Browsing Tag

malkangiri

ମାଲକାନଗିରି ତାରଲାକଟା-C କଲୋନୀ ଗାଁରେ ଅଭାବନୀୟ ଘଟଣା, ପୋଖରୀରେ ବୁଡ଼ି ୨ଶିଶୁ ପୁତ୍ର ଏବଂ ଶିଶୁ କନ୍ୟାଙ୍କ ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ତାରଲାକଟା-C କଲୋନୀ ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ଦୁଇ ଶିଶୁ ପୁତ୍ର ଏବଂ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ବୟସ ୭ରୁ ୮ ବର୍ଷ ହେବ। ମୃତ ଶିଶୁ ପୁତ୍ର ହେଲେ ମେଘ ଖରା ଓ ଶିଶୁ କନ୍ୟା ରଞ୍ଜତା ଗଲରି । ସାଙ୍ଗ…

ପୁଣି ଓଡିଶାକୁ ଫେରିଲା ନାଇଟ କର୍ଫ୍ୟୁ, ହୋଲି ଦୋଳ ପର୍ବ ଉପରେ କଟକଣା

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରିକୁ ଫେରିଲା ନାଇଟ କର୍ଫ୍ୟୁ। ଆଗକୁ ବଡ଼ ଯାତ୍ରା ଥିବାରୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ।  ନାଇଟ କର୍ଫ୍ୟୁ ବେଳେ ଜାରି  ରହିବ ଜରୁରୀକାଳୀନ ସେବା ।  ୨୩ ମାର୍ଚ୍ଚରୁ ୩୧…

ମାଲକାନଗିରି:ମାଓବାଦୀଙ୍କ ଠାରୁ ବିମୁଖ ହୋଇ ଲୋକେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ BSF ପକ୍ଷରୁ ଜନ ସମ୍ପର୍କ ଶିବିର

ମାଲକାନଗିରି(କେନ୍ୟୁଜ୍):  ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର କୁସୁମପୁଟରେ BSF ପକ୍ଷରୁ ଜନ ସମ୍ପର୍କ ଶିବିର  ଆୟୋଜିତ ହୋଇଛି। BSFର ୧୫୧ ବଟାଲୀୟନ ପକ୍ଷରୁ ଏହି ଜନ ସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା। ଏହି ଅଞ୍ଚଳ ଲୋକେ ମାଓବାଦୀଙ୍କ ଠାରୁ ମୁହଁ ମୋଡି କିଭଳି ସୁରକ୍ଷା କର୍ମୀ ଙ୍କୁ ଲୋକେ…

ସମ୍ବଲପୁର: ବାରାହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର

କୁଚିଣ୍ଡା(କେନ୍ୟୁଜ୍): ବାରାହା ଆକ୍ରମଣରେ  ଜଣେ ବ୍ୟକ୍ତି ଗୁରୁତର। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଖଣ୍ଡୋକଟା ଗ୍ରାମର ଜୟ ନାଏକ ( ୫୦ ) ବାରାହା ଆକ୍ରମଣରେ ଗୁରୁତର ଆହତ ହୋଇ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ସକାଳୁ ବର୍ଷା ହୋଇଥିବାରୁ ପାଗ ଥଣ୍ଡା ରହିଥିଲା। ଏଣୁ…

ମହାଦେବଙ୍କୁ ନୁହେଁ, ରୋଗୀଙ୍କୁ କ୍ଷୀର ଦେଲେ ସମାଜସେବୀ

ମାନବସେବା ହିଁ ମାଧବ ସେବା। ଏହାର ପ୍ରକୃତ ଉଦାହରଣ ପାଲଟିଛନ୍ତି ହେତୁବାଦ ଓ ମାନବବାଦ ସଂଗଠନ। ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ପରେ ସାଉଁଟିଛନ୍ତି ଅନେକ ପ୍ରଶଂସା। ଗତକାଲି ମହାଶିବରାତ୍ରୀ ଉପଲକ୍ଷେ ମାଲକାନଗିରି ଜିଲ୍ଲାରେ ହଜାର ହଜାର ଭକ୍ତ ଜାଗର ଜାଳିବା ସହ ଶିବ…

ମାଲକାନଗିରି: ଖଇରପୁଟ ମୁଦୁଲିପଡା ଘାଟିରେ ଅଗ୍ନିଶମ ବାହିନୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ,୪ କର୍ମଚାରୀ ଆହତ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ଘାଟିରେ ଅଗ୍ନିଶମ ବାହିନୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ  ୪ ଜଣ  କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ମୁଡୁଲିପଡ଼ା ବି.ଏସ.ଏଫ କ୍ୟାମ୍ପ ଗସ୍ତ କାର୍ଯ୍ୟକ୍ରମର…

ମାଲକାନଗିରି: ମାଥିଲି ଥାନା କଉଡ଼ିଗୁଡ଼ା ଗାଁରେ ଅଭାବନୀୟ ଘଟଣା,କୂଅରେ ପଡ଼ି ମାଆ ଓ ଝିଅ ମୃତ

ମାଲକାନଗିରି (କେନ୍ୟୁଜ୍): କୂଅରେ ପଡ଼ି ମାଆ ଓ ଝିଅ ମୃତ। ମାଲକାନଗିରି ଜିଲ୍ଲା ମାଥିଲି ଥାନା କଉଡ଼ିଗୁଡ଼ା ଗାଁରେ ଅଭାବନୀୟ ଘଟଣା। ମୃତକ ହେଲେ ମାଆ ମତିଖରା ଏବଂ ୪ ବର୍ଷର ଝିଅ ରାଜନ୍ତି ଖରା। କୂଅରେ କୌଣସି କାରଣରୁ ପଡିଯାଇଥିଲେ। ଗତକାଲିଠାରୁ ନିଖୋଜ ଥିଲେ ଦୁହେଁ। ପରିବାର ଲୋକ ଖୋଜାଖୋଜି କଲା…

ମାଓ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଯବାନ୍, ସୁରକ୍ଷାବାହିନୀକୁ ଟାର୍ଗେଟ କରି ରାସ୍ତାରେ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ୍‌

ମାଲକାନଗିରି : ମାଓ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଯବାନ୍‌। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୁଣି ପଣ୍ଡ ହେଲା ମାଓ ଯୋଜନା। ସୁରକ୍ଷାବାହିନୀକୁ ଟାର୍ଗେଟ କରି ରାସ୍ତାରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ। ପୋଲିସ ସର୍ଚ୍ଚ ଅପରେସନ୍‌ ବେଳେ ଲ୍ୟାଣ୍ଡମାଇନ୍‌ ଠାବ କରି…

ମାଓ ଉତ୍ପାତ: ମାଲକାନଗିରିରେ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ, ବାଲିଗୁଡା ବେଲଘରରେ ପୋଲିସ ସନ୍ଦେହ ଦୁଇ ଜଣକୁ…

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ପୋଲିସକୁ ସଫଳତା । ପୋଲିସ-ମାଓବାଦୀ ଗୁଳିବିନମୟରେ ଜଣେ ମାଓବାଦୀ ମୃତ । ମାଲକାନଗିରି ମାଡକପଦର ଜଙ୍ଗଲରେ ଗୁଳିବିନିମୟ ହୋଇଛି । ଅଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି । SOG ଓ DVF ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଇଛି ।…

ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ,ନିର୍ଦ୍ଦେଶ ଦେଲେ ପୋଲିସ…

କେନ୍ୟୁଜ୍(ବ୍ୟୁରୋ):  ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ରାଜ୍ୟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି। ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ପିଏ ଥିବା ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ପରେ ବିବାଦ ସୃଷ୍ଟି ହୋଇଥିଲା।…

ଗଣତନ୍ତ୍ର ଦିବସରେ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେଲେ ୨୪ ମାଓବାଦୀ, ଖୁସିରେ ଏସପିଙ୍କ ସହ ନାଚିଲେ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଦନ୍ତେୱାଡା SP ଙ୍କ ନିକଟରେ ୨୪ ମାଓବାଦୀ ଆତ୍ମସମର୍ପଣ। ୭୨ ତମ ସାଧରଣତନ୍ତ୍ର ଦିବସରେ ଦନ୍ତେୱାଡା ପୋଲିସ କୁ ମିଳିଛି ବଡ଼ ସଫଳତା। ମାଓବାଦୀଙ୍କ ଆତ୍ମସମର୍ପଣ ଯୋଗୁଁ ଖୁସିରେ ଦନ୍ତେୱାଡା SP ଅଭିଷେକ ପହ୍ଲବ ମାଓବାଦୀ ଙ୍କ…