NTPC ରେ ଚାକିରି ସୁଯୋଗ, ମାସକୁ ଦରମା ୫୦,୦୦୦ ଟଙ୍କା
ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନ ମାଇନିଂ ଲିମିଟେଡରେ ଖାଲିପଡିଛି ଅନେକ ପଦବୀ । ଏଥିପାଇଁ ରେଜିଷ୍ଟ୍ରେସନ ୧୭ ଜୁଲାଇରୁ ଆରମ୍ଭ ହୋଇଛି । ଏଠାରେ ଆବେଦନ କରିବାର ଶେଷ ତାରିଖ ୫ ଅଗଷ୍ଟ ୨୦୨୪ ରହିଛି । ଖାଲିପଡିଥିବା ପଦବୀ ମାଧ୍ୟମରେ ଏନଟିପିସିର ନନ୍-ଏଗଜିକ୍ୟୁଟିଭ ଭାବେ ୧୪୪ ପଦବୀରେ…