ଜମ୍ମୁ କଶ୍ମୀର: ବୈଷ୍ଣୋଦେବୀ ଭବନ ରାସ୍ତାରେ ଭୂସ୍ଖଳନ, ୩ ମୃତ, ଅନେକ ଫସିଥିବା ଆଶଙ୍କା
ଜମ୍ମୁ କଶ୍ମୀରରେ ଥିବା ବୈଷ୍ଣୋଦେବୀ ଭବନ ଯିବା ରାସ୍ତାରେ ଭୂସ୍ଖଳନ ହୋଇଥିବା ଖବର ମିଳିଛି । ପନ୍ଛିରେ ଥିବା ହେଲିପ୍ୟାଡ ନିକଟରେ ଭୂସ୍ଖଳନ ହୋଇଥିବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ଅନେକ ଶ୍ରଦ୍ଧାଳୁ ଫସିଥିବା ଆଶଙ୍କା କରାଯାଉଛି । ମାତା ବୈଷ୍ଣୋ ଦେବୀ ଶ୍ରୀଇନ ବୋର୍ଡ…