Below header
Browsing Tag

mobile

ଏବେ ମୋବାଇଲ୍‌ ଫୋନ୍‌ ଗ୍ରାହକ ୩ ଦିନରେ ବଦଳାଇ ପାରିବେ ଅପରେଟର

ଦୂରସଞ୍ଚାର ନିୟାମକ ‘ଟ୍ରାଇ’ ମଙ୍ଗଳବାର ମୋବାଇଲ୍‌ ନମ୍ବର ପୋର୍ଟେବିଲିଟି(ଏମ୍‌ଏନ୍‌ପି) ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ଆଣିଛି। ଟ୍ରାଇ ଏବେ ଗୋଟିଏ ହିଁ ସର୍ଭିସ୍‌ ଏରିଆର ମୋବାଇଲ୍‌ ନମ୍ବରକୁ ଅନ୍ୟ କମ୍ପାନୀରେ ପୋର୍ଟ କରିବାର ପ୍ରକ୍ରିୟା ଲାଗି ସମୟ ସୀମା ୩ ଦିନ ଧାଯ୍ୟର୍ କରିଛି।…

ନିଜ ଟେଲିକମ କମ୍ପାନୀ ସେବାରେ ଖୁସି ନାହାନ୍ତି କି, ଏମିତି କରନ୍ତୁ ନମ୍ବର ପୋର୍ଟେବିଲିଟି

ଯଦି ମୋବାଇଲ ଗ୍ରାହକଙ୍କ ମଧ୍ୟରେ ଏକ ସର୍ଭେ ଆରମ୍ଭ କରାଯାଏ । ତେବେ ହୁଏତ ୯୦ ପ୍ରତିଶତରୁ ଅଧିକ ଲୋକ ଏମିତି ମିଳିବେ ଯାହାଙ୍କୁ କି ନିଜ ନିଜ ଟେଲିକମ କମ୍ପାନୀ ମାନଙ୍କ ସେବାରେ ଜମା ଖୁସି ନ ଥିବେ । କିଏ ନେଟୱର୍କ ନେଇ ଖୁସି ନ ଥିବେ, ତ କିଏ ନିଜ କଲ ଡ୍ରପକୁ ନେଇ ଅଶାନ୍ତି ଥିବେ । ଆଉ କିଏ…

ଅନଲାଇନରେ ମଗାଇଥିବା ଫୋନ ଅସଲି ନା ନକଲି କେମିତି ଜାଣିବେ, ଆପଣାନ୍ତୁ ଏହି ଟ୍ରିକ

ଭାରତୀୟ ବଜାରରେ ଶସ୍ତା ଠାରୁ ଆରମ୍ଭ କରି ପ୍ରିମିୟମ ପର୍ଯ୍ୟନ୍ତ ବିଭିନ୍ନ କିସମର ସ୍ମାର୍ଟ ଫୋନ ଉପଲବ୍ଧ ହେଉଛି । ଏତେ କିସମର ଫୋନ ମିଳୁଥିବାରୁ ଭାରତୀୟ ମାନେ ଫୋନ ଚୟନ କରିବାରେ ମଧ୍ୟ ବେଶ ଅସୁବିଧା ମନେକରନ୍ତି । କୋଉ ଫୋନ କିଣିବେ କୋଉଟା କିଣିବେନି ଏଥି ନେଇ ବହୁ ସମୟରେ ଦ୍ବନ୍ଦରେ …

ଆପଣଙ୍କ ସ୍ମାର୍ଟଫୋନକୁ କରନ୍ତୁ ଆହୁରି ସ୍ମାର୍ଟ, ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ବହୁତ ଏପରି ଆପ୍ସ ଆସୁଛି ଯାହାକି ଆପଣଙ୍କ ମୂଲ୍ୟବାନ ଡାଟା ଚୋରିକରି ନେଇଯାଉଛି ନଚେତ ଆପଣଙ୍କ ବିନା ଅନୁମତିରେ ହିଁ ଡାଟା ଆକ୍ସେସ କରିଦେଉଛି। ଏପରି ସ୍ଥଳେ ଯଦି ଆପଣ ଏହି ସମସ୍ୟାର ସମାଧାନ ଚାଁହୁଛନ୍ତି କିମ୍ବା ଆପଣଙ୍କ ଫୋନ୍କୁ ସୁରକ୍ଷିତ ରଖିବାକୁ ଚାଁହୁଛନ୍ତି ତାହେଲେ ଆପଣ କିଛି…

ଆପଣଙ୍କ ଫୋନ ଯଦି ପାଣିରେ ପଡିଯାଇଛି ତେବେ ଭୁଲରେ କରନ୍ତୁ ନାହିଁ ଏହି ସବୁ କାମ, ନଚେତ ପଡିପାରନ୍ତି ଅସୁବିଧାରେ

ଏହି ବର୍ଷାଦିନେ ଆପଣଙ୍କ ଫୋନ ଯଦି କେବେ ପାଣିର ସଂସ୍ପର୍ଶରେ ଆସିଥାଏ  ତେବେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିାନ୍ତି। ବେଳେ ବେଳେ ଏମିତି ବି ଅଚାନକ ଆପଣଙ୍କ ଫୋନ ପାଣିରେ ପଡିଯାଇଥାଏ ଯାହା ଫଳରେ ଆପଣଙ୍କ ଫୋନର ଅନେକ ପାର୍ଟସ ଡ୍ୟାମେଜ ହୋଇଥାଏ। ଏହି କଥାକୁ ଧ୍ୟାନରେ ରଖିବା ଆବଶ୍ୟକ…

ମାତ୍ର ଏତିକି ଟଙ୍କାରେ ପାଇପାରିବେ ସ୍ମାର୍ଟଫୋନର ଡିସପ୍ଳେ ବୀମା, ଭାଙ୍ଗିଲେ ମିଳିବ ୧୨ହଜାର ଟଙ୍କା

ନୂଆଦିଲ୍ଲୀ : ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି ଯାହାର ମୋବାଇଲ ବାରମ୍ବାର ପଡିଯାଇଥାଏ କିମ୍ବା ଭାଙ୍ଗିଯାଇଥାଏ ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ। ଖୁସି ଖବର କି ଆପଣ ଏଥିରେ ପୁରୁଣା ଫୋନର ବୀମା ମଧ୍ୟ କରାଇପାରିବେ। ଭାରତରେ ଗ୍ରାହକଙ୍କୁ ଏହି ସୁବିଧା 'ଗୋ ଡିଜିଟାଲ…

ଏଣିକି ମୋବାଇଲ ଚୋରି ହେବ ନାହିଁ ସହଜ, ଏହି ଟେକ୍ନୋଲୋଜି ମାଧ୍ୟମରେ ଧରାହେବ ଚୋର

ଯଦି ଆପଣ ପକେଟରେ ମୋବାଇଲ ରଖିଛନ୍ତି ଓ ଗହଳି ଯାଗାକୁ ଯଉଥିାନ୍ତି ତେବେ ଏହା ନିଶ୍ଚିତ ହୋଇଯାଆନ୍ତୁ ଆଗଭଳି ଆପଣଙ୍କ ମୋବାଇଲକୁ କେହି ଚୋରି କରିପାରିବେ ନାହିଁ। କାରଣ ସ୍ୱିଡେନର ଏରିକ୍ସନ କମ୍ପାନୀ ଏକ ଏମିତି ଟେକ୍ନୋଲୋଜିର ଆବିଷ୍କାର କରିଛି ଯାହାଦ୍ୱାରା ଚୋର ଚୋରିକଲା ବେଳେ ମୋବାଇଲଟି ଏତେ…

ସାବଧାନ ! ପିଲାମାନଙ୍କୁ ମୋବାଇଲ ଦେଉଛନ୍ତି କି ତେବେ ଆପଣଙ୍କ ଶିଶୁ ଆକ୍ରାନ୍ତ ହୋଇପରେ ଏହି ରୋଗରେ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏକ ରିପୋର୍ଟରେ ଛୋଟ ଛୁଆଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏକ ଗାଇଡ ଲାଇନ ଜାରି କରିଛି । ଏଥିରେ କୁହାଯାଇଛି ଯଦି ପିଲାମାନଙ୍କ ସ୍ୱ।ସ୍ଥ୍ୟର ବିକାଶ ଚାହୁଁଛନ୍ତି ତେବେ ଇଲେକ୍ଟ୍ରୋନିକ୍ସ ଡିଭାଇସର ସ୍କ୍ରିନକୁ ସେମାନଙ୍କ ଠାରୁ ଦୂରେଇ ରଖନ୍ତୁ । WHOର କହିବା…

ଆସିଲା ଓପୋର ନୂଆ ଫୋନ୍, ୪୨୩୦ଏମଏଏଚ୍ ବ୍ୟାଟେରୀ ସହ ରହିଛି ଅନେକ ଖାସ ଫିଚର

ନୂଆଦିଲ୍ଲୀ : ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଓପୋ ଚାଇନାରେ ନିଜର ଏକ ନୂଆ ହ୍ୟାଣ୍ଡସେଟ Oppo A7n ଲଞ୍ଚ କରିଛି। Oppo A7nର ସମସ୍ତ ସ୍ପେସିଫିକେସନ୍ AX5s ଭଳି ରହିଛି। ଏହାର ମୂଲ୍ୟ ଚାଇନାରେ ୧,୪୯୯ୟୁଆନ ରହିଥିବା ବେଳେ ତାହା ଭାରତୀୟ ମୁଦ୍ରାରେ ୧୫,୫୦୦ଟଙ୍କା ରହିବ। ଏହାକୁ ଲେକ୍ ଲାଇଟ…

ଗ୍ରାହକଙ୍କ ବ୍ୟକ୍ତିଗତ ଡାଟା ଫେସବୁକକୁ ପହଞ୍ଚାଇଥାଏ ଏହି ଆପ୍, ଆପଣଙ୍କ ମୋବାଇଲରେ ନାହିଁ ତ ?

ନୂଆଦିଲ୍ଲୀ : ଫେସବୁକ ଉପରେ ଅନେକ ଥର ଗ୍ରାହକଙ୍କ ଡାଟା ଚୋରୀ କରିବା ଆରୋପ ଲାଗିସାରିଛି। କିନ୍ତୁ ସବୁଥର ସିଧାସଳଖ ଆପଣଙ୍କ ଡାଟା ଫେସବୁକ୍ ଚୋରୀ କରିଥାଏ ତାହା ସମ୍ଭବପର ନୁହଁ। ଏମିତିରେ ଆପଣ ଆପଣଙ୍କ ମୋବାଇଲରେ ଏପରି କିଛି ଆପ୍ସ ବ୍ୟବହାର କରାଯାଇଥାଏ, ଯାହା ଫଳରେ ଆପଣଙ୍କ ବ୍ୟକ୍ତିଗତ…

ସୂବର୍ଣ୍ଣ ସୁଯୋଗ : ବର୍ଷକ ପାଇଁ ବ୍ୟବହାର କରନ୍ତୁ ନାହିଁ ସ୍ମାର୍ଟଫୋନ , ମିଳିବ ପୁରସ୍କାର ୭୨ ଲକ୍ଷ

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତ ବ୍ୟକ୍ତିଙ୍କ ଜୀବନର ଏକ ଅଂଶ ପାଲଟିଛି ସ୍ମାର୍ଟଫୋନ। ଏପରିକି ମୋବାଇଲ ଫୋନ ବା ସ୍ମାର୍ଟଫୋନ ବିନା ଗୋଟିଏ ସେକେଣ୍ଡ ବଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଏହିକୁ ନଜରରେ ରଖି ଏକ ଅଭିନବ ଉପାୟ ବାହାର କରିଛି ଅନ୍ତର୍ଜାତୀୟ କମ୍ପାନି। ଆଜ୍ଞା ହଁ, ଅନ୍ତର୍ଜାତୀୟ ପାନୀୟ…

ସାବଧାନ ! ମୋବାଇଲ ବ୍ଯାଟେରୀ ଫାଟିବା ପୂର୍ବରୁ ମିଳିଥାଏ ଏହି ସଙ୍କେତ

ଆଜିର ଡ଼ିଜିଟାଲ ଦୁନିଆରେ ମୋବାଇଲ ଫୋନ ଜୀବନର ଏକ ଅଂଶବିଶେଷ ପାଲଟିଛି। ମୋବାଇଲ ବିନା ରହିବା ଅସମ୍ଭବ ପ୍ରାୟ ହୋଇଯାଇଛି। ଯେମିତି ସମସ୍ତ ଜିନିଷର କିଛି ଭଲ ଗୁଣ ରହିଥିବା ବେଳେ କିଛି ଖରାପ ଗୁଣ ମଧ୍ୟ ରହିଥାଏ। ଠିକ୍ ସେହିପରି ମୋବାଇଲର ମଧ୍ୟ ଭଲ ଗୁଣ ସହ ରହିଛି ଅନେକ ଖରାପ ଗୁଣ। ଅନେକ ସମୟରେ…