Browsing Tag

ms dhoni

ଏନଏସଜି କ୍ୟାମ୍ପରେ ମହେନ୍ଦ୍ର ସିଂ ଧୋନି, କମାଣ୍ଡୋଙ୍କ ସହିତ କଲେ ସୁଟିଂ ପ୍ରାକ୍ଟିସ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗସର ଥାଲା ମହେନ୍ଦ୍ର ସିଂ ଧୋନି ପୁଣିଥରେ ଚର୍ଚ୍ଚାରେ । ଆଇପିଏଲ ୨୦୨୬ରେ ଏଯାଏଁ ଗୋଟିଏ ବି ମ୍ୟାଚ ଖେଳିନାହାନ୍ତି ଧୋନି । ଧୋନି ଏବେ ଚେନ୍ନାଇ ସ୍ଥିତ ଏନଏସଜି ରିଜନାଲ ହବ ଗସ୍ତ କରିଛନ୍ତି । ଯେଉଁଠାରେ ତାଙ୍କର ଅଲଗା ଅନ୍ଦାଜ…

ଫ୍ୟାନ୍ସଙ୍କ ଅପେକ୍ଷା, ଆସନ୍ତାକାଲି ଧୋନି ନେବେ ବଡ଼ ନିଷ୍ପତ୍ତି

ଆସନ୍ତା ୧୬ ତାରିଖରେ ବଡ଼ ନିଷ୍ପତ୍ତି ନେବେ ମହେନ୍ଦ୍ର ସିଂ ଧୋନି । ଆଇପିଏଲ ୨୦୨୬କୁ ନେଇ କିଛି ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି । ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା ପରେ କେବଳ ଆଇପିଏଲରେ ଖେଳ ଜାରି ରଖିଛନ୍ତି ମାହି । କିନ୍ତୁ ଚଳିତବର୍ଷ ଆହତ କାରଣରୁ ସେ ଏଯାବତ ଗୋଟିଏ…

ଆଇପିଏଲ ୨୦୨୬ ପାଇଁ ଏମଏସ ଧୋନି ଆରମ୍ଭ କଲେ ଅଭ୍ୟାସ, ଭିଡିଓ ଭାଇରଲ

ଭାରତ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଷ୍ଟାର ଖେଳାଳି ଏମଏସ ଧୋନି ଆଇପିଏଲ ୨୦୨୬ ର ଆଗାମୀ ସିଜିନ ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି । ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏସନ ଧୋନିଙ୍କ ପ୍ୟାଡ ପିନ୍ଧିବା ଏବଂ ତା'ପରେ ତାଙ୍କ କଭରରୁ ତାଙ୍କ ବ୍ୟାଟ ବାହାର କରିବାର ଏକ ଭିଡିଓ ସେୟାର କରିଛି । ଏହି…

ଏମଏସ ଧୋନିଙ୍କ ହାଇ-ପ୍ରୋଫାଇଲ ପାର୍ଟିରେ ଯୋଗ ଦେଲେ ବିରାଟ କୋହଲି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ପୂର୍ବରୁ ଧୋନିଙ୍କ ଘରେ ଟିମ୍ ଇଣ୍ଡିଆ ।  ଧୋନିଙ୍କ ରାଞ୍ଚି ସ୍ଥିତ ବାସଭବନରେ ପହଞ୍ଚିଥିଲେ ବିରାଟ, ଋଷଭ ଓ ଅନ୍ୟ ତାରକା  ।  ଏ ଅବସରରେ ଧୋନିଙ୍କ ଘରେ ରାତ୍ରଭୋଜନର ଆୟୋଜନ ହୋଇଥିବା ବେଳେ ବିରାଟ କୋହଲି, ଋଷଭ ପନ୍ତ, ରୁତୁରାଜ ଗାଏକ୍ୱାଡ ତଥା ଅନ୍ୟ…

ଧୋନିଙ୍କ ସହିତ କ୍ରିକେଟ ଖେଳିବେ ଲିଓନେଲ ମେସି, ସଚିନ-ବିରାଟ ମଧ୍ୟ ଖେଳିବେ ମ୍ୟାଚ୍

ଖୁବଶୀଘ୍ର ଭାରତ ଆସିବେ ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି । ଫୁଟବଲ ବଦଳରେ କ୍ରିକେଟ ଖେଳିବେ ଆର୍ଜେଣ୍ଟିନାର ଷ୍ଟାର ଖେଳାଳି । ଭାରତ ଆସି ଫୁଟବଲ ଖେଳିବା ବଦଳରେ ବ୍ୟାଟିଂ କରିବେ ମେସି । ଖବର ମୁତାବକ, ଲିଓନେଲ ମେସି ଏବଂ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ…

ସାଙ୍ଗମାନଙ୍କ ସହିତ ଜନ୍ମଦିନ ପାଳନ କଲେ କ୍ୟାପଟେନ୍ କୁଲ୍, ସେୟାର କଲେ ଭିଡିଓ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ୟାପଟେନ କୁଲ୍ ୪୪ ତମ ଜନ୍ମଦିନ ପାଳନ କରିଛନ୍ତି । ଧୋନି ନିଜର ୪୪ ତମ ଜନ୍ମଦିନକୁ ଖାସ୍ ଅନ୍ଦାଜରେ ପାଳନ କରିଛନ୍ତି । ଧୋନି ନିଜ ସାଙ୍ଗମାନଙ୍କ ସହିତ କେକ୍ କାଟୁଥିବାର ଭିଡିଓ ଭାଇରଲ ହେଉଛି । ମାହିଙ୍କ ଜନ୍ମଦିନରେ ପ୍ରଶଂସକ ଓ କ୍ରିକେଟପ୍ରେମୀ ଶୁଭେଚ୍ଛା…

ଆଉ କେହି ହୋଇପାରିବେନି ‘କ୍ୟାପ୍ଟେନ କୁଲ୍’, ଟ୍ରେଡ଼ମାର୍କ ପାଇଁ ପଞ୍ଜିକରଣ ଆବେଦନକୁ ମିଳିଲା ଅନୁମୋଦନ

ପୂର୍ବତନ ଭାରତୀୟ ଅଧିନାୟକ ଏମଏସ୍ ଧୋନି 'କ୍ୟାପ୍ଟେନ କୁଲ' ଟ୍ରେଡମାର୍କକୁ ଏବେ ଅନୁମୋଦନ କରାଯାଇଛି । ଯଦି ଧୋନି ଏହି ଶବ୍ଦର ଟ୍ରେଡମାର୍କ ଅଧିକାର ପାଆନ୍ତି, ଆଉ କୌଣସି ବ୍ୟକ୍ତି କିମ୍ବା ସଂଗଠନ କ୍ୟାପ୍ଟେନ କୁଲ ଶବ୍ଦ ବ୍ୟବହାର କରିପାରିବେ ନାହିଁ । ଧୋନି ଜୁନ୍ ୫ ତାରିଖରେ ଟ୍ରେଡମାର୍କ…

ଏମଏସ ଧୋନିଙ୍କୁ ICC ହଲ୍ ଅଫ୍ ଫେମ୍ ସମ୍ମାନ, ଲଣ୍ଡନରେ ହେଲେ ସମ୍ମାନିତ

ଏମଏସ ଧୋନିଙ୍କୁ ICC ହଲ୍ ଅଫ୍ ଫେମ ସମ୍ମାନ। ICC ହଲ୍ ଅଫ୍ ଫେମରେ ସ୍ଥାନ ପାଇଲେ ଦୁଇ ଥରର ୱାର୍ଲଡ କପ୍ ବିଜୟୀ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି । ଅନ୍ତର୍ଜାତୀୟ ଏବଂ ଭାରତୀୟ କ୍ରିକେଟରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ୨୦୦୭ ଟି-୨୦ ୱାର୍ଲଡ କପ୍ ଟିମ ଓ…

ଶେଷ ମ୍ୟାଚରେ ବୈଭବ କଲେ ୫୭ ରନ୍, ଧୋନିଙ୍କ ପାଦ ଛୁଇଁ ଜିଣିନେଲେ ସମସ୍ତଙ୍କ ମନ : ଦେଖନ୍ତୁ ଭିଡିଓ

ଆଇପିଏଲରେ ଗତକାଲି ଚେନ୍ନାଇ ସୁପରକିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚକୁ ରାଜସ୍ଥାନ ୬ ୱିକେଟରେ ଜିତିନେଇଛି । ଏହି ମ୍ୟାଚ ସରିବା ପରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ମହେନ୍ଦ୍ର ସିଂ ଧୋନିଙ୍କ ପାଦ ଛୁଇଁଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ…

ଗୁରୁଠୁ ହାରିଲେ ଶିଷ୍ୟ, ଲକ୍ଷ୍ନୌକୁ ୫ ୱିକେଟରେ ପରାସ୍ତ କରି ଜିତିଲା ସିଏସକେ

ଧୋନୀଙ୍କ ଧମାକା । ଲକ୍ଷ୍ନୌ ବିପକ୍ଷରେ ବିଜୟ ସହ ଚେନ୍ନାଇ ଭାଙ୍ଗିଲା ପରାଜୟ ଧାରା । ୬ବର୍ଷ ପରେ ଧୋନିଙ୍କୁ ମିଳିଲା ପ୍ଲେୟର ଅଫ ଦ ମ୍ୟାଚ ଆୱାର୍ଡ। ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ଲକ୍ଷ୍ନୌର…

ପାଞ୍ଚ ଥରର ଆଇପିଏଲ୍ ଚାମ୍ପିଅନ୍, ଏବେ ଲଗାତର ୫ଟି ପରାଜୟ

ପାଞ୍ଚ ଥରର ଆଇପିଏଲ୍ ଚାମ୍ପିଅନ୍ । ଏବେ ଲଗାତର ୫ଟି ପରାଜୟ । ଚମକ ହରାଉଛି ଚେନ୍ନାଇ ସୁପର କିଙ୍ଗସ୍ । ନା ଦେଖିବାକୁ ମିଳୁଛି ଧୋନିଙ୍କ ବ୍ୟାଟର୍ କମାଲ୍ । ନା ଚେନ୍ନାଇ ସୁପର କିଙ୍ଗସ୍ ଜିତି ପାରୁଛି ମ୍ୟାଚ୍ । ଏବେ ଆଇପିଏଲ୍-୨୦୨୫ରେ ପୂର୍ବତନ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସର ଲଗାତାର…

ଏଥର ସତ ହେବ ଚର୍ଚ୍ଚା ! ଇଣ୍ଟରଭିଉରେ ଧୋନି ଦେଲେ ଅବସର ଇସାରା

ଧୋନି ଦେଲେ ଅବସର ଇସାରା !...ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ମହେନ୍ଦ୍ର ସିଂହ ଧୋନୀ । ଏବେବି ଚଳିତ IPL ସିଜିନରେ ବି ଜାରି ରହିଛି ଦବଦବା । ଅବସରକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାକୁ ଧୋନୀ ନିଜେ ଏହି ଆଲୋଚନାର ଉତ୍ତର ନିଜ ଫ୍ୟାନଙ୍କୁ ଦେଇଛନ୍ତି ।…