Browsing Tag

odisha assembly session

ଫେବ୍ରୁଆରୀ ୫ରୁ ବିଧାନସଭା ଅଧିବେଶନ, ୮ରେ ଆସିବ କାମଚଳା ବଜେଟ୍

ଭୁବନେଶ୍ୱର (କେନ୍ୟୁଜ): ଫେବ୍ରୁଆରୀ ୫ରୁ ବିଧାନସଭା ଅଧିବେଶନ । ଫେବ୍ରୁଆରୀ ୮ରେ ଆସିବ କାମଚଳା ବଜେଟ୍ । ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । କାମଚଳା ବଜେଟ ଅଧିବେଶନ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନର ପ୍ରଥମ ଦିନ ଅଭିଭାଷଣ ରଖିବେ ରାଜ୍ୟପାଳ । ଏହି…

ଆଜିଠୁ କମ୍ପିବ ବିଧାନସଭା, ଆସନ୍ତା ୨୪ରେ ଆସିବ ନବୀନଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜିଠୁ ବିଧାନସଭା ବଜେଟ୍‌ ଅଧିବେଶନ । ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଇନଶୃଙ୍ଖଳା, ଚାଷ ଓ ଚାଷୀ ଏବଂ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିବେ । ସେପଟେ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ଦଳ ବି ତୟାର ।…

ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ, ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ପୋଲିସ

 ଭୁବନେଶ୍ୱର(କେନ୍ୟୁଜ୍‌) :  ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ । ବିଧାନସଭା ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୋଲିସ ମୁତୟନ ରହିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ୨ ପ୍ଲାଟୁନ୍‌ SOG ମଧ୍ୟ ରହିବେ । ରୁଫ୍‌ ଟପ୍‌ ସିକ୍ୟୁରିଟି ରହିବ । କ୍ୱିକ୍‌ ରିଆକ୍ସନ ଟିମ…

ପ୍ରଥମେ ୧୧ଟା ୩୦ ଓ ପରେ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ, ବିରୋଧୀ ଓ ଶାସକ ଦଳର ଜୋରଦାର ହଙ୍ଗାମା

ଭୁବନେଶ୍ୱର(କେନ୍ୟୁଜ୍): ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବି ଚାଲିପାରୁନି ଗୃହକାର୍ଯ୍ୟ। ବାରମ୍ବାର ଗୃହ ମୁଲତବୀ। ଚାଷୀ ସମସ୍ୟା ନେଇ ଆରମ୍ଭରୁ ହୋହଲ୍ଲା । ଗୃହରେ ଉଭୟ ବିରୋଧୀ ଓ ଶାସକ ଦଳର ଜୋରଦାର ହଙ୍ଗାମା। ଫସଲ ବୀମା , ଇନପୁଟ ସବସିଡି ଓ ମଣ୍ଡି ଅବ୍ୟବସ୍ଥା ଯୋଜନା ପ୍ରସଙ୍ଗ…

ଖୁବଶୀଘ୍ର ବିଧାନସଭା ଅଧିବେଶନ ପାଇଁ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍):ଖୁବଶୀଘ୍ର ବିଧାନସଭା ଅଧିବେଶନ ପାଇଁ ବସିବ ସର୍ବଦଳୀୟ ବୈଠକ। ପୂର୍ବରୁ କୋଭିଡ କଟକଣା ଭିତରେ ବସୁଥିଲା ଅଧିବେଶନ। ଏବେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେବ। ନଭେମ୍ବର ୨୪ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି…

ଆସନ୍ତା ୨୪ରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତା ୨୪ ତାରିଖଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ । ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ୨୫ ତାରିଖ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସପ୍ଲିମେଣ୍ଟାରି ବଜେଟ ଉପସ୍ଥାପନ ହେବ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥର…

ଏଥର ପ୍ରତିଦିନ ୬ ଘଣ୍ଟା ଲେଖାଏଁ ଚାଲିବ ବିଧାନସଭା ବଜେଟ୍‌ ଅଧିବେଶନ

ଭୁବନେଶ୍ୱର(କେନ୍ୟୁଜ): ଏଥର ପ୍ରତିଦିନ ୬ ଘଣ୍ଟା ଲେଖାଏଁ ଚାଲିବ ବିଧାନସଭା ବଜେଟ୍‌ ଅଧିବେଶନ । ଏନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଅଧିବେଶନ କିଭଳି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସି ଆଲୋଚନା କରାଯାଇଛି ।…

ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ, ଏଥରକ ମୋଟ୍‌ ୨୪ଟି କାର୍ଯ୍ୟ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏଥରକ ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। State Budget To Be Presented On July 2 Assembly Session To Start In July 2,…

ବିଧାନସଭା ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ, କହିଲେ ସମୃଦ୍ଧ ଓ ସୁସ୍ଥ ଓଡ଼ିଶା ମୋ ସରକାରର…

ଭୁବନେଶ୍ବର(କେନ୍ୟୁଜ୍): ଆରମ୍ଭ ହେଲା ବିଧାନସଭା ବଜେଟ୍‌ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିଛନ୍ତି। ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ। ସିଡିଏସ୍‌ ବିପିନ ରାଓ୍ଵତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ପ୍ରଶଂସା…

ଆସନ୍ତା ୨୫ ତାରିଖରୁ ବିଧାନସଭା ଅଧିବେଶନ, ଆଜିଠୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ

ଭୁବନେଶ୍ବର(କେନ୍ୟୁଜ) : ଆସନ୍ତା ୨୫ ତାରିଖରୁ ବିଧାନସଭା ଅଧିବେଶନ । ତା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କୋଭିଡ ଟେଷ୍ଟ କରିଛନ୍ତି । ଆସନ୍ତାକାଲି ପୌର ନିର୍ବାଚନ ଥିବାରୁ ବିଧାୟକମାନେ ଚାହିଁଲେ ଜିଲ୍ଲାସ୍ତରରେ ଟେଷ୍ଟ କରି ରିପୋର୍ଟ…

ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ଚାଲିଛି କୋଭିଡ ଟେଷ୍ଟ, ସବୁ ସଦସ୍ୟଙ୍କର ହେବ ଆଣ୍ଟିବଡି ପରୀକ୍ଷା

ଭୁବନେଶ୍ବର(କେନ୍ଯୁଜ୍): ବିଧାନସଭା ଶୀତ ଅଧିବେଶନ ପୂର୍ବରୁ କୋଭିଡ ଟେଷ୍ଟ। ବିଧାନସଭା ସଦସ୍ୟଙ୍କ ସହ ସବୁ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ RTPCR ଟେଷ୍ଟ କରାଯାଉଛି। ସବୁ ସଦସ୍ୟଙ୍କର ଆଣ୍ଟିବଡି ପରୀକ୍ଷା ମଧ୍ୟ କରାଯିବ। ଏଥିପାଇଁ ବିଧାନସଭା ପରିସରରେ ୨ଟି ପୃଥକ ପୃଥକ ସ୍ଥାନରେ ୨ଟି…

ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦

ଭୁବନେଶ୍ବର: ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦। ଉଭୟ କଂଗ୍ରେସ ଓ ବିଜେପି ଏହାକୁ ପ୍ରଥମରୁ ବିରୋଧ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଏହା ଏକ କଳା ବିଲ୍‌ । ୪ ଦିନ ଧରି ବିଧାନସଭାରେ ହେଉଥିଲା ଆଲୋଚନା । ଆଜି ଆଲୋଚନାରେ ବିଜେପି…