Browsing Tag

mayurbhanj

ପୁଣି କଲରା ପତାରିଆ ବାଘ ଛାଲ ଜବତ, ୫ ଜଣ ବେପାରୀ ଗିରଫ

କେନ୍ୟୁଜ (ବ୍ୟୁରୋ): ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜରେ ବାଘ ଛାଲ ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି ବନ ବିଭାଗ l ବିଶେଷ ସୂତ୍ରରୁ ଖବର ପାଇ ବାଘ ଛାଲ କାରବାର ଚାଲିଥିବା ବେଳେ ବନ ବିଭାଗ ବାଘ ଛାଲ ବ୍ୟାପାରୀଙ୍କୁ ଧରିବା ନେଇ ଉଦ୍ୟମ ଚଳାଇ ସଫଳ ହୋଇଛି l ବାଘ ଛାଲ…

ମୟୁରଭଞ୍ଜ: ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ଦୁଇ ଯୁବକ, ଛେଳି ଉଦ୍ଧାର କରିବାକୁ ଯାଇ ଫସି ଯାଇଥିଲେ ନଦୀ ଟାପୁରେ

ବାରିପଦା (କେ ନ୍ୟୁଜ୍‌) : ଛେଳି ଉଦ୍ଧାର କରିବାକୁ ଯାଇ ନଦୀ ମଝିରେ ଫସିଗଲେ ଦୁଇ ଯୁବକ । ତେବେ ଅଳ୍ପକେ ରକ୍ଷା ପାଇଗଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବାଙ୍ଗିରିପୋଷି କଲେଜ ନିକଟସ୍ଥ କାଳିଆମୀ ପୋଲ ନିକଟରେ। ଏଠାରେ ପ୍ରବାହିତ ହୋଇଥିବା…

ମୟୁରଭଞ୍ଜ ବାଙ୍ଗିରିପୋଷି ଘାଟିରେ ଟ୍ରଲର-ଅଟୋ ରିକ୍ସା ମୁହାଁମୁହିଁ ଧକ୍କା: ୨ ମୃତ, ୧୦ ଗୁରୁତର

ମୟୁରଭଞ୍ଜ : ଟ୍ରଲର-ଅଟୋ ରିକ୍ସା ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୨ ମୃତ, ୧୦ ଗୁରୁତର । ମୟୁରଭଞ୍ଜ ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ…

ମୟୁରଭଞ୍ଜ: ଶୁକୃଳି ବ୍ଳକର ଉଦ୍ୟାନ କାର୍ଯ୍ୟାଳରେ ଭିଜିଲାନ୍ସ ଚଢ଼ାଉ,୬୨୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ HEW ଗିରଫ

ମୟୁରଭଞ୍ଜ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଳକ ର ଉଦ୍ୟାନ କାର୍ଯ୍ୟାଳରେ  ଭିଜିଲାନ୍ସ ଚଢ଼ାଉ।    ଉଦ୍ୟାନ ବିଭାଗର କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଉଦ୍ୟାନ ସାଥୀ ଠାରୁ  ୬୨୦୦ ଟଙ୍କା ଲାଞ୍ଚ  ନେଉଥିବା ବେଳେ ବାରିପଦା ଭିଜିଲାନ୍ସ…

ମୟୂରଭଞ୍ଜ: ସ୍ବାଧୀନତା ଦିବସରେ ପୁଣି ମନ କିଣିନେଲେ ଯବାନ, ସହିଦ ଯବାନଙ୍କ ପରିବାରକୁ ବଢାଇଲେ ସହାୟତାର ହାତ

ରାଇରଙ୍ଗପୁର(କେନ୍ୟୁଜ୍): ସ୍ବାଧୀନତା ଦିବସରେ  ସହିଦ ଯବାନଙ୍କ ପରିବାରକୁ  ସହାୟତା ଦେଲେ ମୟୂରଭଞ୍ଜ ଜିଲ୍ଲାର ଅର୍ଦ୍ଧ ସାମରିକ ବାହିନୀ ଓ ସେନା ବାହିନୀରେ କାର୍ଯ୍ୟରତ ଯବାନ। ଗଲୱାନ ଉପତ୍ୟକାରେ ଚୀନ ସେନାଙ୍କୁ ପ୍ରତିହତ କରିବା ସମୟରେ ସହିଦ ହୋଇଥିବା ନାଏବ୍ ସୁବେଦାର ନନ୍ଦୁରାମ୍ ସୋରେନଙ୍କ…

ଓଡିଶାରେ ମେଲିଛି କି ବ୍ରାଉନସୁଗାର ବିଶାଳ ନେଟୱର୍କ ?, ଖୋର୍ଦ୍ଧା ପରେ ଆଜି ମୟୂରଭଞ୍ଜରୁ ୩.୨୮କେଜି ଧଳାଜହର ଜବତ କଲା…

କେନ୍ୟୁଜ୍(ବ୍ୟୁରୋ):  ଧଳାଜହର ବେପାରୀଙ୍କ କବଳରେ  ଓଡିଶା।  କୋଟି କୋଟି  ଟଙ୍କା ବ୍ୟବସାୟ ପାଇଁ ଓଡିଶାରେ ମେଲିଛି ବିଶାଳ ନେଟୱର୍କ । ୧୦୦ କି ୨୦୦ ଗ୍ରାମ ନୁହେଁ ଏବେ କିଲୋ କିଲୋ  ସିଜ କରୁଛି ପୋଲିସ। ଯାହା ଓଡିଶା ପାଇଁ ଏକ ଚିନ୍ତା ଜନକ ବିଷୟ। କିଛି ଦିନ ପୂର୍ବେ ଖୋର୍ଦ୍ଧାରୁ ଏକ…

ମହୁ ସଂଗ୍ରହ କରିବା ହେଲା କାଳ: ଜଣେ ମୃତ, ୨ ଗୁରୁତର

ମୟୁରଭଞ୍ଜ(କେନ୍ଯୁଜ୍): ମହୁ ସଂଗ୍ରହ କରିବାକୁ ସାତ ଜଣ ସାଙ୍ଗ ହୋଇ ଜଙ୍ଗଲକୁ ଯାଇଥିଲେ। ସେଠାରେ ଗଛରେ ଚଢି ତିନି ଜଣ ମହୁ ସଂଗ୍ରହ କରୁଥିବା ବେଳେ ମହୁମାଛି ଆକ୍ରମଣ କରିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଦୁଇ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ମାଙ୍କଡପଡା…

ସାନ୍ତାଳୀ କଣ୍ଠଶିଳ୍ପୀ ବସେନ ମୁର୍ମୁଙ୍କ ଅକାଳ ବିୟୋଗ, ମାତ୍ର ୩୩ ବର୍ଷ ବୟସରେ ଚାଲିଗଲେ ଆରପାରି

ରାଇରଙ୍ଗପୁର (କେ ନ୍ୟୁଜ୍‌) : ଆରପାରିରେ ପ୍ରସିଦ୍ଧ ସାନ୍ତାଳୀ କଣ୍ଠଶିଳ୍ପୀ ବସେନ ମୁର୍ମୁ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୩ ବର୍ଷ ବୟସ ହୋଇଥିଲା । ଆଦିବାସୀ ଅଧ୍ୟୁଷିତ ମୟୁରଭଂଜ ଜିଲ୍ଲା ବିଜାତଳା ବ୍ଲକ ବରାଜିଆଣି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବସେନ । ପୂର୍ବରୁ କୌଣସି ରୋଗର ଲକ୍ଷଣ ନ…

ମାମୁଁ ଘର ବୁଲି ଆସି ଥିଲେ ଖୁସିରେ, ସାପ କାମୁଡ଼ାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ବାରିପଦା (କେ ନ୍ୟୁଜ୍‌) : ମାମୁଁ ଘରକୁ ବୁଲି ଆସିଥିଲେ ଦୁଇ ଭଉଣୀ । ହେଲେ ଜାଣି ନଥିଲେ ଇଏ ହେବ ସେମାନଙ୍କର ଶେଷ ବୁଲିବା । ସାପ କାମୁଡାରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଳକ ଅଧୀନ ବଡ ନୁଆଗାଁର ଦୁଇ ଭାଇ ବିକ୍ରମ ଆଦିତ୍ୟ ନାୟକ ଓ କୀର୍ତ୍ତନ ନାୟକଙ୍କ ଦୁଇ ଝିଅ…

ମୟୁରଭଞ୍ଜ: ଜିଲ୍ଲା ପ୍ରଶାସନର ଭିନ୍ନ ପଦକ୍ଷେପ, ଏଣିକି ଚାଷୀଙ୍କ ଠାରୁ ପରିବା ଆଣି ଲୋକଙ୍କ ଘରେ ପହଞ୍ଚାଇବେ

ବାରିପଦା: ଲକ୍‌ ଡାଉନ୍‌ କଟକଣାକୁ ଫୁ। ମୟୁରଭଞ୍ଜର ବିଭିନ୍ନ ହାଟରେ ଦେଖିବାକୁ ମିଳୁଛି ନାହିଁ ନଥିବା ଭିଡ। କରୋନା ପାଇଁ ଜାରି ହୋଇଥିବା ଲକ ଡାଉନ କଟକଣାକୁ କାହାରି ଖାତିର ନାହିଁ । ତେବେ ଭିଡ ନିୟନ୍ତ୍ରଣ ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି। ଚାଷୀଙ୍କ…