Below header
Browsing Tag

nabarangpur

ନବରଙ୍ଗପୁର ରାଇଘର ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ସରକାରୀ ନୀତି ନିୟମକୁ ବିରୋଧ ପାଇଁ ଚେତାବନୀ

ନବରଙ୍ଗପୁର(କେନ୍ୟୁଜ୍): ମାଓ ପୋଷ୍ଟର ଜବତ । ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ରାଇଘର ବ୍ଳକର ଯୋଡିଙ୍ଗା ଓ ହାତୀ ଗାଁ ରାସ୍ତା କଡରେ ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିବ ସହ ସରକାରୀ ନୀତି ନିୟମକୁ ବିରୋଧ ପାଇଁ ଚେତାବନୀ ଦେଇଛନ୍ତି ।…

ପୁଣି ପ୍ରେମ ପ୍ରତାରଣା: ବିବାହିତ ପ୍ରେମିକଙ୍କ ଘର ଆଗରେ ୭ ମାସର ଗର୍ଭବତୀ ପ୍ରେମିକାର ଧାରଣା

ନବରଙ୍ଗପୁର(କେନ୍ୟୁଜ୍): ବିବାହିତ ପ୍ରେମିକର ଘର ସମ୍ମୁଖରେ ୭ ମାସ ଗର୍ଭବତୀ ପ୍ରେମିକାର ଧାରଣା । ଏଭଳି ଘଟଣା ଦେଖବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଘାଟଗୁଡ଼ା ପଂଚାୟତ ଅନ୍ତର୍ଗତ ଛତ୍ରବର ଗ୍ରାମରେ। ପ୍ରକାଶଯୋଗ୍ୟ ଯେ ଛତ୍ରବର ଗାଁର ଲାଜର ଖରା ନାମକ ଜଣେ ବିବାହିତ…

ନବରଙ୍ଗପୁରର ଏକ ବିଦ୍ୟାଳୟ ଛାତ୍ରୀମାନଙ୍କ ଅଭିଯୋଗ: କେମେଷ୍ଟ୍ରୀ ସାର୍ ଆମକୁ ଦୁର୍ବ୍ୟବହାର କରୁଛନ୍ତି

ନବରଙ୍ଗପୁର(କେନ୍ୟୁଜ୍):  ଗୁରୁ ଶିଷ୍ଯର ପବିତ୍ର ସମ୍ପର୍କ ରେ ଲାଗିଲା ଦାଗ । ଶିକ୍ଷକଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଲେ ଛାତ୍ର ଛାତ୍ରୀ। ଅଭିଯୋଗଟି ଉଠିଛି ନବରଙ୍ଗପୁର ର୍ହିଲି ସ୍ଥିତ ଏକଲବ୍ଯ ଆଦର୍ଶ ବିଦ୍ୟାଳୟରେ। ବିଦ୍ୟାଳୟରେ କାର୍ଯ୍ଯରତ ରାସାୟନିକ ବିଜ୍ଞାନର ଅଧ୍ୟାପକ ଅମର କୁମାର…

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜଳ ବିଭାଜିକା ଓ ମୃତ୍ତିକା ସରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ

ନବରଙ୍ଗପୁର(କେନ୍ୟୁଜ୍):  ନବରଙ୍ଗପୁର ଜଳ ବିଭାଜିକା ଓ ମୃତ୍ତିକା ସରକ୍ଷଣ ବିଭାଗ (soil conservation) ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା କାର୍ଯ୍ୟାଳୟରୁ ଦୁଇ ଲକ୍ଷ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ରାସ୍ତାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଟଙ୍କା କାହାର ନିର୍ଦେଶକଙ୍କ ପାଖକୁ…

ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ତାତିଲା ବିଜେପି ଓ କଂଗ୍ରେସ

ନବରଙ୍ଗପୁର(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଜେପି ଓ କଂଗ୍ରେସ । ଏନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି । ସେହିପରି ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ…

ନବରଙ୍ଗପୁର: ଗୋଟିଏ ଗଛରେ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସମସ୍ତେ ଥିଲେ ସାଙ୍ଗ

ଉମରକୋଟ (କେନ୍ୟୁଜ୍):  ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ପଞ୍ଚାୟତର ଡଙ୍ଗରିଭଟା ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ ଗଛରେ ତିନି ଯୁବତୀ ଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଛି । ତିନି ଯୁବତୀଙ୍କ ପରିଚୟ ବି ପାଇଛନ୍ତି ଗାଁ ଲୋକ । ତିନି ଯୁବତୀ ତିନି ସାଙ୍ଗ…

ସମ୍ପତ୍ତି ଭାଗବଣ୍ଟାକୁ ନେଇ ହତ୍ୟା ମାମଲା: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ନବରଙ୍ଗପୁର(କେନ୍ୟୁଜ୍):  ସମ୍ପତ୍ତି ଭାଗବଣ୍ଟାକୁ ନେଇ ହତ୍ୟା ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ । ବାପା ସମେତ ୩ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍‌ । ଏହାସହ ୨୦ ହଜାର ଲେଖାଏଁ ଜୋରିମାନା ଶୁଣାଇଛନ୍ତି । ଗତ ୨୦୧୯ରେ କୋଷାଗୁମୁଡା ଥାନା…

ପୋଲିଂ ପାର୍ଟି ଫୋର୍ସ ନେଇ ଯାଉଥିବା ବେଳେ ପୋଲିସ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୩ ଜଣ ମୃତ

ନବରଙ୍ଗପୁର (କେନ୍ୟୁଜ୍‌) : ନବରଙ୍ଗପୁର ପାପଡ଼ାହାଣ୍ଡିରେ ପୋଲିସ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ୩ ପୋଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅନ୍ୟ ୧୪ ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି । ଗାଡ଼ିରେ ମୋଟ ୪୫ ଜଣ ପୋଲିସ୍‌ କର୍ମଚାରୀ ଥିଲେ । ନିର୍ବାଚନ…

ନିର୍ବାଚନ ସମୟରେ ବିକ୍ରି ହୋଇଥାନ୍ତା ନକଲି ମଦ, ନବରଙ୍ଗପୁର କାରଖାନାରେ ଚଢ଼ାଉ କଲା ବ୍ରହ୍ମପୁରର ଅବକାରୀ ବିଭାଗ

ନବରଙ୍ଗପୁର(କେନ୍ୟୁଜ୍): ଚାଲିଛି  ନିର୍ବାଚନୀର ଋତୁ । ଭୋଟ ଦିନ ବ୍ଲକରେ ବନ୍ଦ ରହିବ ମଦ ଦୋକାନ । ଏହାକୁ ଏକ ସୁଯୋଗ ଭାବି ନେଇ ନବରଙ୍ଗପୁର ସହରରେ ଆରମ୍ଭ ହେଇଥିଲା ନକଲି ବିଦେଶୀ ମଦର କାରବାର। ଆଶା ଥିଲା ଲକ୍ଷ ଲକ୍ଷ ଟଙ୍କାର କାରବାର । ହେଲେ ସବୁ କିଛି ଓଲଟ ପାଲଟ କରିଦେଲା ଅବକାରୀ ବିଭାଗ ।…

ମାନବିକତା ହରେଇ ବସିଲା ଜାତିପ୍ରଥା: ଶବକୁ ମିଳିଲାନି ଚାରି କାନ୍ଧ, ୨ ସ୍ତ୍ରୀ-ମା ଓ ବାପା ଦେଲେ କାନ୍ଧ

ନବରଙ୍ଗପୁର(କେନ୍ଯୁଜ୍): ଆଜିର ସଭ୍ଯ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି। ଜାତି ପ୍ରଥା ଯୋଗୁଁ ଶବକୁ ମିଳିଲାନି ଜାତି ଭାଇଙ୍କ କାନ୍ଧ। ଶେଷ ରେ ୨ ସ୍ତ୍ରୀ, ବାପା ଓ ମା’ ଦେଲେ କାନ୍ଧ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ଯ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି…