Browsing Tag

ms dhoni

ଧୋନିଙ୍କୁ ପାଖରେ ପାଇ ଖୁସିରେ ପାଗଳ ହେଲେ ଫ୍ୟାନ୍‌, ଭିଡ଼ ଦେଖି ଡରିଗଲେ ମାହି; ଦେଖନ୍ତୁ ଭିଡିଓ

ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ୱକପ୍‌ ପରଠୁ ହିଁ କ୍ରିକେଟ୍‌ ଠାରୁ ଦୂରରେ ଅଛନ୍ତି। ମଝିରେ ମଝିରେ ସେ କ୍ରିକେଟରୁ ସନ୍ନ୍ୟାସ ନେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ ମାହି ନିଜ ଆଡ଼ୁ କୌଣସି ଘୋଷଣା କରିନାହାନ୍ତି। ଏବେ ଧୋନି ପରିବାର ସହ ସମୟ ବିତାଉଛନ୍ତି।…

ଧୋନିଙ୍କୁ ଷ୍ଟେଜକୁ ଡାକିଲେ ସିଙ୍ଗର ଅରମାନ ମଲ୍ଲିକ, ପ୍ରଥମେ ଆସିଲେନି କିନ୍ତୁ ପରେ ସାକ୍ଷୀଙ୍କ ସହିତ ହେଲେ…

କ୍ରିକେଟ ଜଗତରୁ ଦୂରରେ ଥିବା ଏମଏସ ଧୋନି ଏବେ ନିଜ ପରିବାରଙ୍କ ସହିତ ସମୟ ଅତିବାହିତ କରୁଛନ୍ତି। ଏଥର ଏକ ଇଭେଣ୍ଟରେ ସେ ସାକ୍ଷୀଙ୍କ ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ସିଙ୍ଗର ଅରମାନ ମଲିକ ଧୋନୀ ଏବଂ ସାକ୍ଷୀଙ୍କ ପାଇଁ ଏକ…

ଦଶକର ଶ୍ରେଷ୍ଠ ଦିନିକିଆ ଓ ଟି୨୦ ଅଧିନାୟକ ହେଲେ ମହେନ୍ଦ୍ର ସିଂହ ଧୋନି, କୋହଲି ସବୁ ଫର୍ମାଟରେ ଫିଟ୍‌

ଭାରତର ପୂର୍ବ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କୁ ଇଏସ୍‌ପିଏନ୍‌ କ୍ରିକ୍‌ଇନ୍‌ଫୋର ଦଶକର ଦିନିକିଆ ଓ ଟି୨୦ ଟିମ୍‌ର କ୍ୟାପ୍‌ଟେନ୍‌ ଭାବେ ଚୟନ କରାଯାଇଛି। ସେହିପରି ବିରାଟ କୋହଲିଙ୍କୁ ଟେଷ୍ଟ ଟିମ୍‌ର କ୍ୟାପ୍‌ଟେନ୍‌ ଭାବେ ମନୋନୀତ କରାଯାଇଛି। ୨୩ ଜଣିଆ ସଦସ୍ୟ ସମିତିଙ୍କ ଦ୍ୱାରା…

ଚେନ୍ନାଇ ସୁପର କିଙ୍ଗସ୍‌ର ଥ୍ରୋବ୍ୟାକ୍‌ ଭିଡିଓରେ ଡେଓ୍ଵନ ବ୍ରାଭୋଙ୍କ ସହ ଟେବୁଲ ଟେନିସ୍‌ ଖେଳିଲେ ଏମ୍‌ଏସ୍‌ ଧୋନି

ଏମ୍‌ଏସ୍‌ ଧୋନି ଶକ୍ତିଶାଳୀ ସ୍ପୋର୍ଟ୍ସମ୍ୟାନ ଏବଂ କ୍ରିକେଟ ଫିଲ୍ଡରେ ପରବର୍ତ୍ତୀ କ୍ରିୟା ପାଇଁ ସତର୍କତା ପାଇଁ ଖୁବ୍‌ ଜଣାଶୁଣା। ଏପରିକି ଯେତେବେଳେ ଧୋନି କ୍ରିକଟେ ମ୍ୟାଚ ଖେଳିଥାନ୍ତି ସେହି ସମୟରେ ଧୋନିଙ୍କ କୌଶଳ ସ୍ପଷ୍ଟ ଜଣାପଡ଼ିଥାଏ। କେବଳ କ୍ରିକେଟ୍‌ ନୁହେଁ, ଭାରତର ପୂର୍ବ କ୍ୟାପଟେନ…

ଝିଅ ଜିଭା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସୁଇମିଂପୁଲରେ ଧୋନି, ଭାଇରାଲ ହେଲା ଫଟୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପୁଣି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଧୋନି ଝିଅ ଜିଭା ସହ ସୁଇମିଂପୁଲରେ ଖେଳୁଥିବା ଦେଖିବାକୁ ମିଳିଛି। ଜିଭା ସିଂହ ଧୋନିଙ୍କ ଆକାଉଣ୍ଟରୁ ତିନିଟି ଫଟୋ ସେୟାର ହୋଇଥିବା ବେଳେ ସବୁ ଫଟୋରେ ଧୋନି ମସ୍ତି…

ପ୍ରଶିକ୍ଷଣ ସମୟରେ ଜୋତା ପଲିସ୍ କରିବା ସହିତ ଧୋନୀ କରୁଛନ୍ତି ଏହି ସବୁ କାମ

ଜମ୍ମୁ କଶ୍ମୀର: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଲେଫ୍ଟନାଣ୍ଟ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କିଛି ଦିନ ହେବ ଦକ୍ଷିଣ କଶ୍ମୀରର ଭିକ୍ଟର ଫୋର୍ସରେ ପ୍ରଶିକ୍ଷଣ ନେଉଛନ୍ତି । ଅବନ୍ତିପୋରାରେ ପ୍ରଶିକ୍ଷଣ ସମୟରେ ଦୈନିକ କାର୍ଯ୍ୟ ସହିତ ଜଡିତ ବହୁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

କ୍ରିକେଟ ଜର୍ସି ଛାଡ଼ି ସେନା ବର୍ଦ୍ଦି ପିନ୍ଧିବେ ମହେନ୍ଦ୍ର ସିଂ ଧୋନୀ, ବ୍ୟାଟ୍‌ ବଦଳରେ ଧରିବେ ବନ୍ଧୁକ

ନୂଆଦିଲ୍ଲୀ: କ୍ରିକେଟ ଜର୍ସି ଛାଡ଼ି ସେନା ବର୍ଦ୍ଦି, ବ୍ୟାଟ୍‌ ବଦଳରେ ବନ୍ଧୁକ ଧରିବେ ମାହି। ପଡ଼ିଆରେ ପ୍ରତିପକ୍ଷଙ୍କୁ ଚେକ୍‌ମେଟ୍‌ ଦେଉଥିବା ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନି ସୀମାରେ ଶତ୍ରୁଙ୍କୁ ଜଗିବେ। ଆଜିଠାରୁ ୧୦୬ ଟେରିଟୋରିଆଲ୍‌ ଆର୍ମି ବାଟାଲିଅନରେ ଯୋଗ…

ସେନାଙ୍କ ସୁରକ୍ଷା ପୋଷ୍ଟ ସମ୍ଭାଳିବେ ଧୋନୀ, ୧୫ ଦିନ ଯାଏ କଶ୍ମୀରରେ କରିବେ ପାଟ୍ରୋଲିଂ ଏବଂ ଗାର୍ଡ ଡ୍ୟୁଟି

ପୁଣି ଥରେ ଦେଶ ପାଇଁ ଲଢିବେ ଧୋନୀ । କରିବେ ଦେଶବାସୀଙ୍କୁ ରକ୍ଷା । ହେଲେ ଏଥର କ୍ରିକେଟ ମୈଦାନରେ ନୁହେଁ । ବରଂ ସେନାର ବର୍ଦ୍ଦିରେ ଦେଶକୁ ସୁରକ୍ଷା ଦେବେ କ୍ୟାପଟେନ୍ କୁଲ୍ । ୧୫ ଦିନ ପାଇଁ କଶ୍ମୀରରେ ରହି ଭାରତୀୟ ଯବାନଙ୍କ ପରି ବିତାଇବେ ଜୀବନ । ଏହି ୧୫ ଦିନ ମଧ୍ୟରେ ପାଟ୍ରୋଲିଂ ଏବଂ…

ଟେଷ୍ଟ ଚାମ୍ପିୟନସିପ୍ : ଧୋନୀଙ୍କ ବିନା କ’ଣ ୭ ନମ୍ବର ଜର୍ସିକୁ ବ୍ୟବହାର କରିବ ଟିମ୍ ଇଣ୍ଡିଆ?

ନୂଆଦିଲ୍ଲୀ: ଆଗାମୀ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ପୂର୍ବରୁ ପ୍ରଥମ ଥର ପାଇଁ ଧଳା ଜର୍ସିରେ ନମ୍ବର ଲେଖାଯିବ। ୨୨ ଅଗଷ୍ଟରୁ ଏଣ୍ଟିଗାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜରେ ଭାରତୀୟ ଟିମ୍ ସମ୍ଭବତଃ ଦୁଇ ନମ୍ବରର ବ୍ୟବହାର କରିପାରେ। ସଚିନ୍ ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସିକୁ ବିସିସିଆଇ…

ଆର୍ମି ୟୁନିଫର୍ମରେ ଭାଇରାଲ୍ ହେଲା ମହେନ୍ଦ୍ର ସିଂହ ଧୋନିଙ୍କ ଭିଡିଓ, ଗାଡିରୁ ଓହ୍ଲାଇ କହୁଛନ୍ତି ‘ଜୟହିନ୍ଦ୍‌’

କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କ ସନ୍ନ୍ୟାସ ନେବା ଉପରେ କିଛି ଦିନ ଧରି ଚର୍ଚ୍ଚା ଚାଲିଥିବାବେଳେ, ଧୋନି କହିଥିଲେ କି ସେ ଏବେ କ୍ରିକେଟରୁ ସନ୍ନ୍ୟାସ ନେଉନାହାନ୍ତି ଏବଂ ଟିମ୍‌ ସହ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ନଯାଇ ସେ ସେନାରେ ୨ ମାସ ଟ୍ରେନିଙ୍ଗ୍‌ ନେବେ। ମହେନ୍ଦ୍ର ସିଂହ ଧୋନି ଭାରତୀୟ…

ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେନି ମହେନ୍ଦ୍ର ସିଂହ ଧୋନୀ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେନି ମହେନ୍ଦ୍ର ସିଂହ ଧୋନୀ । ଏ ନେଇ ବିସିସିଆଇକୁ ଜଣାଇଛନ୍ତି ଭାରତର ଓ୍ଵିକେଟ କିପର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଆସନ୍ତା ୨ ମାସ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବାକୁ ୩୮ ବର୍ଷୀୟ ମାହି ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ସେ…

ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଆସନ୍ତାକାଲି ଭାରତୀୟ ଦଳ ଘୋଷଣା, ଚୂଡାନ୍ତ ଏକାଦଶରେ ଧୋନୀଙ୍କୁ ମିଳିନପାରେ ସ୍ଥାନ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଆସନ୍ତାକାଲି ଘୋଷଣା ହେବ ଭାରତୀୟ ଦଳ । ମହେନ୍ଦ୍ର ସିଂହ ଧୋନୀ ୱେଷ୍ଟଇଣ୍ଡିଜ୍‌ ଯିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ଧୋନୀ କିଛି ସମୟ କ୍ରିକେଟ୍‌ରୁ ଦୂରେଇ ରହି ନିଜ ଭବିଷ୍ୟତ ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ । ଏହା…