Browsing Tag

nabarangpur

ନବରଙ୍ଗପୁରର ଐତିହାସିକ ମାଘ ମେଳଣ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ରେ ରହିଛି ଐତିହାସିକ ପୋଡ଼ାଗଡ ପୀଠ।ମାଘ ମଣ୍ଡେଇ ପାଇଁ ଚଳଚଞ୍ଚଳ ପ୍ରସିଦ୍ଧ ପୋଡ଼ାଗଡ ପୀଠ । ଚାଲିଛି ମାଘ ମଣ୍ଡେଇ । ଚଳିତ ବର୍ଷ ଏଠାରେ ଖୁବ ଧୂମଧାମରେ ପାଳିତ ହୋଇଯାଇଛି ମାଘ ମେଳଣ ଯାହାକୁ ଏଠାକାର ଲୋକେ ମାଘ ମୁଣ୍ଡେଇ ବୋଲି ମଧ୍ୟ କୁହନ୍ତି। ସ୍ଥାନୀୟ…

ନବରଙ୍ଗପୁର ପୋଲିସକୁ ବଡ଼ ସଫଳତା, କୁମ୍ବିଂ ଅପରେସନ ବେଳେ ଦୁଇ ମାଓବାଦୀ ଗିରଫ

ନବରଙ୍ଗପୁର (କେନ୍ୟୁଜ): ୨ ମାଓବାଦୀ ଗିରଫ। ଜଣେ ହାର୍ଡକୋର ସମେତ ୨ ମାଓବାଦୀଙ୍କୁ ଗିରଫ କଲା ନବରଙ୍ଗପୁର ପୋଲିସ । ଗିରଫ ଅନିତା ଓରଫ ପୂଜା ହାର୍ଡକୋର ମାଓବାଦୀ । ସମୁଦ୍ର ବାଘ୍‌ ହେଉଛି ମିଲିସିଆ । ସେ କ୍ୱାକ ଭାବେ କାମ କରୁଥିଲା। ରାଇଘର ଥାନା ଅନ୍ତର୍ଗତ ହାତୀଗାଁ ସଂରକ୍ଷିତ ଜଙ୍ଗଲରୁ ଏହି…

ନଗର ପାଳ ଓ ପିଡ଼ି ଡିଆରଡିଏ ବିବାଦ, ବଦଳି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ କଲା ବିଜେପି

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି। ନଗର ପାଳ ଏବଂ ପିଡ଼ିଙ୍କ ବିବାଦ ଏବେ ରାଜ ରାସ୍ତାରେ। ନଗରପାଳ ଶ୍ରୀ କୁନୁ ନାୟକଙ୍କୁ ପିଡ଼ି ଡିଆରଡିଏ ଶ୍ରୀମତୀ ଅନ୍ଯା ଦାସ ହକି ବିଶ୍ୱକପର ସ୍ୱାଗତ ସମାରୋହରେ ତୁମେ କିଏ କହି ଚୌକିରୁ ଉଠିବାକୁ କହି…

ନବରଙ୍ଗପୁର:ଗ୍ୟାସ ବୋଝେଇ ଗାଡି ଧକ୍କାରେ ଜଣେ ମୃତ:କ୍ଷତିପୂରଣ ଦାବିରେ ରାସ୍ତାରେ ଶବକୁ ରଖି ଅବରୋଧ କଲେ ଗ୍ରାମବାସୀ

ନବରଙ୍ଗପୁର(କେନ୍ୟୁଜ୍): ଗ୍ୟାସ ବୋଝେଇ ଗାଡି ଧକ୍କାରେ ଜଣେ ମୃତ।  ମୃତକ ହେଲେ କୋସାଗୁମୁଡ଼ା ବ୍ଲକ ସନ୍ତୋଷପୁର ଗାଁର ରତନ ମାଝୀ।  କ୍ଷତିପୂରଣ ଦାବିରେ ସନ୍ତୋଷପୁର ମୁଖ୍ୟ ରାସ୍ତାରେ ଶବକୁ ରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ। ନବରଙ୍ଗପୁର ଜିଲ୍ଲାରୁ ଛତିଶଗଡ଼ ରାଜ୍ୟକୁ ଯୋଗାଯୋଗ ବାଧା…

ଘଣ୍ଟା ଘଣ୍ଟା ଧରି ଫସି ରହିବା ପରେ ୧୨ ଜଣ ଜଳବନ୍ଦୀ ଶ୍ରମିକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ନବରଙ୍ଗପୁର (କେନ୍ୟୁଜ୍‌) : ଜଳବନ୍ଦୀ ହୋଇ ରହିଥିଲେ ୧୨ ଜଣ ଶ୍ରମିକ । ସେମାନଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଏ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଚିରମା ଗ୍ରାମ ନିକଟରେ । ଏଠାରେ ଥିବା ଚିର୍ମା ଘାଟରେ ଇନ୍ଦ୍ରାବତୀ ନଦୀ ଉପରେ ତିଆରି ହେଉଛି…

ବଳଦ ଗଧୋଇବା ହେଲା କାଳ, ପୋଖରୀରେ ବୁଡ଼ି ଜେଜେବାପା ଓ ନାତୀ ମୃତ 

ନବରଙ୍ଗପୁର(କେନ୍ୟୁଜ୍):  ପୋଖରୀରେ ବୁଡ଼ି ଜେଜେ ବାପା ଓ ନାତୀ ମୃତ।  ଘଟଣାଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତର କାନାଗୁଡା ଗ୍ରାମରେ। କାନାଗୁଡା ଗ୍ରାମର ଜେଜେବାପା ଲବ ହରିଜନ (୬୪) ଓ ତାଙ୍କର ୯  ବର୍ଷୀୟା ନାତୀ ୟାସ ହରିଜନ ଚାଷ ଜମିକୁ ଯାଇଥିଲେ।  ଅପରାହ୍ନରେ ଚାଷ…

ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବତୀର ଜୀବନ ବଞ୍ଚାଇଦେଲେ ଯୁବକ, ୭୦ ଫୁଟ ଉପରେ ଉଭୟ ଝୁଲି ରହିଲେ

ନବରଙ୍ଗପୁର(କେନ୍ୟୁଜ୍): ୭୦ ଫୁଟ ଉଚ୍ଚ ଆମ୍ବ ଗଛରେ ଚଢି ନାବାଳିକାର ଆତ୍ମହତ୍ୟା ଉଦ୍ୟମ, ଦେବଦୂତ ସାଜି ଜୀବନ ରକ୍ଷା କଲେ ଯୁବକ। ଅଗ୍ନିଶମ ବିଭାଗ ଓ ପୋଲିସର ସହାୟତାରେ ଉଦ୍ଧାର ହେଲେ ନାବାଳିକା। ପ୍ରାୟ ଏକ ଘଣ୍ଟା କାଳ ଧରି ଚାଲିଲା ଏହି ହାଇ ଭଲ୍ଟେଜ ଡ୍ରାମା। ଘର ଲୋକଙ୍କ ସାମାନ୍ୟ କଥାକୁ…

ପାଚିକା ଆଣିଲେ ସାଂଘାତିକ ଅଭିଯୋଗ: ଦିଦି ମଧ୍ୟାହ୍ନ ଭୋଜନରେ ବିଷ ମିଶାଇବାକୁ କରୁଥିଲେ ଉଦ୍ୟମ

ନବରଙ୍ଗପୁର(କେନ୍ୟୁଜ୍):  ପିଲାଙ୍କୁ ବିଷ ଦେଇ ମାରିବାକୁ ଉଦ୍ୟମ କରୁଥିଲେ ଶିକ୍ଷୟିତ୍ରୀ , ଅଟକାଇବାରୁ ରୋଷେୟାଙ୍କୁ ମାଡ଼ ମାରିଲେ ଶିକ୍ଷୟିତ୍ରୀ,ଏଭଳି ସଙ୍ଗିନ ଅଭିଯୋଗ ଉଠିଛି ନବରଙ୍ଗପୁର ଜିଲ୍ଲା ସଦରମହାକୁମାର ଭାଟିସାଲ ଗୁଡା ବିଦ୍ୟାଳୟରେ। ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ରଚିତା…

ଛାଡିଗଲା ଧୂମ୍ ଗିରି: ହାଇସ୍କୁଲରୁ କମ୍ପ୍ୟୁଟର ଚୋରି କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଥିବା ଚୋରକୁ ଧରିଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଧରା ପଡ଼ିଲେ ପୋଲିସ୍‌କୁ ଚ୍ୟାଲେଞ୍ଜ କରିଥିବା ଧୁମ୍‌ ୪ ଚୋର। ନବରଙ୍ଗପୁର ଜିଲ୍ଳାର ଖାତିଗୁଡ଼ା ହାଇସ୍କୁଲରୁ କମ୍ପ୍ୟୁଟର ଚୋରି କରି ପୋଲିସ୍‌କୁ ଚ୍ୟାଲେଞ୍ଜ କରିଥିଲେ ଚୋର । ସ୍କୁଲ ବ୍ଲାକ୍‌ବୋର୍ଡରେ ଲେଖିଥିଲେ ଧୁମ୍‌ ୪ ପୁଣି ଫେରିବୁ, ଧରି ପାରିବ ତ ଧର। ପୋଲିସ ହାତରେ…

ଉପାନ୍ତ ଅଞ୍ଚଳର ବିକଳ ଚିତ୍ର: ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

ଉମରକୋଟ (କେନ୍ୟୁଜ): ଗାଁକୁ ରାସ୍ତା ନଥିବା ସହ ନଦୀରେ ପୋଲ ନିର୍ମାଣ ହୋଇପାରିନି। ତେଣୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ୧କିଲୋମିଟର ଖଟିଆରେ ବୋହିବା ସହ ନଦୀ ପାର କରାଇଛନ୍ତି ସଂପର୍କୀୟ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ…

ଧାନ ବୁଣିବା ପାଇଁ ବିଲକୁ ଯାଇଥିବା ବେଳେ ବଜ୍ରାଘାତ, ଚାଲିଗଲା ୩ ଜୀବନ

ଉମରକୋଟ(କେନ୍ୟୁଜ୍):   ଆକାଶରୁ ଛିଣ୍ଡିଲା ମୃତ୍ୟୁ । ବଜ୍ରାଘାତ ନେଲା ୩ ଜୀବନ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ାର ପାତ୍ରିମାଲରେ ବଜ୍ରପାତରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଧନ ସିଂ, ତାଙ୍କ ଭଉଣୀ ରାଇମଣୀ ଗଣ୍ଡ ଓ ଅନ୍ୟ ଜଣେ ଯୁବର ଅମରୁ ନାୟକ । ଧାନ ବୁଣିବା…

ନିର୍ଦ୍ଦୟୀ ମା‘ର ହୃଦୟହୀନ କର୍ମ, ଜନ୍ମ ହେବା ପରେ ନବଜତ ଶିଶୁକୁ ପୋଖରୀରେ ଫୋପାଡ଼ି ଦେଲା

ନବରଙ୍ଗପୁର(କେନ୍ୟୁଜ୍):  ପୁଣି ଅଲଡା ହେଲା ନବଜାତ ଶିଶୁ। ଜନ୍ମ ହେବା ପରେ ପୋଖରୀରେ ଫୋପାଡ଼ି ଦେଇ ଚାଲିଗଲା ମା। ମା ଭୁଲିଗଲା ମାର ମମତା।  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ଠାରେ ଥିବା ନୂଆବନ୍ଧରୁ ଆଜି ଏକ ଅଲୋଡ଼ା ଶିଶୁର ମୃତ ଦେହ ଉଦ୍ଧାର କରାଯାଇଛି । ଗତକିଛି ଦିନତଳେ…