Browsing Tag

night curfew

ରାଜ୍ୟରେ କଠୋର ହେଲା କୋରୋନା କଟକଣା, ସବୁ ଜିଲ୍ଲାର ସହରାଞ୍ଚଳରେ ନାଇଟ କର୍ଫ୍ୟୁ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କଠୋର ହେଲା କୋରୋନା କଟକଣା । ସବୁ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ହେବ।  ଆସନ୍ତା କାଲିଠାରୁ ଛତିଶଗଡ଼ ନିକଟବର୍ତ୍ତି ଓଡିଶାର ୧୦ ଜିଲ୍ଲାର ସହରାଞ୍ଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ନାଇଟ କର୍ଫ୍ୟୁ ହେବ। ୧୦ ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟରୁ ସକାଳ…

ପ୍ରଧାନମନ୍ତ୍ରୀଙ୍କୁ ବ୍ୟବସାୟୀଙ୍କ ପରାମର୍ଶ, ଲକ୍‌ଡାଉନ୍‌ ଓ କର୍ଫ୍ୟୁର ବିକଳ୍ପ ଚୟନ କରନ୍ତୁ ସରକାର

କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ କିମ୍ବା ନାଇଟ୍‌ କର୍ଫ୍ୟୁ ଲାଗୁ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବାଣିଜ୍ୟିକ ସଂଗଠନ ଅଖିଳ ଭାରତୀୟ ବ୍ୟବସାୟୀ ମହାସଂଘ(କ୍ୟାଟ୍‌)। ରବିବାର ଦିନ ଏନେଇ କ୍ୟାଟ୍‌ ତରଫରୁ ମୋଦିଙ୍କୁ ଅନୁରୋଧ କରାଯିବା ସହ…

ଆଜିଠୁ ରାଜଧାନୀ ଲକ୍ଷ୍ନୋ ସମେତ କାନପୁର ଓ ବାରଣାସୀରେ ନାଇଟ୍‌ କର୍ଫ୍ୟୁ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଜିଠୁ ରାଜଧାନୀ ଲକ୍ଷ୍ନୋ ସମେତ କାନପୁର ଓ ବାରଣାସୀରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ । ଲକ୍ଷ୍ନୋ ଓ ବାରଣାସୀରେ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗିବ ।…

ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ : ସ୍ବାସ୍ଥ୍ଯ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ । ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଯାଏଁ ଏନଫୋର୍ସ ମେଣ୍ଟ କଡ଼ାକଡ଼ି କରାଯାଉଛି । ସୀମାବର୍ତ୍ତି ଜିଲ୍ଲାର ଯେଉଁ ଲୋକ ପଡୋଶୀ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କୁ ଅନୁଧ୍ୟାନ କରାଯାଉଛି । ଜିଲ୍ଲାପାଳ ଓ ପୋଲିସ ପ୍ରଶାସନକୁ ଆବଶ୍ୟକ…

କରୋନା ବଢାଇଲା ରାଜଧାନୀ ଚିନ୍ତା, ମହାରାଷ୍ଟ୍ର ପରେ ଦିଲ୍ଲୀରେ ଆଜିଠାରୁ ଲାଗୁ ହେଉଛି ନାଇଟ କର୍ଫ୍ଯୁ

କରୋନା ସଂକମ୍ରଣର ଦ୍ବିତୀୟ ଲହରୀ ବେଶ ଘାତକ ହେବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସଂଖ୍ଯା ଦିନକୁ ଦିନ ବଢିବାରେ ଲାଗିଛି। ମୁମ୍ବାଇ ପରେ ରାଜଧାନୀ ଦିଲ୍ଲୀର ଅବସ୍ଥା ଚିନ୍ତାଜନକ ହେଲାଣି। ଲୋକଙ୍କୁ କୋଭିଡ ଗାଇଡ ଲାଇନ ସଠିକ୍ ଭାବେ ପାଳନ କରିବା ପାଇଁ ଅପିଲ କରାଯାଇଛି। କିନ୍ତୁ ଲୋକେ ଏହାକୁ…

ରାଜ୍ୟର ୧୦ ଜିଲ୍ଲାରେ ଆରମ୍ଭ ହେଲା ନାଇଟ୍‌ କର୍ଫ୍ୟୁ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୭ ଘଣ୍ଟିଆ ରାତ୍ରିକାଳୀନ କର୍ଫ୍ୟୁ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟର ୧୦ ଜିଲ୍ଲାରେ ଆରମ୍ଭ ହେଲା ନାଇଟ୍‌ କର୍ଫ୍ୟୁ । ଛତିଶଗଡ଼ ସୀମାନ୍ତବର୍ତ୍ତୀ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ରାତି ୧୦ଟାରୁ ସକାଳ ୫ଟା ଯାଏ ୭ ଘଣ୍ଟିଆ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା,…

ଆଜିଠୁ ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ଲାଗିବ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ବର: ଛତିଶଗଡ଼ରେ ସଂକ୍ରମଣ ଉପରମୁହାଁ । ଓଡ଼ିଶାରେ ବଢୁଛି ଦୈନିକ ସଂକ୍ରମଣ । ରାଜ୍ୟରେ ତିନି ଶହ ପାର କରିଛି ଆକ୍ଟିଭ୍‌ କେସ୍‌ । ମୁକାବିଲା ପାଇଁ ଆଜିଠୁ ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ଲାଗିବ ନାଇଟ୍‌ କର୍ଫ୍ୟୁ । ଏହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼,…

କରୋନା ସଂକ୍ରମଣ ବୃଦ୍ଧି ପରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶନାମା ଜାରି, ରାଜ୍ୟର ୧୦ ଜିଲ୍ଲାକୁ ଫେରିଲା…

କେନ୍ୟୁଜ୍(ବ୍ୟୁରୋ):  ପୁଣି ଫେରିଲା ନାଇଟ କର୍ଫ୍ୟୁ। କରୋନା ସଂକ୍ରମଣ  ବୃଦ୍ଧି ପରେ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି।  ଓଡିଶାର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲଗୁ ହେବ।   ଆସନ୍ତା ୫ ତାରିଖରୁ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ଯାଏଁ…

ପୁନେରେ ୭ ଦିନିଆ ନାଇଟ କର୍ଫ୍ଯୁ, ଆସନ୍ତାକାଲି ଠାରୁ ବନ୍ଦ ରହିିବ ସମସ୍ତ ବାର, ହୋଟେଲ ଓ ରେଷ୍ଟୁରାଣ୍ଟ

ମହାରାଷ୍ଟ୍ର : ମହାରାଷ୍ଟ୍ରର ପୁନେରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପରେ କଡ଼ା କଟକଣା ଲାଗୁ କରାଯାଇଛି। ଆସନ୍ତା କାଲି ଠାରୁ ସମସ୍ତ ବାର, ହୋଟେଲ ଓ ରେଷ୍ଟୁରାଣ୍ଟ ୭ଦିନ ପାଇଁ ବନ୍ଦ ରହିବ। କେବଳ ହୋମ ଡେଲିଭରିକୁ ଅନୁମତି ମିଳିବ। ବିବାହ ଓ ଅନ୍ତେଷ୍ଟି ବ୍ୟତୀତ ଅନ୍ୟ କୌଣସି ପବ୍ଲିକ…

ପୁଣି ଅନେକ ଜିଲ୍ଲାରେ ଲାଗୁ ହୋଇପାରେ ନାଇଟ୍‌ କର୍ଫ୍ୟୁ, ଖୁବଶୀଘ୍ର ଏପରି ନିଷ୍ପତି ନେଇପାରନ୍ତି ସରକାର

ଭୁବନେଶ୍ୱର (କେନ୍ୟୁଜ୍‌) : ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ହେବା ପରେ ଅଧିକ ଜିଲ୍ଲାରେ ଲାଗୁ ହୋଇପାରେ ରାତ୍ରୀକାଳୀନ କଟକଣା । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତି କଟକଣା ଲାଗୁ ହୋଇପାରେ। ସଂକ୍ରମଣ ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେଇପାରନ୍ତି । ବିଶେଷକରି ଯେଉଁ…

ଆଜିଠାରୁ ମାଲକାନାଗିରିରେ ନାଇଟ୍‌ କର୍ଫ୍ୟୁ

ମାଲକାନାଗିରି (କେନ୍ୟୁଜ) : ରାଜ୍ୟକୁ ଫେରିଲା ନାଇଟ୍‌ କର୍ଫ୍ୟୁ । କରୋନାର ଲେଉଟାଣି ପରେ ଆରମ୍ଭ ହୋଇଛି ରାତ୍ରିକାଳୀନ କର୍ଫ୍ୟୁ। ମାଲକାନଗିରି ଜିଲ୍ଲାରେ ଆଜିଠୁ ଲାଗିବ କଟକଣା । ରାତି ୯ଟାରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରାତ୍ରି ଯାଏ ରାତ୍ରିକାଳୀନ କର୍ଫ୍ୟୁ ଲାଗିବ । ରାତିରେ ବାହାରକୁ…

ପୁଣି ଓଡିଶାକୁ ଫେରିଲା ନାଇଟ କର୍ଫ୍ୟୁ, ହୋଲି ଦୋଳ ପର୍ବ ଉପରେ କଟକଣା

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରିକୁ ଫେରିଲା ନାଇଟ କର୍ଫ୍ୟୁ। ଆଗକୁ ବଡ଼ ଯାତ୍ରା ଥିବାରୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ।  ନାଇଟ କର୍ଫ୍ୟୁ ବେଳେ ଜାରି  ରହିବ ଜରୁରୀକାଳୀନ ସେବା ।  ୨୩ ମାର୍ଚ୍ଚରୁ ୩୧…