Browsing Tag

LPG cylinder

ହୋଲିରେ ସରକାରଙ୍କ ବଡ଼ ଉପହାର! ୧.୬୫ କୋଟି ଲୋକ ମାଗଣାରେ ପାଇବେ LPG ସିଲିଣ୍ଡର

ୟୁପିରେ ଯୋଗୀ ସରକାର ଗଠନ ହେବାକୁ ଯାଉଛି। ଏଥି ସହିତ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତିକୁ ବି ପୂରା କରିବାର ସମୟ ଆସି ଯାଇଛି। ସରକାରଙ୍କ ସାମ୍ନାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି, ଉଜ୍ଜ୍ୱଳା ଯୋଜନା ଅଧୀନରେ ମାଗଣା ଗ୍ୟାସ୍‌ ସିଲିଣ୍ଡର ବିତରଣ କରିବା। ୟୁପି ସରକାରଙ୍କ ଏହି ଯୋଜନା…

ମାର୍ଚ୍ଚ ମାସ ଆରମ୍ଭରୁ ମହଙ୍ଗା ମାଡ଼, ୧୦୫ ବଢିଲା ଏଲପିଜି ସିଲିଣ୍ଡର ଦାମ୍‌

ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ଆଜି ଏଲପିଜି ସିଲିଣ୍ଡରର ନୂଆ ଦାମ୍‌ ଜାରି ହୋଇଛି। ଖବର ମୁତାବକ ସିଲିଣ୍ଡର ଦାମ୍‌ ୧୦୫ ଟଙ୍କା ମହଙ୍ଗା ହୋଇଛନ୍ତି। ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ମଧ୍ୟରେ ଏଲପିଜି ସିଲିଣ୍ଡରର ନୂଆ ରେଟ୍ ଜାରି ହୋଇଯାଇଛି । ସିଲିଣ୍ଡର ଦର…

କମ୍‌ ଟଙ୍କାରେ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବାକୁ ଚାହୁଁଛନ୍ତି କି, ତେବେ ଡାଉନଲୋଡ୍‌ କରନ୍ତୁ ଏହି ଆପ୍‌

କରୋନା ମହାମାରୀ ଭିତରେ ମହଙ୍ଗା ଲୋକଙ୍କ ଜୀବନକୁ ପ୍ରଭାବିତ କରି ରଖିଛି। ଏହାରି ଭିତରେ ଗ୍ୟାସ ସିଲିଣ୍ଡରର ଦାମ୍‌ ଆକାଶ ଛୁଇଁଛି। କିନ୍ତୁ ଯଦି ଆପଣ ଶସ୍ତା ଦାମରେ ଗ୍ୟାସ ସିଲିଣ୍ଡର କିଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଏକ ବଢ଼ିଆ ଅଫର ରହିଛି। ଏହି ଅଫର ଦେଉଛି ଡିଜିଟାଲ ପେମେଣ୍ଟ…

ମାସ ଆରମ୍ଭରୁ ବଡ଼ ଝଟକା୍‌, ୧୦୦ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଆଜି ମାସ ଆରମ୍ଭରୁ ସାଧାରଣ ଜନତାଙ୍କୁ ଲାଗିଛି ବଡ ଝଟକା। ଡିସେମ୍ବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ ସରକାରୀ ତେଲ କମ୍ପାନୀ ଗ୍ୟାସ୍‌ ସିଲିଣ୍ଡର ଦାମରେ ବୃଦ୍ଧି କରିଛନ୍ତି। ଆଜି ଗ୍ୟାସ୍‌ ସିଲିଣ୍ଡର ଦାମ ୧୦୩ ଟଙ୍କା ୫୦ ପଇସା ଟଙ୍କା ବଢିଛି। ଗତ ମାସରେ ସିଲିଣ୍ଡର ଦାମ୍‌ ୨୬୬ ଟଙ୍କା ପର୍ଯ୍ୟନ୍ତ…

ମହଙ୍ଗା ମାଡ଼ରେ ଗ୍ରାହକ ବେହାଲ, ଗ୍ୟାସ୍‌ ଭରି ପାରୁନଥିବାରୁ କବାଡ଼ି ଦୋକାନରେ ବିକୁଛନ୍ତି ଉଜ୍ଜ୍ୱଳା ସିଲିଣ୍ଡର

ଦେଶର ସମସ୍ତ ପରିବାରକୁ ସୁରକ୍ଷିତ ତଥା ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଇଦେବା ଉଦ୍ଦେଶ୍ୟରେ ୧ ମେ ୨୦୨୬ରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା। ସରକାରଙ୍କ ପକ୍ଷରୁ ଏପିଏଲ୍‌ ଓ ବିପିଏଲ୍‌ ରାସନ କାର୍ଡଧାରୀ ମହିଳାଙ୍କୁ ଘରୋଇ ଗ୍ୟାସ୍‌ ଯୋଗାଇ ଦିଆଯାଉଥିଲା। କିନ୍ତୁ ଏବେ ମହଙ୍ଗା…

ଆପଣଙ୍କ ଗ୍ୟାସ ସିଲିଣ୍ଡର କେତେ ଦିନରେ ହେବ ଖାଲି, ପତ୍ତା ଲଗାଇବା ପାଇଁ ଫଲୋ କରନ୍ତୁ ଏହି ଟ୍ରିକ

ଦିନକୁ ଦିନ ବଢ଼ିଚାଲିଛି ରୋଷେଇ ଗ୍ୟାସ୍ ସିଲିଣ୍ଡରର ଦର। ଗୋଟିଏ ସିଲିଣ୍ଡରକୁ ମାସେ ଚଲାଇବା ବହୁତ କଷ୍ଟକର ହୋଇପଡୁଛି। ସବୁ ଲୋକ ଚାହାଁନ୍ତି ସିଲିଣ୍ଡର ଯେମିତି ମାସେରୁ ଅଧିକ କଷ୍ଟେ ମଷ୍ଟେ ଚଳିଯାଉ। ହେଲେ ରୋଷେଇ ବେଳେ ତା ଏହାର ହିସାବ ରଖିବା ମୁସ୍କିଲ । ତେଣୁ ଆପଣଙ୍କୁ ଏହାର ଟେକନିକ…

ପୁଣିଥରେ ବଢ଼ିଲା ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌, ଏବେ କେତେ ଟଙ୍କାରେ କିଣିବେ ଜାଣନ୍ତୁ

ପୁଣିଥରେ ବଢ଼ିଲା ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌। ତୈଳ କମ୍ପାନୀଗୁଡ଼ିକ ସିଲିଣ୍ଡରର ଦାମ୍‌ ପୁଣି ୨୫ ଟଙ୍କା ବଢ଼ାଇ ଦେଇଛନ୍ତି। ନୂତନ ଦାମ୍‌ ଲାଗୁ ହେବା ପରେ ଦିଲ୍ଲୀରେ ଏଲ୍‌ପିଜି ଦର ୮୫୯.୫ ଟଙ୍କା ହୋଇଛି। ଏହା ପୂର୍ବରୁ ଜୁଲାଇରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୨୫.୫୦ ଟଙ୍କା ବଢ଼ିଥିଲା।…

ଆଜିଠୁ ପୁଣି ମହଙ୍ଗା ହେଲା ଏଲପିଜି ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କେତେ ବଢ଼ିଲା ଦାମ୍

ଆଜିଠୁ ବଢ଼ିଛି ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍। କିନ୍ତୁ ଘରୋଇ ଏଲପିଜି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। କେବଳ କମର୍ସିଆଲ ୧୯ କେଜିଯୁକ୍ତ ଗ୍ୟାସ ସିଲିଣ୍ଡର ଦାମ୍ ବଢ଼ିଛି। ରିପୋର୍ଟ ମୁତାବକ, ଅଗଷ୍ଟ ୧ରୁ ଇଣ୍ଡେନର ଏଲପିଜି ସିଲିଣ୍ଡର ପୁରୁଣା ଦାମରେ ହିଁ ଉପଲବ୍ଧ ହେବ। ସାଧାରଣତଃ…

ପେଟ୍ରୋଲ ପରେ ଏବେ ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍‌, ଜାଣନ୍ତୁ କେତେ ହେଲା ନୂଆ ଦର

ଆଜିଠାରୁ ସାଧାରଣ ଜନତାଙ୍କର ମହଙ୍ଗା ବୋଝ ଆହୁରି ବଢ଼ିଯାଇଛି। ଏବେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଦାଉ ସାଧୁଛି। ଆଉ ଏମିତି ମହଙ୍ଗା ସ୍ଥିତିରେ ବିନା ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଆଜି ଅର୍ଥାତ୍ ଜୁଲାଇ ୧ତାରିଖରୁ ଇଣ୍ଡେନରୁ ସିଲିଣ୍ଡର…

ଆଜି ଠାରୁ ୧୨୨ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର, ଜୁନରୁ ବୁକିଙ୍ଗ୍‌ କରିବା ପୂର୍ବରୁ ଚେକ କରିନିଅନ୍ତୁ ନୂଆ…

ଏଲପିଜି ସିଲିଣ୍ଡରକୁ ନେଇ ଗ୍ରାହକଙ୍କୁ ସାମାନ୍ୟ ଆସ୍ୱସ୍ତି ଦେଲେ ସରକାର। ଆଜି ଠାରୁ ଅର୍ଥାତ୍‌ ଜୁନ୍ ୧ ତାରିଖରୁ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ କରିଛନ୍ତି ସରକାର। ଆଇଓସି ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୨୨ ଟଙ୍କା ହ୍ରାସ ହୋଇଛି । ତେବେ ୧୪.୨ କିଲୋଗ୍ରାମର ଘରୋଇ…

LPG Offers: ୯ ଟଙ୍କାରେ ମିଳିବ ୮୦୯ ଟଙ୍କାର ଗ୍ୟାସ୍‌ ସିଲିଣ୍ଡର, ୩୦ ଏପ୍ରିଲ ଯାଏ ରହିଛି ମଉକା, ଏମିତି ଉଠାନ୍ତୁ…

ତୈଳ କମ୍ପାନୀଗୁଡ଼ିକ ଚଳିତ ମାସ ୧ ତାରିଖରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ୧୦ ଟଙ୍କା କମାଇଥିଲେ। ଏଥିରୁ ଉପଭୋକ୍ତାମାନଙ୍କୁ ସାମାନ୍ୟ ଆଶ୍ୱସ୍ତୀ ମିଳିଥିଲା। କିନ୍ତୁ ବିନା ସବ୍‌ସିଡିଯୁକ୍ତ ୧୪.୨ କିଗ୍ରା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଏବେ ବି ୮୦୯ ଟଙ୍କା ରହିଛି। ତେବେ…

ଖୁସି ଖବର: ବଦଳିଗଲା ଏଲ୍‌ପିଜିର ଏହି ନିୟମ, ଏବେ ଗ୍ୟାସ୍‌ ସିଲିଣ୍ଡର ନେବା ହେଲା ଆହୁରି ସହଜ, ଏମିତି କରନ୍ତୁ ଆବେଦନ

ଇଣ୍ଡିଆନ ଅଏଲ୍‌ କର୍ପୋରେଶନ(IOCL) ସାଧାରଣ ଲୋକଙ୍କୁ ବଡ଼ ଖୁସି ଖବର ଦେଇଛି। ଏବେ ଆପଣ ବିନା ଠିକଣା ପ୍ରମାଣରେ ମଧ୍ୟ ଏଲ୍‌ପିଜି ସିଲିଣ୍ଡର ନେଇ ପାରିବେ। ପୂର୍ବରୁ ଯେଉଁ ଲୋକଙ୍କ ପାଖରେ ଠିକଣା ପ୍ରମାଣ ନ ଥିଲା, ସେମାନଙ୍କୁ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ମିଳୁ ନ ଥିଲା। ଏବେ IOCL ଲୋକଙ୍କୁ…