଟୁଛି କେବଳ ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ମାତିଛନ୍ତି ମୋଷ୍ଟ ହ୍ୟାଣ୍ଡସମ୍ ଚୋର। ମଧ୍ୟରତିରେ ବୁଲଛନ୍ତି ଓ ଦୋକାନ ମାନଙ୍କ ସଟର ତାଡି କେବଳ ପଇସା ଲୁଟି ନେଇ ଯାଉଛନ୍ତି। ଗତକାଲି ରାତି ପ୍ରାୟ ୪.୨୩ ବେଳକୁ ରୁଚିକା ମାର୍କେଟର ବର୍ଷା ଔଷଧ ଦୋକାନରୁ ଲୁଟ କରିଥିବା ବେଳେ ସେମାନଙ୍କ ଫଟୋ ସିସିଟିଭିରେ କଏଦ…

ଖୋର୍ଦ୍ଧା ବାଲୁଗାଁ ବାଇପାସ୍ ରାଜପଥରେ ଲୁଟେରାଙ୍କ ଆତଙ୍କ: କାର ଭିତରେ ବସିଥିବା ବେଳେ ମହିଳାଙ୍କ ବେକରୁ ଝାମ୍ପି ନେଲେ…

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ରାଜପଥରେ ଲୁଟେରାଙ୍କ ଆତଙ୍କ । କାର ଭିତରେ ବସିଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ । ୧୬ନମ୍ବର ଜାତୀୟ ରାଜପଥ ଚିଲିକା ଢ଼ାବା ନିକଟରେ ଏଭଳି ଅଘଟଣ ଘଟିଛି । ମଟର ସାଇକେଲରେ ଦୁଇଜଣ ଦୁର୍ବୃତ୍ତ ଚେନ୍ ଝାମ୍ପିବା ପରେ…

ରାଜଧାନୀରେ ଚାଞ୍ଚଲ୍ୟ,ଗ୍ରାହକ ରୂପରେ ଆସି ବୟସ୍କ ଦୋକାନୀଙ୍କୁ ନିସ୍ତୁକ ମାଡ଼ ମାରି ଲୁଟିନେଲା ସୁନା ଚେନ୍ ଓ ବେସଲଟ

କେନ୍ୟୁଜ୍(ବ୍ୟୁରୋ):  ଗ୍ରାହକ ରୁପରେ ଆସିଲେ ଆଉ ନିସ୍ତକୁ ମାଡ  ମରି ସୁନାଚେନ ଓ  ବେସଲଟ  ଲୁଟିଲେ। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ବାଲିଅନ୍ତାର ଏକ ମେଡିସିନ ଦୋକାନରେ । ଏହି ଲୁଟର ସମ୍ପୂର୍ଣ୍ଣ  ଘଟଣା କଏଦ ହୋଇଛି ସିସିଟିଭିରେ । ଆଜି ଦିନ ୧୧.୩୦ ସମୟରେ ବାଲିଅନ୍ତା  ଅଟଳା…