Browsing Tag

odisha government

ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଫେରିବା ପାଇଁ ପ୍ରବାସୀଙ୍କୁ ଯୋଗାଇ ଦିଆଯିବ ଇ-ପାସ

 ଭୁବନେଶ୍ୱର(କେ ନ୍ୟୁଜ) : ଓଡ଼ିଶାରେ ଫସିରହିଥିବା ଅନ୍ୟ ରାଜ୍ୟ ବାସୀ ଯିବା ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଯେଉଁ ମାନେ ନିଜ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନ ମାଧ୍ୟମରେ ଇ-ପାସ ପାଇଁ ଆବେଦନ କରିପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି…

ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାରଙ୍କ ତାଗିଦ, କରୋନା ଲକ୍ଷଣ ନଥିଲେ ଟେଷ୍ଟିଂ ପାଇଁ କରିପାରିବେ ନାହିଁ ବାଧ୍ୟ

ଭୁବନେଶ୍ବର: ଘରୋଇ ହସ୍ପଟାଲକୁ ରାଜ୍ୟ ସରକାରଙ୍କ ତାଗିଦ । କରୋନା ଲକ୍ଷଣ ନଥିଲେ ଟେଷ୍ଟିଂ ପାଇଁ ବାଧ୍ୟ କରିପାରିବେ ନାହିଁ ହସ୍ପିଟାଲ କର୍ତ୍ତୃପକ୍ଷ । ଡାଇଲେସିସ, କେମୋ ସମେତ ଗୁରୁତର ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ, କ୍ଲିନିକ୍‌ ଟେଷ୍ଟ ପାଇଁ ବାଧ୍ୟ କରୁଥିବାର ଅଭିଯୋଗ ପରେ ସ୍ୱାସ୍ଥ୍ୟ…

କ୍ୟାନ୍ସର ରୋଗୀଙ୍କ ପାଇଁ ରାଜ୍ୟ ସରକାର ଜାରି କଲେ ନୂଆ ହେଲ୍ପଲାଇନ, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ନମ୍ବର

ଭୁବନେଶ୍ୱର: କ୍ୟାନ୍ସର ରୋଗୀଙ୍କ ପାଇଁ ରାଜ୍ୟ ସରକାର ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତ । ପ୍ରତି ଜିଲ୍ଲାରେ ଥିବା କ୍ୟାନ୍ସର ପୀଡିତଙ୍କ ସୁବିଧା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । କେମୋ ଥେରାପି, ପଲ୍ଲିଏଟିଭ କେୟାର ତଥା ବିଭିନ୍ନ ଅନୁସରଣ ପାଇଁ ସ୍ୱତନ୍ତ୍ର ଦାୟିତ୍ୱରେ ଥିବା…

କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ: ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନର ଅଧିକାରୀଙ୍କୁ…

ଭୁବନେଶ୍ବର: କୋଭିଡ ୧୯ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଶାଳ ପଦକ୍ଷେପ । ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନର ଅଧିକାରୀଙ୍କୁ ବିଭିନ୍ନ କ୍ଷେତ୍ର ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି । କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ମଧ୍ୟରେ ସମନ୍ଵୟ ରକ୍ଷା କରିବା, ବିଭିନ୍ନ ବିଭାଗ ଓ…

ରାଜ୍ୟରେ ଶ୍ରମିକଙ୍କ ଯିବା ଆସିବା ଉପରୁ ହଟିଲା କଟକଣା

ଓଡ଼ିଶା ଭିତରେ ଫସିଥିବା ଶ୍ରମିକଙ୍କ ଯିବା ଆସିବା ଉପରୁ ହଟିଲା କଟକଣା । ରାଜ୍ୟ ଭିତରେ ଏଣିକି ସେମାନେ ନିଜ କାର୍ଯ୍ୟସ୍ଥଳୀକୁ ଯାଇ ପାରିବେ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ସେମାନେ କାମ କରୁଥିବା ସଂପୃକ୍ତ ଶିଳ୍ପ ସଂସ୍ଥା କିମ୍ବା…

କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଫୋକସରେ ପଡ଼ୋଶୀ ରାଜ୍ୟର ସୀମାନ୍ତ ଜିଲ୍ଲା

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ଫୋକସରେ ପଡ଼ୋଶୀ ରାଜ୍ୟର ସୀମାନ୍ତ ଜିଲ୍ଲା । ସୀମାନ୍ତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ଝାଡଖଣ୍ଡ ସୀମାବର୍ତ୍ତି ଜିଲ୍ଲା ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ବିଶେଷକରି ଗତକାଲି ଆନ୍ଧ୍ରରେ ଗୋଟିଏ ଦିନରେ ୬୧ ନୂଆ କରୋନା…

COVID-19 ର ମୁକାବିଲା ନେଇ ଡାକ୍ତର, ନର୍ସ, ପାରାମେଡିକ୍ ପଦ ପାଇଁ ବିଜ୍ଞପ୍ତି ଜାରି କଲେ ଓଡିଶା ସରକାର, ଜାଣନ୍ତୁ…

ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀ ପରେ ଓଡିଶା ସରକାର COVID 19 ର ମୁକାବିଲା ପାଇଁ ବିଭିନ୍ନ ଡାକ୍ତରଖାନା, PHCs, CHCs ଗୁଡିକରେ ବିଭିନ୍ନ ଡାକ୍ତର, ନର୍ସ, ପାରାମେଡିକ୍ ନିଯୁକ୍ତ କରିବାକୁ ଚାହୁଁଛନ୍ତି। ଯୋଗ୍ୟ ବିଶେଷଜ୍ଞ, ଏମବିବିଏସ୍ ଡାକ୍ତର, ମାଇକ୍ରୋବିଓଲୋଜିଷ୍ଟ୍, ଷ୍ଟାଫ୍ ନର୍ସ…

କୋଭିଡ ୧୯ ମୁୁକାବିଲାରେ ଓଡ଼ିଶା ପାଲଟିଲା ଉଦାହରଣ, ସଂକ୍ରମଣ ରୋକିବାରେ ରାଜ୍ୟ ସରକାର ସଫଳ

ଭୁବନେଶ୍ବର: କୋଭିଡ ୧୯ ମୁୁକାବିଲାରେ ଓଡ଼ିଶା ପାଲଟିଛି ଉଦାହରଣ। ସଂକ୍ରମଣ ରୋକିବାରେ ପଦକ୍ଷେପ, କରୋନାକୁ ରୋକ ଲଗାଇବାରେ ସକ୍ଷମ ହୋଇଛି । ରାଜ୍ୟ ସରକାରଙ୍କ ପ୍ରାକ୍‌ ପ୍ରସ୍ତୁତି ଓ ଆକ୍ରାନ୍ତ ଚିହ୍ନଟ ପରେ ଚିକିତ୍ସା ଯୋଗାଇବାର ତତ୍ପରତାକୁ ରାଜ୍ୟ ବାହାରେ ପ୍ରଶଂସା କରାଯାଇଛି। ସୂଚନା ଓ…

ଭିତ୍ତିଭୂମି କି ଅର୍ଥବଳ ନଥିଲା, ହେଲେ ମନୋବଳ ଥିଲା ଓଡ଼ିଶା ସରକାରଙ୍କର

ବାଆସ୍ତରୀ ଘଣ୍ଟା ବିତି ଗଲାଣି । ରାଜ୍ୟରେ ଆଉ କୌଣସି କରୋନା ପଜେଟିଭ୍‌ ଚିହ୍ନଟ ହୋଇ ନାହାନ୍ତି । ଯେଉଁ ୬୦ ଜଣ ଆକ୍ରନ୍ତ ଥିଲେ ସେଥିମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ସାରିଲେଣି । ଦେଶ ଭଳି ରାଜ୍ୟରେ ଦ୍ୱିତୀୟ ଲକ୍‌ଡାଉନ୍‌ ଚାଲିଛି । ଲୋକେ ଘରେ ଅଛନ୍ତି ଆଉ ପୋଲିସ୍‌, ପ୍ରଶାସନ ଏବଂ ସ୍ୱାସ୍ଥ୍ୟ…

ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ, ସରକାରୀ ସେବା ପାଇଁ ଆଉ ଲୋକଙ୍କୁ ବିଭିନ୍ନ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ, ନଜର…

କେନ୍ୟୁଜ୍(ବ୍ୟୁରେ): ସରକାରଙ୍କ ବଳିଷ୍ଠ ପଦକ୍ଷେପ । ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଅଗଷ୍ଟ ୧୫ରୁ ଘରେ ପହଞ୍ଚିବେ ସରକାର । ସରକାରୀ ସେବା ପାଇଁ ଆଉ ଲୋକଙ୍କୁ ବିଭିନ୍ନ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ । ସମସ୍ତଙ୍କ ଘର ପାଖରେ ସେବା ଯୋଗାଇ ଦେବେ ସରକାର । ଅନଲାଇନରେ ଲୋକଙ୍କୁ ମିଳିବ ସମସ୍ତ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ୫ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ଜାନୁୟାରୀ ମାସରୁ ପିଛିଲା ଲାଗୁ ହେବାକୁ ଘୋଷଣା କରାଯାଇଛି। ୭ମ ବେତନ କମିଶନଙ୍କ ଆଧାରରେ ଭତ୍ତା ବୃଦ୍ଧି ହୋଇଛି।

ପୁରୀ ରଘୁନନ୍ଦନ ପାଠାଗାର ପାଇଁ ୫ କୋଟି ଟଙ୍କା ମଞ୍ଜୁର, ଏମାର ମଠର ଜମିରେ ହେବ ପାଠାଗାର

ପୁରୀ ରଘୁନନ୍ଦନ ପାଠାଗାର ପାଇଁ ୫ କୋଟି ଟଙ୍କା ମଞ୍ଜୁର । ଅତ୍ୟାଧୁନିକ ପାଠାଗାର ପ୍ରତିଷ୍ଠା ପାଇଁ ୫ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏମାର ମଠର ଜମିରେ ପାଠାଗାର ହେବ । ଏଠାରେ ଅନେକ ପାଣ୍ଡୁଲିପି ରହିବା ସହ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ପୁସ୍ତକ ସ୍ଥାନ ପାଇବ । ମଠରେ ଥିବା…