ଆରମ୍ଭ ହେଉଛି ଚୈତ୍ର ନବରାତ୍ର: ଜାଣନ୍ତୁ କ’ଣ ଶିକ୍ଷା ଦିଅନ୍ତି ମା’ଦୁର୍ଗାଙ୍କ ୯ ଅବତାର
ଚୈତ୍ର ନବରାତ୍ରି ୯ ଦିନ ପାଇଁ ପାଳନ କରାଯାଏ । ଏହି ୯ ଦିନର ପ୍ରତ୍ୟେକ ଦିନ ଦେବୀ ଦୁର୍ଗାଙ୍କ ନଅଟି ଭିନ୍ନ ଭିନ୍ନ ଅବତାରକୁ ସମର୍ପିତ । ମାନ୍ୟତା ରହିଛି, ଏହି ନଅ ଦିନ ଯାକ ମା’ ଦୁର୍ଗା ଭକ୍ତଙ୍କ ସହ ରହିବା ପାଇଁ ସ୍ୱର୍ଗରୁ ପୃଥିବୀକୁ ଆସିଥାନ୍ତି । ଏଣୁ ଏହାକୁ ଶୁଭ ସମୟ ବୋଲି କୁହାଯାଏ ।…