Browsing Tag

maharastra

ସ୍ୱାମୀର ସାଙ୍ଗ ସାଜିଲା ସୈତାନ, ପଞ୍ଚାମୃତରେ ନିଶା ଦେଇ ବନ୍ଧୁ ପତ୍ନୀଙ୍କୁ ୫ ବର୍ଷ ଧରି କରୁଥିଲା ଦୁଷ୍କର୍ମ, ୫ ଗିରଫ

ମହାରାଷ୍ଟ୍ର : ମହାରାଷ୍ଟ୍ରର ପାଳଘର ଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କ ସାଙ୍ଗ କରିଛି ଦୁଷ୍କର୍ମ । ସ୍ୱାମୀଙ୍କ ଉପରେ କାଲାଯାଦୁର ପ୍ରଭାବ ରହିଛି । ଏଥିରୁ ତାଙ୍କୁ ମୁକ୍ତ କରିବାକୁ ହେଲେ ଘରେ ଅନୁଷ୍ଠାନ କରିବାକୁ ହେବ ବୋଲି କହିଥିଲା ସାଙ୍ଗ । ଫଳରେ…

ସଂରକ୍ଷଣ ଦାବିରେ ହିଂସାତ୍ମକ ରୂପ ନେଲା ଆନ୍ଦୋଳନ, ଜଲନାରେ ପୋଲିସ-ଆନ୍ଦୋଳନକାରୀ ଖଣ୍ଡଯୁଦ୍ଧ

ପୋଲିସ-ଆନ୍ଦୋଳନକାରୀ ଖଣ୍ଡଯୁଦ୍ଧ। ମହାରାଷ୍ଟ୍ର ଜଲନାରେ ହିଂସାତ୍ମକ ରୂପ ନେଲା ଆନ୍ଦୋଳନ। ବର୍ଷିଲା ଢ଼େଲା, ବୁଲିଲା ଲାଠି। ମରାଠା ସଂପ୍ରଦାୟ ପାଇଁ ସଂରକ୍ଷଣ ଦାବିରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଶୁକ୍ରବାର ହିଂସାତ୍ମକ ରୂପ ନେଇଥିଲା। ପୋଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ…

ମହାରାଷ୍ଟ୍ର ରାଇଗଡ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଲା: ମାଟିତଳୁ ବାହାରୁଛି ଦୁର୍ଗନ୍ଧ, ୧୪୪ ଧାରା ଲାଗୁ

ମହାରାଷ୍ଟ୍ର ରାଇଗଡରେ ଘଟିଥିବା ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି । ଏନଡିଆରଏଫ ଟିମ୍‌ ଏପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟଜାରି ରଖିଛି । ଆଜି ସକାଳୁ ଏଠାରେ ଖୋଜାଖୋଜି ଚାଲିଛି । ଏପର୍ଯ୍ୟନ୍ତ ୮୧ ଜଣ ନିଖୋଜ ଥିବା ଜଣାପଡିଛି । ତେବେ ଭୂସ୍ଖଳନ ହୋଇଥିବା ସ୍ଥାନରେ ପଚାସଢା ଦୁଗର୍ନ୍ଧ…

ବୁଲଢାଣା ବସ୍‌ ଦୁର୍ଘଟଣା : ମଦ ନିଶାରେ ବସ୍‌ ଚଳାଉଥିଲେ ଡ୍ରାଇଭର, ଫରେନ୍ସିକ ଯାଞ୍ଚ ରିପୋର୍ଟରୁ ଖୁଲାସା

ମହାରାଷ୍ଟ୍ର ବୁଲଢାଣାରେ ବସ୍‌ରେ ନିଆଁ ଲାଗି ୨୫ ଜଣ ଜୀବନ୍ତ ଜଳିଯାଇଥିବା ଖବର ସମସ୍ତଙ୍କୁ ସ୍ତବ୍ଧ କରିଥିଲା । ଏବେ ବସ୍‌ ଡ୍ରାଇଭରକୁ ନେଇ ବଡ ଖୁଲାସା ହୋଇଛି । ଦୁର୍ଘଟଣା ସମୟରେ ଡ୍ରାଇଭର ଜଣକ ମଦ ନିଶାରେ ଗାଡିରେ ଚଲାଉଥିଲେ । ଜୁଲାଇ ୧ ତାରିଖରେ ସମୃଦ୍ଧି ଏକ୍ସପ୍ରେସ ୱେରେ ନାଗପୁରରୁ…

ମହାରାଷ୍ଟ୍ର ବୁଲଢାଣା ବସ୍‌ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ପ୍ରଧାନମନ୍ତ୍ରୀ ଘୋଷଣା କଲେ ସହାୟତା ରାଶି

ମହାରାଷ୍ଟ୍ର ବୁଲଢାଣାରେ ବସ୍‌ରେ ନିଆଁ ଲାଗିବା ଯୋଗୁଁ ୨୬ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିଜନକୁ ୫-୫ ଲକ୍ଷ ଟଙ୍କା ସହାୟତା…

ବନ ବିଭାଗରେ ଖାଲିପଡିଛି ହଜାରରୁ ଅଧିକ ପଦବୀ, ୩୦ ଜୁନ୍‌ ଭିତରେ କରନ୍ତୁ ଆବେଦନ

ବନ ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ବନ ବିଭାଗରେ ହଜାରରେ ଅଧିକ ପଦବୀ ଖାଲିପଡିଛି । ମହାରାଷ୍ଟ୍ର ବନ ବିଭାଗରେ ତୁରନ୍ତ ଆବେଦନ କରନ୍ତୁ । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସଆଲ ୱେବସାଇଟ୍‌ mahaforest.gov.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ…

ଦେଶର ସବୁଠୁ ଛୋଟ ରେଳ ମାର୍ଗ, ୮ ମିନିଟ୍‌ରେ ଦେବାକୁ ପଡିଥାଏ ୮୦୦ ଟଙ୍କା

ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଭାରତୀୟ ରେଳବାଇକୁ ବାଛିଥାନ୍ତି । ଏହା ଦେଶର ଅଗ୍ରଗତିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଏଠାରେ ପ୍ରତ୍ୟେକ ଦିନ ଏକା ସାଙ୍ଗରେ ଅନେକ ଘଟଣା ଘଟିଥାଏ , ଯେମିତିକି ଅଧିକ ବେଗରେ ଚାଲୁଥିବା ଟ୍ରେନ୍, ବ୍ୟସ୍ତବହୁଳ ଯାତ୍ରୀ,…

ନାଗପୁର-ପୁନେ ଏକ୍ସପ୍ରେସ ୱେ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୯ ମୃତ, ୧୩ ଗୁରୁତର

ନାଗପୁର-ପୁନେ ଏକ୍ସପ୍ରେସ ୱେ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସରକାରୀ ବସ୍‌ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୯ ମୃତ ଏବଂ ୧୩ ଗୁରୁତର ରହିଥିବା ଖବର ମିଳିଛି । ଘଟଣା ବିଷୟରେ ପୋଲିସ ଖବର ପାଇଁ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି…

ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ତୁମୂଳକାଣ୍ଡ: ଜଣେ ମୃତ, ୮ ଆହତ

ମହାରାଷ୍ଟ୍ରର ଅକୋଲାରେ ବିବାଦୀୟ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଭୟଙ୍କର ଗୋଷ୍ଠୀ ସଂଘର୍ଷ । ଶନିବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ମାଡ଼ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାର…

ଭଉଣୀର ଋତୁସ୍ରାବ ଦେଖି ଶାରୀରିକ ସଂପର୍କ ସନ୍ଦେହ କଲା ଭାଇ, ୧୨ ବର୍ଷର ଭଉଣୀକୁ ହତ୍ୟା କଲା ଭାଇ

ଯେଉଁ ଭଉଣୀ ନିଜର ରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲା, ଆଜି ସେହି ହାତରେ ଭଉଣୀକୁ ହତ୍ୟା କରିଛି ଭାଇ । ମହାରାଷ୍ଟ୍ରରେ ଘଟିଥିବା ଏହି ଘଟଣା ଯୋଗୁଁ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ୧୨ ବର୍ଷର ଭଉଣୀର ଋତୁସ୍ରାବ ଦେଖି ହତ୍ୟା କରିଛି ୩୦ ବର୍ଷୀୟ ଭାଇ । ଖବର ମୁତାବକ, ୧୨…

ମହାରାଷ୍ଟ୍ର ସରକାର ଭାଙ୍ଗିବା ନେଇ କଳ୍ପନା ଜଳ୍ପନା, ଏଥର ଏନସିପିରୁ ହୋଇ ପାରନ୍ତି ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଦୁଇ ଥର ପରିବର୍ତ୍ତନ ହେଲାଣି । ପ୍ରଥମେ ଉଦ୍ଧବ ଠାକରେଙ୍କ ସରକାରରେ ଅନ୍ତର୍ଦ୍ୱନ୍ଦ ଦେଖାଯିବା ପେର ଏକନାଥ ସିନ୍ଧେ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି । ଏବେ ପୁଣି ମହାରାଷ୍ଟ୍ରରେ ସରକାର ଭାଙ୍ଗିଯିବାର ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ…

ରାସ୍ତାରେ ହଠାତ୍‌ ମାଡିଆସିଲା ସୁନାମୀ ଭଳି ପାଣି, ପାଣିରେ ଭାସିଗଲେ ସ୍କୁଟି ଚାଳକ

ଫାଟିଗଲା ରାସ୍ତା, ମାଡିଆସିଲା ପାଣି । ପାଣିର ପ୍ରଖର ସୁଅରେ ଭାସିଗଲେ ସ୍କୁଟି ଚାଳକ । ଏମିତି ଆଶ୍ଚର୍ଯ୍ୟକର ଭିଡିଓ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଯେଉଁଠି ରାସ୍ତା ଫାଟି ପାଣି ସୁନାମୀ ହୋଇ ମାଡି ଆସିଛି । ଯାହାର ଫୁଟେଜ ସିସିଟିଭିରେ କଏଦ ହୋଇଛି । ପାଣି ପାଇପ ଫାଟିଯିବାରୁ ଏଭଳି…