ଆଜି ରତ୍ନସିଂହାସନରେ ବିରାଜିତ ହେବେ ଶ୍ରୀଜିଉ: ନୀଳକନ୍ଦରକୁ ଫେରିବେ ମହାପ୍ରଭୁ
ପୁରୀ(କେନ୍ୟୁଜ୍): ଆଜି ନୀଳାଦ୍ରି ବିଜେ । ନୀଳକନ୍ଦରକୁ ଫେରିବେ ମହାପ୍ରଭୁ। ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ ଶ୍ରୀଜିଉ। ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ ଯାହାକୁ ନୀଳାଦ୍ରିବିଜେ କୁହାଯାଏ। ରଥାରୁଢ଼ ଶ୍ରୀଜିଉ ପୁଣି ଗୋଟି ପହଣ୍ଡିରେ…