୨୦୨୬ର ଦିବ୍ୟ ଉପାୟ, ଜାଣନ୍ତୁ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ପ୍ରସନ୍ନ
ଧନର ଦେବୀ ମା’ ଲକ୍ଷ୍ମୀ । ସମସ୍ତେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା କରନ୍ତି । ଯେଉଁମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଥାଏ ସେମାନେ ସୁଖମୟ ଜୀବନ ଯାପନ କରନ୍ତି । ସେମାନଙ୍କ ଜୀବନରେ କୌଣସି ଜିନିଷର ଅଭାବ ନଥାଏ । ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ଯେ ମା’…