Below header
Browsing Tag

nasa

NASA ରୋଭର ଟେକ୍ନିକ୍‌ରୁ ତିଆରି ହେବ ୟୁନିକ୍‌ ସାଇକେଲ, ଯାହାର ଚକରେ ନ ଥିବ ପବନ

ସାଇକେଲ ଚଲାଇବା ବେଳେ ସାଧାରଣତଃ ଚକରେ ପର୍ଯ୍ୟାପ୍ତ ପବନ ଅଛି କି ନାହିଁ, ତାହାକୁ ନେଇ ସବୁବେଳେ ଚିନ୍ତା ଲାଗିରହିଥାଏ। କିନ୍ତୁ ନାସା ଏବେ ଏମିତି ଏକ ଟେକ୍ନିକ୍‌ ବାହାର କରିଛି, ଯେଉଁଥିରେ ସାଇକେଲରେ ପବନ ଭରିବାର କୌଣସି ଆବଶ୍ୟକତା ନାହିଁ। ନାସା ଚନ୍ଦ୍ର ଏବଂ ମଙ୍ଗଳ ରୋଭର ମିଶନ ପାଇଁ ଏହି…

ଜଳୁଛି ବାଘଙ୍କ ଘର ‘ଶିମିଳିପାଳ’, ନାସା ସେୟାର କଲା ଭୟଙ୍କର ଚିତ୍ର

ଶିମିଳିପାଳ ଅଭୟାରଣ୍ୟ, ସୁନ୍ଦର୍ ଯେମିତି ଭୟଙ୍କର ବି ସେମିତି। କାରଣ ଏଠାରେ ଅଛି ବ୍ୟାଘ୍ର ଅଭୟାରଣ୍ୟ। ଶିମିଳିପାଳରେ ୨୬୭ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳେ। ହାତୀ, ଚିତା, ବାଘ, ସମ୍ବର, ବାରହା, ଜଙ୍ଗଲୀ ବିଲେଇ, ହରିଣ ଏଭଳି ଅନେକ ପଶୁଙ୍କ ଘର ଏହି ଜଙ୍ଗଲ। ଏଠାରେ ୯୫ ପ୍ରଜାତିର ଅର୍କିଡ…

ନାସାର ‘ରୋଭର’ ପଠାଇଲା ମଙ୍ଗଳ ଗ୍ରହର ନୂଆ ଫଟୋ, ଏଠି ଦେଖନ୍ତୁ ଲ୍ୟାଣ୍ଡିଂ ଏବଂ ଏହା ପରର ସମସ୍ତ ଫଟୋ

ଆମେରିକୀୟ ମହାକାଶ ଏଜେନ୍ସି ‘ନାସା’ ବୁଧବାର ମଙ୍ଗଳ ଗ୍ରହରୁ ରୋଭର ଦ୍ୱାରା ପଠାଯାଇଥିବା ଏକ ବଢ଼ିଆ ଫଟୋ ଜାରି କରିଥିଲା। ଏଥିରେ ରୋଭର ଲ୍ୟାଣ୍ଡିଂ ସ୍ଥଳର ଏକ ମନୋରମ ଦୃଶ୍ୟ ଜାରି ହୋଇଥିଲା। ନାସା ପର୍ସିଭିୟରାନ୍ସ ରୋଭରକୁ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡିଂ କରାଇ ଏକ ଐତିହାସିକ ପଦକ୍ଷେପ ଗ୍ରହଣ…

ଇତିହାସ ରଚିଲା ନାସା, ବିଳମ୍ବିତ ରାତିରେ ମଙ୍ଗଳରେ ସଫଳତାର ସହ ଅବତରଣ କଲା ରୋଭର

ନୂଆଦିଲ୍ଲୀ : ଇତିହାସ ରଚିଲା ନାସା । ମଙ୍ଗଳରେ ସଫଳତାର ସହ ଅବତରଣ କଲା ରୋଭର । ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ୧୮ ତାରିଖ ବିଳମ୍ବିତ ରାତିରେ ନିଜର ମାର୍ସ ପ୍ରିଜରଭରାନ୍‌ସ ରୋଭରକୁ ଜେଜେରୋ କ୍ରେଟରରେ ସଫଳତା ପୂର୍ବକ ଲ୍ୟାଣ୍ଡିଂ କରାଇଛି । ମଙ୍ଗଳ ଗ୍ରହରେ ସବୁଠୁ ବେଶୀ ରୋଭର ପହଁଚାଇବାରେ…

ନାସାର କାର୍ଯ୍ୟକାରୀ ପ୍ରମୁଖ ଭାବେ ନିଯୁକ୍ତ ହେଲେ ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ

ନୂଆଦିଲ୍ଲୀ(କେ ନ୍ୟୁଜ): ଭାରତୀୟ ଆମେରିକୀୟ ଭବ୍ୟା ଲାଲଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ନାସା ପକ୍ଷରୁ ତାଙ୍କୁ ଅନ୍ତରୀକ୍ଷ ଏଜେନ୍ସିର କାର୍ଯ୍ୟକାରୀ ପ୍ରମୁଖ ଭାବେ ନିଯୁକ୍ତ କରାଯାଇଛି। ଭବ୍ୟା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ନାସାରେ ପରିବର୍ତ୍ତନ ସମ୍ବଦ୍ଧିତ…

NASA ଜାରି କଲା ବୃହସ୍ପତି ଗ୍ରହର ଅଦ୍ଭୁତ ଫଟୋ, ଉତ୍ତର ଏବଂ ଦକ୍ଷିଣ ଅରୁଣୋଦୟ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆମେରିକୀୟ ମହାକାଶ ଏଜେନ୍ସି ‘ନାସା(NASA)’ ନିକଟରେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ବୃହସ୍ପତି ଗ୍ରହର ଅଦ୍ଭୁତ ତଥା ରୋମାଞ୍ଚିତ କରି ଦେଲା ଭଳି ଏକ ଫଟୋ ଶେୟାର କରିଛି। ନାସାର Hubble Space Telescope ନାମକ ଇନ୍‌ଷ୍ଟା ଆକାଉଣ୍ଟରୁ ଶେୟାର କରାଯାଇଥିବା ଏହି ଫଟୋରେ ବୃହସ୍ପତି ଗ୍ରହର…

ଷ୍ଟାର କ୍ଲଷ୍ଟରରୁ ଏମିତି ତିଆରି ହୁଏ ତାରା, ନାସା ସେୟାର କଲା ଅଦ୍ଭୁତ ମହାଜାଗତିକ ଦୃଶ୍ୟ, ନିଶ୍ଚୟ ଦେଖନ୍ତୁ

ବିଜ୍ଞାନ ଯୁଗରେ ସବୁବେଳେ କିଛି ନା କିଛି ନୂଆ ଘଟଣା ଘଟିଥାଏ। କେବଳ ପୃଥିବୀ ନୁହେଁ, ମହାକାଶରେ ମଧ୍ୟ ପ୍ରତିଦିନ ନୂଆ ନୂଆ ମହାଜାଗତିକ ଦୃଶ୍ୟ ହେଉଛି, ଯାହା ବିଷୟରେ ଆମେ ଜାଣିପାରୁନାହୁଁ। କିନ୍ତୁ ନାସା ଏବେ ମହାକାଶର ଏକ ଅଜଣା ଘଟଣା ବିଷୟରେ ସୂଚନା ଦେଇଛି। ନୂଆ ସୂଚନା ଦେବା ଅବସରରେ ନାସା…

ଲ୍ୟାଣ୍ଡିଂ ପୂର୍ବରୁ ନାସା ଜାରି କଲା ମିଶନ ମଙ୍ଗଳର ଟ୍ରେଲର: ଫେବ୍ରୁଆରୀ ୧୮ରେ ଅବତରଣ କରିବ ରୋଭର

କେନ୍ଯୁଜ୍: ନାସାର ମିଶନ ମଙ୍ଗଳର ନୂଆ ଟ୍ରେଲର। ନାସା ପଠାଇଥିବା ପ୍ରିଜଭରାନସ ରୋଭର ଫେବ୍ରୁଆରୀ ୧୮ ତାରିଖରେ ମଙ୍ଗଳ ଗ୍ରହରେ ଅବତରଣ କରିବ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଦୁଇ ମାସରୁ କମ ସମୟ ବାକି। ଏହା ପୂର୍ବରୁ ନାସା ଜାରି କରିଛି ଏହି ମିଶନର ଟ୍ରେଲର। ଯେଉଁଥିରେ ପ୍ରିଜରଭରାନସ କିପରି…

ନାସା ସେୟାର କଲା ବ୍ରହ୍ମାଣ୍ଡର ଅଦ୍ଭୁତ ଫଟୋ, ସୁନ୍ଦରତା ଦେଖି ହୋଇଯିବେ ଅବାକ୍

ଆମେରିକାର ମହାକାଶ ଏଜେନ୍ସି ନାସା ନିକଟରେ ପୃଥିବୀ ବାହାର ଅର୍ଥାତ୍ ବ୍ରହ୍ମାଣ୍ଡର କେତେକ ଅଦ୍ଭୁତ ଫଟୋ ସୋସିଆଲ ମିଡିଆରେ ସେୟାର କରିଛି। ଏହି ଫଟୋ ଦେଖିବାକୁ ଅବିଶ୍ୱସନୀୟ ଲାଗୁଥିଲେ ବି ଏହାର ସୌନ୍ଦର୍ଯ୍ୟ ଦେଖି ଆପଣ ଅବାକ୍ ହୋଇଯିବେ। ନାସା ତରଫରୁ ମୋଟ ୪ଟି ଫଟୋ ସେୟାର କରାଯାଇଛି। ଥରେ…

ପ୍ରଥମଥର ପାଇଁ ମହାକାଶରେ ହେଲା ମୂଳା ଚାଷ, ନାସା ସେୟାର କଲା ଭିଡିଓ

ବୈଜ୍ଞାନିକମାନେ ପ୍ରଥମ ଥର ମହାକାଶରେ କରିଛନ୍ତି ମୂଳା ଚାଷ । ୨୦୨୧ରେ ଏହାକୁ ପୃଥିବୀ ପୃଷ୍ଠକୁ ଅଣାଯିବ। ନାସାର ମହାକାଶ ଯାତ୍ରୀ ଓ ଫ୍ଲାଇଟ୍ ଇଞ୍ଜିନିୟର କେଟ୍ ରୁବିନ୍ସ ପ୍ରଥମ ଥର ଇଣ୍ଟରନ୍ୟାସାନଲ ସ୍ପେସ୍ ଷ୍ଟେସନରେ ଚାଷ କରାଯାଇଥିବା ମୂଳା ଫସଲକୁ କାଟିଛନ୍ତି। କେଟ୍ ମୂଳାର ୨୦ଟି ଗଛକୁ…

ମହାକାଶରେ ହେବ ଶୌଚାଳୟ, ନାସା ଖର୍ଚ୍ଚ କରିବ ୧୭୪ କୋଟି ଟଙ୍କା

କେବେ ଆପଣ ଭାବିଛନ୍ତି କି, ଅନ୍ତରୀକ୍ଷରେ ପଇସା କେମିତି ଖର୍ଚ୍ଚ ହୁଏ ? ଆପଣ ଥରେ ଏହି ଖର୍ଚ୍ଚ ବିଷୟରେ ଯଦି ଜାଣିବେ, ତେବେ ନିଶ୍ଚିତ ଆଶ୍ଚର୍ଯ୍ଯ ହୋଇଯିବେ। ମହାକାଶରେ ଏକ ଟଏଲେଟ୍ ପ୍ରସ୍ତୁତ କରିବା ପାଇଁ ନାସା ୧୪ ମିଲିୟନ୍ ପାଉଣ୍ଡ ଅର୍ଥାତ୍ ୧,୮୬,୪୮,୦୦୦ ଡଲାର ଖର୍ଚ୍ଚ କରୁଛି । ନୂଆ…

ମହାକାଶରୁ କେତେ ସୁନ୍ଦର ଦିଶୁଛି ଆମ ପୃଥିବୀ, ଦେଖନ୍ତୁ ନାସାର ବୈଜ୍ଞାନିକ ସ୍ପେସ୍‌ରୁ ସେୟାର କରିଥିବା ଭିଡିଓ

ମହାକାଶରୁ ପୃଥିବୀକୁ ଦେଖିବା ସତରେ ଏକ ନିଆରା ଅନୁଭବ। କେବଳ କିଛି ଭାଗ୍ୟବାନ୍‌ ବ୍ୟକ୍ତିଙ୍କୁ ହିଁ ଏହି ଦୃଶ୍ୟ ଦେଖିବାର ସୁଯୋଗ ମିଳେ। ମହାକାଶବିଜ୍ଞାନୀ ତଥା ମହାକାଶକୁ ଯାତ୍ରା କରୁଥିବା ବ୍ୟକ୍ତି ବିଶେଷ ହିଁ ସ୍ୱଚକ୍ଷୁରେ ଏହି ଦୃଶ୍ୟକୁ ଦେଖିପାରିଥାନ୍ତି। ମାତ୍ର ଏବେ ନାସାର ବୈଜ୍ଞାନିକ…