Below header
Browsing Tag

mahua moitra

ସମନ ସତ୍ତ୍ୱେ EDରେ ହାଜର ହେଲେନି ମହୁଆ ମୋଇତ୍ର, କହିଲେ, ‘ମୁଁ ନିର୍ବାଚନ ପ୍ରଚାରରେ ବ୍ୟସ୍ତ’

ତୃଣମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୋଇତ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନକୁ ଅଣଦେଖା କରିଛନ୍ତି । ଗୁରୁବାର ସେ କୃଷ୍ଣାନଗର ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ ବୋଲି କହିଛନ୍ତି । ମହୁଆ ମୋଇତ୍ର କହିଛନ୍ତି ଯେ 'ଅପରାହ୍ନରେ ମୁଁ କୃଷ୍ଣାନଗର ନିର୍ବାଚନମଣ୍ଡଳୀରେ…

ମହୁଆ ମୋଇତ୍ରଙ୍କ ଘରେ ପଶିଲା CBI, ଟିଏମ୍‌ସି ନେତାଙ୍କ ଅନେକ ଠିକଣାରେ ଚାଲିଛି ଚଢ଼ାଉ

ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ମହୁଆ ମୋଇତ୍ରଙ୍କ ଘରେ ସିବିଆଇ ଚଢ଼ାଉ । ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚରାଯିବା ମାମଲାରେ ମହୁଆଙ୍କ ଘରେ ପଶିଛି ସିବିଆଇ । ତଦନ୍ତ ଏଜେନ୍ସି ମହୁଆଙ୍କର କୋଲକାତା ସମେତ ଅନେକ ସ୍ଥାନରେ ଚଢ଼ାଉ କରୁଛି । ଦିଲ୍ଲୀରୁ ସିବିଆଇ ଟିମ୍‌ ମହୁଆଙ୍କ ବାପାଙ୍କର…

ମହୁଆ ମୌତ୍ରଙ୍କଠାରୁ ଛଡ଼ାଇ ନିଆଯିବ ସରକାରୀ ବଙ୍ଗଳା ! କେନ୍ଦ୍ର ପଠାଇଲା ନୋଟିସ୍‌, ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ

ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ମହୁଆ ମୌତ୍ରଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ସଂସଦ ସଦସ୍ୟତା ହରାଇଥିବା ମହୁଆଙ୍କୁ ଏବେ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ମିଳିଛି । ଏହି ନୋଟିସ୍‌ରେ କଠୋର ଭାବରେ ମହୁଆଙ୍କୁ କୁହାଯାଇଛି ଯେ ଜଣେ…

ପୁଣି ଏକ ବିବାଦରେ ଛନ୍ଦି ହେଲେ ମହୁଆ ମୈତ୍ର, ପୂର୍ବତନ ପ୍ରେମିକ ଆଣିଲେ ଗୁଇନ୍ଦାଗିରିର ଅଭିଯୋଗ

ପଶ୍ଚିମବଙ୍ଗରୁ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୈତ୍ର ପୁଣି ଏକ ବିବାଦରେ ଛନ୍ଦି ହୋଇଛନ୍ତି। ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ଟଙ୍କା ନେବା ମାମଲାରେ ମହୁଆ କିଛି ଦିନ ତଳେ ନିଜର ଲୋକସଭା ସଦସ୍ୟତା ହରାଇଥିଲେ। ବର୍ତ୍ତମାନ ସେ ପୋଲିସ ସହାୟତାରେ ଗୁଇନ୍ଦାଗିରି କରୁଥିବାର ଅଭିଯୋଗ…

ସୁପ୍ରିମ୍‌କୋର୍ଟ ଗଲେ ମହୁଆ ମୈତ୍ର, ଲୋକସଭା ସଦସ୍ୟତା ରଦ୍ଦ ବିରୋଧରେ ଦାଖଲ କଲେ ପିଟିସନ

ସୁପ୍ରିମ୍‌କୋର୍ଟ ଗଲେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର। ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହେବା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମହୁଆ ପିଟିସନ ଦାଖଲ କରି ତାଙ୍କ ବିରୋଧରେ ଏଥିକ୍ସ କମିଟିର ସୁପାରିଶ ଏବଂ ଏହାକୁ ଆଧାର କରି ଲୋକସଭାରୁ ପ୍ରସ୍ତାବ ପାରିତ ହେବାକୁ…

ମହୁଆ ମୈତ୍ର ବହିଷ୍କୃତ ହେବା ପରେ ଆସିଲା ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା; କହିଲେ, ‘ଗଣତନ୍ତ୍ରର ବାଇପାସ୍ ସର୍ଜରୀ’

ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମମତା କହିଛନ୍ତି ଯେ ଏହା ହେଉଛି ଗଣତନ୍ତ୍ରର ହତ୍ୟା। ଲୋକସଭା ନିଷ୍ପତ୍ତିର କିଛି ମିନିଟ୍‌…

ଲୋକସଭାରୁ ଟିଏମ୍‌ସି ସାଂସଦ ମହୁଆ ମୈତ୍ର ବହିଷ୍କୃତ, ଏଥିକ୍ସ କମିଟିର ରିପୋର୍ଟକୁ ଅନୁମୋଦନ

ଲୋକସଭାରୁ ବହିଷ୍କୃତ ହେଲେ ଟିଏମ୍‌ସି ସାଂସଦ ମହୁଆ ମୈତ୍ର। କ୍ୟାଶ୍‌ ଫର୍‌ କ୍ୱେରୀ (ପ୍ରଶ୍ନ ପାଇଁ ଲାଞ୍ଚ ନେବା) ମାମଲାରେ ମହୁଆ ବହିଷ୍କୃତ ହୋଇଛନ୍ତି। ତାଙ୍କ ସଂସଦୀୟ ପଦ ରଦ୍ଦ ହୋଇଛି। ଏଥିକ୍ସ କମିଟିର ସୁପାରିଶ ଆଧାରରେ ସାଂସଦଙ୍କୁ ବହିଷ୍କାର କରାଯାଇଛି। ଲୋକସଭାରେ ଗୁରୁବାର ଏଥିକ୍ସ…

‘ହେନେରୀ’କୁ ଫେରି ପାଇଲେ ଓକିଲ ଜୟ ଅନନ୍ତ, ଯାହାକୁ ନେଇ ଅଧିକାର ଦାବି କରୁଥିଲେ ମହୁଆ ମୋଇତ୍ର

ସୁପ୍ରିମକୋର୍ଟଙ୍କ ଓକିଲ ଜୟ ଅନନ୍ତ ଦେହାଦ୍ରାଇ ହେନେରୀକୁ ଫେରି ପାଇଛନ୍ତି। ମହୁଆ ମୋଇତ୍ରଙ୍କ ବିରୋଧରେ ଟଙ୍କା ନେଇ ପ୍ରଶ୍ନ ପଚାରିବାର ଅଭିଯୋଗ ଲଗାଇଥିଲେ ଜୟ ଅନନ୍ତ। ଶେଷରେ ହେନେରୀ ତାଙ୍କୁ ମିଳିଯାଇଛି। ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ଏକ ଭିଡିଓ ପୋଷ୍ଟ କରି ଏହି…

ମହୁଆ ମୋଇତ୍ରଙ୍କ ସମସ୍ୟା ବଢ଼ିଲା, ସଂସଦରୁ ତାଙ୍କୁ ନିଷ୍କାସିତ କରିବାକୁ ଏଥିକ୍ସ କମିଟି କଲା ସୁପାରିଶ

ଯାଇପାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ସାଂସଦ ପଦ। ଲୋକସଭା ଏଥିକ୍ସ କମିଟି ଏଥିପାଇଁ ସୁପାରିଶ କରିଛି। ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ଡ୍ରାଫ୍ଟ ରିପୋର୍ଟ ଉପରେ ଆଲୋଚନା ପାଇଁ ଆଜି ଏଥିକ୍ସ କମିଟି ବୈଠକ ବସିବ। ଜାତୀୟ ସୁରକ୍ଷାକୁ ଆଧାର କରି ଏଥିକ୍ସ କମିଟି ମହୁଆଙ୍କ…

ମହୁଆ ମୋଇତ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ଆଦେଶ ଦେଲେ ଲୋକପାଳ, ସାଂସଦ ନିଶିକାନ୍ତ ଦୁବେଙ୍କ ଦାବି

ପ୍ରଶ୍ନ ପଚାରିବା ବଦଳରେ ଲାଞ୍ଚ ନେବା ଅଭିଯୋଗ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ ମହୁଆ ମୋଇତ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ…

ମହୁଆ-ଏଥିକ୍ସ କମିଟି ମୁହାଁମୁହିଁ, ଅଶାଳୀନ ପ୍ରଶ୍ନ ପଚାରିବା ଅଭିଯୋଗ କରି ବୈଠକରୁ ବାହାରି ଆସିଲେ ମହୁଆ

ମହୁଆ-ଏଥିକ୍ସ କମିଟି ମୁହାଁମୁହିଁ। ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ସଂସଦୀୟ ଏଥିକ୍ସ କମିଟିରେ ହାଜର ହେଲେ ଟିଏମସି ସାଂସଦ ମହୁଆ ମଇତ୍ର। କିନ୍ତୁ ଏଥିକ୍ସ କମିଟି ବୈଠକରେ ମହୁଆଙ୍କୁ ବ୍ୟକ୍ତିଗତ ଓ ଅଶାଳୀନ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଛି। ମହୁଆ ମଇତ୍ର, ବିଏସପି ସାଂସଦ ଦାନିଶ ଅଲ୍ଲୀ ଓ…

ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ଆଜି ଲୋକସଭା ଏଥିକ୍ସ କମିଟି ନିକଟରେ ହାଜର ହେବେ ସାଂସଦ ମହୁଆ ମୋଇତ୍ରା

ନୂଆଦିଲ୍ଲୀ : ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଆଜି ଲୋକସଭା ଏଥିକ୍ସ କମିଟି ନିକଟରେ ହାଜର ହେବେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା । ତିନିଟି ମନ୍ତ୍ରାଳୟର ସୂଚନା ଆଧାରରେ ତାଙ୍କୁ ପ୍ରଶ୍ନ କରାଯିବ । ଆସନ୍ତା ୫ ତାରିଖରେ ହାଜର ହେବାକୁ ଅନୁରୋଧ କରିଥିଲେ ମହୁଆ । କିନ୍ତୁ ଆଜି ସୁଦ୍ଧା…